Home Left

ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ଏହି ଭାରତୀୟ ବ୍ୟାଟର

ପୁଣେ,୩ା୬: ଭାରତୀୟ ବ୍ୟାଟର କେଦାର ଯାଦବ ସୋମବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଜାତୀୟ ଦଳ ପକ୍ଷରୁ ସେ ଶେଷଥର ପାଇଁ ୪ ବର୍ଷ ତଳେ ଖେଳିଥିଲେ। ୩୯ବର୍ଷୀୟ ଏହି କ୍ରିକେଟର ୨୦୧୪ ନଭେମ୍ବରରେ ରାଞ୍ଚିଠାରେ ଶ୍ରୀଲଙ୍କା ବିପକ୍ଷ ଏକ…

ଏକ୍‌ଜିଟ୍‌ ପୋଲ୍‌ ସତ ହେଲେ କିଭଳି ହେବ ‘ମୋଦି ସରକାର ୩.୦’ର କାର୍ଯ୍ୟକାଳ? ସର୍ବପ୍ରଥମେ କରାଯିବ ଏହି କାମ… 

ନୂଆଦିଲ୍ଲୀ,୩।୬: ଗଣତନ୍ତ୍ରର ମହାପର୍ବ ଅର୍ଥାତ ଲୋକ ସଭା ନିର୍ବାଚନ ଶେଷ ହୋଇଛି। ଭୋଟର ଏବେ ନିର୍ବାଚନ ଫଳାଫଳ କ’ଣ ହେବ ତାକୁ ଅପେକ୍ଷା କରିଛନ୍ତି। ନିର୍ବାଚନ କମିଶନ ଭୋଟ ଗଣନା କରିବା ପରେ ସ୍ଥିତି ସ୍ପଷ୍ଟ ହେବ। ଭୋଟଗଣନା ପୂର୍ବରୁ ନିର୍ବାଚନକୁ…

ଆଇସିସି ଘୋଷଣା କଲା ରେକର୍ଡ ପୁରସ୍କାର ରାଶି: ଜାଣନ୍ତୁ କିଏ ପାଇବେ କେତେ…

ନ୍ୟୁୟର୍କ, ୩ା୬: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସୋମବାର ଚଳିତ ଟି୨୦ ବିଶ୍ୱକପ୍‌ ପାଇଁ ରେକର୍ଡ ପୁରସ୍କାର ରାଶି ୧୧. ୨୫ ନିୟୁତ ଆମେରିକୀୟ ଡଲାର ଘୋଷଣା କରିଛି। ବିଜେତା ଦଳ ଅତି କମ୍‌ରେ ୨.୪୫ ନିୟୁତ ଡଲାର ପୁରସ୍କାର ରାଶି…

ବିଦ୍ୟୁତ୍‌ ତାର ଲାଗି ହରିଣ, କୁଟୁରାର ଚାଲିଗଲା ଜୀବନ

ଗଞ୍ଜାମ,୩ା୫(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ରମ୍ଭା ଫରେଷ୍ଟ ଅଧୀନ ଲାଉପୁଟ ଗ୍ରାମ ସ୍ଥିତ ଏକ ନିର୍ଜନ ସ୍ଥାନରେ ବିଦ୍ୟୁତ୍‌ ତାର ଲାଗି ଏକ ହରିଣ ଏବଂ କୁଟୁରାର ମୃତ୍ୟୁ ଘଟିଛି। କେତେକ ଦୁର୍ବୃତ୍ତ ଏହି ବିଦ୍ୟୁତ୍‌ ତାର ବିଛେଇ ଥିବା ଜଣାପଡିଛି।…

ଗଣତି ପରେ ବିଜୟ ଉତ୍ସବ ପାଳନ କରିପାରିବେନି, ଲାଗିଲା କଟକଣା

ପୁରୀ,୩।୬: ପୁରୀରେ ଗଣତି ପରବର୍ତ୍ତୀ ବିଜୟ ଉତ୍ସବ ପାଳନରେ କଟକଣା ଲାଗିଛି। ବାଣ ଟ୍ରାଜେଡିକୁ ଦୃଷ୍ଟିରେ ରଖି ପୋଲିସ ଓ ଜିଲା ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ତେବେ ଫଳାଫଳ ଆସିବା ପରେ କୌଣସି ପ୍ରକାର ଡିଜେ ବଜାଇବା ଓ…

ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟର ପ୍ରତିଶତ ଅଧିକ

ଭୁବନେଶ୍ୱର,୩।୬: ଭୋଟ ଗଣତି ଓ ମତଦାନ ହାର ନେଇ ସିଇଓ ସୂଚନା ଦେଇଛନ୍ତି। ମୋଟ ୭୦ଟି କାଉଣ୍ଟିଂ ସେଣ୍ଟରରେ ଭୋଟ ଗଣତି କରାଯିବ। ECI ୧୨୪ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛନ୍ତି। ୮ଟି ବିଧାନସଭା କ୍ଷେତ୍ରରେ ୩୦ରୁ ଅଧିକ ରାଉଣ୍ଡ ଗଣତି…

ତାଜ ଏକ୍ସପ୍ରେସରେ ବଡ଼ ଧରଣର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୨।୬: ତାଜ ଏକ୍ସପ୍ରେସର ସୋମବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏକ୍ସପ୍ରେସରେ ୪ଟି ବଗିରେ ନିଆଁ ଲାଗି ପୋଡିଯାଇଛି। ଦକ୍ଷିଣ ପୂର୍ବ ଦିଲ୍ଲୀର ସରିତା ବିହାରରେ ଏହି ନିଆଁ ଲାଗିଥିବା ଅଧିକାରୀମାନେ କହିଛନ୍ତି। ଦିଲ୍ଲୀ ଅଗ୍ନିଶମ ସେବା(ଡିଏଫ୍‌ଏସ୍‌) ଅଧିକାରୀ କହିଛନ୍ତି,…

ଆତ୍ମହତ୍ୟା କଲେ ଆଇଏଏସ୍‌ ଅଧିକାରୀଙ୍କ ଝିଅ, ମିଳିଲା ହାତ ଲେଖା ଚିଠି

ମୁମ଼୍ବାଇ, ୩।୬: ଦକ୍ଷୀଣ ମୁମ଼୍ବାଇର ଏକ ଦଶ ମହଲା କୋଠା ଉପରୁ ଡେଇଁ ଜଣେ ଆଇଏଏସ୍‌ ଅଧିକାରୀଙ୍କ ଝିଅ ଆତ୍ମହତ୍ୟା କରିଛନ୍ତି। ମହାରାଷ୍ଟ୍ର କ୍ୟାଡରର ଏହି ଆଇଏଏସ ଅଧିକାରୀଙ୍କ ଝିଅଙ୍କ ନାମ ଲିପି ବୋଲି ଜଣାପଡ଼ିଥିବା ବେଳେ ତାଙ୍କୁ ୨୭ ବର୍ଷ…

ମେକ୍ସିକୋର ପ୍ରଥମ ମହିଳା ରାଷ୍ଟ୍ରପତି କ୍ଲାଉଡିଆ ଶିନବାମ କିଏ, ଯାହାଙ୍କୁ ନେଇ ହେଉଛି ଖୁବ ଚର୍ଚ୍ଚା

ମେକ୍ସିକୋ ସିଟି,୩।୬: ମେକ୍ସିକୋରେ ପ୍ରଥମ ଥର ପାଇଁ ଜଣେ ମହିଳା ରାଷ୍ଟ୍ରପତି ପଦ ଗ୍ରହଣ କରିବେ। କ୍ଲାଉଡିଆ ଶିନବାମ ହେଉଛି ଏମିତି ଏକ ନାମ ଯାହା ଆଜିକାଲି ବହୁତ ଚର୍ଚ୍ଚା ରହୁଛି। କାରଣ ସେ ହେଉଛନ୍ତି ପ୍ରଥମ ମହିଳା ଯିଏକି ମେକ୍ସିକୋର…

ଦେଶରେ ହେବ କି ‘ଇଣ୍ଡିଆ’ ମେଣ୍ଟ ସରକାର! କଂଗ୍ରେସର ଚାଣକ୍ୟ ଡିକେ ଶିବକୁମାର କଲେ ବଡ ଭବିଷ୍ୟବାଣୀ

ନୂଆଦିଲ୍ଲୀ,୩।୬: ଲୋକ ସଭା ନିର୍ବାଚନର ଫଳାଫଳକୁ ଉତ୍ସାହର ସହିତ ଅପେକ୍ଷା କରାଯାଇଛି। ମଙ୍ଗଳବାର (ଜୁନ ୪)ରେ ଏହା ସ୍ପଷ୍ଟ ହେବ ଯେ ଦେଶରେ କେଉଁ ଦଳ ସରକାର ଗଠନ କରିବାକୁ ଯାଉଛି। ତେବେ ଫଳାଫଳ ପୂର୍ବରୁ ପ୍ରକାଶିତ ଏକଜିଟ ପୋଲ ଅନୁଯାୟୀ…

ଭୋଟ ଗଣତି ପାଇଁ ପ୍ରସ୍ତୁତି ଶେଷ:ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

କେନ୍ଦୁଝର,୩।୬(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଗତ ମେ ମାସ ୨୫ରେ ଶାନ୍ତିପୂର୍ଣ ଭାବେ ମତଦାନ ହେବା ପରେ ଶୃଙ୍ଖଳିତ ଏବଂ ତ୍ରୁଟିଶୂନ୍ୟ ଭୋଟ ଗଣତି ପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ୫ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ…

ଫଳାଫଳ ପୂର୍ବରୁ ମୋଦିଙ୍କୁ ନେଇ ରାମ ମନ୍ଦିର ମୁଖ୍ୟ ପୂଜାରୀଙ୍କ ଭବିଷ୍ୟବାଣୀ

ଫଳାଫଳ ପୂର୍ବରୁ ରାମ ମନ୍ଦିର ମୁଖ୍ୟ ପୂଜାରୀଙ୍କ ଭବିଷ୍ୟବାଣୀ ଅଯୋଧ୍ୟା,୩।୬: ୨୦୨୪ ଲୋକ ସଭା ନିର୍ବାଚନର ଫଳାଫଳ ପୂର୍ବରୁ, ଅଯୋଧ୍ୟାରେ ଥିବା ଶ୍ରୀ ରାମ ଜନ୍ମଭୂମି ମନ୍ଦିରର ମୁଖ୍ୟ ପୁରୋହିତ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ଆଚାର୍ଯ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri