Home Left

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଛାଡ଼ିବା ପରେ ସର୍ବିଆରେ ଏପରି କରୁଛନ୍ତି ନତାଶା

ନୂଆଦିଲ୍ଲୀ, ୨୦ା୭: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପୂର୍ବତନ ପତ୍ନୀ ନତାଶା ଷ୍ଟାନ୍‌କୋଭିକ ଏବେ ସର୍ବିଆରେ ରହୁଛନ୍ତି । ପାଣ୍ଡ୍ୟାଙ୍କ ସହ ବିଚ୍ଛେଦ ଘୋଷଣା କରିବାର ଗୋଟିଏ ଦିନ ପୂର୍ବରୁ ସେ ସର୍ବିଆ ଚାଲିଯାଇଥିଲେ । ସେଠାରେ ପହଞ୍ଚି ସେ ବିଚ୍ଛେଦ…

ଡରାଇଲାଣି କୋଭିଡର ନୂଆ ଭାରିଏଣ୍ଟ KP.3

ଟୋକିଓ,୨୦।୭: ଯଦିଓ କୋଭିଡ -୧୯କୁ ନେଇ ଲୋକଙ୍କ ମନରେ ଭୟ ପ୍ରାୟତଃ ଶେଷ ହୋଇଛି, ତଥାପି ଏହି ଜୀବାଣୁ ବିପର୍ଯ୍ୟୟ ଘଟାଉଛନ୍ତି। ଆଜିକାଲି, ଜାପାନରେ କୋଭିଡ କେବି.୩ର ନୂତନ ପ୍ରକାର ଲୋକଙ୍କ ଜୀବନ ପ୍ରତି ବିପଦ ପାଲଟିଛି। ଗତ କିଛି ସପ୍ତାହ…

ଶଙ୍ଖଭବନକୁ ନେଇ ବିସ୍ଫୋରକ ବୟାନ ଦେଲେ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ, କହିଲେ…

ଭୁବନେଶ୍ୱର,୨୦।୭: ବିଜେଡିର ପାର୍ଟି ଅଫିସ ତଥା ଶଙ୍ଖଭବନର ତଦନ୍ତ ହେବ। ଏଭଳି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ବିଜେଡିର ଶଙ୍ଖ ଭବନକୁ ନେଇ ଅନେକ ଦିନ ଧରି ଅଭିଯୋଗ ହୋଇ ଆସୁଥିବାବେଳେ ଏବେ ତଦନ୍ତ ନେଇ ମନ୍ତ୍ରୀ ପ୍ରତିଶ୍ରୁତ ଦେଇଛନ୍ତି।…

ମାଇକ୍ରୋସଫ୍ଟ ଆଉଟେଜର ପ୍ରଭାବ ଜାରି, ବିମାନ ବନ୍ଦରରୁ ବ୍ୟାଙ୍କିଙ୍କ ସିଷ୍ଟମ ଏବେବି ଅସୁବିଧାରେ

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୭: ମାଇକ୍ରୋସଫ୍ଟ ଟେକ୍ନିକାଲ ଆଉଟେଜ ମାଇକ୍ରୋସଫ୍ଟର କ୍ରାଉଡ ଷ୍ଟ୍ରାଇକ ଅପଡେଟ ଯୋଗୁଁ ଗତକାଲି ସମଗ୍ର ବିଶ୍ୱରେ ଉତ୍ତେଜନା ଦେଖାଦେଇଥିଲା। ଏକ ବୈଷୟିକ ତ୍ରୁଟି ହେତୁ ହଜାର ହଜାର ବିମାନକୁ ବାତିଲ କରିବାକୁ ପଡିଲା ଏବଂ ଅନେକ ବ୍ୟାଙ୍କର ସେବା ଅଟକି ଗଲା।…

ଗୁପ୍‌ଚୁପ୍‌ ବିବାହ କଲେ ଏହି ଭାରତୀୟ କ୍ରିକେଟର, ୯ ବର୍ଷର ଅପେକ୍ଷା ପରେ ପ୍ରେମିକା ହେଲେ ଜୀବନସାଥୀ

ନୂଆଦିଲ୍ଲୀ,୨୦।୭: ଭାରତୀୟ ଅଲରାଉଣ୍ଡର ଦୀପକ ହୁଡାଙ୍କ ଦୀର୍ଘ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ର ଏହି ବ୍ୟାଟ୍ସମ୍ୟାନ୍‌ ଜୁଲାଇ ୧୫ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଶୁକ୍ରବାର ସେ ବିବାହ ଫଟୋ ଶେୟାର କରି ଜୀବନର ଖୁସି ମୁହୂର୍ତ୍ତକୁ…

ସପ୍ତାହରେ ପିଲାଙ୍କୁ ୪ ଦିନ ମିଳିବ ଅଣ୍ଡା

ବେଙ୍ଗାଲୁରୁ,୨୦।୭: କର୍ନାଟକର ସରକାରୀ ଏବଂ ସରକାରୀ ସହାୟତା ପ୍ରାପ୍ତ ବିଦ୍ୟାଳୟର ପିଲାମାନେ ବର୍ତ୍ତମାନ ସପ୍ତାହରେ ଚାରି ଦିନ ଅଣ୍ଡା ପାଇବେ। ଅଜିମ ପ୍ରେମଜୀ ଫାଉଣ୍ଡେଶନ ସହ ସହଭାଗିତାରେ ଏକ କାର୍ଯ୍ୟକ୍ରମର ଉଦଘାଟନ କରିବା ସମୟରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହା ଘୋଷଣା କରିଛନ୍ତି।…

ଯୁକ୍ତ ଦୁଇ କଟ୍‌ ଅଫ୍‌: ଜାଣନ୍ତୁ ଶୀର୍ଷରେ ରହିଛି କେଉଁ କଲେଜ୍‌

ଭୁବନେଶ୍ୱର,୨୦।୭: ଯୁକ୍ତ ଦୁଇ ୨୨୦୨୪ ୨୫ ଶିକ୍ଷା ବର୍ଷ ପାଇଁ ଶନିବାର ପ୍ରଥମ କଟ ଅଫ ମାର୍କ ପ୍ରକାଶ ପାଇଛି। ବାଣିଜ୍ୟ ଓ ବିଜ୍ଞାନରେ ଶୀର୍ଷରେ ରହିଛି ରେଭେନ୍ସା। କଳାରେ ୭୫. ୧୭% ସହ ଆଗରେ ରହିଚି ରେଭେନ୍ସା ହାୟର ସେକେଣ୍ଡାରୀ…

ପ୍ରବଳ ବର୍ଷାରେ ଧସିଲା ପାହାଡ଼

ମାଲକାନଗିରି,୨୦।୭: ମାଲକାନଗିରି ଜିଲାରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି। ବଣ୍ଡାଘାଟିରେ ବର୍ଷା ବିତ୍ପାତ  ଦେଖିବାକୁ ମିଳିଛି । ଲଗାଣ ବର୍ଷାରେ ପାହାଡ଼ ଧସିଛି। ଫଳରେ ଖଇରପୁଟ-ମୁଦୁଲିପଡାକୁ ଯୋଗାଯୋଗ ଠପ୍‌ ହୋଇପଡ଼ିଛି। ବଣ୍ଡାଘାଟିର ୨ଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପାହାଡରୁ…

ବଦଳିଲା ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ନାଁ, କଟାକ୍ଷ କଲେ ଅରୁଣ

ଭୁବନେଶ୍ୱର,୨୦।୭: ବଦଳିଲା କ୍ରୀଡା ପୁରସ୍କାର ନାଁ। ହଟିଲା ବିଜୁ ପଟ୍ଟନାୟକଙ୍କ ନାମ। କ୍ରୀଡ଼ା ପୁରସ୍କାର ନାଁ ବଦଳି ହେଲା ଓଡ଼ିଶା ରାଜ୍ୟ କ୍ରୀଡ଼ା ପୁରସ୍କାର ସମ୍ମାନ। ପୂର୍ବରୁ ତାହା ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ଥିଲା। କ୍ରୀଡ଼ା ବିଭାଗ ପକ୍ଷରୁ ଏନେଇ…

ସାନିଆଙ୍କ ସହ ବିବାହକୁ ନେଇ ମୁହଁ ଖୋଲିଲେ ସାମି, କହିଲେ…

ନୂଆଦିଲ୍ଲୀ, ୨୦ା୭: ଭାରତୀୟ କ୍ରେକେଟ୍‌ ଟିମ୍‌ର ଦ୍ରୁତ ବୋଲର ମହମ୍ମଦ ସାମି ଏବଂ ଟେନିସ୍‌ ତାରକା ସାନିଆ ମିର୍ଜାଙ୍କ ବିବାହକୁ ନେଇ ନିକଟରେ ଚର୍ଚ୍ଚା ଜୋର ହେଉଥିଲା । ହେଲେ ଏହି ଖବରକୁ ନେଇ ସାମ଼୍ବାଦିକ ତଥା ୟୁଟ୍ୟୁବର ଶୁଭଙ୍କରଙ୍କୁ ସାକ୍ଷାତକାର…

ଚିତ୍ରତ୍ପୋଳାରେ ଭାସିଗଲେ ଛାତ୍ର

କେନ୍ଦ୍ରାପଡ଼ା,୨୦।୭: ଚିତ୍ରତ୍ପୋଳା ନଦୀରେ ଭାସିଗଲେ ଛାତ୍ର। ନଦୀରେ ଗାଧୋଇବାବେଳେ ଏପରି ଅଘଟଣ ଘଟିଛି। ଛାତ୍ର ଜଣକ ପାଟକୁରା ଜଗନ୍ନାଥପୁର ଗାଁର ବୋଲି ଜଣାପଡିଛି। ଛାତ୍ରଙ୍କୁ ଉଦ୍ଧାର ପାଇଁ ଅଗ୍ନିଶମ ବାହିନୀର ସର୍ଚ୍ଚ ଅପରେଶନ ଜାରି ରହିଛି।

ଜନ୍ମ ହେବା ପରେ ଆଶ୍ଚର୍ଯ୍ୟ କରିଦେଲା ଶିଶୁ, ରହିଛି ୩୨ ଦାନ୍ତ

ନୂଆଦିଲ୍ଲୀ, ୨୦ା୭: ସାଧାରଣତଃ ଶିଶୁଟିଏ ଜନ୍ମ ହେଲା ବେଳେ ତାର ଦାନ୍ତ ଉଠି ନଥାଏ । ସମୟ କ୍ରମେ ଧିରେ ଧିରେ ଦାନ୍ତ ଉଠିଥାଏ ଏବଂ ସେହି ଦାନ୍ତ ଉପୁଡ଼ି ଆଉ ନୂଆ ଦାନ୍ତ ଉଠିଥାଏ । ଅର୍ଥାତ ପିଲାମାନେ ଦାନ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri