କଟକ-ବାରବାଟୀରେ ସୋଫିଆ-ପୂର୍ଣ୍ଣଚନ୍ଦ୍ରଙ୍କ ମଧ୍ୟରେ କଡା ଟକ୍କର
ଓଡ଼ିଶା ବିଧାନସଭାରେ ଭୋଟ କାଉଣ୍ଟିଂରେ ଭାଜପା ୭୧ ଆସନରେ ଆଗୁଆ ଥିବାବେଳେ ବିଜେଡି ୪୭ ରେ ରହିଛି। ତେବେ ଭାଜପା ପ୍ରାର୍ଥୀ ପୂର୍ଣ୍ଣଚନ୍ଦ୍ର ସେଠୀ ୩୦୬୨ ଆସନରେ ଥିବାବେଳେ କଂଗ୍ରେସ ପ୍ରାର୍ଥୀ ସୋଫିଆ ଫିର୍ଦ୍ଦୋଶ ୩୦୬୦ ଆସନରେ ଅଛନ୍ତି। ଦୁହିଁଙ୍କ ମଧ୍ୟରେ…
ଭଣ୍ଡାରୀପୋଖରୀ ବିଧାନସଭା ଆସନ: ଆଗରେ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ
ଭୁବନେଶ୍ୱର,୪।୬: ମଙ୍ଗଳବାର ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଯାଇଛି। ପ୍ରଥମେ ବାଲଟ ଓ ଏହା ପରେ ଇଭିଏମ ଗଣନା ଆରମ୍ଭ ହୋଇଛି। ଭଣ୍ଡାରୀପୋଖରୀ ବିଧାନସଭା ଆସନରେ କଂଗ୍ରେସ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗୁଆ ରହିଥିବା ବେଳେ ବିଜେଡି ପ୍ରାର୍ଥୀ ସଞ୍ଜୀବ…
ପୁରୀ ଲୋକ ସଭା ଆସନରେ ଭାଜପା ଆଗରେ
ପୁରୀ,୪ା୬(ଅଜିତ ମହାନ୍ତି): ୨୦୨୪ ସାଧାରଣ ନିର୍ବାଚନ ଫଳ ପାଇଁ ଭୋଟ୍ ଗଣତି ଚାଲିଛି। ତେବେ ପୁରୀ ଲୋକ ସଭା ଆସନରେ ଭାଜପା ପ୍ରାର୍ଥୀ ସମ୍ବିତ ପାତ୍ର ୭ ରାଉଣ୍ଡ ଗଣତି ସୁଦ୍ଧା ଆଗୁଆ ରହିଥିବା ଜଣାପଡ଼ିଛି। ବିଜେଡି ପ୍ରାର୍ଥୀ ଅରୂପ ପଟ୍ଟନାୟକଙ୍କଠାରୁ…
ପଶ୍ଚିମବଙ୍ଗରେ ଭାଜପାକୁ ପଛରେ ଛାଡି ଟିଏମ୍ସି ଆଗୁଆ
ନୂଆଦିଲ୍ଲୀ,୪।୬: ପଶ୍ଚିମବଙ୍ଗରେ ଚାଲିଛି କଡା ଟକ୍କର। କେତେବେଳେ ଭାଜପା ଆଗରେ ତ ଆଉ କେତେବେଳେ ଟିଏମ୍ସି। ଏବେ ଭାଜପାକୁ ପଛରେ ପକାଇ ଟିଏମ୍ସି ଆଗକୁ ବଢିଛି। ପ୍ରାରମ୍ଭିକ ଧାରା ଅନୁଯାୟୀ, ପଶ୍ଚିମବଙ୍ଗର ୪୨ଟି ଲୋକ ସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ୧୮ଟିରେ ଟିଏମ୍ସି…
କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀ ପଛରେ
କଣ୍ଟାବାଞ୍ଜି,୬।୪: ମଙ୍ଗଳବାର ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଯାଇଛି। ପ୍ରଥମେ ବାଲଟ ଓ ଏହା ପରେ ଇଭିଏମ୍ ଗଣନା ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡର ଫଳାଫଳ ବିଜେଡି ନେତାଙ୍କ ମନରେ ଛନକା ପଶାଇଛି। କଣ୍ଟାବାଞ୍ଜି ବିଧାନସଭା ଆସନରେ ପଛରେ ପଡିଯାଇଛନ୍ତି…
ଆନନ୍ଦପୁରରେ ବିଜେଡି ଆଗୁଆ
ହାଟଡିହୀ,୪ା୬(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରରେ ୩ୟ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ ରହିଛି। ବିଜେଡିକୁ ୭୪୩୦ଖଣ୍ଡ, କଂଗ୍ରେସକୁ ୬୮୮୫ ଖଣ୍ଡ ଏବଂ ଭାଜପାକୁ ୫୩୫୩ ଖଣ୍ଡ ଭୋଟ୍ ମିଳିଛି। ଏଠାରେ ୨୯୧ଟି ଭୋଟ୍ କେନ୍ଦ୍ରରେ ଭୋଟ୍ ଗ୍ରହଣ…
ଏନ୍ଡିଏ ନା ଇଣ୍ଡିଆ ମେଣ୍ଟ, ବର୍ତ୍ତମାନ ପର୍ଯ୍ୟନ୍ତ ଜାଣନ୍ତୁ କିଏ ଅଛି ଆଗରେ
ନୂଆଦିଲ୍ଲୀ,୪।୬: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗଣନା ଚାଲିଛି। ନିର୍ବାଚନ ଆୟୋଗର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ୫୪୩ଟି ମଧ୍ୟରୁ ୫୨୯ଟି ସିଟ ପାଇଁ ଟ୍ରେଣ୍ଡ ପ୍ରକାଶ ପାଇଛି। ଏଥିମଧ୍ୟରୁ ଭାଜପା ୨୨୯ଟି ଆସନରେ ଆଗୁଆ ଥିବାବେଳେ କଂଗ୍ରେସ…
ଦେଶର ୩୦ ହଟ ସିଟରେ କଡା ଟକ୍କର
ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନ ଫଳାଫଳର ଟ୍ରେଣ୍ଡ ଦେଖାଯାଉଛି। ଏଥର ଉଭୟ ଭାଜପା ଏବଂ କଂଗ୍ରେସ ଦଳ ବହୁ ବଡ ବଡ ବ୍ୟକ୍ତିତ୍ୱଙ୍କୁ ଟିକେଟ ଦେଇଛନ୍ତି। ସେଠାରେ ଅନେକ ହାଇ-ପ୍ରୋଫାଇଲ ସିଟ ଅଛି ଯାହା ଗତ କିଛି ମାସ ଧରି ଚର୍ଚ୍ଚାରେ…
ନିର୍ବାଚନ ଫଳ ଆସିବା ପୂର୍ବରୁ ପାକିସ୍ତାନ କହିଲା, ମୋଦି ଜିତିଲେ…
ନୂଆଦିଲ୍ଲୀ,୪୬: ଚାଲିଛି ଲୋକସଭା ନିର୍ବାଚନ ଗଣତି| ହେଲେ ଫଳାଫଳ ଆସିବା ପୂର୍ବରୁ ଏକ୍ଜିଟ୍ ପୋଲରୁ ଜଣାପଡ଼ିଥିଲା ଯେ ଦେଶରେ ପୁଣିଥରେ ଭାଜପା ସରକାର ଗଠନ କରିପାରେ| ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇପାରନ୍ତି | ଏହାକୁ ନେଇ ପଡ଼ୋଶୀ…
ବରଗଡ଼ ବିଧାନସଭା: ୪ର୍ଥ ରାଉଣ୍ଡରେ ଭାଜପାକୁ ପଛରେ ପକାଇଲା ବିଜେଡି
ବରଗଡ଼,୪ା୬(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ଭୋଟ୍ ଗଣତି ଜାରି ରହିଛି। ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚତୁର୍ଥ ରାଉଣ୍ଡରେ ବିଜେଡି ନିକଟତମ ପ୍ରତିଦ୍ବନ୍ଦ୍ୱୀ ଭାଜପାକୁ ପଛରେ ପକାଇଛି। ଚତୁର୍ଥ ରାଉଣ୍ଡ ସୁଦ୍ଧା ବିଜେଡି ପ୍ରାର୍ଥୀ ଦେବେଶ ଆଚାର୍ଯ୍ୟଙ୍କୁ ୧୯ହଜାର ୨୨ଖଣ୍ଡ…
କୋରେଇରୁ ଅଭିନେତା ଆକାଶ ଦାସ ନାୟକ ଆଗୁଆ
ଭୁବନେଶ୍ୱର,୪।୬: ଓଡ଼ିଶା ବିଧାନସଭାରେ ଭୋଟ କାଉଣ୍ଟିଂରେ ଭାଜପା ୬୫ ଆସନରେ ଆଗୁଆଥିବାବେଳେ ବିଜେଡି ୪୫ ରେ ରହିଛି। ସେହିପରି କଂଗ୍ରେସ ୯ଟି ଆସନରେ ଆଗୁଆ ଅଛି। କରୋଇରୁ ଭାଜପା ପ୍ରାର୍ଥୀ ଆକାଶ ଦାସ ନାୟକ ଆଗୁଆ ଅଛନ୍ତି।
ସଠିକ ପ୍ରମାଣିତ ହେଉଛି ରାହୁଲ ଗାନ୍ଧୀଙ୍କ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୪।୬: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗଣନା ଚାଲିଛି। ଟ୍ରେଣ୍ଡ ଅନୁଯାୟୀ, ଏପର୍ଯ୍ୟନ୍ତ ଏନଡିଏ ଏବଂ ଇଣ୍ଡିଆ ଆଲାଇନ୍ସ ମଧ୍ୟରେ ଏକ ତୀବ୍ର ପ୍ରତିଯୋଗିତା ଦେଖାଯାଉଛି। ଏନଡିଏକୁ ଟକ୍କର ଦେବାରେ ଭାରତ ସହଯୋଗୀ ଦଳ କ୍ରମାଗତ ଭାବରେ ଆଗକୁ…
Archives


