ବିଲେଇ ପାଇଁ ଜାପାନରେ ହାଇ ଆଲର୍ଟ, ଜାଣନ୍ତୁ ପୂରା ମାମଲା…
ଟୋକିଓ,୧୪ା୩: ସାଧାରଣ ଏକ ବିଲେଇ ପାଇଁ ଜାପାନ ପରି ସହରରେ ସତର୍କ ଘଣ୍ଟି ବାଜିବା ନିଶ୍ଚିତ ଆଶ୍ଚର୍ଯ୍ୟଜନକ ଘଟଣା। ହିରୋସିମା ପ୍ରିଫେକ୍ଟରର ଫୁକୁୟାମା କର୍ତ୍ତୃପକ୍ଷ କହିଛନ୍ତି, ଏକ ବିଲେଇ ପାଇଁ ସେମାନେ ସହରରେ ପାଟ୍ରୋଲିଂ ବଢ଼ାଇ ଦେଇଛନ୍ତି। ରବିବାର ଏକ ପ୍ଲାଣ୍ଟ୍…
ଚଳନ୍ତା ଟ୍ରେନ୍ରେ ବିବାହ କଲେ ପ୍ରେମୀଯୁଗଳ, ସାଥୀରେ ବି ଥିଲେ ବରଯାତ୍ରୀ, କାରଣ ଜାଣିଲେ…
ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି ଏବଂ ସେମାନଙ୍କର ନିଜସ୍ବ ଚିନ୍ତାଧାରା ମଧ୍ୟ ସ୍ବତନ୍ତ୍ର। କିଛି ଲୋକ ବିବାହକୁ ସ୍ମରଣୀୟ କରିବା ପାଇଁ କେତେ କ’ଣ ବ୍ୟବସ୍ଥା କରିଥାନ୍ତି। ଏହି କାରଣରୁ କପଲ ସେମାନଙ୍କ ବଜେଟ୍ ଏବଂ ପସନ୍ଦ ଅନୁଯାୟୀ ବିବାହ…
ଆମେରିକା ସଂସଦରେ ଦିଆଗଲା ଭାରତର ଉଦାହରଣ
ଓ୍ବାଶିଂଟନ୍,୧୪।୩: ଆମେରିକାରେ ଚାଇନାର ଆପ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବା ସପକ୍ଷରେ ମତ ଦେଇଛନ୍ତି ଆମେରିକାର ସାଂସଦ। ଅଧିକାଂଶ ସାଂସଦ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଭାରତର ଉଦାହରଣ ଦେଇଛନ୍ତି ଏବଂ କହିଛନ୍ତି ଯେ ଜାତୀୟ ସୁରକ୍ଷାକୁ ଦୃଷ୍ଟିରେ ରଖି…
ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଗଲା କାର୍
ପାଟଣା,୧୪।୩(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଇଦାନ କେଲ ଭାୟା କେନ୍ଦୁଝର ରାସ୍ତାର ଶ୍ୟାମସୁନ୍ଦରପୁର ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ କାର ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା କେନାଲ ଭିତରକୁ ପଶିଯାଇଛି। ଦୁର୍ଘଟଣାରୁ କାର୍ ଚାଳକ ଏବଂ…
ହସ୍ପିଟାଲରେ ଭର୍ତ୍ତି ହେଲେ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି
ନୂଆଦିଲ୍ଲୀ,୧୪।୩: ଭାରତ ପ୍ରଥମ ମହିଳା ରାଷ୍ଟ୍ରପତି ପ୍ରତିଭା ପାଟିଲଙ୍କୁ ମହାରାଷ୍ଟ୍ରର ପୁଣେ ସହରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଜ୍ୱର ଏବଂ ଛାତି ସଂକ୍ରମଣ ଯୋଗୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି। ବର୍ତ୍ତମାନ ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।…
ସିଏଏ କାହାର ନାଗରିକତ୍ୱ ଛଡାଇ ନେବ ନାହିଁ, ଭୟ କରନ୍ତୁ ନାହିଁ: ଶାହା
ନୂଆଦିଲ୍ଲୀ,୧୪।୩: ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ)କୁ ନେଇ ରାଜନୀତି ଜୋର ଧରିଛି। କେବଳ ଭାରତରେ ନୁହେଁ, ବିଦେଶରୁ ମଧ୍ୟ ଏହାକୁ ନେଇ ବିରୋଦର ସ୍ବର ଉଠିଛି। କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା କହିଛନ୍ତି, ନାଗରିକତ୍ୱ ସଂଶୋଧନ ଅଧିନିୟମ (ସିଏଏ) କୁ…
ସୁବର୍ଣ୍ଣପୁର ରାଜନୀତିକୁ ଉଷ୍ମ କରିଛି ମେଣ୍ଟ ଚର୍ଚ୍ଚା
ସୋନପୁର,୧୪।୩(ମୃତ୍ୟୁଞ୍ଜୟ ଶତପଥୀ)ସାଧାରଣ ନିର୍ବାଚନକୁ ନେଇ ବାତାବରଣ ସରଗରମ ଥିବା ବେଳେ ଏବେ ମେଣ୍ଟ ଚର୍ଚ୍ଚା ସୁବର୍ଣ୍ଣପୁର ରାଜନୀତିକୁ ଆହୁରି ଉଷ୍ମ କରିଛି। ଯଦିଓ ମେଣ୍ଟର ରୂପରେଖ ସମ୍ପର୍କରେ ଚିତ୍ର କିଛି ସ୍ପଷ୍ଟ ହୋଇନି, କିନ୍ତୁ ଖୁବ୍ଶୀଘ୍ର ବିଜେଡି-ଭାଜପା ଏ ବାବଦରେ ଗୁରୁତ୍ୱପୂର୍ଣ୍ଣ…
ବିଜେଡି କର୍ମୀଙ୍କ ମଧ୍ୟରେ ଉତ୍ସାହ
ଲୋଇସିଂହା,୧୪।୩(ସୁଶାନ୍ତ ବାରିକ) ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ବୁଧବାର ବଲାଙ୍ଗୀର ଜିଲା ଲୋଇସିଂହାକୁ ଏନଏସି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏହାକୁ ନେଇ ଲୋଇସିଂହା ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ସନ୍ଧ୍ୟାରେ ସ୍ଥାନୀୟ ବିଜେଡ଼ି ପକ୍ଷରୁ ବିଜୟ ଉତ୍ସବ ପାଳନ କରିଛି।…
ରୋଜଗାର ଦେଉଛି ମିଠା ମକା ଚାଷ
ଭବାନୀପାଟଣା,୧୪।୩(ଉତ୍ତମ କୁମାର ଦାଶ)ପରିବାର ଗୁଜୁରାଣ ମେଣ୍ଟାଇବାରେ ସହାୟକ ହୋଇଛି ମିଠା ମକା ଚାଷ (ସୁଇଟକର୍ଣ୍ଣ)। ସକାଳ ହେଉ କି ସନ୍ଧ୍ୟା ଛୋଟପିଲାଙ୍କଠାରୁ ଆରମ୍ଭ କରି ଯୁବପିଢ଼ୀ ଏହାକୁ ଖାଇବାକୁ ସମସ୍ତେ ପସନ୍ଦ କରୁଛନ୍ତି। ତେବେ ଏହି ସୁଇଟକର୍ଣ୍ଣ ବା ମିଠାମକା ଚାଷ…
କଂଗ୍ରେସ ସାଧାରଣ ସମ୍ପାଦିକା ନିଯୁକ୍ତ
ଦେବଗଡ଼, ୧୪।୩ (ଶଶାଙ୍କ ଶେଖର ଝାଙ୍କର)ଦେବଗଡ଼ ଜିଲା ମହିଳା କଂଗ୍ରେସର ବରିଷ୍ଠ ନେତ୍ରୀ ମିନତୀ ନାଏକ ପ୍ରଦେଶ ମହିଳା କଂଗ୍ରେସର ସାଧାରଣ ସମ୍ପାଦିକା ଭାବେ ନିଯୁକ୍ତ ହୋଇଛନ୍ତି। ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ପ୍ରସ୍ତାବର ଅନୁମୋଦନ ପୂର୍ବକ…
ମୋର ଟିକେଟ ଫାଇନାଲ
ଦେବଗଡ଼, ୧୪।୩ (ଶଶାଙ୍କ ଶେଖର ଝାଙ୍କର)ଦେବଗଡ଼ ଜିଲା ଗୋଟିଏ ବିଧାନସଭା ନିର୍ବାଚନମଣ୍ଡଳୀ। ଏଠାରେ ସବୁ ଦଳରେ ଅନେକ ଟିକେଟ ଆଶାୟୀ ଅଛନ୍ତି। ତେବେ ଟିକେଟ କିଏ ପାଇବ ତାହା ଭବିଷ୍ୟତ କହିବ। କିନ୍ତୁ ବିଭିନ୍ନ ଦଳର କେତେକ ନେତା ବାଟଘାଟରେ, ଚା…
ହିଂସ୍ର କୁକୁର ପାଳିବା ମନା, ନିଷେଧାଦେଶ ଲଗାଇବାକୁ ଯାଉଛନ୍ତି ସରକାର
ନୂଆଦିଲ୍ଲୀ, ୧୪।୩: ଗତ କିଛିଦିନ ଧରି ଭାରତରେ ମଣିଷଙ୍କ ଉପରକୁ କୁକୁରମାନଙ୍କର ଆକ୍ରମଣ ବଢ଼ିବାରେ ଲାଗିଛି। କୁକୁର କାମୁଡ଼ାରେ ଦେଶରେ ବହୁ ବ୍ୟକ୍ତି ଗମ୍ଭୀର ଭାବେ ଆହତ ହେଉଥିବା ବେଳେ କେତେକଙ୍କର ମୃତ୍ୟୁ ମଧ୍ୟ ଘଟୁଛି। ଏହିସବୁ ଘଟଣାକୁ ଗୁରୁତର ଭାବେ…
Archives


