ଗବେଷଣାକୁ ପ୍ରୋତ୍ସାହନରେ ଦକ୍ଷତାର ବିକାଶ
ପ୍ରତିବର୍ଷ ଏପ୍ରିଲ ୧୦ ତାରିଖକୁ ‘ବିଶ୍ୱ ହୋମିଓପ୍ୟାଥି ଦିବସ’ ଭାବରେ ପାଳନ କରାଯାଇଥାଏ। ହୋମିଓପ୍ୟାଥି ଚିକିତ୍ସାର ଜନକ ଡା. ସାମୁଏଲ ହ୍ୟାନିମାନଙ୍କ ଜନ୍ମଦିନକୁ ଏଭଳି ଦିନ ଭାବରେ ପାଳନ କରାଯାଉଛି। ଚଳିତବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି- ‘ଗବେଷଣାକୁ ପ୍ରୋତ୍ସାହନ ଦେଇ…
ମୋଦି ଜିତିଲେ ଦେଶର ମାନଚିତ୍ର ବଦଳିଯିବ: ସୀତାରାମନ୍ଙ୍କ ସ୍ବାମୀ
ନୂଆଦିଲ୍ଲୀ,୧୦ା୪ : ଚଳିତ ଲୋକ ସଭା ନିର୍ବାଚରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ନିର୍ବାଚିତ ହେଲେ ଭାରତର ମାନଚିତ୍ର ବଦଳିଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍ଙ୍କ ସ୍ବାମୀ ପରକଲା ପ୍ରଭାକର ସତର୍କ କରାଇଛନ୍ତି। ଅର୍ଥନୀତିଜ୍ଞ ପ୍ରଭାକର ଏକ ସାକ୍ଷାତ୍କାରରେ କହିଛନ୍ତି,…
ପ୍ରାର୍ଥୀ ସବୁ ସମ୍ପତ୍ତି ଘୋଷଣା କରିବା ଅନାବଶ୍ୟକ
ନୂଆଦିଲ୍ଲୀ,୧୦ା୪: ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ଲଢ଼ିବାକୁ ଥିବା ପ୍ରାର୍ଥୀମାନଙ୍କୁ ନାମାଙ୍କନପତ୍ର ଦାଖଲ ବେଳେ ସେମାନଙ୍କ ନାଁରେ ଥିବା ଆପରାଧିକ ମାମଲା ଏବଂ ସମ୍ପତ୍ତି ତାଲିକା ସତ୍ୟପାଠ ଜରିଆରେ ଦାଖଲ କରିବାକୁ ପଡ଼ିଥାଏ। ନିର୍ବାଚନୀ ସଂସ୍କାର ଅନୁଯାୟୀ ରାଜନେତା ସେମାନଙ୍କର…
ଏବର୍ଷର ମାର୍ଚ୍ଚ ସବୁଠୁ ଉତ୍ତପ୍ତ
ନୂଆଦିଲ୍ଲୀ,୧୦ା୪(ପି.ଟି.): ଚଳିତବର୍ଷର ମାର୍ଚ୍ଚ ବିଶ୍ୱରେ ସବୁଠୁ ଉତ୍ତପ୍ତ ମାସ ଭାବେ ଅନୁଭୂତ ହୋଇଛି। ଏଲ୍ ନିନୋ ସ୍ଥିତି ଏବଂ ମାନବକୃତ ଜଳବାୟୁ ପରିବର୍ତ୍ତନର ମିଳିତ ପ୍ରଭାବ ଯୋଗୁ ଗତବର୍ଷର ଜୁନ୍ରୁ କ୍ରମାଗତ ୧୦ ମାସ ତାପମାତ୍ରାରେ ନୂଆ ରେକର୍ଡ ସୃଷ୍ଟି ହୋଇଥିବା…
ଘରୋଇ ଓଡ଼ିଆ ମିଡିୟମ ସ୍କୁଲ ପିଲାଙ୍କୁ ମିଳିବ ମାଗଣା ପୁସ୍ତକ
ଭୁବନେଶ୍ୱର, ୧୦।୪(ଅସମାପିକା ସାହୁ):ରାଜ୍ୟର ସମସ୍ତ ଘରୋଇ ଏବଂ ଅନୁଦାନପ୍ରାପ୍ତ ଓଡ଼ିଆ ମିଡିୟମ ସ୍କୁଲର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ରାଜ୍ୟ ସରକାର ମାଗଣା ପୁସ୍ତକ ପ୍ରଦାନ କରିବେ। ଏ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି। ଏଥିପାଇଁ…
ବକେୟା ପାଇଁ ସ୍କୁଲରେ ତାଲା ପକାଇଲେ ଠିକାଦାର
ବାଲେଶ୍ୱର,୧୦ା୪(ମାନସ ବିଶ୍ୱାଳ): ୫-ଟି ଅଧୀନରେ ରୂପାନ୍ତରଣ ହୋଇଥିବା ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଦହପଡ଼ା ଚିନ୍ତାମଣି ହାଇସ୍କୁଲର ନିର୍ମାଣ କାର୍ଯ୍ୟ ଶେଷ ହେବାର ବର୍ଷେ ବିତିଗଲାଣି। ହେଲେ ଏଯାଏ ବକେୟା ଟଙ୍କା ମିଳ ନ ଥିବାରୁ ଠିକାଦାର ଅସନ୍ତୋଷ ପ୍ରକାଶ କରିବା…
୧୯୫୧ ପରେ ଏଥର ଲମ୍ବା ନିର୍ବାଚନ
ନୂଆଦିଲ୍ଲୀ,୧୦ା୪:୧୯୫୧ରେ ହୋଇଥିବା ସାଧାରଣ ନିର୍ବାଚନ ୪ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିଲା। ୨୦୨୪ର ଲୋକ ସଭା ନିର୍ବାଚନ ପ୍ରକ୍ରିୟାର ଅବଧି ହେଉଛି ୮୨ ଦିନ। ଗତ ମାର୍ଚ୍ଚ ୧୬ରେ ନିର୍ବାଚନ ତାରିଖ ଘୋଷଣା ଦିନଠାରୁ ଫଳାଫଳ ଆସିବା ପର୍ଯ୍ୟନ୍ତ ୮୨…
ଅନେକ ରୋଗରୁ ମୁକ୍ତିଦିଏ ହୋମିଓପ୍ୟାଥି
ହୋମିଓପ୍ୟାଥିର ପ୍ରତିଷ୍ଠାତା ଡ.ସାମୁଏଲ ହାନିମାନଙ୍କ ଜନ୍ମ ବାର୍ଷିକୀ ପାଳନ ପାଇଁ ପ୍ରତିବର୍ଷ ୧୦ ଏପ୍ରିଲରେ ବିଶ୍ୱ ହୋମିଓପ୍ୟାଥି ଦିବସ ପାଳନ କରାଯାଏ। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ହୋମିଓପ୍ୟାଥି ଔଷଧ ବିଷୟରେ ଲୋକଙ୍କୁ ସଚେତନ କରାଇବା ଏବଂ ଏହି…
ପୁଅ ହାରିବା ପାଇଁ ପ୍ରାର୍ଥନା କଲେ ଏହି ବରିଷ୍ଠ ନେତା
ଥିରୁଭାନନ୍ତପୁରମ୍,୧୦ା୪:ବରିଷ୍ଠ କଂଗ୍ରେସ ନେତା ଏ.କେ. ଆଣ୍ଟୋନିଙ୍କ ପୁଅ ଅନିଲ ଆଣ୍ଟୋନି କେରଳର ପଥନମ୍ଥିଟ୍ଟାରେ ଭାଜପା ଟିକେଟରେ ନିର୍ବାଚନ ଲଢ଼ୁଛନ୍ତି। ଅନିଲ ଜିତିବା ପାଇଁ ପ୍ରାଣପଣେ ଉଦ୍ୟମ ଜାରି ରଖିଥିବାବେଳେ ଆଣ୍ଟୋନି ପୁଅଙ୍କ ପରାଜୟ କାମନା କରିଛନ୍ତି। ଏକ ଖବରଦାତା ସମ୍ମିଳନୀରେ ପୂର୍ବତନ…
ବିଜୟଠାରୁ ଦୁଇ ରନ୍ ଦୂରରେ ଅଟକିଲା ପଞ୍ଜାବ, ହାଇଦ୍ରାବାଦର ସଂଘର୍ଷପୂର୍ଣ୍ଣ ବିଜୟ
ଚଣ୍ଡୀଗଡ,୯ା୪: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍(ଆଇପିଏଲ୍)ରେ ସନରାଇଜର୍ସ ହାଇଦ୍ରାବାଦ ୨ ରନରେ ପଞ୍ଜାବ କିଙ୍ଗ୍ସକୁ ହରାଇ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି। ସନରାଇଜର୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୮୨ ରନ୍ କରିଥିଲା। ଜବାବରେ ପଞ୍ଜାବ ୨୦ ଓଭରରେ ୬ ଉଇକେଟ…
ପୁରୀ ବେଳାଭୂମିରେ ଜେଲିଫିସ ଆତଙ୍କ
ପୁରୀ,୯।୪: ଗ୍ରୀଷ୍ମ ଋତୁ ଆରମ୍ଭରେ ସମୁଦ୍ରର ମଜା ନେବା ପାଇଁ ପୁରୀ ବେଳାଭୂମିରେ ଶହଶହ ପର୍ଯ୍ୟଟକ ଭିଡ ଲଗାଉଥିଲା ବେଳେ ଆତଙ୍କ ଖେଲାଇଛନ୍ତି ଜେଲି ଫିସ। ଏଥିସହିତ ଅନେକ ଅଲିଭ ରିଡଲେଙ୍କ ମୃତଦେହ ବି ବେଳାଭୂମିରେ ପଡ଼ି ରହିଛି। ଫଳରେ ବେଳାଭୂମିରେ…
୪ଲକ୍ଷ ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇଛି ବେଦାନ୍ତ
ଭୁବନେଶ୍ୱର,୯।୪: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମରେ ବିଶ୍ୱ ସ୍ବାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବେଦାନ୍ତ ଆଲୁମିନିୟମର ସମସ୍ତ ୟୁନିଟ୍ ଓ କାର୍ଯ୍ୟ ପରିସର ମଧ୍ୟରେ ପ୍ରାୟ ୪ ଲକ୍ଷ ଲୋକଙ୍କୁ ଗୁଣାତ୍ମକ ସ୍ବାସ୍ଥ୍ୟସେବା ଯୋଗାଇ…
Archives


