ମୋଦିଙ୍କ ଉପରେ ରାଗିଛନ୍ତି ଅଜିତ ପାଓ୍ବର
ନୂଆଦିଲ୍ଲୀ,୯।୬: ଆଉ ମାତ୍ର କିଛି ସମୟ ପରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନୂତନ ସରକାର ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଏହି ସମୟରେ ମହାରାଷ୍ଟ୍ରର ଉପମଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ନେତୃତ୍ୱରେ ଏନସିପି ମୋଦି କ୍ୟାବିନେଟରେ ସ୍ଥାନ ପାଇବ ନାହିଁ ବୋଲି କଳ୍ପନାଜଳ୍ପନା…
କୋହଲିଙ୍କ ଜୋତାର ସମକକ୍ଷ ନୁହେଁ ବାବର ଆଜମ: ମହାମୁକାବିଲା ପୂର୍ବରୁ ବିସ୍ଫୋରକ ମନ୍ତବ୍ୟ ଦେଲେ ପାକିସ୍ତାନ କ୍ରିକେଟର୍
ନୂଆଦିଲ୍ଲୀ,୯।୬: ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ଅପେକ୍ଷା କ୍ରିକେଟ ଦୁନିଆରେ ଭାରତ ଏବଂ ପାକିସ୍ତାନ ବଡ଼ ପ୍ରତିଦ୍ୱନ୍ଦ୍ୱୀ ଭାବରେ ଦେଖାଯାଏ। ଆଜି ଟି-୨୦ ବିଶ୍ୱକପ୍ରେ ଭାରତ ଏବଂ ପାକିସ୍ତାନ ମୁହାଁମୁହିଁ ହେବେ। ନିକଟରେ ବିରାଟ କୋହଲି ଏବଂ ବାବର ଆଜମଙ୍କ ମଧ୍ୟରେ ତୁଳନା…
ଚୁଆପାଣି ପିଇ ଜୀବନ ବଞ୍ଚାଉଛନ୍ତି ପାଇବରସାହିବାସୀ
ବାଲିଗୁଡ଼ା,୯ା୬(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ସାରଙ୍ଗଗଡ଼ ପଞ୍ଚାୟତର ୧୬ ନମ୍ବର ଓ୍ବାର୍ଡ ପାଇବରସାହିରେ ଜଳଯନ୍ତ୍ରଣା ଦେଖାଦେଇଛି। ପଞ୍ଚାୟତ କାର୍ଯ୍ୟାଳୟଠାରୁ ୬ କିଲୋମିଟର ଦୂରରେ ଥିବା ଏହି ଗାଁର ଜନସଂଖ୍ୟା ୨୦୦ରୁ ଊର୍ଦ୍ଧ୍ୱ, ଗ୍ରାମରେ…
ମୋଦିଙ୍କ କ୍ୟାଟିନେଟ୍ରୁ ହଟିବେ ଏହି ୨୦ ମନ୍ତ୍ରୀ! ଲିଷ୍ଟରେ ଅଛି ଚକିତ କଲା ଭଳି ନାଁ
ନୂଆଦିଲ୍ଲୀ,୯।୬: କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ଦେଶର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ମୋଦିଙ୍କ ନୂତନ କ୍ୟାବିନେଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏଥର ମୋଦି ୩.୦ ସରକାରରେ କେଉଁ ଚେହେରା ଅନ୍ତର୍ଭୂକ୍ତ କରାଯିବ ସେନେଇ…
ମ୍ୟାଚ୍ ପୂର୍ବରୁ ଆଇସିସି ଉପରେ ପାକିସ୍ତାନର ବଡ଼ ଅଭିଯୋଗ, ଭାରତ…
ନୂଆଦିଲ୍ଲୀ, ୯ା୬: ଟି-୨୦ ବିଶ୍ୱକପରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଆଜି ହାଇ-ଭୋଲଟେଜ୍ ମ୍ୟାଚ୍ ହେବାକୁ ଯାଉଛି । ଆମେରିକା ଠାରୁ ହରିବା ପରେ ପାକିସ୍ତାନର ମନୋବଳ ଭାଙ୍ଗି ଯାଇଛି। ହେଲେ ଦଳ ଆଜି ଭାରତ ବିପକ୍ଷ ମ୍ୟାଚ୍ ଖେଳିବ ବୋଲି…
ଇତିହାସ ରଚିବେ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ,୯।୬: ଆଜି ଦେଶରେ ଏକ ନୂତନ ସରକାର ଗଠନ ହେବାକୁ ଯାଉଛି। ବାରାଣସୀରୁ ନିର୍ବାଚିତ ଏମ୍ପି ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ମୋଦଙ୍କ କ୍ରମାଗତ ତୃତୀୟ କାର୍ଯ୍ୟକାଳ ମଧ୍ୟ ଏକ ରେକର୍ଡ…
ଚା’ ଖଟିରେ ସମ୍ଭାବ୍ୟ ମନ୍ତ୍ରୀଙ୍କୁ ୧୦୦ ଦିନିଆ ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଲେ ମୋଦି
ନୂଆଦିଲ୍ଲୀ,୯।୬: ମୋଦି ସରକାର ଶପଥ ନେବାକୁ ପ୍ରସ୍ତୁତ ଅଛନ୍ତି। ଆଜି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିବେ। ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ତୃତୀୟ ଥର ପାଇଁ ମୋଦିଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।…
ଶପଥ ନେବା ପୂର୍ବରୁ ମୋଦିଙ୍କୁ ରାହୁଲଙ୍କ ଟାର୍ଗେଟ୍, କହିଲେ…
ନୂଆଦିଲ୍ଲୀ, ୯ା୬: NEET ଫଳାଫଳକୁ ନେଇ ବିବାଦ ବନ୍ଦ ହେଉନାହିଁ । ଛାତ୍ରୀଛାତ୍ରମାନେ ଏହାକୁ ନେଇ ରାସ୍ତାକୁ ଓହ୍ଲାଇ ଥିବା ବେଳେ ରେଜଲ୍ଟରେ ଘୋଟାଲା ହୋଇଥିବା ଅଭିଯୋଗ କରୁଛନ୍ତି । ଏଥି ସହିତ ରାଜନୈତିକ ଦଳଗୁଡ଼ିକ କେନ୍ଦ୍ର ସରକାରଙ୍କ ଉପରେ ଆରୋପ…
ଗୋଟିଏ ରନ୍ଓ୍ବେରେ ଦୁଇଟି ବିମାନ, ଭିଡିଓ ଦେଖିଲେ…
ମୁମ୍ବାଇ,୯ା୬: ମୁମ୍ବାଇ ବିମାନବନ୍ଦରରେ ଏକ ବଡ଼ ଦୁର୍ଘଟଣାକୁ ରୋକାଯାଇଛି। ଇଣ୍ଡିଗୋ ଏ-୩୨୦ ଗୋଟିଏ ରନଓ୍ବେରୁ ଅବତରଣ କରୁଥିବାବେଳେ ଏକ ଏୟାର ଇଣ୍ଡିଆ ବିମାନ ସମାନ ରନଓ୍ବେରୁ ଉଡ଼ାଣ କରୁଥିଲା। ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଇଣ୍ଡିଗୋ ବିମାନଟି…
ମହିଳାଙ୍କ ଦରପୋଡ଼ା ମୃତଦେହ ଜବତ ଘଟଣା: ସ୍ବାମୀ, ଶାଶୁ-ଶ୍ୱଶୁର, ପୁତୁରା ଗିରଫ
ଲୋଇସିଂହା,୯ା୬(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅନ୍ତର୍ଗତ ବୁଡ଼ା ଗ୍ରାମର ନମିତା ବଣିଆ(୩୩) ନାମ୍ନୀ ଜଣେ ବିବାହିତା ମହିଳାଙ୍କ ଦରପୋଡ଼ା ମୃତଦେହ ଶ୍ମଶାନ ନିକଟ ଏକ ନାଳାରୁ ଶୁକ୍ରବାର ପୋଲିସ ଜବତ କରିଥିଲା । ଏହି ଘଟଣାରେ ସମ୍ପୃକ୍ତ ନମିତାଙ୍କ…
ମହିଳାଙ୍କୁ ଗୋଟା ଗିଳିଦେଲା ଅଜଗର, ୩ଦିନ ପରେ ବାହାରିଲା ମୃତଦେହ
ନୂଆଦିଲ୍ଲୀ, ୯ା୬: ନିଖୋଜ ଥିବା ଜଣେ ଇଣ୍ଡୋନେସିଆର ମହିଳାଙ୍କ ମୃତଦେହ ୩ ଦିନ ପରେ ଉଦ୍ଧାର ହୋଇଛି । ଏହି ମହିଳାଙ୍କୁ ଏକ ୧୬ ଫୁଟ୍ର ଅଜଗର ଗିଳିଦେଇଥିବା ଜଣାପଡ଼ିବା ପରେ ତା ପେଟରୁ ମହିଳାଙ୍କ ମୃତଦେହ ମିଳିଛି । ଏନେଇ…
ଶୀତଳଷଷ୍ଠୀରେ କନ୍ୟାଦାନ କରିବେ ଦେବାଶିଷ, ଶ୍ୱଶୁରଘର ପରିବାର ଓ ଧର୍ମପତ୍ନୀ ରୀତିମୁକ୍ତାଙ୍କ ସହ ପ୍ରସ୍ତୁତିରେ ସାମିଲ
ସମ୍ବଲପୁର,୯ା୬(ଭବାନୀ ଶଙ୍କର ଭୋଇ): କ୍ରିକେଟ ଦୁନିଆରେ ସୁଇଙ୍ଗ ବୋଲିଂ ପାଇଁ ଦେଶ ବିଦେଶରେ ନିଜର ସ୍ବତନ୍ତ୍ର ପରିଚୟ ରଖିଥିବା ଦେବାଶିଷ ମହାନ୍ତି ଏବେ ପାର୍ବତୀଙ୍କ ପିତାଭାବେ ଦାୟିତ୍ୱ ତୁଲାଇବାକୁ ଯାଉଛନ୍ତି। ଗତ ଅକ୍ଷୟତୃତୀୟାରେ ଝାଡୁଆପଡାର ଲୋକନାଥ ବାବାଙ୍କ ମନ୍ଦିରରେ ପାର୍ବତୀଙ୍କୁ କନ୍ୟାରୂପରେ…
Archives


