ଟେନଶନରେ ଭାରତ, ଆମେରିକା ସହ ହେବାକୁ ଯାଉଛି ବଡ଼ ଯୁଦ୍ଧ!
ନୂଆଦିଲ୍ଲୀ,୧୯।୧୧:ଡୋନାଲ୍ଡ ଟ୍ରମ୍ପଙ୍କ ଆଗମନ ପରେ ଭାରତ ସହ ସମ୍ପର୍କକୁ ନେଇ ଅନେକ ପ୍ରକାରର କଳ୍ପନାଜଳ୍ପନା କରାଯାଉଛି। ବର୍ତ୍ତମାନ ଆନ୍ତର୍ଜାତୀୟ ବଜାରରେ ଆସୁୁଥିବା ଖବର ହେଉଛି ଆମେରିକା କିମ୍ବା ଟ୍ରମ୍ପ ପ୍ରଶାସନ ଭାରତର ରପ୍ତାନି ଉପରେ ୧୦ ପ୍ରତିଶତ ଟ୍ୟାକ୍ସ ଲାଗୁ କରିପାରନ୍ତି।…
ସମସ୍ୟା ଘେରରେ ପ୍ରାଥମିକ ବିଦ୍ୟାଳୟ: ଅବ୍ୟବସ୍ଥାରେ ଶିକ୍ଷାଦାନ,ଏନଜିଓ ହାତରେ ପିଲାଙ୍କ ଭବିଷ୍ୟତ
ଥୁଆମୂଳ ରାମପୁର,୧୯।୧୧(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କେରପାଇ ପଞ୍ଚାୟତ ସ୍ଥିତ ପୋଡ଼ାପାଇ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଗତି କରୁଛି। ୨୦୦୮ରେ ସ୍ଥାପିତ ଏହି ବିଦ୍ୟାଳୟରେ ପ୍ରଥମ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ…
ନଭେମ୍ବର ୨୦ରୁ ସରକାର କିଣିବେ ଖରିଫ ଧାନ
କେନ୍ଦୁଝର,୧୯।୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାଜପା କୃଷକ ମୋର୍ଚ୍ଚା ତରଫରୁ ଆଜି କେନ୍ଦୁଝର ଜିଲା ଭାଜପା କାର୍ଯ୍ୟାଳୟଠାରେ ଏକ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶର ସାହୁ କହିଛନ୍ତି, ଆସନ୍ତା ନଭେମ୍ବର ୨୦ଠାରୁ…
ଖାଇବା-ପିଇବା ଭୁଲିଯିବେ ଟ୍ରମ୍ପ-ପୁଟିନ୍, ହେଲେ ଏହି ବ୍ରିଫକେସ୍ ନୁହେଁ, ଜାଣି ତାଜୁବ ହେବେ…
ନୂଆଦିଲ୍ଲୀ,୧୯।୧୧: ଆପଣ ନିଶ୍ଚୟ ନଜର ରଖିଥିବେ ଯେ ଯେତେବେଳେ ଭାରତ ସମେତ ଅନ୍ୟ ବଡ ଦେଶର ମୁଖ୍ୟମାନେ କୌଣସି ସ୍ଥାନକୁ ଯାଆନ୍ତି ସେତେବେଳ କିଛି ବିଶେଷ ବ୍ୟକ୍ତିଙ୍କ ଗ୍ରୁପ ସର୍ବଦା ସେମାନଙ୍କ ସହିତ ରହନ୍ତି। ଆଉ ସେମାନେ କିଛି ବ୍ରିଫକେସ ଧରିଥାନ୍ତି।…
ଆମେରିକାକୁ ପାନେ ଦେବ ରୁଷିଆ! ନୂଆ ପରମାଣୁ ନୀତିରେ ଦସ୍ତଖତ କଲେ ପୁଟିନ
ମସ୍କୋ,୧୯।୧୧: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ସଂଶୋଧିତ ପରମାଣୁ ନୀତିରେ ଦସ୍ତଖତ କରିଛନ୍ତି। ଏହି ନୂତନ ନୀତି ଅନୁଯାୟୀ, ଯଦି କୌଣସି ଦେଶ ଆଣବିକ ସଶସ୍ତ୍ର ଦେଶ ସାହାଯ୍ୟରେ ରୁଷିଆ ଉପରେ ଆକ୍ରମଣ କରେ, ତେବେ…
ଜନବସତି ମୁହାଁ ବାଘ:ପାଦଚିହ୍ନ ଦେଖି ଲୋକେ ଭୟଭୀତ
ବାରିପଦା,(ନୀଳାଦ୍ରି ବିହାରୀ ଦଣ୍ଡପାଟ)/ ଉଦଳା,(ସନ୍ତୋଷ ବାଚ୍ଛିନୀ),୧୮ା୧୧-ମୟୂରଭଞ୍ଜ ଜିଲା ବାରିପଦା ବନଖଣ୍ଡ କପ୍ତିପଦା ରେଞ୍ଜ ଅଧୀନ ଅସନବଣି ଗ୍ରାମରେ ବାଘ ପାଦଚିହ୍ନକୁ ନେଇ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ବାଘ ଉପସ୍ଥିତିକୁ ନେଇ ବନ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ କରିବାକୁ ଗ୍ରାମବାସୀଙ୍କୁ ସଚେତନ…
ଖୁବ୍ଶୀଘ୍ର କୋଚିଂ ସେଣ୍ଟର ପାଇଁ ଆସିବ ସ୍ବତନ୍ତ୍ର ଗାଇଡ୍ଲାଇନ୍
ଭୁବନେଶ୍ୱର,୧୯ା୧୧: ରାଜ୍ୟରେ ଥିବା ଘରୋଇ କୋଚିଂ ସେଣ୍ଟର ପରିଚାଳନା ପାଇଁ ଆସିବ ସ୍ବତନ୍ତ୍ର ଗାଇଡ୍ଲାଇନ୍ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ତପତ୍ରତା ପ୍ରକାଶ ପାଇଛି। ତେବେ ଗାଇଡ୍ଲାଇନ୍ ପ୍ରସ୍ତୁତି ନେଇ ଆସନ୍ତା ୨୦ ତାରିଖରେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ…
ଶେଷରେ ହାର୍ ମାନିବ ପାକିସ୍ତାନ! ଭାରତ କଥା ମାନି…
ନୂଆଦିଲ୍ଲୀ,୧୯।୧୧:ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାକିସ୍ତାନ ଦ୍ୱାରା ଆୟୋଜିତ ହେବ। କିନ୍ତୁ ଏହି ଟୁର୍ନାମେଣ୍ଟ ବିଷୟରେ ଏପର୍ଯ୍ୟନ୍ତ କୌଣସି ସମାଧାନ ମିଳିନାହିଁ। ଭାରତୀୟ କ୍ରିକେଟ ଦଳ ପଡୋଶୀ ଦେଶ ଭ୍ରମଣ କରିବାକୁ ମନା କରିସାରିଛି। ଏଥି ସହିତ ପାକିସ୍ତାନ ମଧ୍ୟ ହାଇବ୍ରିଡ…
ଆସୁଛି ଆଉ ଏକ ବଡ଼ ଲଘୁଚାପ
ଭୁବନେଶ୍ୱର,୧୯।୧୧: ବଙ୍ଗୋପସାଗରରେ ଆସୁଛି ଆଉ ଏକ ବଡ଼ ଲଘୁଚାପ। ୨୩ ତାରିଖ ସୁଦ୍ଧା ଲଘୁଚାପ ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୨୧ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା କ୍ରମେ ଘନୀଭୂତ ହୋଇ…
କୋହଲିଙ୍କୁ ନେଇ ବଡ଼ ଭବିଷ୍ୟବାଣୀ କରିଦେଲେ ଗାଙ୍ଗୁଲି
ନୂଆଦିଲ୍ଲୀ,୧୯।୧୦: ବର୍ଡର-ଗାଭାସ୍କର ଟ୍ରଫି ପୂର୍ବରୁ ବିରାଟ କୋହଲିଙ୍କ ଫର୍ମ ତାଙ୍କୁ ଅନେକ ମ୍ୟାଚ ପାଇଁ ସମର୍ଥନ କରୁନାହିଁ। ୨୦୨୪ ବର୍ଷ ମଧ୍ୟ କୋହଲିଙ୍କ ପାଇଁ ଭଲ ବୋଲି ପ୍ରମାଣିତ ହୋଇନାହିଁ । କୋହଲିଙ୍କ ବ୍ୟାଟ ନା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରେ…
ଗିରଫ ହେଲେ କୋଟିପତି ଡେପୁଟି ଜେନେରାଲ ମ୍ୟାନେଜର
ଭୁବନେଶ୍ୱର,୧୯।୧୧:ଗିରଫ ହେଲେ କୋଟିପତି OPHWC ବ୍ରହ୍ମପୁର ଡିଭିଜନର ଡେପୁଟି ଜେନେରାଲ ମ୍ୟାନେଜର ସୁବାସ ଚନ୍ଦ୍ର ପଣ୍ଡା। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଛି। ଭୁବନେଶ୍ବରରେ ୩ ମହଲା କୋଠା, ୫ଟି ବହୁମୂଲ୍ୟ ପ୍ଲଟ ମିଳିଛି। ଏଥିସହ ୮୭୦…
ମୃତ ଛୁଆକୁ ୨୬ ଘଣ୍ଟା ଧରି ଜଗି ରହିଲା ମା’ କୁକୁର
ପାଟଣା,୧୯।୧୧(ବୀର କିଶୋର ଦାଶ): ପଶୁ ହେଉ କି ମଣିଷ, ମା’ର ମମତା ସବୁ କ୍ଷେତ୍ରରେ ସମାନ। ଏହାର ନିଚ୍ଛକ ଉଦାହରଣ କେନ୍ଦୁଝର ଜିଲା ପାଟଣା ବ୍ଲକ ଛକ ରାସ୍ତାରେ ଦେଖିବାକୁ ମିଳିଛି। ଏଠାରେ ଅଜଣା ବାଇକ ଧକ୍କାରେ ଏକ ବୁଲା କୁକୁର…

