ପ୍ରଚାରବେଳେ ଚ୍ୟାଉ-ପ୍ରଦୀପ ଭେଟ
ବ୍ରହ୍ମପୁର,୧୩ା୪(ଅଶୋକ କୁମାର ସାହୁ): ବ୍ରହ୍ମପୁରରେ ବିଜେଡି ଓ ଭାଜପା ପକ୍ଷରୁ ପ୍ରଚାର ଆରମ୍ଭ ହୋଇଛି। ଶୁକ୍ରବାର ମେଡିକାଲ ଛକରେ ପ୍ରଚାର ବେଳେ ଭାଜପାର ବ୍ରହ୍ମପୁର ଲୋକ ସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ବିଧାନସଭା ପ୍ରାର୍ଥୀ କେ. ଅନିଲ ବିଜେଡିର ବ୍ରହ୍ମପୁର…
ଶ୍ରୀମନ୍ଦିରରେ ଅଣହିନ୍ଦୁ ପ୍ରବେଶ ରୋକିବେ ପ୍ରତିହାରୀ ସେବକ
ପୁରୀ,୧୩ା୪(ଅଜିତ୍ ମହାନ୍ତି): ଏଣିକି ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ରୋକିବେ ପ୍ରତିହାରୀ ସେବକ। ଶ୍ରୀମନ୍ଦିରକୁ ଅନେକ ସମୟରେ ଅଣହିନ୍ଦୁ ପ୍ରବେଶ କରୁଥିବା ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ପ୍ରତିହାରୀ ନିଯୋଗର ଏଭଳି ପ୍ରସ୍ତାବକୁ ଶ୍ରୀମନ୍ଦିର ପ୍ରଶାସନ ସ୍ବୀକୃତି ଦେଇଥିବା ନିଯୋଗର ସମ୍ପାଦକ…
ପ୍ୟାରିସ ଅଲିମ୍ପିକ୍ସ ଚିଫ୍ ଡି’ ମିଶନ ପଦବୀରୁ ଓହରିଲେ ମେରୀକମ୍
ନୂଆଦିଲ୍ଲୀ, ୧୩ା୪ : ଛଅ ଥର ବିଶ୍ୱ ଚାମ୍ପିୟନ ବକ୍ସର ଏମ୍.ସି. ମେରୀକମ୍ ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତର ଚିଫ୍ ଡି’ ମିଶନ ପଦବୀରୁ ଓହରିଯାଇଛନ୍ତି। ସେ ବ୍ୟକ୍ତିଗତ କାରଣରୁ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି। ମେରୀକମ୍ ଭାରତୀୟ ଅଲିମ୍ପିକ…
ଉଭୟଙ୍କୁ ପ୍ରତିଶ୍ରୁତି, ଭାଗ୍ୟରେ ଟିକେଟ
ବାଲେଶ୍ୱର,୧୩।୪(ମାନସ ବିଶ୍ୱାଳ): ବାଲେଶ୍ୱର ଜିଲା ନୀଳଗିରି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ଟିକେଟକୁ ନେଇ ଲାଗିରହିଛି ଡ୍ରାମା। ଗତ ୨୦୧୪ ନିର୍ବାଚନରେ ବିଜେଡିରୁ ପ୍ରାର୍ଥୀ ହୋଇ ବିଜୟଲାଭ କରିଥିବା ସୁକାନ୍ତ କୁମାର ନାୟକ ଗତ ୨୦୧୯ ନିର୍ବାଚନରେ ନିଜର ପ୍ରାର୍ଥତ୍ତ୍ୱ ଅସୁରକ୍ଷିତ…
ଲକ୍ଷ୍ନୌକୁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ
ଲକ୍ଷ୍ନୌ, ୧୩।୪: ଇଣ୍ଡିଆନ ପ୍ରିମିୟର ଲିଗ୍ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୬ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ପରାସ୍ତ କରିଛି। ଆୟୂଷ ବଦୋନୀଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ଲକ୍ଷ୍ନୌ ୨୦ ଓଭରରେ ୭ ଉଇକେଟ ହରାଇ ୧୬୭ ରନ…
ଉତ୍ତର ଦେଉନାହାନ୍ତି ଇସି
ନୂଆଦିଲ୍ଲୀ,୧୩ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍ ଭୋଟିଂ ମେଶିନ୍ (ଇଭିଏମ୍) ଏବଂ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି) ମେଶିନର କାର୍ଯ୍ୟରେ ନିରପେକ୍ଷତାକୁ ନେଇ ଅନେକ ସମୟରେ ପ୍ରଶ୍ନ ଉଠୁଥିବାବେଳେ ଏନେଇ ସୂଚନା ଅଧିକାର ଆଇନ (ଆର୍ଟିଆଇ) ବଳରେ ବହୁ ବିଶିଷ୍ଟ…
ପ୍ରେମାନନ୍ଦ ମହାରାଜଙ୍କ ଛାତିରେ ଯନ୍ତ୍ରଣା, ଡାକ୍ତରଖାନାରେ ଭର୍ତ୍ତି
ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆରେ ପ୍ରସିଦ୍ଧ ତଥା ଲକ୍ଷ ଲକ୍ଷ ଯୁବକଙ୍କୁ ଉପଦେଶ ଦେଇ ପ୍ରଭାବିତ କରୁଥିବା ସନ୍ଥ ପ୍ରେମାନନ୍ଦ ମହାରାଜ ଅସୁସ୍ଥ ହୋଇପଡ଼ିଛନ୍ତି। ଶୁକ୍ରବାର ସାରେ ହଠାତ୍ ତାଙ୍କର ସ୍ବାସ୍ଥ୍ୟ ଖରାପ ହୋଇଯାଇଥିଲା। ଏହାପରେ ତାଙ୍କୁ ଶୀଘ୍ର ଡାକ୍ତରଖାନା ଅଣାଯାଇଥିଲା। ସେଠାରେ…
ବିଜେଡିରେ ସାମିଲ ହେଲେ ରାଜେନ୍ଦ୍ର ଛତ୍ରିୟା
ଭୁବନେଶ୍ୱର,୧୨ା୪(ଅନିଲ ଦାସ)-ସମ୍ବଲପୁର ଜିଲା କୁଚିଣ୍ଡା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ରାଜେନ୍ଦ୍ର କୁମାର ଛତ୍ରିଆ ଶୁକ୍ରବାର ଶଙ୍ଖଭବନଠାରେ ଜିଲା ବିଜେଡି ପର୍ଯ୍ୟବେକ୍ଷକ ଦେବାଶିଷ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ତାଙ୍କ ସହ ଶତାଧିକ କଂଗ୍ରେସ କର୍ମୀଙ୍କୁ ସେ ଉପଢ଼ୌକନ ଦେଇ ଦଳକୁ…
‘ସମୀର ଦାଶଙ୍କୁ ଟିକେଟ ଦିଅ, ନହେଲେ ଦଳ ଛାଡ଼ିବୁ’
ଗୋପ,୧୨ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ନିର୍ବାଚନମଣ୍ଡଳୀରେ ସମୀର ରଞ୍ଜନ ଦାଶଙ୍କୁ ଟିକେଟ ନ ମିଳିଲେ ଦଳୀୟ ନେତୃତ୍ୱ ଓ କର୍ମୀମାନେ ଦଳ ଛାଡ଼ିବେ ବୋଲି ଶୁକ୍ରବାର ଚେତାବନୀ ଦେଇଛନ୍ତି। ଏକ ପ୍ରତିନିଧି ଦଳ ଏହି ଦସ୍ତଖତ ସମ୍ବଳିତ ଦାବିପତ୍ର ନେଇ ଶନିବାର…
ବିଧାୟକଙ୍କ ନାମରେ ନିର୍ଯାତନା ମାମଲା: ଆବେଦନ ଖାରଜ କଲେ ହାଇକୋର୍ଟ
କଟକ,୧୨ା୪ (କାର୍ତ୍ତିକ ସାହୁ) ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଆଗତ ୨ଟି ମାମଲାକୁ ହାଇକୋର୍ଟ ଶୁକ୍ରବାର ଖାରଜ କରିଛନ୍ତି। ଭୁବନେଶ୍ୱର ମହିଳା ଥାନା ବିଧାୟକ ସାହୁଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ମଧ୍ୟ ବଳାତ୍କାର ଅଭିଯୋଗକୁ ଗ୍ରହଣ…
ଖାଇବାକୁ ଦେଇ ନ ପାରି ସ୍ତ୍ରୀ, ୭ ପିଲାଙ୍କୁ କୁରାଢ଼ିରେ ହାଣି ହତ୍ୟା
ଲାହୋର,୧୨ା୪ : ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଜଣେ ବ୍ୟକ୍ତି ଦାରିଦ୍ର୍ୟର ତାଡ଼ନାରେ ଅତିଷ୍ଠ ହୋଇ ଅଭାବନୀୟ କାଣ୍ଡ ଘଟାଇଛନ୍ତି। ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ସାଜଦ ଖୋକର ପରିବାର ସଦସ୍ୟମାନଙ୍କୁ ଖାଇବାକୁ ଦେଇ ନ ପାରି ଶୁକ୍ରବାର ନିଜର ସ୍ତ୍ରୀ ଓ…
ନୂଆ ଲୁକ୍ରେ ଆସିଲେ ଧର୍ମେନ୍ଦ୍ର ପ୍ରଧାନ, ପ୍ରଚାର ମଇଦାନରେ କିଣୁଛନ୍ତି ମନ
ସମ୍ବଲପୁର,୧୨।୪: ଏଥର ସମ୍ବଲପୁର ଦେଖିବ ବଡ଼ ଲଢ଼େଇ । ମଇଦାନର ଗୋଟିଏ ପଟେ ଅଛନ୍ତି ଭାଜପାର ହେଭିୱେଟ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ଅନ୍ୟପଟେ ବିଜେଡିର ହେଭିୱେଟ ତଥା ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ତେବେ…
Archives


