ଆଭ୍ୟନ୍ତରୀଣ ବାୟୁ ପ୍ରଦୂଷଣ ଅଧିକ ବିପଜ୍ଜନକ
ନୂଆଦିଲ୍ଲୀ,୩୧ା୮(ପି.ଟି.): ବାହ୍ୟ ବାୟୁ ପ୍ରଦୂଷଣ ତୁଳନାରେ ଘର ଭିତରର ବାୟୁ ପ୍ରଦୂଷଣ ସ୍ବାସ୍ଥ୍ୟ ପାଇଁ ଅଧିକ ବିପଜ୍ଜନକ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବେଳେବେଳେ ପ୍ରଦୂଷିତ ଘରଗୁଡ଼ିକ ରହିଥିବା ଗାଁଠାରୁ ସହର ଅଧିକ ସ୍ବଚ୍ଛ ହୋଇଥାଏ। ଇଣ୍ଡିଆ କ୍ଲିନ୍ ଏୟାର ସମିଟ୍ (ଆଇସିଏଏସ୍),…
ସ୍ମାର୍ଟ ମିଟର ସୁରକ୍ଷିତ, ଭରସାଯୋଗ୍ୟ: ଟିପିଡବ୍ଲ୍ୟୁଓଡିଏଲ୍
ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ):ପଶ୍ଚିମ ଓଡ଼ିଶାର ବିଦ୍ୟୁତ୍ ବିତରଣ କମ୍ପାନୀ ଟିପିଡବ୍ଲ୍ୟୁଓଡିଏଲ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇ ଦେବା ସହ ଗ୍ରାହକ ସେବା ପାଇଁ ସଦାସର୍ବାଦା ପ୍ରତିଶ୍ରୁତିବଦ୍ଧ ରହିଛି । ସ୍ମାର୍ଟ ମିଟର ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ ଓ ଭରସାଯୋଗ୍ୟ। ଶୁକ୍ରବାର ବରଗଡ଼ର ଏକ…
କର୍ମକର୍ତ୍ତାଙ୍କୁ ଏହି ଗୁରୁମନ୍ତ୍ର ଦେଲେ ନବୀନ
ଭୁବନେଶ୍ୱର,୩୧।୮: ଏକଜୁଟ ହୋଇ ଦଳକୁ ଶକ୍ତିଶାଳୀ କରିବା ପାଇଁ କାମ କରିବାକୁ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦଳର ଛାତ୍ର, ଯୁବ, ମହିଳା ଶାଖାକୁ ଆହ୍ବାନ ଦେଇଛନ୍ତି। ଶୁକ୍ରବାର ଶଙ୍ଖ ଭବନଠାରେ ଅନୁଷ୍ଠିତ ବିଜୁ ଛାତ୍ର…
୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ
ବରଗଡ଼,୩୧।୮(ପ୍ରେମାନନ୍ଦ ଖମାରୀ):ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ ଏବଂ ଏସ୍ପି ପି.ଏସ୍ ମୀନାଙ୍କ ଉପସ୍ଥିତିରେ ଶୁକ୍ରବାର ବରଗଡ଼ ଜିଲା ପୋଲିସ ମୁଖ୍ୟାଳୟରେ ୨ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ମାଓବାଦୀ ହେଲେ ଛତିଶଗଡ଼ ରାଜ୍ୟ ବିଜାପୁର ଜିଲା ଗାଙ୍ଗଲୁର ଥାନା…
ଆସାମ ବିଧାନସଭାରେ ୨ ଘଣ୍ଟିଆ ନମାଜ ବିରତି ବନ୍ଦ
ଗୁଆହାଟୀ,୩୧ା୮(ପି.ଟି.): ଆସାମ ବିଧାନସଭାରେ ମୁସଲମାନ ବିଧାୟକମାନଙ୍କ ନମାଜ ପାଠ ପାଇଁ ଶୁକ୍ରବାର ଦିଆଯାଉଥିବା ୨ ଘଣ୍ଟା ବିରତିକୁ ଉଠାଇ ଦିଆଯାଇଛି। ବିଧାନସଭାର ଆଗାମୀ ଅଧିବେଶନରୁ ଏହା କାର୍ଯ୍ୟକାରୀ ହେବ। ବିଧାନସଭାର ଏହି ନିଷ୍ପତ୍ତିକୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଐତିହାସିକ ବୋଲି…
ନିଯୁକ୍ତି ଅପେକ୍ଷାରେ
ରେଳ ମନ୍ତ୍ରଣାଳୟ ଅଧ୍ୟକ୍ଷ/ସଦସ୍ୟ, ରେଳ ବୋର୍ଡ ଏବଂ ଜେନେରାଲ ମ୍ୟାନେଜର ସମେତ ଶୀର୍ଷ ପଦବୀଗୁଡ଼ିକରେ ନିଯୁକ୍ତି ବନ୍ଦ ରଖିଛି। ଏହି ନିଷ୍ପତ୍ତି ବୋଧହୁଏ ଭାରତୀୟ ଇଞ୍ଜିନିୟରିଂ ସର୍ଭିସେସ୍ (ଆଇଇଏସ୍) ମାଧ୍ୟମରେ ସେବାରେ ପ୍ରବେଶ କରିଥିବା ଅଧିକାରୀଙ୍କ ମଧ୍ୟରେ ବଢୁଥିବା ଅସନ୍ତୋଷ କାରଣରୁ…
ପାକିସ୍ତାନରେ ପ୍ରବଳ ବର୍ଷା: ଭୂସ୍ଖଳନରେ ପରିବାରର ୧୨ ମୃତ
ପେଶାଓ୍ବର,୩୦ା୮: ପାକିସ୍ତାନର ଉତ୍ତରପଶ୍ଚିମାଞ୍ଚଳରେ ଶୁକ୍ରବାର ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ ଯୋଗୁ ଗୋଟିଏ ଘର ଭୁଶୁଡ଼ି ପଡ଼ିଛି। ଫଳରେ ପରିବାରର ୯ ପିଲାଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ହୋଇଛି। ଖାଇବର ପଖ୍ତୁନ୍ଖ୍ବା ପ୍ରଦେଶର ଅପର ଡିର୍ ଜିଲାରେ ଏହି ଦୁଃଖଦ…
ପ୍ୟାରିସ୍ ପାରାଲିମ୍ପିକ୍ସ: ଗୋଟିଏ ଦିନରେ ଭାରତକୁ ଚାରି ପଦକ
ଚାଟେରକ୍ସ, ୩୦।୮: ପ୍ୟାରିସ୍ରେ ଚାଲିଥିବା ପାରାଲିମ୍ପିକ୍ସର ଦ୍ୱିତୀୟ ଦିବସରେ ଭାରତକୁ ୪ଟି ପଦକ ମିଳିଛି। ମହିଳା ଶୁଟିଂ ତାରକା ଅଭନି ଲେଖରା ଦେଶ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତି ଥିବାବେଳେ ରୌପ୍ୟ ପଦକ ହାସଲ କରିଛନ୍ତି ଅନ୍ୟତମ ପୁରୁଷ ଶୁଟର…
ଯୁବକଙ୍କୁ ଖଣ୍ଡାରେ ହାଣି ଟଙ୍କା, ସୁନା ଚେନ୍ ଲୁଟ
ଗୋପାଳପୁର,୩୦।୮(ନବୀନ ରାଜ ଆଚାରୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଧୀନ ଚାନ୍ଦପୁର ଏକ ଜରି ଫେକ୍ଟ୍ରି ନିକଟରେ ଜଣେ ଯୁବକଙ୍କୁ ଅଟକାଇ ଖଣ୍ଡାରେ ଆକ୍ରମଣ କରି ୩୦ ହାଜର ଟଙ୍କା ସହ ସୁନା ଚେନ୍ ଲୁଟି ନେଇଥିବା ଅଭିଯୋଗ ହୋଇଛି। ତଦନ୍ତ…
ସରକାରଙ୍କ ବଡ଼ ନିଷ୍ପତ୍ତି: ଓଡ଼ିଶାରେ ଆଉ ଡ୍ୟାନ୍ସ ବାର୍ ଆଉ ଚାଲିବ ନାହିଁ
ଭୁବନେଶ୍ୱର:୩୦।୮: ରାଜ୍ୟରେ ନୂଆ ଅବକାରୀ ନୀତି ଆଣିଛନ୍ତି ରାଜ୍ୟ ସରକାର। ଏହି ନୂଆ ଆଇନ ବଳରେ ରାଜ୍ୟରେ ଆଉ ଡ୍ୟାନ୍ସ ବାର୍ ଆଉ ଚାଲିବ ନାହିଁ। ବାର୍ ଗୁଡ଼ିକରେ ଚାହିଁଲେ ଅନୁମତି ନେଇ କେବେଳ ସଂଗୀତ ପରିବେଷଣ କରିପାରିବେ। କୌଣସି ପରିସ୍ଥିତିରେ…
ଅମିତ୍ ଶାହାଙ୍କୁ ଭେଟିଲେ ପଶ୍ଚିମବଙ୍ଗ ରାଜ୍ୟପାଳ
ନୂଆଦିଲ୍ଲୀ,୩୦ା୮: ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ଶୁକ୍ରବାର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କୁ ତାଙ୍କ ବାସଭବନରେ ସାକ୍ଷାତ୍ କରିଛନ୍ତି। ଏହି ଅବସରରେ ସେ କୋଲକାତାର ଆର୍.ଜି. କର ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ପରେ…
ଜାପାନରେ ସ୍ଥଳଭାଗ ଛୁଇଁଲା ବାତ୍ୟା: ୧୮୦ କିଲୋମିଟର ବେଗରେ ବହିଲା ପବନ
ଫୁକୁଓକା,୩୦ା୮: ଜାପାନରେ ଶାନ୍ଶାନ୍ ବାତ୍ୟା ପ୍ରଭାବରେ ଗୁରୁବାର ରାତିରୁ ଲଗାଣ ବର୍ଷା ଓ ପବନ ଲାଗି ରହିଛି। ଫଳରେ କେତେକ ସ୍ଥାନରେ ଭୂସ୍ଖଳନ ଘଟି ବ୍ୟାପକ କ୍ଷୟକ୍ଷତି ହେବା ସହ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ବାତ୍ୟା ଯୋଗୁ ପରିବହନ ଓ…

