Home Left

ଗୃହରେ ଛତୁଆ ଝଡ଼: ବିଧାୟକଙ୍କ ପ୍ରଶ୍ନରେ ଏମିତି ଜବାବ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧।୮: ବିଧାସଭାରେ ପ୍ରଶ୍ନୋତ୍ତର କାର୍ଯ୍ୟ ଶନିବାର ବେଶ ସୁରୁଖୁରୁରେ ଚାଲୁଥିବା ଦେଖିବାକୁ ମିଳିଛି। ତେବେ ବିଧାୟକମାନେ ପଚାରୁଥିବା ବିଭିନ୍ନ ପ୍ରଶ୍ନର ବିଭାଗୀୟ ମନ୍ତ୍ରୀ ଉତ୍ତର ରଖଛନ୍ତି । ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଅଙ୍ଗନଓ୍ବାଡି ମାଧ୍ୟମରେ ପୃଷ୍ଟିକର ଖାଦ୍ୟ ପଦାର୍ଥ ଯୋଗାଇ…

ନିର୍ବାଚନ ପୂର୍ବରୁ ଗୁଲାମ ନବୀ ଆଜାଦଙ୍କୁ ବଡ ଝଟ୍‌କା

ନୂଆଦିଲ୍ଲୀ,୩୧।୮: ଜମ୍ମୁ -କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦଙ୍କ ଡେମୋକ୍ରାଟିକ ପ୍ରୋଗ୍ରେସିଭ ଆଜାଦ ପାର୍ଟି (ଡିପିଏପି) ପୁଣି ଥରେ ଅସୁବିଧାର ସମ୍ମୁଖୀନ ହୋଇଛି। ପ୍ରଥମ ପର୍ଯ୍ୟାୟ ପାଇଁ ନାମାଙ୍କନ ଦାଖଲ କରିଥିବା ୧୦ ଜଣ ଆଜାଦ ପ୍ରାର୍ଥୀଙ୍କ ମଧ୍ୟରୁ ଚାରିଜଣ…

ବଡ଼ ଖବର: କୋଲକାତା ବଳାତ୍କାର-ହତ୍ୟା ଘଟଣାକୁ ଦବାଇବାକୁ ହୋଇଥିଲା ଚେଷ୍ଟା! ମୃତଦେହ ମିଳିବାର ୪୦ ମିନିଟ୍‌ ପରେ…

କୋଲକାତା,୩୧।୮: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଜଣେ ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାକୁ ନେଇ ସମଗ୍ର ଦେଶରେ ଆନ୍ଦୋଳନ କରାଯାଉଛି। ଏ ସମ୍ପର୍କରେ ସିବିଆଇ ଶୁକ୍ରବାର କ୍ରମାଗତ ୧୪ ଦିନ ପଚରାଉଚରା ପାଇଁ ଆର୍‌.ଜି କର ମେଡିକାଲ କଲେଜ ଏବଂ…

ଟିମ୍‌ ଇଣ୍ଡିଆରେ ସ୍ଥାନ ପାଇଲେ ରାହୁଲ ଦ୍ରାବିଡଙ୍କ ପୁଅ: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବେ

ନୂଆଦିଲ୍ଲୀ,୩୧।୮: କେବଳ ଭାରତ ନୁହେଁ ବିଶ୍ୱର ମହାନ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ରାହୁଲ ଦ୍ରାବିଡଙ୍କୁ ଗଣନା କରାଯାଏ। ତାଙ୍କର ଦୃଢ କୌଶଳ ଏବଂ ଅନେକ ନିର୍ଭରଯୋଗ୍ୟ ଇନିଂସ ଯୋଗୁ ସେ ଟିମ ଇଣ୍ଡିଆରେ ‘ୱାଲ’ ଟାଇଟଲ ପାଇଥିଲେ। ତାଙ୍କ ପୁଅ ସମିତ ଦ୍ରାବିଡ…

କଙ୍ଗନାଙ୍କର ଯୋଗ୍ୟତା ନାହିଁ ସଂସଦ ଯିବାର: କାହିଁକି ଏମିତି କହିଲେ ରବର୍ଟ ଭଦ୍ରା

ନୂଆଦିଲ୍ଲୀ,୩୧।୮: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରା ଶନିବାର ଭାଜପା ଏମପି କଙ୍ଗନା ରାନାୱତଙ୍କୁ କଡ଼ା ଟାର୍ଗେଟ କରିଛନ୍ତି। ଏହି ସମୟରେ ରବର୍ଟ ଭଦ୍ରା କୃଷକଙ୍କ ବିରୋଧରେ କଙ୍ଗନାଙ୍କ ମନ୍ତବ୍ୟକୁ ସମାଲୋଚନା କରିଛନ୍ତି। ରବର୍ଟ ଭଦ୍ରା…

ବିଧାନସଭାରେ ହୃଦୟର କଥା ଖୋଲି କହିଦେଲେ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର,୩୦।୮: ବିଧାନସଭାରେ ହୃଦୟର କଥା ଖୋଲି କହିଛନ୍ତି ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର। ଶିଳ୍ପ ବିଭାଗର ଖର୍ଚ୍ଚଦାବି ଆଲୋଚନାରେ ଅଂଶଗ୍ରହଣ କରି ସେ ଓଡ଼ିଶା ସିନେମାର ପତନକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ। ସେ କହିଛନ୍ତି, ମୁଁ ଗୃହରେ ଆଜି ମୋ…

ପାକିସ୍ତାନର ପୋଲ୍‌ ଖୋଲିଦେଲେ ନିଜ ଦେଶର କ୍ରିକେଟର୍‌

ଇସଲାମାବାଦ୍‌,୩୧।୮: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନ ଦ୍ୱାରା ଆୟୋଜିତ ହେବ। ତେବେ ଟୁର୍ଣ୍ଣାମେଣ୍ଟ ପାଇଁ ଟିମ ଇଣ୍ଡିଆ ପାକିସ୍ତାନ ଗସ୍ତ କରିବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ନିକଟରେ ପାକିସ୍ତାନର ପୂର୍ବତନ ଅଧିନାୟକ ରସିଦ ଲତିଫ କହିଛନ୍ତ, ଚାମ୍ପିଅନ୍ସ…

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ରିଲିଜ ହେବ ଟ୍ରମ୍ପଙ୍କ ବିବାଦୀୟ ଫିଲ୍ମ

ଓ୍ବାଶିଂଟନ,୩୧।୮: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନକୁ ଆଉ କିଛି ମାସ ବାକି ଅଛି ଏବଂ ଏହାପୂର୍ବରୁ ଆମେରିକାର ରାଷ୍ଟ୍ରପତି ତଥା ରିପବ୍ଲିକାନ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଜୀବନୀ ଉପରେ ଆଧାରିତ ବିବାଦୀୟ ଚଳଚ୍ଚିତ୍ର ‘ଦି ଆପ୍ରେଣ୍ଟିସ’ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ହୋଇଛି।…

ଫିଲ୍ମ ନିର୍ଦ୍ଦେଶକଙ୍କ ନାଁରେ ମାମଲା ରୁଜୁ କଲା ପୋଲିସ, ଅଡିଶନ ବାହାନାରେ ରୁମ୍‌କୁ ଡାକି କହିଥିଲେ…

ମୁମ୍ବାଇ,୩୧।୮: ମାଲାୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆରମ୍ଭ ହୋଇଥିବା ମି..ଠୁ ଅଭିଯାନ ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି । ଏଥିରେ ଅନେକ ଯୁବ କଳାକାର ଭେଟେରାନ ନିର୍ଦ୍ଦେଶକ, ନିର୍ମାତା ଏବଂ ଅଭିନେତାଙ୍କ ଦ୍ୱାରା ସମ୍ମୁଖୀନ ହୋଇଥିବା ଅସଦାଚରଣ ବିଷୟରେ ଖୋଲାଖୋଲି ଭାବରେ…

ପୁଣି ଫେରୁଛି କରୋନା! ଭାରତକୁ ଆଲର୍ଟ ଜାରି

ନୂଆଦିଳ୍ଲୀ,୩୧।୮: କୋଭିଡ-୧୯ ଭାରତରେ ପୁଣି ଥରେ କାୟା ବିସ୍ତାର କରିବାକୁ ଯାଉଛି। ଏନେଇ ଆଲର୍ଟ ଜାରି କରାଯାଇଛି। ଆମେରିକାରୁ ଦକ୍ଷିଣ କୋରିଆ ପର୍ଯ୍ୟନ୍ତ ସମଗ୍ର ବିଶ୍ୱରେ କୋଭିଡ ମାମଲା ଦେଖାଯିବା ଆରମ୍ଭ କରିଛି। ଆମେରିକାରେ ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର…

ଧର୍ମ ପରିବର୍ତ୍ତନ କରିଥିବା ଲୋକଙ୍କୁ ରିଜର୍ଭେଶନର ଲାଭ କାହିଁକି? ପ୍ରଶ୍ନ ଉଠାଇଲେ ମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: ଲୋକ ସଭା ଏମପି ତଥା ଗୃହ ଓ ନଗର ବ୍ୟାପାର ମନ୍ତ୍ରୀ ତୋଖନ ସାହୁ କହିଛନ୍ତି ଯେ ଯେଉଁମାନେ ଧର୍ମ ପରିବର୍ତ୍ତନ କରିଛନ୍ତି ସେମାନେ ଏସଟି ସଂରକ୍ଷଣର ଲାଭ କାହିଁକି ପାଇବେ। ଯେଉଁମାନେ ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଅଟନ୍ତି, ଡକ୍ଟର…

ଚିକେନ ନ ଖାଇବାକୁ ରାଜଧାନୀବାସୀଙ୍କୁ ଅନୁରୋଧ କଲେ ସୁଲୋଚନା

ଭୁବନେଶ୍ୱର,୩୧।୮: ରାଜଧାନୀବାସୀଙ୍କୁ ଅନୁରୋଧ କଲେ ମେୟର ସୁଲୋଚନା ଦାସ। ଚିକେନ ନ ଖାଇବାକୁ ଅନୁରୋଧ କଲେ ସୁଲୋଚନା। ଭୁବନେଶ୍ୱର ଆଖପାଖରେ ବାର୍ଡ ଫ୍ଲୁ ଦେଖାଦେବା ପରେ ସେ ଏପରି କହିଛନ୍ତି। ସେ କହିଛନ୍ତି, କିଛିଦିନ ରାଜଧାନବାସୀଙ୍କୁ ଚିକେନ ନ ଖାଇବାକୁ ଅନୁରୋଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?