Home Left

ଏହି ୨ ଦଳ ମଧ୍ୟରେ ହେବ ଟି-୨୦ ବିଶ୍ୱକପ୍‌ ଫାଇନାଲ୍‌ ମ୍ୟାଚ୍‌: ଯୁବରାଜଙ୍କ ଭବିଷ୍ୟବାଣୀ

ନ୍ୟୁୟର୍କ,୨।୬: ଟି-୨୦ ବିଶ୍ୱକପ ୨୦୨୪ ଆରମ୍ଭ ହୋଇଛି। ଭାରତୀୟ ଦଳ ଦ୍ୱିତୀୟଥର ପାଇଁ ଟି-୨୦ ଚାମ୍ପିୟନ ହେବାକୁ ଆସିଛି। ଜୁନ ୫ରେ ଆୟର୍ଲାଣ୍ଡ ବିପକ୍ଷରେ ଭାରତ ପ୍ରଥମ ମ୍ୟାଚ ଖେଳିବ। ଏହା ପରେ ଦଳକୁ ଜୁନ ୯ରେ ପାକିସ୍ତାନ, ଜୁନ ୧୨ରେ…

ସର୍ବାଧିକ ସବ୍‌ସ୍କ୍ରାଇବର ଥିବା ୟୁଟ୍ୟୁବ୍‌ର ହେଲେ ମିଷ୍ଟର୍‌ ବିଷ୍ଟ: ପଛରେ ପଡ଼ିଲା ଟି-ସିରିଜ

ନୂଆଦିଲ୍ଲୀ,୨।୬:ଭାରତୀୟ ମ୍ୟୁଜିକ କମ୍ପାନୀ ଟି-ସିରିଜ ଦୀର୍ଘଦିନ ଧରି ସମଗ୍ର ବିଶ୍ୱରେ ସର୍ବାଧିକ ସବ୍‌ସ୍କ୍ରାଇବର ଥିବା ୟୁଟ୍ୟୁବ୍‌ ଚ୍ୟାନେଲ ଭାବେ ରହି ଆସିଥିଲା। ତେବେ ବର୍ତ୍ତମାନ ଟି-ସିରିଜ୍‌କୁ ପଛରେ ପକାଇ ‘ମିଷ୍ଟର ବିଷ୍ଟ’ ୟୁଟ୍ୟୁବ୍‌ ଚ୍ୟାନେଲ ବିଶ୍ୱର ସର୍ବାଧିକ ସବ୍‌ସ୍କ୍ରାଇବର ଥିବା ୟୁଟ୍ୟୁବ୍‌…

କନକବର୍ଦ୍ଧନଙ୍କ ଭବିଷ୍ୟବାଣୀ: ଏତିକି ଆସନ ଜିତି ଓଡ଼ିଶାରେ ସରକାର ଗଢିବ ଭାଜପା

ଭୁବନେଶ୍ୱର, ୨।୬: ସାଧାରଣ ନିର୍ବାଚନ ୨୦୨୪ ପାଇଁ ମତଦାନ ଶେଷ ହୋଇସାରିଛି। ତେବେ ଆସନ୍ତା ୪ ତାରିଖରେ ସମସ୍ତ ପର୍ଯ୍ୟାୟ ନିର୍ବାଚନର ଭୋଟ ଗଣତି କରାଯିବ। ହେଲେ ଏହା ପୂର୍ବରୁ ବିଭିନ୍ନ ଜାତୀୟ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏକ୍‌ଜିଟ ପୋଲ୍‌ ରିପୋର୍ଟ…

କାଳସାଜିଲା କାଳବୈଶାଖୀ:ଧାନ ଶୁଖାଇବାକୁ ପକ୍କା ରାସ୍ତା ଭରସା

ବରଗଡ଼,୨।୬(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଚାଷୀଙ୍କ ଦୁଃଖ ସରୁନି। ବର୍ତ୍ତମାନ ରବି ଧାନ ଅମଳ ସହିତ ଧାନ କିଣାବିକା ଚାଲିଥିବାବେଳେ ଚାଷୀଙ୍କୁ କାଳବୈଶାଖୀ କାଳ ସାଜିଛି। ଅମଳ ଧାନ କ୍ଷେତ, ଖଳାରେ ପଡିଛି। ସେହିପରି ବିକ୍ରି ଅପେକ୍ଷାରେ ଜିଲାର ବିଭିନ୍ନ ମଣ୍ଡିରେ ମଧ୍ୟ…

ଏକ୍‌ଜିଟ ପୋଲ୍‌କୁ ନେଇ ଏଭଳି ପ୍ରତିକ୍ରିୟା ରଖିଲେ ରାହୁଲ, ଅଖିଳେଶ

ନୂଆଦିଲ୍ଲୀ,୨ା୬: ଲୋକ ସଭା ନିର୍ବାଚନରେ ଭାଜପା ବିପୁଳ ବିଜୟ ହାସଲ କରିବ ବୋଲି ଏକ୍‌ଜିଟ ପୋଲ୍‌ଗୁଡ଼ିକରେ ପୂର୍ବାନୁମାନ କରାଯିବାର ଦିନକ ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ଅଗ୍ରାହ୍ୟ କରିଛନ୍ତି। ଏହା ‘ମୋଦି ମିଡିଆ ପୋଲ୍‌’ ବୋଲି ରାହୁଲ କହିଛନ୍ତି।…

୬ଟି ଆସନରେ ଜିତିଲେ ବି ଏହି ରାଜ୍ୟରେ ଭାଜପା ଗଢିବ ସରକାର

ନୂଆଦିଲ୍ଲୀ,୨।୬: ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଶେଷ ହେବା ପରେ ଫଳାଫଳ ୪ଜୁନ ରେ ଆସିବ। ଏହାପୂର୍ବରୁ ଏକଜିଟ ପୋଲ ଫଳାଫଳ ଭାଜପାର ବିଜୟ ଦର୍ଶାଇଥିଲା। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ପୁଣି ଥରେ ଏନଡିଏ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ…

୨ ଆସନରୁ ହାରିଗଲେ ୫ଥରର ମୁଖ୍ୟମନ୍ତ୍ରୀ

ଗାଙ୍ଗ୍‌ଟକ୍‌,୨ା୬: ସିକିମ୍‌ ବିଧାନସଭା ନିର୍ବାଚନରେ ପୂର୍ବରୁ ୫ ଥର ମୁଖ୍ୟମନ୍ତ୍ରୀ ଥିବା ସିକିମ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ (ଏସ୍‌ଡିଏଫ୍‌) ସୁପ୍ରିମୋ ପଓ୍ବନ କୁମାର ଚାମ୍‌ଲିଙ୍ଗ ଉଭୟ ପୋକ୍‌ଲୋକ କାମରଙ୍ଗ ଏବଂ ନାମଚେବୁଙ୍ଗ ଆସନରୁ ହାରିଯାଇଛନ୍ତି। ଚାମ୍‌ଲିଙ୍ଗ ପୂର୍ବରୁ ୮ ଥର ବିଧାୟକ ଥିଲେ।…

ପଶ୍ଚିମବଙ୍ଗରେ ନିର୍ବାଚନ ପରବର୍ତ୍ତୀ ହିଂସା: ଭାଜପା କର୍ମୀଙ୍କୁ ହତ୍ୟା

କୋଲକାତା,୨ା୬: ପଶ୍ଚିମବଙ୍ଗର ନଦିଆ ଜିଲାରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ଘଟିଛି। ଉତ୍ତ୍ୟକ୍ତ ଲୋକମାନେ ଜଣେ ଭାଜପା କର୍ମୀଙ୍କୁ ହତ୍ୟା କରିଛନ୍ତି। ହତ୍ୟାକାଣ୍ଡକୁ ନେଇ ଭାଜପା ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି)କୁ ଦାୟୀ କରିଛି। ଅନ୍ୟପକ୍ଷରେ ପାରିବାରିକ ବିବାଦରୁ ଏହି ହତ୍ୟାକାଣ୍ଡ ଘଟିଥିବା…

ଗମ୍ଭୀର କୋଚ୍‌ ହେବାକୁ ଆଗ୍ରହୀ

ଦୁବାଇ, ୨ା୬: ପୂର୍ବତନ ଭାରତୀୟ ବ୍ୟାଟର ଗୌତମ ଗମ୍ଭୀର ଶନିବାର ଜାତୀୟ କ୍ରିକେଟ ଦଳର କୋଚ୍‌ ହେବା ଲାଗି ଆଗ୍ରହୀ ଥିବା ବିଷୟ ପ୍ରକାଶ କରିଛନ୍ତି। ଏହି ହାଇ-ପ୍ରୋଫାଇଲ ପଦବୀ ପାଇଁ ସେ ଆଗରେ ରହିଥିବା ନେଇ ଖୁବ୍‌ କଳ୍ପନାଜଳ୍ପନା ଚାଲିଛି।…

ପ୍ରେମଙ୍କ ‘କ୍ରାନ୍ତି’ରେ ଭାଜପା-କଂଗ୍ରେସ ସଫା! ଚମକାଇଦେଲା ଫଳାଫଳ

ଗ୍ୟାଙ୍ଗଟକ,୨।୬: ଲୋକ ସଭା ନିର୍ବାଚନ ୨୦୨୪ର ଏକଜିଟ ପୋଲରେ ଭାଜପା ଏପର୍ଯ୍ୟନ୍ତ ବମ୍ପର ବିଜୟ ଉତ୍ସବ ପାଳନ କରୁଥିଲାବେଳେ ଉତ୍ତର-ପୂର୍ବର ଏକ ରାଜ୍ୟ ଭାଜପାକୁ ବଡ ଝଟ୍‌କା ଦେଇଛି। ଏହି ରାଜ୍ୟ ଆଉ କେହି ନୁହେଁ ସିକ୍କିମ, ଯେଉଁଠାରେ ବିଧାନସଭା ନିର୍ବାଚନ…

ଏକଜିଟ ପୋଲ ଆସିବା ପରେ ବଦଳିଗଲା ବଡ଼ ବଡ଼ କଂଗ୍ରେସ ନେତାଙ୍କ ସ୍ବର, କହିଲେ କିଛି ବି ହୋଇପାରେ

ନୂଆଦିଲ୍ଲୀ,୨।୬: ଏକଜିଟ ପୋଲ ପୂର୍ବାନୁମାନରେ ଭାଜପାର ବମ୍ପର ବିଜୟ ପରେ ପଶ୍ଚିମବଙ୍ଗ କଂଗ୍ରେସ ମୁଖ୍ୟ ଅଧୀର ରଂଜନ ଚୌଧୁରୀଙ୍କ ସ୍ବର ବଦଳିଥିବା ଜଣାପଡିଛି। ପ୍ରତ୍ୟେକ ଥର କଂଗ୍ରେସ ଅଧିକ ଆସନ ଜିତିବ ବୋଲି ଦାବି କରୁଥିବା ଅଧିର ରଂଜନ କହିଛନ୍ତି ଯେ…

ପୋର୍ସେ କାର ଦୁର୍ଘଟଣା ମାମଲା: ସତ ମାନିଲେ ନାବାଳକ ଅଭିଯୁକ୍ତ !

ନୂଆଦିଲ୍ଲୀ,୨।୬: ବହୁ ଚର୍ଚ୍ଚିତ ପୁଣେ ପୋର୍ସେ କାର ଦୁର୍ଘଟଣା ମାମଲାରେ ସାମ୍ନାକୁ ଆସିଛି ସତ। ନାବାଳକ ଅଭିଯୁକ୍ତ କାର ଚଳାଉଥିବା ବେଳେ ମଦ୍ୟପାନ କରିଥିବା ଏକ ଜାତୀୟ ଗଣମାଧ୍ୟମ ପ୍ରାକାଶ କରିଛି। ପୋଲିସର ପଚରାଉଚରା ବେଳେ ନାବଳକ ଜଣକ ଦୁର୍ଘଟଣା ନେଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri