Home Left

ଓଠ କଳା ପଡୁଥିଲେ, ଆପଣାନ୍ତୁ ଏହି ଉପାୟ

କଳା ଓଠ ମୁହଁର ସୌନ୍ଦର୍ଯ୍ୟ ହ୍ରାସ କରିଥାଏ। ଏହାକୁ ଲୁଚାଇବା ଲାଗି ଅନେକେ ଲିପ୍‌ଷ୍ଟିକ୍‌ ଲଗାଇଥାନ୍ତି। ହେଲେ କେତେକ ଘରୋଇ ଉପାୟରେ ଆପଣ ଚାହିଁଲେ ଓଠକୁ ଗୋଲାପି କରିପାରିବେ। ଜାଣିରଖନ୍ତୁ ଟିପ୍ସ… ଲେମ୍ବୁରସ ଏବଂ ମହୁ ପ୍ୟାକ୍‌ ଓଠର କଳାରଙ୍ଗ ଦୂରକରି…

ପିଲାମାନେ ଅନ୍‌ଲାଇନ୍‌ରେ ଗେମ୍‌ ଖେଳୁଥିଲେ…ଅଭିଭାବକ ଏମିତି ରୁହନ୍ତୁ ସଚେତନ

ବର୍ତ୍ତମାନ ଅଧିକାଂଶ ପିଲା ଅନ୍‌ଲାଇନ୍‌ ଗେମ୍‌ ଖେଳିବା ନିଶାରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳୁଛି। ତେଣୁ ପିଲାଙ୍କୁ ଖେଳିବା ଲାଗି ଇଲେକ୍ଟ୍ରୋନିକ ଗ୍ୟାଜେଟ୍‌ ଦେଉଥିବା ଅଭିଭାବକମାନେ ଏଦିଗରେ ସଚେତନ ରହିବା ଆବଶ୍ୟକ… ସର୍ବପ୍ରଥମେ ପିଲାଙ୍କ ଖେଳିବା ସମୟ ସୀମିତ…

୭ ଲକ୍ଷ କୋଟି ଟଙ୍କା ଖାଇଗଲେ ନବୀନ ବାବୁଙ୍କ ବାବୁଭାୟା: ଶାହା

ଚାନ୍ଦବାଲି,୨୮।୫:ଭଦ୍ରକ ଜିଲା ଚାନ୍ଦବାଲିରେ ବିଶାଳ ନିର୍ବାଚନ ରାଲି କରିଛନ୍ତି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା। ଏହି ସଭାରେ ସେ ବିଜେଡି ସରକାର ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଓଡ଼ିଶା ଦେଶର ଅନ୍ୟତମ ସମୃଦ୍ଧ ପ୍ରଦେଶ। ରାଜ୍ୟ ଖଣିଜ ସଂପଦରେ ଭରପୂର। କିନ୍ତୁ…

ରତ୍ନଭଣ୍ଡାର ଚାବି ଗଲା କୁଆଡ଼େ: ନବୀନଙ୍କୁ ଶାହାଙ୍କ ପ୍ରଶ୍ନ

ଚାନ୍ଦବାଲି,୨୮।୫: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ମଙ୍ଗଳବାର ଚାନ୍ଦବାଲିଠାରେ ଏକ ଜନସଭା କରି ବିଜେଡି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରତ୍ନ ଭଣ୍ଡାର ଚାବିକୁ ନେଇ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, ମୁଁ ନବୀନ ବାବୁଙ୍କୁ ପଚାରୁଛି,…

ତୃତୀୟ ମହଲା ନିର୍ଦ୍ଦେଶରେ ପ୍ରଶାନ୍ତଙ୍କୁ କରାଯାଇଛି ଗିରଫ: ଅପରାଜିତା

ଭୁବନେଶ୍ୱର,୨୮।୫:ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗିରଫଦାରୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡଙ୍ଗୀ। ଭାଜପା ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରି ସେ କହିଛନ୍ତି, ବିଧାୟକଙ୍କ ବିରୋଧରେ ଅଭିଯୋଗ ନଥିବା ସତ୍ତ୍ୱେ ତାଙ୍କୁ ଗିରଫ କରାଯାଇଛି। ଜଣେ ବି…

ସଚିନ ତେନ୍ଦୁଲକର, ନରେନ୍ଦ୍ର ମୋଦି, ଧୋନି… ଟିମ ଇଣ୍ଡିଆ ହେଡ କୋଚ ପାଇଁ ଏମିତି ସବୁ ଆବେଦନ, ଚମକି ପଡିଲା ବିସିସିଆଇ

ନୂଆଦିଲ୍ଲୀ,୨୮।୫: ଭାରତୀୟ କ୍ରିକେଟ ଦଳର କୋଚ ପାଇଁ ବିସିସିଆଇ ୩୦୦୦ରୁ ଅଧିକ ଆବେଦନ ଗ୍ରହଣ କରିଛି। ଯେଉଁମାନେ ଆବେଦନ କରିଥିଲେ ସେମାନଙ୍କ ମଧ୍ୟରେ ସଚିନ ତେନ୍ଦୁଲକର, ଏମଏସ ଧୋନି, ନରେନ୍ଦ୍ର ମୋଦୀ, ଅମିତ ଶାହାଙ୍କ ନାମ ରହିଛି। ଏକ ରିପୋର୍ଟ ଅନୁଯାୟୀ,…

ମା’ଙ୍କ ମଥାରୁ ଖସିଲା ପୁଷ୍ପ: ରାମାୟାଣାମ୍ମା ଠାକୁରାଣୀ ଯାତ୍ରା ଶୁଭାରମ୍ଭ

ଛତ୍ରପୁର,୨୮।୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜ଼ିଲାରେ ପ୍ରତି ୨ବର୍ଷକୁ ଥରେ ହେଉଥିବା ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଛି। ଏହା ଜୁନ ୩୦ରେ ପର୍ଯ୍ୟନ୍ତ ଚାଲିବ। ଏନେଇ ଛତ୍ରପୁର ଅଞ୍ଚଳ ଉତ୍ସବ ମୁଖରିତ ହୋଇଛି। ମା’ଙ୍କ ଯାତ୍ରା…

୨ ମାସ ପର୍ଯ୍ୟନ୍ତ ବ୍ରଶ କରି ନ ଥିଲେ, ସବୁଠାରୁ ଖରାପ ସମୟକୁ ମନେପକାଇ ଭାବୁକ ହେଲେ ପନ୍ତ

ନୂଆଦିଲ୍ଲୀ,୨୮।୫: ଭାରତୀୟ କ୍ରିକେଟ ଦଳର ତାରକା ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଭ ପନ୍ତ ତାଙ୍କ ଜୀବନର ସବୁଠାରୁ କଷ୍ଟଦାୟକ ସମୟ ବିଷୟରେ ପ୍ରକାଶ କରିଛନ୍ତି। ନିକଟରେ ପନ୍ତ ଶିଖର ଧାୱନଙ୍କ ନୂଆ ସୋ ‘ଧାୱନ କରେଙ୍ଗେ’ରେ ଭାଗ ନେଇଥିଲେ। ଏହି ସମୟରେ,…

୪ ଜୁନ ପରେ ଇଣ୍ଡିଆ ମେଣ୍ଟ ଉପରେ ହେବ ଆକ୍ରମଣ, ଏମିତି କାହିଁକି କହିଲେ ମନୋଜ

ପାଟନା,୨୮।୫: ସପ୍ତମ ପର୍ଯ୍ୟାୟ ଅର୍ଥାତ୍‌ ୨୦୨୪ ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟରେ ଜୁନ ୧ ରେ ୮ଟି ରାଜ୍ୟର ୫୭ ଟି ଲୋକ ସଭା ଆସନରେ ଭୋଟ ଗ୍ରହଣ କରାଯିବ। ଏହାପୂର୍ବରୁ ସମସ୍ତ ଦଳ ଏହି ଶେଷ ରାଉଣ୍ଡ ପାଇଁ…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଅସୁସ୍ଥ

ଭୁବନେଶ୍ୱର,୨୮।୫: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଙ୍ଗଳବାର ଅସୁସ୍ଥ ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ନିଶ୍ୱାସ ନେବାରେ ଅସୁବିଧା ହେବା ସହ ଅସୁସ୍ଥ ଅନୁଭବ କରିବାରୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ସମ୍ପର୍କରେ…

କୁଲଡିଆ ରେଞ୍ଜରୁ ଆସିଲା ଦୁଃଖଦ ଘଟଣା: ଟ୍ରେଞ୍ଜ ଗାତରେ ପଡ଼ି ଗର୍ଭବତୀ ହାତୀର ମୃତ୍ୟୁ

ବାଲେଶ୍ୱର,୨୮।୫: ବାଲେଶ୍ୱର ଜିଲା କୁଲଡିଆ ରେଞ୍ଜ ଅସନଘାଟି ଜଙ୍ଗଲରୁ ମଙ୍ଗଳବାର ଏକ ଦୁଃଖଦ ଖବର ସାମ୍‌ନାକୁ ଆସିଛି। ଖୋଲାଯାଇଥିବା ଏକ ଟ୍ରେଞ୍ଜ ଗାତରେ ପଡିରେ ଏକ ଗର୍ଭବତୀ ହାତୀର ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଏକ ମାଈ ହାତୀ ଖାଦ୍ୟ…

‘୮୦୦୦ଟଙ୍କାର ଟି-ସାର୍ଟ ପିନ୍ଧି ଗରିବଙ୍କ ମଜା ଉଡାଉଛ’, ଅଭିଷେକ ବାନାର୍ଜୀଙ୍କୁ ଟାର୍ଗେଟ କଲା ଭାଜପା

କୋଲକାତା,୨୮।୫: ପଶ୍ଚିମବଙ୍ଗର ଭାରତୀୟ ଜନତା ପାର୍ଟି ତ୍ରୁଣମୂଳ କଂଗ୍ରେସ (ଟିଏମସି) ଏମପି ଅଭିଷେକ ବାନାର୍ଜୀଙ୍କୁ ଘୂର୍ଣ୍ଣିବାତ୍ୟା ରେମଲ ରିଲିଫ ଶିବିର ଗସ୍ତ ସମୟରେ ୮ହଜାର ଟଙ୍କା ମୂଲ୍ୟର ଟି-ସାର୍ଟ ପିନ୍ଧିଥିବା ଅଭିଯୋଗ କରିଛି। ଏହା ଗରିବ ଏବଂ ପୀଡ଼ିତଙ୍କୁ ଉପହାସ କରୁଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri