ବିଜେଡି ରାଜ୍ୟ ସଭା ସଦସ୍ୟଙ୍କ ଚାଞ୍ଚଲ୍ୟକର ଟୁଇଟ୍: ବିଭିନ୍ନ ମହଲରେ ଚର୍ଚ୍ଚା ଆରମ୍ଭ
ଭୁବନେଶ୍ୱର,୨୮ା୬(ଅନିଲ ଦାସ):ବିଜେଡି ରାଜ୍ୟ ସଭା ସଦସ୍ୟ ସୁଜିତ କୁମାର ଗୁରୁବାର ନିଜର ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରୁ କରିଥିବା ଧାଡ଼ିକିଆ ପୋଷ୍ଟକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ପ୍ରଭୁ ଜଗନ୍ନାଥ ସବୁ ସହିବେ କିନ୍ତୁ କାହାର ଗର୍ବ ଅହଙ୍କାର ସହନ୍ତି…
ଧାରଣାରୁ ଉଠୁନାହାନ୍ତି ଶ୍ରୀୟାସ୍ମିତା: କହିଲେ, ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ବସି ରହିବି
ଭୁବନେଶ୍ୱର, ୨୮।୬(ବ୍ୟୁରୋ):ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଶରତ ପଟ୍ଟନାୟକଙ୍କ ଉପରକୁ କାଳିମାଡ଼ ଘଟଣାରେ ୬ ବର୍ଷ ଲାଗି ବହିଷ୍କୃତ ହୋଇଥିବା ଶ୍ରୀୟାସ୍ମିତା ପଣ୍ଡା ଏ ପର୍ଯ୍ୟନ୍ତ ତାଙ୍କ ଧାରଣା ଜାରି ରଖିଛନ୍ତି। ଗୁରୁବାର ସାରେ ପ୍ରବଳ ବର୍ଷା ସତ୍ତ୍ୱେ ସେ ତାଙ୍କ…
ବିଦ୍ୟାଳୟ ସମ୍ପର୍କିତ ତଥ୍ୟ ନେଇ ଓ୍ବେବସାଇଟ୍ରେ ରହିବ ଦୁଇଟି ଫର୍ମାଟ୍ର ସୂଚନା
କଟକ,୨୮ା୬(କାର୍ତ୍ତିକ ସାହୁ): ରାଜ୍ୟର ବିଭିନ୍ନ ବିଦ୍ୟାଳୟରେ ରହିଥିବା ମୌଳିକ ସୁବିଧାଗୁଡ଼ିକ ସଂକ୍ରାନ୍ତରେ ଆମିକସ୍ କ୍ୟୁରିଙ୍କ ପକ୍ଷରୁ ପ୍ରସ୍ତୁତ ଫର୍ମାଟ୍କୁ ରାଜ୍ୟ ସରକାର ଗ୍ରହଣ କରିଥିବା ହାଇକୋର୍ଟଙ୍କୁ ଅବଗତ କରାଯାଇଛି। ଆମିକସ୍ କ୍ୟୁରିଙ୍କ ପ୍ରଦତ୍ତ ଫର୍ମାଟ୍ ଆଧାରରେ ବିଦ୍ୟାଳୟ ସମ୍ପର୍କିତ ତଥ୍ୟ ଦର୍ଶାଇ…
ମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ଜିଲାରେ ହେବ ସ୍କିଲ୍ ହବ୍
ଭୁବନେଶ୍ୱର,୨୮ା୬(ଅନିଲ ଦାସ):ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ନିର୍ଦ୍ଦିଷ୍ଟ କେତେକ ପ୍ରଶିକ୍ଷିତ ଛାତ୍ରୀଛାତ୍ରଙ୍କ ମଧ୍ୟରେ ସୀମିତ ରଖାଯିବ ନାହିଁ। ଏହାକୁୁ ଶିଳ୍ପାନୁଷ୍ଠାନ, ମହାବିଦ୍ୟାଳୟ ଓ ମିଶନଶକ୍ତି ପରିସରଭୁକ୍ତ କରାଯିବ ବୋଲି ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ କହିଛନ୍ତି। ଗୁରୁବାର ପୂର୍ବାହ୍ନରେ ଦକ୍ଷତା…
ଏସବୁ ଜିଲାକୁ ପ୍ରବଳ ବର୍ଷା ସମ୍ଭାବନା, ୟେଲୋ ଓ୍ବାର୍ନିଂ ଜାରି
ଭୁବନେଶ୍ୱର,୨୮ା୬: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ସକ୍ରିୟ ମୌସୁମୀ ପ୍ରଭାବରେ ବର୍ଷା ଜାରି ରହିଛି। ଗୁରୁବାର ନବରଙ୍ଗପୁରରେ ସର୍ବାଧିକ ୮୨.୦ ମି.ମି. ବର୍ଷା ହୋଇଥିବାବେଳେ ପାରଳାଖେମୁଣ୍ଡିରେ ୬୯.୮ ମି.ମି., କୋରାପୁଟରେ ୬୫.୪ ମି.ମି., ମାଲକାନଗିରି ଓ ସୋନପୁରରେ ୨୪.୪…
ଏସ୍ସିବିରେ ରକ୍ତ ପାଇଁ ମଗାଯାଉଛି ଟଙ୍କା
କଟକ,୨୮।୬(ଶିଳ୍ପା ପ୍ରିୟଦର୍ଶିନୀ): ଚିକିତ୍ସା କ୍ଷେତ୍ରରେ ଇତିହାସ ରଚୁଥିବା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିିକାଲ କଲେଜ ଆଣ୍ଡ ହସ୍ପିଟାଲ(ଏସ୍ସିବି)ର ବିକଳ ଚିତ୍ର ଗୋଟିକ ପରେ ଗୋଟିଏ ସାମ୍ନାକୁ ଆସିବାରେ ଲାଗିଛି। ଏସ୍ସିବି ରକ୍ତ ଭଣ୍ଡାରରେ ରକ୍ତ ପାଇଁ ରୋଗୀ ଓ ସମ୍ପର୍କୀୟଙ୍କୁ ଟଙ୍କା ମଗାଯାଉଛି।…
ବିହାରରେ ପୁଣି ଭୁଶୁଡ଼ିଲା ବ୍ରିଜ୍
ନୂଆଦିଲ୍ଲୀ,୨୭ା୬: ବିହାରର କିଶନଗଞ୍ଜ ଜିଲାରେ ଗୁରୁବାର ଏକ ୭୦ ମିଟର ଲମ୍ବର ବ୍ରିଜ୍ ଭୁଶୁଡ଼ିଛି। ଏହାକୁ ମିଶାଇ ରାଜ୍ୟରେ ୧୦ ଦିନରେ ୪ଟି ପୋଲ ଭୁଶୁଡିପଡିଛି। ପ୍ରବଳ ବର୍ଷା ଯୋଗୁ ହଠାତ୍ ଜଳସ୍ତର ବଢ଼ିଯିବାରୁ ବାହଦୁରଗଞ୍ଜ ବ୍ଲକ୍ର ମଦିୟାଠାରେ ଥିବା ଉକ୍ତ…
ଅରୁନ୍ଧତୀ ରାୟଙ୍କୁ ପେନ୍ ପିଣ୍ଟର ପ୍ରାଇଜ୍
ଲଣ୍ଡନ,୨୭ା୬: ବୁକର ପୁରସ୍କାର ବିଜେତା ଲେଖିକା ଅରୁନ୍ଧତୀ ରାୟଙ୍କୁ ଗୁରୁବାର ମର୍ଯ୍ୟାଦାଜନକ ପେନ୍ ପିଣ୍ଟର ପ୍ରାଇଜ୍ରେ ସମ୍ମାନିତ କରାଯାଇଛି। ତାଙ୍କର ଅଦମ୍ୟ ଏବଂ ଦୃଢ଼ ଲେଖା ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଅଭିବ୍ୟକ୍ତି ସ୍ବାଧୀନତା ପାଇଁ ଲଢ଼ୁଥିବା ତଥା ସାହିତ୍ୟକୁ…
ମାମଲା ରଫାଦଫା ପାଇଁ ନେଇଥିଲେ ଲାଞ୍ଚ: ଏଏସ୍ଆଇଙ୍କୁ ଜେଲ ଦଣ୍ଡ
ଭବାନୀପାଟଣା,୨୭ା୬(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା କେଗାଁ ଥାନାରେ ୨୦୧୭ରେ ଏକ ମାମଲାକୁ ରଫାଦଫା କରିବା ପାଇଁ ଲାଞ୍ଚ ମାମଲାର ଚୂଡାନ୍ତ ରାୟ ଗୁରୁବାର ଭବାନୀପାଟଣା ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍ ଶୀତିକଣ୍ଠ ସାମଲ ପ୍ରକାଶ କରିଛନ୍ତି। ଭିଜିଲାନ୍ସ ଜଜ୍ ତାଙ୍କ ରାୟରେ…
ଲୋକ ସଭା ବାଚସ୍ପତିଙ୍କୁ ଭେଟିଲେ ରାହୁଲ
ନୂଆଦିଲ୍ଲୀ,୨୭ା୬: ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗୁରୁବାର ବାଚସ୍ପତି ଓମ୍ ବିର୍ଲାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଗୃହରେ ଅଧ୍ୟକ୍ଷତା କରୁଥିବା ବାଚସ୍ପତି ଜରୁରୀ ସ୍ଥିତି ଉପରେ ଭାଷଣ ଦେବାକୁ ନେଇ ରାହୁଲ ଏହି ଅବସରରେ ନିଜର ଅସନ୍ତୋଷ…
ବିରାଟଙ୍କ ସହ ପ୍ରଥମ ଥର ହେଲା ଏମିତି, ଭାଙ୍ଗିଲେ କୋଟି କୋଟି ପ୍ରଶଂସକଙ୍କ ହୃଦୟ
ନୂଆଦିଲ୍ଲୀ,୨୭।୬: ଟି-୨୦ ବିଶ୍ୱକପ ୨୦୨୪ର ଦ୍ୱିତୀୟ ସେମିଫାଇନାଲରେ ଭାରତୀୟ ଦଳ ଇଂଲଣ୍ଡ ସହ ମୁହାଁମୁହିଁ ହୋଇଛନ୍ତି। ଗୁଏନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ…
ସରକାରୀ ଡାକ୍ତରଖାନାରୁ ଧରାପଡ଼ିଲେ ନକଲି ଡାକ୍ତର
ରାଉରକେଲା,୨୭ା୬(ସଙ୍ଗୀତା ଜେନା): ରାଉରକେଲା ସରକାରୀ ଡାକ୍ତରଖାନା(ଆର୍ଜିଏଚ୍)ରୁ ନକଲି ଡାକ୍ତର ପଦ୍ମନାଭ ମୁଖୀ କାରଆ(୫୩)ଙ୍କୁ ଗିରଫ କରାଯାଇ ଗୁରୁବାର କୋର୍ଟ ଚାଲାଣ କରାଯାଇଛି। ଘରୋଇ ବଜାଜ ଫାଇନାନ୍ସ ପକ୍ଷରୁ ପ୍ରାୟ ୧୬ ଲକ୍ଷ ଟଙ୍କାର ଋଣ ନେବା ସଂକ୍ରାନ୍ତରେ ଏହି ନକଲି ଡାକ୍ତର…
Archives


