ୟୁରେସିଆ-ଏସିଆରେ ଶାନ୍ତି ପାଇଁ ଆହ୍ବାନ ଦେଲେ ମୋଦି
ଭିଏଣ୍ଟିଆନ,୧୧।୧୦: ଏସିଆନ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଓସ ଗସ୍ତରେ ଅଛନ୍ତି। ଶୁକ୍ରବାର ତାଙ୍କର ଭ୍ରମଣର ଦ୍ୱିତୀୟ ଦିନ। ଏସିଆନ-ଇଣ୍ଡିଆ ଶିଖର ସମ୍ମିଳନୀ ସହିତ ଭିଏଣ୍ଟିଆନରେ ମଧ୍ୟ ପୂର୍ବ ଏସିଆ ସମ୍ମିଳନୀ ଆୟୋଜିତ ହେଉଛି । ପୂର୍ବ ଏସିଆ…
ଆର ଜି କର ମାମଲା: ଆମରଣ ଅନଶନରେ ବସିଥିବା ୭ ଜଣ ଡାକ୍ତରଙ୍କ ମଧ୍ୟରୁ ଜଣଙ୍କର ବିଗିଡିଲା ସ୍ବାସ୍ଥ୍ୟାବସ୍ଥା, ଆଇସିୟୁରେ ଭର୍ତ୍ତି
କୋଲକାତା,୧୧।୧୦: ଆରଜି କର ହସ୍ପିଟାଲରେ ଘଟିଥିବା ବଳାତ୍କାର ଓ ହତ୍ୟା ଘଟଣା ବିରୋଧରେ କୋଲକାତାରେ ଆମରଣ ଅନଶନ କରୁଥିବା ଜଣେ ଜୁନିଅର ଡାକ୍ତରଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଗୁରୁବାର ରାତିରେ ତାଙ୍କୁ ତୁରନ୍ତ ଆର.ଜି କର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।…
କିଏ ସେ ଶାନ୍ତନୁ ନାଇଡୁ? ମାତ୍ର ୩୧ ବର୍ଷରେ ପାଲଟିଥିଲେ ରତନ ଟାଟାଙ୍କ ବନ୍ଧୁ, ଅନ୍ତିମ ଯାତ୍ରାରେ ଆଗରେ ରହି ଦେଲେ ବିଦାୟ…
ନୂଆଦିଲ୍ଲୀ,୧୧।୧୦: ପ୍ରତ୍ୟେକଙ୍କ ଜୀବନରେ ଏକ ଅଦେଖା ଖାଲିପଣ ଥାଏ, ଯାହାକୁ ବନ୍ଧୁଟିଏ ପୂର୍ଣ୍ଣ କରିଥାଏ। ସେଥିଲାଗି କୁହାଯାଏ ବନ୍ଧୁ ହେବା ପାଇଁ କୌଣସି ବୟସ ନ ଥାଏ। ଠିକ୍ ସେହିଭଳି ସମ୍ପର୍କ ବିଶିଷ୍ଟ ଶିଳ୍ପପତି ରତନ ଟାଟା ଜଣେ ୩୧ ବର୍ଷର…
ମହିଳାଙ୍କ ପୋଷାକ ଦେଖି ରାଗିଗଲେ ବ୍ୟକ୍ତି, ଏସିଡ ମାଡ କରିବାକୁ ଦେଲେ ଧମକ
ବେଙ୍ଗାଲୁରୁ,୧୧।୧୦: ବେଙ୍ଗାଲୁରୁରେ ଜଣେ କର୍ମଚାରୀଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା ଏବଂ ତାଙ୍କ ବିରୋଧରେ ଜଣେ ମହିଳାଙ୍କ ଉପରେ ଏସିଡ ପକାଇବାକୁ ଧମକ ଦେଇଥିବା ଅଭିଯୋଗ ସହ ମାମଲା ରୁଜୁ ହୋଇଛି। ମହିଳାଙ୍କ ସ୍ବାମୀଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଅଭିଯୁକ୍ତ ନିକିତ…
ଭଦ୍ରକରେ ୨୩ ମଣ୍ଡପରେ ପୂଜା ପାଉଛନ୍ତି ମା’ ଦୁର୍ଗତିନାଶିନୀ
ଭଦ୍ରକ,୧୧ା୧୦(ସନାତନ ରାଉତ): ଭଦ୍ରକ ସହରର ୨୩ଟି ପୂଜାମଣ୍ଡପରେ ମା’ ଦୁର୍ଗତିନାଶିନୀଙ୍କ ପୂଜା ଆରାଧନା ଆରମ୍ଭ ହୋଇଛି। ଶୁକ୍ରବାର ମହାଷ୍ଟମୀ ପୂଜା ଥିବାରୁ ସବୁ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଛି। ସକାଳ ୬ଟାରୁ ଅଷ୍ଟମୀ ପୂଜା ଆରମ୍ଭ ହୋଇଥିବା ବେଳେ ଉପବାସ ରଖିଥିବା…
ଖଣ୍ଡଗିରି ପାହାଡ଼ ତଳୁ ମଳିଲା ସ୍ଫୋର୍ଟ୍ସ ଡ୍ରେସ୍ ପିନ୍ଧା ଯୁବକଙ୍କ ମୃତଦେହ : ସନ୍ଦେହ ଘେରରେ…
ଭୁବନେଶ୍ୱର,୧୧।୧୦: ଭୁବନେଶ୍ୱରସ୍ଥିତ ଖଣ୍ଡଗିରି ପାହାଡ଼ ତଳୁ ଜଣେ ଯୁବକଙ୍କ ମୃତଦେହ ମିଳିଛି। ମୃତ ଯୁବକଙ୍କ ପରିଚୟ ମିଳିନାହିଁ। ଯୁବକଙ୍କ ଦେହରେ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ଯୁବକ ଜଣଙ୍କ ସ୍ଫୋର୍ଟ୍ସ ଡ୍ରେସ୍ରେ…
ମା’ କାଳୀଙ୍କୁ ମୋଦି ପିନ୍ଧାଇଥିବା ମୁକୁଟ ଚୋରି: ଚୋରଙ୍କୁ ଖୋଜୁଛି ପୋଲିସ
ଢାକା,୧୧।୧୦: ବାଂଲାଦେଶର ସାଥିରାଠାରେ ଅବସ୍ଥିତ ମା’ କାଳୀଙ୍କ ଜେଶେରେଶ୍ୱରୀ ମନ୍ଦିର ବହୁତ ପ୍ରସିଦ୍ଧ। ୨୦୨୧ରେ ପ୍ରଧାନମନ୍ତ୍ରୀ ମୋଦି ବାଂଲାଦେଶ ଗସ୍ତ ସମୟରେ ସେହି ମନ୍ଦିରରେ ଥିବା ମା’ କାଳୀଙ୍କୁ ମୁକୁଟ ଉପହାର କରିଥିଲେ। ଏବେ ସୁନା ଲେପ ଦିଆ ରୂପା ମୁକୁଟ…
ରାହୁଲ ଗାନ୍ଧୀଙ୍କ ରାଇଟ୍ ହ୍ୟାଣ୍ଡ, ହେଲେ ଏହି ନେତାଙ୍କ ନେତୃତ୍ୱରେ ୩୩ଟି ରାଜ୍ୟ ହରାଇଲାଣି କଂଗ୍ରେସ
ନୂଆଦିଲ୍ଲୀ,୧୦।୧୧: ହରିୟାଣାରେ ନିର୍ବାଚନୀ ଦଙ୍ଗଲ ପରେ କଂଗ୍ରେସ ମଧ୍ୟରେ ଅଶାନ୍ତି ଦେଖାଦେଇଛି। ଦିଲ୍ଲୀରୁ ଚଣ୍ଡିଗଡ଼ ପର୍ଯ୍ୟନ୍ତ ପରାଜୟର ଦାଗୀ ନେତାମାନଙ୍କୁ ଖୋଜା ଚାଲିଛି। ଏସବୁ ମଧ୍ୟରେ କଂଗ୍ରେସ ସଂଗଠନର ସାଧାରଣ ସମ୍ପାଦକ କେ.ସି ଭେନୁଗୋପାଳ ଶୀର୍ଷରେ ଅଛନ୍ତି। କେସି ଭେନୁଗୋପାଳ ସଂଗଠନର…
ଭାରତୀୟ ଖାଦ୍ୟ ବ୍ୟବସ୍ଥା ବିଶ୍ୱରେ ସର୍ବୋତ୍ତମ, ପ୍ରତ୍ୟେକ ଦେଶ ଭାରତର ଖାଦ୍ୟ ଢାଞ୍ଚାକୁ…
ନୂଆଦିଲ୍ଲୀ,୧୧ା୧୦: ପୃଥିବୀ ଏବଂ ପରିବେଶ ପାଇଁ ଭାରତୀୟ ଖାଦ୍ୟ ବ୍ୟବସ୍ଥା ବିଶ୍ୱରେ ସର୍ବୋତ୍ତମ। ଗୁରୁବାର ଓ୍ବାଲର୍ଡ ଓ୍ବାଇଡ୍ ଫଣ୍ଡ୍ ଫର୍ ନେଚର(ଡବ୍ଲ୍ୟୁଡବ୍ଲ୍ୟୁଏଫ୍) ଦ୍ୱାରା ପ୍ରକାଶିତ ଲିଭିଂ ପ୍ଲାନେଟ୍ ରିପୋର୍ଟ-୨୦୨୪ କହିଛି ଯେ, ଭାରତୀୟଙ୍କ ଖାଇବା ଅଭ୍ୟାସ ଗ୍ରୀନ୍ ହାଉସ ଗ୍ୟାସ ନିର୍ଗମନକୁ…
ନାବାଳିକାଙ୍କୁ ଉଦ୍ଧାର କରିବାକୁ ଯାଇ ମାଡ଼ ଖାଇଲେ ଥାନା ଅଧିକାରୀଙ୍କ ସହ ୪ ପୋଲିସ
ଯାଜପୁର,୧୧।୧୦: ପୁଣି ପୋଲିସ ଉପରେ ଆକ୍ରମଣ । ଏଥିରେ ୭ ପୋଲିସ ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲା ବଡ଼ଚଣା ଥାନା ଅଞ୍ଚଳରେ। ପିପିଲି ଅଞ୍ଚଳର ହୋଇଥିବା ଜଣେ ନାବାଳିକାଙ୍କୁ ଉଦ୍ଧାର କରିବାକୁ ଯାଜପୁର ଯାଇଥିବା ପୋଲିସ…
ପୂଜା ମଣ୍ଡପରେ ମହାଷ୍ଟମୀ ପୂଜା: ପ୍ରବଳ ଜନସମାଗମ
ଜି.ଉଦୟଗିରି, ୧୧।୧୦(ଶିଶିର ପଟ୍ଟନାୟକ): ଜି. ଉଦୟଗିରିର ବହୁ ପୂରାତନ ପୂଜା ମଣ୍ଡପ ତରଫରୁ ଶାରଦୀୟ ଦୁର୍ଗାପୂଜା ଆରମ୍ଭ ହୋଇଛି। ବୁଧୁବାର ମା’ ବରାଳ ଦେବୀଙ୍କ ଘଟକୁ ନେଇ ପୂଜା ମଣ୍ଡପରେ ସ୍ଥାପନ କରାଯିବା ପରେ ଗୁରୁବାର ସପ୍ତମୀ ପୂଜା ଓ ଶୁକ୍ରବାର…

