Home Left

ମୋଦି ଶପଥ ନେବାର ୧୫ ଦିନ ପରେ ଉଦ୍ଧବ ଠାକରେଙ୍କ ସହ ଆସିବେ ନଜର: ରବି ରାଣାଙ୍କ ଭବିଷ୍ୟବାଣୀ

ଅମରାବତୀ,୩।୬: ମହାରାଷ୍ଟ୍ରର ଅମରାବତୀ ବିଧାୟକ ରବି ରାଣା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ରବି ରାଣା କହିଛନ୍ତି, ପିଏମ ମୋଦି ତୃତୀୟଥର ଶପଥ ଗ୍ରହଣ କରିବାର ମାତ୍ର ୧୫ ଦିନ ପରେ ଉଦ୍ଧବ…

ବିଜୟ ପୂର୍ବରୁ ମୋଦିଙ୍କୁ ଆଶୀର୍ବାଦ ଦେଲେ ଟ୍ରାନ୍ସଜେଣ୍ଡର

ନୂଆଦିଲ୍ଲୀ,୩।୬: ଲୋକ ସଭା ନିର୍ବାଚନ ଫଳାଫଳ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଟ୍ରାନ୍ସଜେଣ୍ଡରଙ୍କଠାରୁ ବିଶେଷ ଆଶୀର୍ବାଦ ପାଇଛନ୍ତି। ପ୍ରଧାନମନ୍ତ୍ରୀ ଓ ଭାଜପାର ବିଜୟ ପାଇଁ କମଳା ରଙ୍ଗର ପୋଷାକ ପିନ୍ଧିଥିବା ଟ୍ରାନ୍ସଜେଣ୍ଡରମାନେ ଏମାନଙ୍କୁ ଆଶୀର୍ବାଦ…

ଭାରତରେ ମେଟାର ବଡ଼ କାର୍ଯ୍ୟାନୁଷ୍ଠାନ: ଫେସ୍‌ବୁ୍‌କ-ଇନ୍‌ଷ୍ଟାଗ୍ରାମରୁ ୧୭ ମିଲିୟନ୍‌ ପୋଷ୍ଟ କଲା ଡିଲିଟ୍‌

ନୂଆଦିଲ୍ଲୀ,୩।୬: ଭାରତରେ ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମେଟା ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମରୁ ଲକ୍ଷ ଲକ୍ଷ ଖରାପ ପୋଷ୍ଟ ହଟାଇ ଦେଇଛି। ଏପ୍ରିଲ ୨୦୨୪ ପାଇଁ ଅନୁପାଳନ ରିପୋର୍ଟ ପ୍ରକାଶ କରିବାବେଳେ ମେଟା ଏହି ସୂଚନା ଦେଇଛି। ନୀତି ଉଲ୍ଲଂଘନ…

ନବୀନ ପଟ୍ଟନାୟକଙ୍କ ଅଗ୍ନି ପରୀକ୍ଷା, ମିଳିବ କ୍ଷମତା ନା ପ୍ରଥମ ଥର ବହୁମତରୁ ରହିବେ ଦୂରେଇ, ଦେଖନ୍ତୁ ଏକଜିଟ ପୋଲର ଆକଳନ

ନୂଆଦିଲ୍ଲୀ/ଭୁବନେଶ୍ୱର,୩।୬: ଦେଶର ପୂର୍ବ ରାଜ୍ୟରେ ଓଡ଼ିଶା ଲୋକ ସଭା ନିର୍ବାଚନ ସହିତ ବିଧାନସଭା ପାଇଁ ଭୋଟ ମଧ୍ୟ ଦିଆଯାଇଥିଲା। ଏହାର ଫଳାଫଳ ମଧ୍ୟ ଜୁନ ୪ରେ ପ୍ରକାଶ ପାଇବ । ଜୁନ ୪ରେ ଶାସକ ବିଜୁ ଜନତା ଦଳ(ବିଜେଡି) ଓଡ଼ିଶାରେ କ୍ଷମତାକୁ…

ପୁରୀ ବାଣ ବିସ୍ଫୋରଣ ଘଟଣା: ଆଜି ଡିସ୍‌ଚାର୍ଜ ହେଲେ ଆଉ ଦୁଇ ଆହତ

ଭୁବନେଶ୍ୱର,୩ା୬(ଅସମାପିକା ସାହୁ): ପୁରୀ ବାଣ ବିସ୍ଫୋରଣ ଘଟଣାରେ ଡାକ୍ତରଖାନାରୁ ଆଉ ୨ ଆହତ ବ୍ୟକ୍ତି ସୋମବାର ଡିସ୍‌ଚାର୍ଜ ହୋଇଛନ୍ତି। ସେମାନେ ହେଲେ ବଳରାମ ଦାସ(୧୫) ଏବଂ ମନମୋହନ ବେହେରା(୨୪)। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ୧୭ ଜଣଙ୍କ…

ଏକ୍‌ଜିଟ୍‌ ପୋଲ୍‌ ଦେଖି ଡରିଗଲା ପାକିସ୍ତାନ: କହିଲା, ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହେଲେ…

ନୂଆଦିଲ୍ଲୀ/ଇସଲାମାବାଦ୍‌,୩।୬: ଜୁନ୍‌ ୪ରେ ଲୋକ ସଭା ନିର୍ବାଚନ-୨୦୨୪ର ଫଳାଫଳ ଘୋଷଣା କରାଯିବ, କିନ୍ତୁ ଏହାପୂର୍ବରୁ ସମସ୍ତ ଏକଜିଟ ପୋଲ ପୂର୍ବାନୁମାନ କରିଛି ଯେ ଭାଜପା ତୃତୀୟ ଥର ଦେଶରେ ପୁଣି ଥରେ ସରକାର ଗଠନ କରିବ ଏବଂ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ…

ଚୋରି କରିବାକୁ ଯାଇ AC ପବନରେ ଶୋଇପଡ଼ିଲା ଚୋର, ନିଦରୁ ଉଠାଇଲା ପୋଲିସ

ଉତ୍ତରପ୍ରଦେଶ, ୩।୬: ଦେଶରେ ଏବେ ଅତ୍ୟଧିକ ଗରମ ହେଉଥିଲା ବେଳେ ଲୋକମାନେ ଟିକିଏ ଥଣ୍ଡା ପବନ ପାଇଁ ଏସି ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଏହି ଏସି ଏବେ ଜଣେ ଚୋର ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ରବିବାର ଲକ୍ଷ୍ନୌର ଜଣେ…

ଏକ୍‌ଜିଟ୍‌ ପୋଲ ରିପୋର୍ଟ ପରେ ହଠାତ ବଢିଗଲା ଏହି ସେୟାର ଦାମ

ମୁମ଼୍ବାଇ, ୩।୬: ଲୋକସଭା ନିର୍ବାଚନର ଏକ୍‌ଜିଟ୍‌ ପୋଲ ଆସିବା ପରେ ସେୟାର ମାର୍କେଟ୍‌ରେ ଏହାର ସିଧାସଳଖ ପ୍ରଭାବ ପଡ଼ିଛି। ସେୟାର ମାର୍କେଟ୍‌ ଏବେ ରେକର୍ଡ ସ୍ତରରେ ପହଞ୍ଚିଛି। ଚଳିତ ସପ୍ତାହର ଆରମ୍ଭରୁ ସେନ୍‌ସେକ୍ସ ୨,୬୨୧ ଅଙ୍କ ବୃଦ୍ଧି ପାଇବା ସହ ୭୬୫୮୩…

ଟି-୨୦ ବିଶ୍ୱକପ୍‌ରେ ଇତିହାସ ରଚିଲେ ନାମିବ୍ୟା ବୋଲର: ପ୍ରଥମ ଖେଳାଳି ଭାବେ କଲେ ଏମିତି କାରନାମା

ନ୍ୟୁୟର୍କ,୩।୬:ଓମାନ ବିପକ୍ଷ ମ୍ୟାଚରେ ନାମିବ୍ୟାର ବୋଲର ରୁବେନ ଟ୍ରମ୍ପେଲମ୍ୟାନ ଇତିହାସ ସୃଷ୍ଟି କରିଛନ୍ତି। ଟି -୨୦ ବିଶ୍ୱକପ୍‌ର ତୃତୀୟ ମ୍ୟାଚ୍‌ରେ ଓମାନ ପ୍ରଥମେ ବ୍ୟାଟିଂ କରି ୧୧୦ ରନ ସଂଗ୍ରହ କରିଥିଲେ। ନାମିବ୍ୟାର ବୋଲର ରୁବେନ ଟ୍ରମ୍ପେଲମ୍ୟାନ ଚମତ୍କାର ବୋଲିଂ କରି…

ଟି-୨୦ ବିଶ୍ୱକପ୍‌ର ସବୁଠୁ ବୟସ୍କ-କନିଷ୍ଠ ଖେଳାଳି କିଏ ଜାଣନ୍ତି: ବୟସ କରିଦେବ ତାଜୁବ

ନୂଆଦିଲ୍ଲୀ,୩।୬: ଟି-୨୦ କ୍ରିକେଟ ଇତିହାସରେ ପ୍ରଥମ ବିଶ୍ୱକପ ୨୦୦୭ରେ ହୋଇଥିଲା। ଏପର୍ଯ୍ୟନ୍ତ ୮ଟି ଟି-୨୦ ବିଶ୍ୱ ଚାମ୍ପିଅନ ହୋଇସାରିଛନ୍ତି। କିନ୍ତୁ ୨୦୨୪ ବିଶ୍ୱକପ ସବୁଠାରୁ ସ୍ବତନ୍ତ୍ର ହେବାକୁ ଯାଉଛି। ଏହି ଟୁର୍ନାମେଣ୍ଟରେ ୨୦ଟି ବିଭିନ୍ନ ଦେଶର ଦଳ ଅଂଶଗ୍ରହଣ କରିବେ। ଭାରତ…

ଗଛ କାଟିବା, ଫସଲ ଜାଳିବା ଉପରେ ଫତୱା ଜାରି କଲା ଇସଲାମିକ୍ ସଂଗଠନ

ନୂଆଦିଲ୍ଲୀ, ୩।୬: ବାୟୁମଣ୍ଡଳରେ ଉତ୍ତାପ ବୃଦ୍ଧିକୁ ରୋକିବା ପାଇଁ ଗଛ ନ କାଟିବା ଏବଂ ଫସଲକୁ ନ ଜଳାଇବା ପାଇଁ ଲୋକମାନଙ୍କୁ ଅପିଲ କରି ଫତୱା ଜାରି କରିଛି ଇସଲାମିକ୍ ସେଣ୍ଟର ଅଫ୍ ଇଣ୍ଡିଆ(ଆଇସିଆଇ)। ଲକ୍ଷ୍ନୌରେ ଅନୁଷ୍ଠିତ ହୋଇଥିବା ଏକ ସେମିନାରରେ…

ଭୋଟ୍‌ ଗଣତି କେନ୍ଦ୍ରକୁ ଖବରଦାତାଙ୍କୁ ମନା

ପାଟଣା,୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନ ମଣ୍ଡଳୀର ଭୋଟ ଗଣତି ଚାମ୍ପୁଆରେ ମଙ୍ଗଳବାର ହେବାକୁ ଥିବା ବେଳେ ଅନେକ ଖବରଦାତାଙ୍କୁ ଖବର ସଂଗ୍ରହ ପାଇଁ ଏଣ୍ଟ୍ରି ପାସ୍‌ ମିଳିନାହିଁ। ଏଭଳିସ୍ଥଳରେ ଖବରଦାତାମାନେ କିଭଳି ଖବର ସଂଗ୍ରହ କରିବେ ସେନେଇ ସ୍ପଷ୍ଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri