ସହରାଟିକ୍ରାରେ ଚାଞ୍ଚଲ୍ୟ: ଛାତରେ ଶୋଇଥିବାବେଳେ ଗୃହକର୍ତ୍ତାଙ୍କୁ ହତ୍ୟା
ବରଗଡ଼,୨୮।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭେଡେନ ଥାନା ଅର୍ନ୍ତଗତ ସହରାଟିକ୍ରା ଗ୍ରାମରେ ସୋମବାର ବିଳମ୍ବିତ ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଘରଛାତ ଉପରେ ଏକ ଖଟିଆରେ ଶୋଇଥିବାବେଳେ ଗ୍ରାମର ମଗନିଆଁ ସେଠଙ୍କୁ କେହି ଦୁର୍ବୃତ୍ତ ତଣ୍ଟି ଚିପି ହତ୍ୟା କରିଛନ୍ତି। ମଙ୍ଗଳବାର ସକାଳେ…
ଡ୍ରିମ୍ସ ପଲିଟେକ୍ନିକ୍ର କ୍ୟାମ୍ପସ ଚୟନ
ଭୁବନେଶ୍ୱର,୨୮।୫: ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ତଥା ଡ୍ରିମ୍ସ ଗ୍ରୁପର ପ୍ରମୁଖ କଲେଜ ଡ୍ରିମ୍ସ ପଲିଟେକ୍ନିକର କ୍ୟାମ୍ପସ ଚୟନ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କଲେଜର ମୋଟ ୪୪୨ ଜଣ ଛାତ୍ରୀଛାତ୍ରଙ୍କୁ ନିଯୁକ୍ତି ମିଳିଛି। ଏପରିକି ଗତ ୬ ମାସ…
ମୁନାଓ୍ବର ଫାରୁକିଙ୍କ ଦ୍ୱିତୀୟ ବିବାହ ଚର୍ଚ୍ଚା
ମୁମ୍ବାଇ: ରିଏଲିଟି ଶୋ ‘ବିଗବସ୍-୧୭’ର ବିଜେତା ମୁନାଓ୍ବର ଫାରୁକି ଦ୍ୱିତୀୟ ଥର ପାଇଁ ବିବାହ କରିଥିବା ଜାତୀୟ ଗଣମାଧ୍ୟମରେ ଏକ ରିପୋର୍ଟ ପ୍ରକାଶ ପାଇଛି। ୧୦ରୁ ୧୨ ଦିନ ତଳେ ଏହି ଷ୍ଟାଣ୍ଡଅପ୍ ହାସ୍ୟ ଅଭିନେତା, ମେକ୍ଅପ୍ ଆର୍ଟିଷ୍ଟ ମେହଜ୍ବୀନ କୋଟଓ୍ବାଲାଙ୍କ ସହ…
ବ୍ରିଟେନ୍ରେ ବିଶ୍ବର ସବୁଠାରୁ ଛୋଟ ଜେଲ
ଲଣ୍ଡନ: ଯେତେବେଳେ ବିଭିନ୍ନ ଜେଲ ବିଷୟରେ ଆଲୋଚନା ହୁଏ ସେତେବେଳେ ଦିଲ୍ଲୀର ତିହାର ଜେଲ ଏବଂ ପୁଣେର ୟେରୱାଡ଼ା ଜେଲ କଥା ମନକୁ ଆସିଥାଏ। ଭାରତର ଏହି ୨ଟି ଜେଲରେ ସର୍ବାଧିକ ସଂଖ୍ୟାରେ କଏଦୀ ରହୁଛନ୍ତି। ତିହାର ଜେଲରେ ୧୪ ହଜାରରୁ…
ପୋର୍ଶ ଦୁର୍ଘଟଣା : ନାବାଳକଙ୍କ ରକ୍ତ ନମୁନା ଅଦଳବଦଳ କରି ୨ ଡାକ୍ତର ଗିରଫ
ପୁଣେ, ୨୮।୫: ପୁଣେ ପୋର୍ଶ କାର ଦୁର୍ଘଟଣା ମାମଲାର ନୂଆ ମୋଡ଼ ସାମ୍ନାକୁ ଆସିଛି। ଅଭିଯୁକ୍ତ ନାବାଳକଙ୍କୁ ପୁଣେର ସାସୁନ ସରକାରୀ ହସ୍ପିଟାଲକୁ ମେଡିକାଲ ଚେକ୍ଅପ୍ ପାଇଁ ନିଆଯାଇଥିବାବେଳେ ସେଠାରେ ତାଙ୍କର ରକ୍ତ ନମୁନାକୁ ଅନ୍ୟ ଜଣେ ବ୍ୟକ୍ତିଙ୍କ ରକ୍ତ ନମୁନା ସହ…
୪ ସୁଦ୍ଧା ରତ୍ନଭଣ୍ଡାର ଚାବି ହାଇକୋର୍ଟଙ୍କୁ ହସ୍ତାନ୍ତର କର
କେନ୍ଦ୍ରାପଡ଼ା/ମାର୍ଶାଘାଇ, ୨୮ା୫(ଜଗନ୍ନାଥ ଧଳ/ ଶୁଭେନ୍ଦୁ ପ୍ରସାଦ ଚୌଧୁରୀ):ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବି ମିଳୁନାହିଁ। ତଦନ୍ତ ରିପୋର୍ଟ ଚାପିଦିଆଯାଇଛି। ମୋର ସନ୍ଦେହ ହେଉଛି ଯେ, ରତ୍ନଭଣ୍ଡାର ଚାବି ପାଣ୍ଡିଆନ ହିଁ ଲୁଚାଇ ରଖିଛନ୍ତି। ଆସନ୍ତା ୪ ତାରିଖରେ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବ।…
ରେମାଲ ତାଣ୍ଡବ: ଚାଲିଗଲା ୧୦ ଜୀବନ
ଢାକା/କୋଲକାତା,୨୮ା୫:ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ରେମାଲ ରବିବାର ରାତିରେ ସ୍ଥଳଭାଗ ଛୁଇଁବା ପରେ ପଶ୍ଚିମବଙ୍ଗ ଏବଂ ବାଂଲାଦେଶରେ ତାଣ୍ଡବ ରଚିଛି। ବାତ୍ୟାରେ କାନ୍ଥ ଓ ଗଛଡାଳ ପଡ଼ି ପଶ୍ଚିମବଙ୍ଗରେ ୨ ଜଣ ଏବଂ ବାଂଲାଦେଶରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ବ୍ୟାପକ କ୍ଷୟକ୍ଷତି…
ମାଟ୍ରିକ ପରୀକ୍ଷାରେ କମ୍ ନମ୍ବର ରହିବାରୁ ଛାତ୍ରଙ୍କ ଆତ୍ମହତ୍ୟା
କାଳିଆପାଣି,୨୮ା୫(ଅସିତ୍ ମହାନ୍ତ):ଯାଜପୁର ଜିଲା ସୁକିନ୍ଦା ଅଞ୍ଚଳର ଜଣେ ଛାତ୍ର ମାଟ୍ରିକ ପରୀକ୍ଷାରେ କମ୍ ନମ୍ବର ରଖିଥିବାରୁ ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ସୁକିନ୍ଦା ଜଗନ୍ନାଥ ନୋଡାଲ ହାଇସ୍କୁଲର ଛାତ୍ର ପ୍ରଜ୍ଞା କୁମାର ପଣ୍ଡା। ସେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ।…
ଜମ୍ମୁ-କଶ୍ମୀରରେ ୩୫ ବର୍ଷରେ ସର୍ବାଧିକ ମତଦାନ
ନୂଆଦିଲ୍ଲୀ,୨୮ା୫: ଲୋକ ସଭା ନିର୍ବାଚନରେ ଜମ୍ମୁ-କଶ୍ମୀରରେ ୩୫ ବର୍ଷ ମଧ୍ୟରେ ସର୍ବାଧିକ ମତଦାନ ହୋଇଛି। ୨୦୧୯ ତୁଳନାରେ ଏଥର ଅଧିକ ୩୦ ପ୍ରତିଶତ ଭୋଟ ଦେଇଥିବା ଜଣାପଡ଼ିଛି। ପୂର୍ବ ନିର୍ବାଚନ ତୁଳନାରେ ଏଥର ପ୍ରାର୍ଥୀଙ୍କ ସଂଖ୍ୟା ୨୫ ପ୍ରତିଶତ ବଢ଼ିଛି। ଅଧିକ ସଂଖ୍ୟାରେ…
୧୦୩ ବିଧାୟକଙ୍କ ସମ୍ପତ୍ତି ୫ ବର୍ଷରେ ୭୩% ବଢ଼ିଛି
ଭୁବନେଶ୍ୱର,୨୮ା୫(ଅନିଲ ଦାସ):୨୦୨୪ ସାଧାରଣ ନିର୍ବାଚନରେ ବିଭିନ୍ନ ଦଳର ୧୦୩ ଜଣ ବିଧାୟକ ପୁଣି ନିର୍ବାଚନ ଲଢ଼ୁଛନ୍ତି। ସେମାନଙ୍କର ହାରାହାରି ସମ୍ପତ୍ତି ପରିମାଣ ୫ ବର୍ଷରେ ୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଅର୍ଥାତ୍ ସମ୍ପତ୍ତି ୭୩% ବୃଦ୍ଧି ପାଇଛି। ଏଥିରୁ ବିଜେଡିରୁ ୭୪ଜଣ…
ଆଜିଠୁ ଭୁବନେଶ୍ୱର-କୁଆଲାଲମ୍ପୁର ସିଧାସଳଖ ଉଡ଼ିବ ବିମାନ
ଭୁବନେଶ୍ୱର,୨୮ା୫(ଅସମାପିକା ସାହୁ):ଭୁବନେଶ୍ୱର-କୁଆଲାଲମ୍ପୁର ମଧ୍ୟରେ ସିଧାସଳଖ ବିମାନସେବା ମଙ୍ଗଳବାରଠାରୁ ଆରମ୍ଭ ହେବ। ଏୟାର ଏସିଆ ଏହି ବିମାନସେବା ପ୍ରଦାନ କରିବ। ବିମାନଟି କୁଆଲାଲମ୍ପୁରରୁ ରାତି ୧୦ଟା ୧୦ରୁ ବାହାରି ଭୁବନେଶ୍ୱରରେ ରାତି ୧୧ଟା ୨୦ରେ ପହଞ୍ଚତ୍ବ। ସେହିପରି ଭୁବନେଶ୍ୱରରୁ ବିମାନ ପୁଣି ରାତି…
ପଦ୍ମଶ୍ରୀ ଫେରାଇବେ ବୈଦ୍ୟରାଜ ହେମଚନ୍ଦ
ରାୟପୁର, ୨୮।୫: ଛତିଶଗଡ଼ରେ ବୈଦ୍ୟରାଜ ଭାବେ ପରିଚିତ ହେମଚନ୍ଦ ମାଝି ନିଜ ପଦ୍ମଶ୍ରୀ ସମ୍ମାନ ଫେରାଇବାକୁ ସୋମବାର ଘୋଷଣା କରିଛନ୍ତି। ମାଓବାଦୀଙ୍କଠାରୁ ମିଳିଥିବା ଧମକ ଯୋଗୁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ନାରାୟଣପୁର ଜିଲାର ଚମେଲି ଏବଂ ଗୌରଦଣ୍ଡ ଗ୍ରାମରେ ୨ଟି ନିର୍ମାଣାଧୀନ…
Archives


