Home Left

ବାପା ହେଲେ ବରୁଣ ଧାୱନ

ବଲିଉଡ ଅଭିନେତା ବରୁଣ ଧାୱନ ବାପା ହୋଇଛନ୍ତି। ତାଙ୍କ ସ୍ତ୍ରୀ ନତାଶା ଦଲାଲ ୩ ଜୁନରେ ଏକ ଝିଅ ଜନ୍ମ ଦେଇଥିଲେ। ବରୁଣ ଧାୱନଙ୍କ ପିତା ଡେଭିଡ ଧାୱନ ଏହା ନିଶ୍ଚିତ କରିଛନ୍ତି। ଜେଜେବାପା ହୋଇଥିବା ଡେଭିଡ ଧାୱନ ନାତୁଣୀ ଏବଂ…

ପ୍ରଧାନମନ୍ତ୍ରୀ ମୋଦି, ସ୍ମୃତି ଇରାନୀ ପଛୁଆ

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ ଗଣନା ଆରମ୍ଭ ହୋଇଛି ଏବଂ କେଉଁ ଦଳ ଆଗରେ ରହିଛି ଟ୍ରେଣ୍ଡ ମଧ୍ୟ ଆରମ୍ଭ ହୋଇଯାଇଛି। ବାରାଣସୀରେ ପ୍ରଧାନମନ୍ତ୍ରୀ ମୋଦି, ଆମେଠିରୁ ସ୍ମୃତି ଇରାନୀ ଏବଂ ସୁଲତାପୁରରୁ ମାନେକା ଗାନ୍ଧୀ ପଛୁଆ…

ଦିଲ୍ଲୀରେ ଆଗରେ ଚାଲିଛି ଏନଡିଏ, ରେସରେ ମନୋଜ ତିଓ୍ବାରୀ…

ନୂଆଦିଲ୍ଲୀ,୪।୬: ପ୍ରାରମ୍ଭିକ ଧାରା ଅନୁଯାୟୀ, ଉତ୍ତର ପୂର୍ବ ଦିଲ୍ଲୀରେ ଭାଜପାର ମନୋଜ ତିୱାରୀ ଆଗରେ ରହିଛନ୍ତି। ତିୱାରୀଙ୍କ ବିପକ୍ଷରେ କଂଗ୍ରେର କହ୍ନେୟା କୁମାର କଡା ଟକ୍କର ଦେଉଛନ୍ତି। ଏହି ସମୟରେ କଂଗ୍ରେସ ଦଳର ଜେପି ଅଗ୍ରୱାଲ ଚାନ୍ଦନୀ ଚୌକ ଆସନରୁ ଆଗୁଆ…

ନିର୍ବାଚନ ଫଳ ପୂର୍ବରୁ ବଡ଼ ଆକ୍ସନ, ୫ କଂଗ୍ରେସ ନେତା ନିଲମ଼୍ବିତ

ନୂଆଦିଲ୍ଲୀ,୪୬: ଲୋକସଭା ନିର୍ବାଚନ ଫଳାଫଳ ଆସିବା ପୂର୍ବରୁ କଂଗ୍ରେସ ବଡ଼ ଆକ୍ସନ ନେଇଛି | ଚଣ୍ଡିଗଡ଼ରେ ଦଳର ୫ ନେତାଙ୍କୁ ୬ ବର୍ଷ ପାଇଁ ନିଲମ଼୍ବିତ କରାଯାଇଛି| ଏଥିସହିତ ସେମାନେ ରହିଥିବା ପଦପଦବୀରୁ ମଧ୍ୟ ତାଙ୍କୁ ବରଖାସ୍ତ କରାଯାଇଛି| କୁହାଯାଉଛି କି…

ସତ୍ୟବାଦୀରେ ସଞ୍ଜୟ ଦାସବର୍ମା ଆଗରେ

ସତ୍ୟବାଦୀ,୪ା୬: : ମଙ୍ଗଳବାର ରାଜ୍ୟରେ ଜାରି ରହିଛି ଭୋଟ୍‌ ଗଣତି। ଏବେ ପୋଷ୍ଟାଲ ବାଲଟ ଗଣତି ହେଉଥିବା ବେଳେ କିଛି ସ୍ଥାନରେ ଶେଷ ହୋଇଛି। ପୁରୀ ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ ସୁନିଲ ମହାନ୍ତି ଆଗରେ ରହିଥିବା ବେଳେ ସତ୍ୟବାଦୀରେ ସଞ୍ଜୟ…

ଆଗରେ ଶାହା, ଗଡ଼କରୀ, କଙ୍ଗନା

ନୂଆଦିଲ୍ଲୀ,୪।୬: ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଭୋଟ ଗଣନା ଆରମ୍ଭ ହୋଇଛି ଏବଂ କେଉଁ ଦଳ ଆଗରେ ରହିଛି ଟ୍ରେଣ୍ଡ ମଧ୍ୟ ଆରମ୍ଭ ହୋଇଯାଇଛି। ଟ୍ରେଣ୍ଡରେ ଏନଡିଏ ଅଗ୍ରଣୀ ହାସଲ କରିଛି। ଏଥି ସହିତ ବିରୋଧୀ ଦଳ ମଧ୍ୟ ପ୍ରତିଯୋଗିତା…

ଆଗରେ ଦୌଡୁଛି ଏନଡିଏ

ନୂଆଦିଲ୍ଲୀ,୪।୬: ଭୋଟ ଗଣତି ଆରମ୍ଭ ହେବା ସହିତ ଏବେ ଆସିବାରେ ଲାଗିଛି ପ୍ରାରମ୍ଭିକ ଟ୍ରେଣ୍ଡ । ଆଉ ପ୍ରାରମ୍ଭିକ ଟ୍ରେଣ୍ଡରେ ଭାଜପା ନେତୃତ୍ୱାଧୀନ ଏନଡିଏ ମେଣ୍ଟ ଶତକ ଛୁଇଁଛି । ବର୍ତ୍ତମାନ ସୁଦ୍ଧା ୨୭୪ ଆସନର ଟ୍ରେଣ୍ଡ ସାମ୍ନାକୁ ଆସିଥିବାବେଳେ, ୨୭୬…

ଚାଲିଛି ଭୋଟ ଗଣନା: ୪୬୧ ଆସନରୁ ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ…

ନୂଆଦିଲ୍ଲୀ,୪।୬: ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଯାଇଛି। ଏପରିକି ଲାଗିଛି ପ୍ରାରମ୍ଭିକ ଟ୍ରେଣ୍ଡ ମଧ୍ୟ ଆସିବାରେ ଲାଗିଛି। ଆଉ ପ୍ରାରମ୍ଭିକ ଟ୍ରେଣ୍ଡରେ ଭାଜପା ନେତୃତ୍ୱାଧୀନ ଏନଡିଏ ମେଣ୍ଟ ଆଗୁଆ ରହିଛି। ବର୍ତ୍ତମାନ ସୁଦ୍ଧା ୪୬୧ ଆସନର ଟ୍ରେଣ୍ଡ ସାମ୍ନାକୁ ଆସିଥିବା…

ଓଡ଼ିଶା ବିଧାନସଭା ଫଳାଫଳ: ବିଜେଡି ଆଗୁଆ

ଭୁବନେଶ୍ୱର,୪।୬: ସାଧାରଣ ନିର୍ବାଚନ ୨୦୨୪ ମତ ଗଣନା ଆରମ୍ଭ ହୋଇଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ଲୋକ ସଭାରେ ଏନ୍‌ଡିଏ ଆଗରେ ରଚିଥିବାବେଳେ ଇଣ୍ଡିଆ ମେଣ୍ଟ ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଓଡ଼ିଶା ବିଧାନସଭାରେ ବିଜେଡି ଗୋଟିଏ ଆସନରେ ଆଗୁଆ ଥିବା ନିର୍ବାଚନ…

ଘଣ୍ଟାଏ ଭିତରେ ଏନଡିଏ ୩୦୦ ପାର୍‌

ନୂଆଦିଲ୍ଲୀ,୪।୬: ସାରା ଦେଶରେ ଲୋକ ସଭା ନିର୍ବାଚନର ଫଳାଫଳ ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଭାଜପା ଆଲାଏନ୍ସ ଏନଡିଏ ଅଧିକାଂଶ ରାଜ୍ୟରେ ବହୁ ଆଗରେ ରହିଛି। ଇଣ୍ଡିଆ ମେଣ୍ଟ ବି ଏନଡିଏକୁ କଡା ଟକ୍କର ଦେଉଛି। ତେବେ ଗଣତି ଆରମ୍ଭ…

ଭାଜପା ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ, ଜଗନ୍ନାଥ ପ୍ରଧାନ ଆଗୁଆ

ଭୁବନେଶ୍ୱର,୪।୬: ସକାଳ ୮ଟାରେ ଗଣତି ଆରମ୍ଭ ହୋଇଥିବା ବେଳେ ପୁରୀ ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ ଆଗୁଆ ଅଛନ୍ତି। ଏହି ଆସନ ନିମନ୍ତେ ବିଜେଡି ତରଫରୁ ସୁନୀଲ ମହାନ୍ତି ଓ କଂଗ୍ରେସ ତରଫରୁ ଉମା ବଲ୍ଲଭ ରଥ ମଇଦାନରେ…

ଆନ୍ଧ୍ର ବିଧାନସଭା ଆସନର ଫଳାଫଳରେ ଟିଡିପି ଆଗରେ

ଅମରାବତି,୪।୬: ଦେଶର ୫୪୩ ଲୋକ ସଭା ଆସନ ସହ ଆନ୍ଧ୍ର ପ୍ରଦେଶର ବିଧାନସଭା ଆସନର ଫଳାଫଳ ମଧ୍ୟ ପ୍ରକାଶ ପାଇଛି। ଆନ୍ଧ୍ରପ୍ରଦେଶ ଲୋକ ସଭା ଏବଂ ବିଧାନସଭା ନିର୍ବାଚନ ହେଉଛି ଶାସକ ଓ୍ବାଇଏସଆରସି ଦଳ, କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡିଆ ମିଳିତ ମଞ୍ଚ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri