ବଜେଟ ଅଧିବେଶନରେ ଭାଜପାର ଟେନଶନ ବଢାଇବ ବିଜେଡି, ନବୀନଙ୍କ ନୂଆ ପ୍ଲାନ
ନୂଆଦିଲ୍ଲୀ,୨୦।୭: ଲୋକସଭା ଏବଂ ବିଧାନସଭା ନିର୍ବାଚନରେ ପରାଜୟ ପରେ ନବୀନ ପଟ୍ଟନାୟକଙ୍କ ଦଳ ବିଜୁ ଜନତା ଦଳ (ବିଜେଡି) ର ଆଭିମୁଖ୍ୟ ଆକ୍ରମଣାତ୍ମକ ହୋଇଛି। ଏବଂ ଏହାର ପ୍ରଭାବ ବଜେଟ ଅଧିବେଶନରେ ଅନୁଭୂତ ହେବାକୁ ଯାଉଛି। ଜୁଲାଇ ୨୨ରୁ ବଜେଟ ଅଧିବେଶନ…
ଧୋନିଙ୍କୁ ନେଇ ପ୍ରଶ୍ନ ପଚାରିଲେ ପାକିସ୍ତାନ ନାଗରିକ, କଡ଼ା ଜବାବ ଦେଲେ ହରଭଜନ
ନୂଆଦିଲ୍ଲୀ, ୨୦ା୭: ପାକିସ୍ତାନର ଅନେକ କ୍ରୀଡ଼ା ସାମ୍ବାଦିକ ଏବଂ କ୍ରୀଡା ଇନ୍ଫ୍ଲ୍ୟୁଏନ୍ସରମାନେ ପ୍ରାୟତଃ ଏପରି କାର୍ଯ୍ୟ କରନ୍ତି, ଯାହା ଦ଼୍ବାରା ଖେଳାଳିଙ୍କ ସହିତ ନିଜ ଦେଶକୁ ସମାଲୋଚନାର ସାମ୍ନା କରିବାକୁ ପଡ଼େ । ସେହିଭଳି, ଏଥର ପାକିସ୍ତାନର କ୍ରୀଡ଼ା ପ୍ରଚାରକ ବା…
ପ୍ରଥମେ ଦେଶ ପରେ ବିବାହ…
ଶିମଲା,୨୦।୭: ପ୍ରଥମେ ଦେଶ, ତା’ପରେ ଭାଇଙ୍କ ବିବାହ, ତେଣୁ ମ୍ୟାଚ ହେତୁ ମୁଁ ଏହି ବିବାହରେ ଯୋଗ ଦେଇ ପାରିବି ନାହିଁ। ଭାରତୀୟ ମହିଳା କ୍ରିକେଟ ଦଳର ତାରକା ବୋଲର ରେଣୁକା ସିଂ ଏସିଆ କପ -୨୦୨୪ରେ ଭାରତ-ପାକିସ୍ଥାନ ମ୍ୟାଚ ପାଇଁ…
୩ ଘଣ୍ଟା ପାଇଁ ଏହି ୫ ଜିଲାକୁ ଅରେଞ୍ଜ ୱାର୍ନିଂ: ଘଡ଼ଘଡ଼ି ସହ ପ୍ରବଳ ବର୍ଷା
ଭୁବନେଶ୍ୱର,୨୦।୭: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଶନିବାର ଅବପାତରେ ପରିଣତ ହୋଇଛି । ବର୍ତ୍ତମାନ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୪ କିମି ବେଗରେ ଗତି କରୁଛି । ପୁରୀଠାରୁ ଏହା ଦକ୍ଷିଣ-ଦକ୍ଷିଣପଶ୍ଚିମ ଦିଗରେ ୪୦ କିମି ଦୂରରେ…
ବୁଦ୍ଧିମାନ ଲୋକଙ୍କ ଖେଳ
ପ୍ରତି ବର୍ଷର ଜୁଲାଇ ୨୦ ତାରିଖକୁ ଅନ୍ତର୍ଜାତୀୟ ଚେସ୍ ଦିବସ ଭାବରେ ପାଳନ କରାଯାଏ। ବୁଦ୍ଧିମାନ ଲୋକଙ୍କ ଖେଳ ଭାବରେ ପରିଚିତ ଏହି ଖେଳ ଦୁଇ ଜଣ ଖେଳାଳିଙ୍କ ମଧ୍ୟରେ ଖେଳାଯାଏ। ଚେସ୍ ଖେଳର ଇତିହାସ ୧୫୦୦ ବର୍ଷରୁ ଅଧିକ ପୁରୁଣା…
‘ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ହତ୍ୟା କରିବାକୁ…’ ଏଏପି ଆଣିଲା ବଡ଼ ଅଭିଯୋଗ
ନୂଆଦିଲ୍ଲୀ,୨୦।୭: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ମାମଲାରେ ଉପରାଜ୍ୟପାଳ ବିନୟ ସାକ୍ସେନାଙ୍କ ମୁଖ୍ୟ ସଚିବଙ୍କ ଚିଠିରେ ଆମ ଆଦମୀ ପାର୍ଟିର ପ୍ରତିକ୍ରିୟା ଆସିଛି। ଦିଲ୍ଲୀ ସରକାରୀ ମନ୍ତ୍ରୀ ତଥା ଏଏପି ନେତା ଆତିଶୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କୁ ହତ୍ୟା କରିବା…
‘ଦେବା’ରେ ଶାହିଦ୍ଙ୍କ ଆକ୍ସନ ଅବତାର
ମୁମ୍ବାଇ: ‘ତେରୀ ବାତୋ ମେଁ ଐସା ଉଲ୍ଝା ଜିଆ’ ପରେ ବଲିଉଡ୍ ଅଭିନେତା ଶାହିଦ୍ କପୁରଙ୍କୁ ଫିଲ୍ମ ‘ଦେବା’ରେ ଦେଖିବାକୁ ମିଳିବ। ‘ଜି ଷ୍ଟୁଡିଓଜ୍’ ଓ ‘ରଏ କପୁର ଫିଲ୍ମସ୍’ ପକ୍ଷରୁ ନିର୍ମିତ ହୋଇଥିବା ଏହି ଫିଲ୍ମରେ ରୋଶନ୍ ଆଣ୍ଡ୍ୟୁଜ୍ ନିର୍ଦ୍ଦେଶନା…
କଂଗ୍ରେସ ବିଧାୟକଙ୍କୁ ଗିରଫ କଲା ଇଡି
ଚଣ୍ଡିଗଡ,୨୦।୭: ହରିୟାଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ତଦନ୍ତକାରୀ ସଂସ୍ଥା ଶନିବାର ସୋନିପତରୁ କଂଗ୍ରେସ ବିଧାୟକ ଥିବା ସୁରେନ୍ଦ୍ର ପାନୱାରଙ୍କୁ ଗିରଫ କରିଛି। ସୂଚନାନୁସାରେ, ବେଆଇନ ଖଣି ମାମଲାରେ ପାନୱାରଙ୍କୁ ଇଡି ଗିରଫ କରିଥିବା ଜଣାପଡିଛି। ନିକଟରେ ବେଆଇନ ଖଣି…
ୟୁପିଏସ୍ସି ଅଧ୍ୟକ୍ଷ ପଦରୁ ମନୋଜ ସୋନିଙ୍କ ଇସ୍ତଫା
ନୂଆଦିଲ୍ଲୀ,୨୦।୭: ବ୍ୟକ୍ତିଗତ କାରଣ ଦର୍ଶାଇ କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍ସି) ଅଧ୍ୟକ୍ଷ ପଦରୁ ମନୋଜ ସୋନି ଇସ୍ତଫା ଦେଇଛନ୍ତି। କାର୍ଯ୍ୟକାଳ ସରିବା ପୂର୍ବରୁ ସେ ତାଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କୁ ପଠାଇଛନ୍ତି। ୨୦୨୯ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ରହିଥିଲା। ହେଲେ ମନୋଜ ଜୁନ…
ନୂଆ ରେକର୍ଡ କରିପାରନ୍ତି କୋହଲି, ହାତରେ ବଡ଼ ସୁଯୋଗ
ନୂଆଦିଲ୍ଲୀ, ୨୦ା୭: ଭାରତୀୟ କ୍ରିକେଟ୍ ଟିମ୍ର ପୂର୍ବତନ କ୍ୟାପ୍ଟେନ ବିରାଟ କୋହଲି ମୈଦାନକୁ ଫେରିବାକୁ ପ୍ରସ୍ତୁତ ହେଉଛନ୍ତି । ଟି-୨୦ ବିଶ଼୍ବକପ୍ ୨୦୨୪ ଟାଇଟଲ ଜିତିବା ପରେ କୋହଲି କିଛି ଦିନ ପାଇଁ ବିରତି ନେଇଥିଲେ । ଏହି ସମୟ ମଧ୍ୟରେ…
ରାଖୀ ପଠାଇବା ପାଇଁ ଇଣ୍ଡିଆ ପୋଷ୍ଟର ନିର୍ଦ୍ଦେଶାବଳୀ ଜାରି
ଭୁବନେଶ୍ୱର୨୦।୭(ଅନୁରାଧା ମହାରଣା): ଭାଇ ଭଉଣୀଙ୍କ ମଧ୍ୟରେ ଥିବା ଅତୁଟ ବନ୍ଧନକୁ ଦର୍ଶାଉଥିବା ପର୍ବ ରାଖୀ ପୂର୍ଣ୍ଣିମା ଚଳିତବର୍ଷ ଅଗଷ୍ଟ ୧୯ରେ ପାଳନ କରାଯିବ। ଦୂରରେ ରହିଥିବା ଭଉଣୀ ଭାଇକୁ ରାଖୀ ପଠାଇବା ପାଇଁ ଏବେଠାରୁ ଆଗ୍ରହ ପ୍ରକାଶ କଲେଣି। ତେବେ ରାଖୀ…
ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କ ସହ ଏଲ୍ଆଇସିର ବୁଝାମଣା
ଭୁବନେଶ୍ୱର,୨୦।୭ (ଅଭୟ ଦାଶ): ଭାରତୀୟ ଜୀବନ ବୀମା ନିଗମ (ଲାଇଫ୍ ଇନ୍ସ୍ୟୁରାନ୍ସ କର୍ପୋରେଶନ ଅଫ୍ ଇଣ୍ଡିଆ ବା ଏଲ୍ଆଇସି) ଏବଂ ଆଇଡିଏଫ୍ସି ଫାଷ୍ଟ ବ୍ୟାଙ୍କ ଲିମିଟେଡ୍ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ୨୦୪୭ ସୁଦ୍ଧା ସମସ୍ତଙ୍କୁ ଜୀବନ…
Archives


