Home Left

ରାମ ରହିମଙ୍କୁ ହାଇକୋର୍ଟରୁ ମିଳିଲା ବଡ ଆଶ୍ୱସ୍ତି

ପଞ୍ଚକୁଲା,୨୮।୫: ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ରଣଜିତ ସିଂ ହତ୍ୟା ମାମଲାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଏହି ମାମଲାରେ ସ୍ବତନ୍ତ୍ର ସିବିଆଇ କୋର୍ଟ ଦେଇଥିବା ରାୟକୁ ରଦ୍ଦ କରି ରାମ ରହିମ…

ଅସହ୍ୟ ଗୁଳୁଗୁଳିରେ ଗାଁ, ସହରବାସୀ କଲବଲ

ପଟ୍ଟାମୁଣ୍ଡାଇ,୨୮ା୫ (କଳ୍ପତରୁ ନାୟକ):ଲଘୁଚାପଜନିତ ରବିବାର ମେଘ ପବନ ପରେ ସୋମବାର ତାପମାତ୍ରା ବଢ଼ିବା ଆରମ୍ଭ କରିଛି। ସହରର ତାପମାତ୍ରା ବୃଦ୍ଧି ହେବା ସହ ଅସହ୍ୟ ଗୁଳୁଗୁଳିରେ ସହରବାସୀ କଲବଲ ହେଉଥିବାବେଳେ ସେଥିରେ ଦାଉ ସାଧୁଛି ବିଦ୍ୟୁତ୍‌ ବିଭ୍ରାଟ ଏବଂ ଲୋ ଭୋଲ୍‌ଟେଜ୍‌…

ଲୁହାରଡ୍‌ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ: ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରାଯିବ : ଏସ୍‌ପି

ସୋନପୁର,୨୮।୪(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଟାଉନ ପୋଲିସ ଏକ ଲୁହାରଡ ବୋଝେଇ ଟ୍ରକ୍‌ରେ ବୌଦ୍ଧ ଜିଲା କଣ୍ଟାମାଳରୁ ମଧ୍ୟପ୍ରଦେଶକୁ ବିପୁଳ ପରିମାଣର ଗଞ୍ଜେଇ ଚୋରାଚାଲାଣ ବେଳେ ଜବତ କରିଛି। ଟ୍ରକ୍‌ ଡ୍ରାଇଭର ତଥା ମଧ୍ୟପ୍ରଦେଶର ଦିନଦୋରୀ ଜିଲା ବଗାଗ ଥାନା ପିନ୍ଦ୍ରୁକ୍ଷି ଅଞ୍ଚଳର…

୪୦୦ ଆସନ କାହିଁକି ଚାହୁଁଛି ଭାଜପା? ଥରୁର କଲେ ବଡ ଦାବି

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନର ୨୦୨୪ର ଛଅଟି ପର୍ଯ୍ୟାୟ ସମାପ୍ତ ହୋଇଛି ଏବଂ ସମସ୍ତ ଦଳ ଅନ୍ତିମ ଅର୍ଥାତ୍‌ ସପ୍ତମ ପର୍ଯ୍ୟାୟ ନିର୍ବାଚନର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଇତି ମଧ୍‌ୟରେ ଏକ ଘରୋଇ ଟେଲିଭିଜନ ଚ୍ୟାନେଲର ଖବରଦାତା କଂଗ୍ରେସ ନେତା ଶଶି…

ଭାଜପାକୁ ମିଳିବ ୨୦୦ ଆସନ, ସେଥିପାଇଁ…: ସଲମାନ କୁର୍ଶିଦଙ୍କ ଆକଳନ

ନୂଆଦିଲ୍ଲୀ,୨୮।୫: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସଲମାନ କୁର୍ଶିଦ ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳକୁ ନେଇ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ ଅମିତ ଶାହାଙ୍କ ଦାବିକୁ ଭୁଲ ବୋଲି ମଧ୍ୟ କହିଛନ୍ତି ଯେଉଁଥିରେ ସେ…

କେଜ୍‌ରିଓ୍ବାଲ୍‌ ଜେଲ୍‌ ଯିବାକୁ ନେଇ ଏମିତି କହିଦେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୮।୮:ଅବକାରୀ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କୁ ମଧ୍ୟବର୍ତ୍ତୀକାଳୀନ ଜାମିନ ପ୍ରଦାନ କରିବାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପ୍ରତିକ୍ରିୟା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନିଷ୍ପତ୍ତି ନିଅନ୍ତି କାହାକୁ ଜେଲ ପଠାଯିବା ଉଚିତ ବୋଲି…

ପଥର ଖଣି ଧସି ୧୦ ମୃତ

ଆଇଜଲ,୨୮।୫: ମଙ୍ଗଳବାର ମିଜୋରାମର ଏକ ପଥର ଖଣିରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ରାଜ୍ୟର ଆଇଜଲ ଜିଲାରେ ଏକ ପଥର ଖଣି ଭୁଶୁଡ଼ିବା ପରେ ୧୦ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ନିଖୋଜ ହୋଇଯାଇଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା…

ସୁପ୍ରିମକୋର୍ଟରୁ କେଜରିଓ୍ବାଲଙ୍କୁ ଝଟକା

ନୂଆଦିଲ୍ଲୀ,୨୮।୫: ସୁପ୍ରିମକୋର୍ଟଙ୍କ ପକ୍ଷରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଝଯକା ଲାଗିଛି। ଜଷ୍ଟିସ ଏ ଏସ ଓକଙ୍କ ନେତୃତ୍ୱରେ ଏକ ବେଞ୍ଚ କେଜରିୱାଲଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ମଧ୍ୟବର୍ତ୍ତୀକାଳୀନ ଜାମିନକୁ ୭ ଦିନ ବୃଦ୍ଧି କରିବାକୁ ଆବେଦନ କରିଥିବା ଆବେଦନକୁ ତୁରନ୍ତ…

ପ୍ରକାଶ ପାଇଲା ଅଗ୍ନିବୀର ନିଯୁକ୍ତି ପରୀକ୍ଷା ଫଳାଫଳ, ଏମିତି କରନ୍ତୁ ଚେକ୍‌

ନୂଆଦିଲ୍ଲୀ,୨୮।୫: ଭାରତୀୟ ସେନା ଅଗ୍ନିବୀର କମନ ଏଣ୍ଟ୍ରାସ୍‌ ଟେଷ୍ଟ ୨୦୨୪ର ଫଳାଫଳ ପ୍ରକାଶ କରିଛ। ରାଜସ୍ଥାନର ବିଭିନ୍ନ ସେନା ନିଯୁକ୍ତି କାର୍ଯ୍ୟାଳୟ ପାଇଁ ଏହି ଫଳାଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ ଉପସ୍ଥିତ ଥିବା ପ୍ରାର୍ଥୀମାନେ ଭାରତୀୟ ସେନାର ଅଫିସିଆଲ ୱେବସାଇଟ…

ଏହି ୫ ଖେଳାଳି ଭାରତକୁ ଜିତାଇପାରନ୍ତି ଟି-୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ,୨୮।୫: ଟି-୨୦ ବିଶ୍ୱକପ ୨୦୨୪ ବହୁତ ନିକଟତର। ବର୍ତ୍ତମାନ ଟୁର୍ନାମେଣ୍ଟ ଆରମ୍ଭ ପାଇଁ ଆଉ କିଛି ଦିନ ବାକି ଅଛି। ଏହି ଟୁର୍ନାମେଣ୍ଟ ମାଧ୍ୟମରେ ପୁଣିଥରେ ଟିମ ଇଣ୍ଡିଆ ଦୀର୍ଘ ଦିନ ଧରି ଚାଲିଥିବା ଆଇସିସି ଟ୍ରଫି ମରୁଡ଼ିକୁ ଶେଷ କରିବାକୁ…

ମୋଦିଙ୍କ ମୌସୁରୁ ଗସ୍ତରେ ଖର୍ଚ୍ଚ ୮୦ ଲକ୍ଷ ଟଙ୍କା ଭରଣା କରିବେ କର୍ନାଟକ ସରକାର

ବେଙ୍ଗାଲୁରୁ,୨୮।୫: କର୍ନାଟକ ବନ ବିଭାଗ ମନ୍ତ୍ରୀ ଈଶ୍ୱର ଖଣ୍ଡ୍ରେ ସୋମବାର କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ବାଗତ କରିବା ପାଇଁ ରାଜ୍ୟ ସରକାର ଖର୍ଚ୍ଚ କରିଥିବା ୮୦ ଲକ୍ଷ ଟଙ୍କା ଫେରସ୍ତ କରିବେ। ପ୍ରଧାନମନ୍ତ୍ରୀ ମୋଦି ଗତ ବର୍ଷ ଏପ୍ରିଲରେ…

ଭାରତୀୟ ଟିମ୍‌ର କୋଚ ପାଇଁ ଆବେଦନ ସମୟ ସୀମା ଶେଷ

ନୂଆଦିଲ୍ଲୀ,୨୮।୫: ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ଅନୁଷ୍ଠିତ ହେବାକୁ ଥିବା ଟି -୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ବର୍ତ୍ତମାନ ନ୍ୟୁୟର୍କରେ ଅଛନ୍ତି। ବର୍ତ୍ତମାନର ଦଳର ମୁଖ୍ୟ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଏହି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟ ପରେ ଶେଷ ହେଉଛି ଏବଂ ବୋର୍ଡ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri