ରାଜନୀତିରେ ଯୋଗଦେବେନି ସଞ୍ଜୟ ଦତ୍ତ
ମୁମ୍ବାଇ: ନିକଟରେ ରାଜନୀତିରେ ଯୋଗ ଦେଉ ନାହାନ୍ତି ବୋଲି ବଲିଉଡ୍ ଅଭିନେତା ସଞ୍ଜୟ ଦତ୍ତ ସୋମବାର ନିଜ ଏକ୍ସ’ ଆକାଉଣ୍ଟରେ ପୋଷ୍ଟ କରି ସ୍ପଷ୍ଟ କରିଛନ୍ତି। ଏହାସହ ଚଳିତ ଲୋକ ସଭା ନିର୍ବାଚନରେ ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି କରାଯାଉଥିବା ବିଭିନ୍ନ…
୧୦୦ ଟଙ୍କିଆ ନୋଟ୍ରେ କାଫେର ବିଜ୍ଞାପନ
ନୂଆଦିଲ୍ଲୀ: ରାସ୍ତାରେ ଟଙ୍କା ପଡ଼ିଥିବାର ଦେଖି, କୌଣସି ମଧ୍ୟ ବ୍ୟକ୍ତି ଏହାକୁ ଅତି ସହଜରେ ଅଣଦେଖା କରିପାରନ୍ତିନି ଏବଂ ଯଦି ଏହା ୧୦୦ ଟଙ୍କିଆ ନୋଟ ହୋଇଥାଏ ତେବେ ଯେ କେହିବି ଏହି ଟଙ୍କାକୁ ଉଠାଇବାକୁ ଚେଷ୍ଟା କରିଥାନ୍ତି। ମଣିଷର ଏହି ମାନସିକତାକୁ…
ଦୁଇଦିନ କାଳବୈଶାଖୀ, ପୁଣି ବଢ଼ିବ ତାତି
ଭୁବନେଶ୍ୱର,୯ା୪(ଅସମାପିକା ସାହୁ):ରାଜ୍ୟରେ ବିଭିନ୍ନ ସ୍ଥାନରେ ରବିବାର ବର୍ଷା ହେବା ଯୋଗୁ ସୋମବାର ଦିନ ତାପମାତ୍ରା ୨ରୁ ୫ ଡିଗ୍ରୀ ହ୍ରାସ ପାଇଛି। ରବିବାର ଢେଙ୍କାନାଳ ଜିଲା ଭୁବନରେ ସର୍ବାଧିକ ୯୧ ମିମି ବର୍ଷା ରେକର୍ଡ କରାଯାଇଛି। ଆସନ୍ତା ଦୁଇଦିନ ରାଜ୍ୟର କିଛି…
ସଶସ୍ତ୍ର ବଳ ପାଇଁ ମିଳିତ କାର୍ଯ୍ୟ ସଂସ୍କୃତି ଲୋଡ଼ା: ସିଡିଏସ୍
ନୂଆଦିଲ୍ଲୀ, ୯ା୪(ପି.ଟି.): ସଶସ୍ତ୍ର ବଳରେ ମିଳିତ କାର୍ଯ୍ୟ ସଂସ୍କୃତିର ବିକାଶ ପାଇଁ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ (ସିଡିଏସ୍) ଜେନେରାଲ ଅନିଲ ଚୌହାନ ସୋମବାର ଆହ୍ବାନ ଦେଇଛନ୍ତି। ରାଷ୍ଟ୍ରର ସମୂହ ଯୁଦ୍ଧ ଲଢ଼ିବା ସାମର୍ଥ୍ୟ ବଢ଼ାଉଥିବା ଢାଞ୍ଚା ସୃଷ୍ଟି ଦ୍ୱାରା ପ୍ରତି ବାହିନୀର…
୪୧% ଆସନରେ ୩ ବା ତଦୂର୍ଦ୍ଧ୍ୱ ପ୍ରାର୍ଥୀଙ୍କ ନାଁରେ ଅପରାଧ ମାମଲା
ନୂଆଦିଲ୍ଲୀ,୯ା୪(ପି.ଟି.):ଆସନ୍ତା ୧୯ ତାରିଖରେ ପ୍ରଥମ ପର୍ଯ୍ୟାୟରେ ୧୦୨ଟି ଲୋକ ସଭା ଆସନରେ ମତଦାନ ହେବାକୁ ଯାଉଥିବାବେଳେ ସେଥିରୁ ୪୨ ଆସନରେ ୩ କିମ୍ବା ତା’ଠାରୁ ଅଧିକ ପ୍ରାର୍ଥୀଙ୍କ ନାମରେ ଆପରାଧିକ ମାମଲା ରହିଛି। ନିର୍ବାଚନ ଅଧିକାର ସଂସ୍ଥା ଆସୋସିଏଶନ ଫର୍ ଡେମୋକ୍ରାଟିକ୍…
ଧୂମପାନ କରୁଥିବା ଯୁବତୀଙ୍କୁ ଚାହିଁବାରୁ ହତ୍ୟାକାଣ୍ଡ
ନାଗପୁର,୯ା୪: ମହାରାଷ୍ଟ୍ରର ନାଗପୁର ଅଞ୍ଚଳରେ ଧୂମପାନ କରୁଥିବା ୨ ଯୁବତୀଙ୍କୁ ଚାହିଁବାରୁ ଜଣେ ୨୮ ବର୍ଷୀୟ ଯୁବକଙ୍କୁ ଛୁରିଭୁସି ହତ୍ୟା କରାଯାଇଛି। ଶନିବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି। ଖବର ଅନୁଯାୟୀ ଜୟଶ୍ରୀ ପଞ୍ଝାଡ଼େ ଏବଂ ତାଙ୍କ ବାନ୍ଧବୀ ସାବିତ୍ର…
ପୂରଣ ହେବନି ମୋଦିଙ୍କ ସ୍ବପ୍ନ: ସ୍ଲୋଗାନ୍ରେ ରହିଯିବ ‘ଅବ୍ କି ବାର୍ ୪୦୦ ପାର୍’
ଭୁବନେଶ୍ୱର,୯ା୪(ଅନିଲ ଦାସ):ଚଳିତ ନିର୍ବାଚନରେ ଏନ୍ଡିଏ ୪୦୦ ସିଟ୍ ପାଇବା ନେଇ ଯେଉଁ ସ୍ଲୋଗାନ ଦେଉଛି ତାହା ସମ୍ଭବ ହେବ ନାହିଁ। ସେହିପରି ଭାଜପା ୩୭୦ ଆସନ ଛୁଇଁ ନ ପାରେ ବୋଲି ରାଜନୀତି ରଣନୀତିକାର ପ୍ରଶାନ୍ତ କିଶୋର ଆକଳନ କରିଛନ୍ତି। ଭାଜପା…
ଇସି ଅଫିସ ବାହାରେ ଟିଏମ୍ସି ନେତାଙ୍କ ଧାରଣା
ନୂଆଦିଲ୍ଲୀ,୯ା୪(ପି.ଟି.): ସିବିଆଇ, ଏନ୍ଆଇଏ, ଇଡି ଏବଂ ଆୟକର ବିଭାଗ ମୁଖ୍ୟମାନଙ୍କୁ ବଦଳାଇବା ଦାବିରେ ତୃଣମୂଳ କଂଗ୍ରେସ (ଟିଏମ୍ସି) ନେତାମାନେ ନିର୍ବାଚନ କମିଶନ (ଇସି)ଙ୍କ କାର୍ଯ୍ୟାଳୟ ବାହାରେ ଧାରଣା ଦେଇଥିବାବେଳେ ପୋଲିସ ସେମାନଙ୍କୁ ଅଟକ ରଖିଛି। ଟିଏମ୍ସିର ୧୦ ଜଣିଆ ପ୍ରତିନିଧି ଦଳ ଇସି…
ରୁଷିଆ ଆଣବିକ କାରଖାନା ଉପରେ ଆକ୍ରମଣ ଅଭିଯୋଗକୁ ୟୁକ୍ରେନର ଖଣ୍ଡନ
କିଭ୍,୯।୪: ରୁଷିଆ ଅଧିକୃତ ଜାପୋରିଜିଆ ଆଣବିକ କାରଖାନାକୁ ଡ୍ରୋନ୍ ସାହାଯ୍ୟରେ ୟୁକ୍ରେନ୍ ଆକ୍ରମଣ କରିଥିବାନେଇ ରୁଷୀୟ ଅଧିକାରୀ ଦେଇଥିବା ବୟାନକୁ ସୋମବାର ୟୁକ୍ରେନ ପକ୍ଷରୁ ଖଣ୍ଡନ କରାଯାଇଛି। ଏହି ଆକ୍ରମଣରେ କୌଣସି ସମ୍ପୃକ୍ତି ନ ଥିବା ନେଇ ୟୁକ୍ରେନ ସ୍ପଷ୍ଟୀକରଣ ରଖିଛି। ଏନେଇ…
ଭୋଟ ଅଧିକାର ପୂର୍ବରୁ ବଞ୍ଚତ୍ବା ଅଧିକାର ଦିଅ
ଇମ୍ପାଲ,୯ା୪(ପି.ଟି.): ଯେଉଁ ସ୍ଥାନ ମୋର ହୋଇ ରହିନାହିଁ, ସେଠାରୁ କାହିଁକି ଜଣେ ପ୍ରତିନିଧିଙ୍କୁ ନିର୍ବାଚିତ କରିବି ବୋଲି ମଣିପୁର ହିଂସାରେ ଘରଦ୍ୱାର ହରାଇଥିବା ନୋବି ନାମକ ଜଣେ ବିସ୍ଥାପିତ ପ୍ରଶ୍ନ କରିଛନ୍ତି। ମଣିପୁର ହିଂସା ବେଳେ ତାଙ୍କ ଘରକୁ ଜାଳିଦିଆଯାଇଥିଲା। ହିଂସାକାଣ୍ଡକୁ ୧୧…
ପାକିସ୍ତାନୀ ଠକଙ୍କ ଟାର୍ଗେଟ୍ରେ ଓଡ଼ିଶା ଛାତ୍ରୀ
ଭୁବନେଶ୍ୱର,୯ା୪(ସତ୍ୟଜିତ୍ ରାଉତ):ଡିଜିଟାଲ ଯୁଗରେ ସାଇବର ଅପରାଧ ବଡ଼ ଚ୍ୟାଲେଞ୍ଜ ହୋଇଛି। ଏହି ଅପରାଧ ବିରୋଧରେ ଲଢ଼େଇ ପାଇଁ ମିଳିତ ପ୍ରୟାସ କରାଯାଉଥିବା ବେଳେ ସାଇବର ଠକ ନୂଆ ନୂଆ କୌଶଳ ଆପଣାଉଛନ୍ତି। ଏଭଳିସ୍ଥିତିରେ ଓଡ଼ିଶାକୁ ଟାର୍ଗେଟ୍ କରୁଛନ୍ତି ପାକିସ୍ତାନୀ ଠକ। ପାକିସ୍ତାନ…
ଭାଜପା ଛାଡ଼ିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର ସିଂ
ନୂଆଦିଲ୍ଲୀ,୯ା୪: ପୂର୍ବତନ କେନ୍ଦ୍ରମନ୍ତ୍ରୀ ବୀରେନ୍ଦ୍ର ସିଂ ସୋମବାର ଭାଜପା ଛାଡ଼ିଛନ୍ତି। ସେ ଖୁବ୍ଶୀଘ୍ର କଂଗ୍ରେସରେ ପୁନର୍ବାର ଯୋଗଦେବେ ବୋଲି ଜଣାପଡ଼ିଛି। ମାସେ ପୂର୍ବରୁ ତାଙ୍କ ପୁଅ ବ୍ରିଜେନ୍ଦ୍ର ସିଂ ଲୋକ ସଭା ଏବଂ ଭାଜପାରୁ ଇସ୍ତଫା ଦେଇ କଂଗ୍ରେସରେ ସାମିଲ ହୋଇଥିଲେ।…
Archives


