ପ୍ରକଳ୍ପ ଅଚଳ ଯୋଗୁ ସପ୍ତାହେ ହେଲା ଜଳଯୋଗାଣ ବ୍ୟାହତ
ଲୋଇସିଂହା,୧୫।୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ କଦଳିପାଲି ଗ୍ରାମରେ ଜଳଯୋଗାଣ ପ୍ରକଳ୍ପର ଷ୍ଟାଟର ଅଚଳ ହୋଇପଡିଛି। ଏହା ସଜଡ଼ା ଯାଉ ନାହିଁ। ଏଣୁ ସପ୍ତାହେ ହେଲା ଗ୍ରାମରେ ପାଇପ ଜଳ ଯୋଗାଣ ବନ୍ଦ ରହିଥିବାରୁ ଗ୍ରାମବାସୀ ପାଣି ପାଇଁ ହନ୍ତସନ୍ତ…
ପିତା ୟେଦୁରପ୍ପାଙ୍କ ଉପରେ ଲାଗିଥିବା ଯୌନ ଉତ୍ପୀଡ଼ନ ଅଭିଯୋଗକୁ ନେଇ ପ୍ରଥମ ପ୍ରତିକ୍ରିୟା ଦେଲେ ପୁଅ
ବେଙ୍ଗାଲୁରୁ,୧୫।୬: ପୋକସୋ ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁୟୁରପ୍ପାଙ୍କୁ ଗିରଫ କରିବାରେ ସିଆଇଡି ରୋକିବାରୁ କର୍ନାଟକ ହାଇକୋର୍ଟ ପ୍ରତିକ୍ରିୟା ପ୍ରକାଶ କରି ତାଙ୍କ ପୁଅ ବିଓ୍ବାଇ ବିଜୟେନ୍ଦ୍ର ଶୁକ୍ରବାର କହିଛନ୍ତି ଯେ ନ୍ୟାୟ ମନ୍ଦିରରେ ସତ୍ୟର ଜୟ ହେବ। POCSO ଅଧିନିୟମ…
ଭୁବନେଶ୍ୱରରେ ପହଞ୍ଚିଲା କୁଏତରେ ପ୍ରାଣ ହରାଇଥିବା ୨ ଓଡ଼ିଆଙ୍କ ପାର୍ଥିବ ଶରୀର
ଭୁବନେଶ୍ୱର,୧୫।୬: କୁଏତରେ ଭୟାବହ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ୨ ଓଡ଼ିଆଙ୍କ ପାର୍ଥିବ ଶରୀର ଶନିବାର ଭୁବନେଶ୍ୱରରେ ପହଞ୍ଚିଛି। ସେମାନେ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ ବୋଲି ଜଣାପଡିଛି। ମୃତଦେହ ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସ୍ବତନ୍ତ୍ର ଗାଡି ଯୋଗେ ମୃତଦେହକୁ…
ଭାବୁକ ହେଲେ କେଟ ମିଡଲଟନ, ସୁନକ କହିଲେ ପୁରା ଦେଶ ଆପଣଙ୍କ ସହ ଅଛି
ଲଣ୍ଡନ,୧୫।୬: ବ୍ରିଟେନର ପ୍ରିନ୍ସ ୱିଲିୟମଙ୍କ ପତ୍ନୀ ୱେଲ୍ସ ରାଜକୁମାରୀ କେଟ ମିଡଲଟନ କର୍କଟ ରୋଗ ସହ ଲଢୁଛନ୍ତି। ବର୍ତ୍ତମାନ ସେ ଚିକିତ୍ସିତ ହେଉଛନ୍ତି। ନିକଟରେ ଏକ ଖବର ଆସିଥିଲା ଯେ ତାଙ୍କ ସ୍ବାସ୍ଥ୍ୟ ହେତୁ ସେ ରାଜକୀୟ କାର୍ଯ୍ୟକୁ ଫେରି ନ…
ବ୍ୟାପୁଛି ଅଜଣା ରୋଗ: ଗଲାଣି ୫ ଶିଶୁଙ୍କ ଜୀବନ
ଭୁବନେଶ୍ୱର,୧୫।୬: ରାୟଗଡ଼ା ଜିଲା କାଶୀପୁର ବ୍ଲକ ମୁନିସିଂ ପଞ୍ଚାୟତରେ ଅଜଣା ରୋଗ ଆତଙ୍କ। ଏହି ଅଜଣା ରୋଗରେ ୫ ଶିଶୁଙ୍କ ଜୀବନ ଗଲାଣି। ମେଡିକାଲରେ ଜଣେ ଓ ଗାଁରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୬ ଚିକିତ୍ସାଧୀନ ଅଛନ୍ତି। ଅଜଣା…
ଇଡିର ବଡ ଆକ୍ସନ, ପୂର୍ବତନ ଏମଏଲସିଙ୍କ ଘରୁ ୪,୪୪୦ କୋଟିର ସମ୍ପତ୍ତି ଜବତ
ଲକ୍ଷ୍ନୌ,୧୫।୬: ସାହାରନପୁରରେ ବେଆଇନ ଖଣି ଖନନ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ପ୍ରମୁଖ ପଦକ୍ଷେପ ନେଇଛି। ଇଡି ୧୨୧ ଏକର ଜମି ଏବଂ ପୂର୍ବତନ ବିଏସପି ଏମଏଲସି ମହମ୍ମଦ ଇକବାଲଙ୍କ ଗ୍ଲୋକାଲ ୟୁନିଭରସିଟିର ସମସ୍ତ ଅଟ୍ଟାଳିକା ଜବତ କରିଛି। ପୂର୍ବତନ ବିଏସପି…
ମୁଗ, ଚିନାବାଦାମ ମଣ୍ଡି ଖୋଲାଯାଇ ନ ଥିବାରୁ ଅସନ୍ତୋଷ
ମାଲକାନଗିରି,୧୫ା୬(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଚଳିତ ବର୍ଷ ବାଦାମ ଓ ମୁଗ ମଣ୍ଡି ଖୋଲାଯାଇ ଚାଷୀଙ୍କଠାରୁ ଖରିଦ କରାଯିବ ବୋଲି ଗତ ମାସ ୨୯ରେ ତାରିଖ ଧାର୍ଯ୍ୟ କରାଯାଇଥିଲା। ସାଧାରଣ ନିର୍ବାଚନ ଭୋଟ ଗଣତି ଥିବାରୁ ଏବଂ ଆଚରଣ ବିଧି ଉଠି…
ବର୍ଷକୁ ଦୁଇଥର ହେବ ବୋର୍ଡ ପରୀକ୍ଷା, ଶିକ୍ଷା ମନ୍ତ୍ରଣାଳୟ କହିଲା ଏମିତି କଥା…
ନୂଆଦିଲ୍ଲୀ,୧୫।୬: ବର୍ଷକୁ ଦୁଇଥର ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା କରିବାକୁ ଶିକ୍ଷା ମନ୍ତ୍ରଣାଳୟ ସମ୍ମତି ଦେଇଛି। ବୋର୍ଡ ପରୀକ୍ଷା ଫେବୃଆରୀ ଏବଂ ଏପ୍ରିଲରେ ଅନୁଷ୍ଠିତ ହେବ ଏବଂ ଏହି ଦୁଇଟି ମଧ୍ୟରେ ମଧ୍ୟରେ ଶ୍ରେଷ୍ଠ ପ୍ରଦର୍ଶନ ସ୍କୋରକୁ ବିଚାର କରାଯିବ।…
ଷ୍ଟେନ୍ଲେସ୍ ଷ୍ଟିଲ୍ ବ୍ରିଜ୍ ଡିଜାଇନ ମାନୁଆଲର ପ୍ରଥମ ସଂସ୍କରଣ
ଭୁବନେଶ୍ୱର,୧୫।୬: ଇଣ୍ଡିଆନ ଷ୍ଟେନ୍ଲେସ୍ ଷ୍ଟିଲ୍ ଡେଭଲପମେଣ୍ଟ ଆସୋସିଏସନ (ଆଇଏସ୍ଏସ୍ଡିଏ)ର ବହୁ ପ୍ରତୀକ୍ଷିତ ତଥା ଷ୍ଟେନ୍ଲେସ୍ ଷ୍ଟିଲ୍ ବ୍ରିଜ୍ ଡିଜାଇନ୍ ମାନୁଆଲର ପ୍ରଥମ ଭାରତୀୟ ସଂସ୍କରଣ ନିକଟରେ ଉନ୍ମୋଚିତ ହୋଇଯାଇଛି। ବିଶେଷ କରି ସହରାଞ୍ଚଳ ଭିତ୍ତିଭୂମିରେ ଷ୍ଟେନ୍ଲେସ୍ ଷ୍ଟିଲର ରୂପାନ୍ତରଣକାରୀ ଶକ୍ତିକୁ ଠିକ୍ ଭାବେ…
ଜେଇଇ ଆଡ୍ଭାନ୍ସଡ୍ରେ ଆକାଶର ବାଜିମାତ୍
ଭୁବନେଶ୍ୱର,୧୫।୬: ଆକାଶ ଏଜୁକେଶନାଲ ସର୍ଭିସେସ୍ ଲିମିଟେଡ୍ (ଏଇଏସ୍ଏଲ୍)ର ଛାତ୍ରୀଛାତ୍ରମାନେ ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍ଜାମ ବା ଜେଇଇ ଆଡ୍ଭାନ୍ସଡ୍-୨୦୨୪ ପରୀକ୍ଷା ଫଳାଫଳରେ ଉଲ୍ଲେଖନୀୟ ସଫଳତା ସହ ବାଜିମାତ୍ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଇଣ୍ଡିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି(ଆଇଆଇଟି) ମାଡ୍ରାସ ପକ୍ଷରୁ ନିକଟରେ ଜେଇଇ ଆଡ୍ଭାନ୍ସଡ୍-୨୦୨୪ ପରୀକ୍ଷାଫଳ…
ଏଏମ୍ଏନ୍ଏସ୍ ଇଣ୍ଡିଆର ସ୍ଥିରତା ସପ୍ତାହ
ଭୁବନେଶ୍ୱର,୧୫।୬: ଆର୍ସଲରମିତ୍ତଲ ନିପ୍ପନ୍ ଷ୍ଟିଲ୍ ଇଣ୍ଡିଆ (ଏଏମ୍/ଏନ୍ଏସ୍ ଇଣ୍ଡିଆ) ର ଓଡ଼ିଶା ୟୁନିଟ୍ରେ ସ୍ଥିରତା ସପ୍ତାହ (ସଷ୍ଟେନାବିଲିଟି ଉଇକ୍) ପାଳିତ ହୋଇଯାଇଛି। ଏହି ଅବସରରେ ଜେନେରେଶନ ରେଷ୍ଟୋରେଶନ୍ ହ୍ୟାସ୍ଟ୍ୟାଗ୍ ସହିତ ଜମି ପୁନରୁଦ୍ଧାର, ମରୁଭୂମି ଏବଂ ମରୁଡ଼ି ସ୍ଥିରତାର ବିଷୟବସ୍ତୁ ନେଇ…
ବଜାରରେ ଅଲ୍ ନ୍ୟୁ ବିଏମ୍ଡବ୍ଲ୍ୟୁ ୧୩୦୦ ଜିଏସ୍
ଭୁବନେଶ୍ୱର,୧୫।୬ (ଅଭୟ ଦାଶ): ଦେଶର ପ୍ରମୁଖ ପ୍ରିମିୟମ ଦୁଇଚକିଆ ଯାନ ତଥା ଅନ୍ତଃରାଷ୍ଟ୍ରୀୟ ଅଟୋ ବ୍ରାଣ୍ଡ୍ ବିଏମ୍ଡବ୍ଲ୍ୟୁ (ବିଏମ୍ଡବ୍ଲ୍ୟୁ ମୋଟୋରାଡ୍ ଇଣ୍ଡିଆ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍ ନ୍ୟୁ ବିଏମ୍ଡବ୍ଲ୍ୟୁ ୧୩୦୦ଜିଏସ୍ର ସର୍ବଭାରତୀୟ ଅନାବରଣ ନିକଟରେ ହୋଇଯାଇଛି। ଏପରିକି…
Archives


