୨୦୨୬ ନିର୍ବାଚନ ପାଇଁ ଟାର୍ଗେଟ ସେଟ! କେତେ ଆସନ ଜିତିବ ଭାଜପା? ଭବିଷ୍ୟବାଣୀ କଲେ ବରିଷ୍ଠ ନେତା
ନୂଆଦିଲ୍ଲୀ,୧୦।୬: ଆସାମରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଆସାମ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ହିମନ୍ତ ବିଶ୍ୱ ଶର୍ମା ଭାଜପା ନେତୃତ୍ୱାଧୀନ ଏନଡିଏର ବିଜୟ ଦାବି କରିଛନ୍ତି। ସେ କହିଛନ୍ତି ଯେ ୨୦୨୬ ବିଧାନସଭା ନିର୍ବାଚନରେ ଭାଜପା ଏବଂ ଏହାର ସହଯୋଗୀମାନେ…
ମୋଦି ଶପଥ ଗ୍ରହଣ ପରେ ଲଣ୍ଡା ହେବାକୁ ମନା କଲେ ସୋମନାଥ ଭାରତୀ
ନୂଆଦିଲ୍ଲୀ,୧୦।୬: ଲୋକ ସଭା ନିର୍ବାଚନ ଶେଷ ହେବାପରେ ନରେନ୍ଦ୍ର ମୋଦି ପୁଣିଥରେ ଦେଶର ପ୍ରଧାନମନ୍ତ୍ରୀ ହୋଇଯାଇଛନ୍ତି। ଜୁନ ୯ରେ ସେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ତାଙ୍କ ସହ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୋଦି କ୍ୟାବିନେଟରେ…
କିଏ ହେବେ ଭାଜପାର ହାଇକମାଣ୍ଡ ? ରେସ୍ରେ ଅଛନ୍ତି…
ନୂଆଦିଲ୍ଲୀ, ୧୦ା୬: ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ତାଙ୍କ ସହିତ ସମ୍ପର୍ଣ୍ଣ ମନ୍ତ୍ରୀ ମଣ୍ଡଳ ମଧ୍ୟ ଶପଥ ନେଇଛନ୍ତି। ଏପରିସ୍ଥଳେ ଭାଜପାର ଆଗାମୀ ଅଧ୍ୟକ୍ଷ ବା ହାଇକମାଣ୍ଡ କିଏ ହେବେ ସେ ନେଇ ପ୍ରଶ୍ନ…
କିଏ ସେହି ଗିରିଶ ମୁର୍ମୁ, ଯାହାଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଭାଜପା ଚାହୁଁଥିବା ନେଇ ଚର୍ଚ୍ଚା, ଜାଣନ୍ତୁ ତାଙ୍କର ଶିକ୍ଷାଗତ ଯୋଗ୍ୟତା
ନୂଆଦିଲ୍ଲୀ,୧୦ା୬: ଭାଜପା ଓଡ଼ିଶାରେ ବିଜେଡି ଓ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଦଳ ୧୪୭ଟି ଆସନରୁ ରାଜ୍ୟରେ ୭୮ଟି ବିଧାନସଭା ସିଟ୍ ଜିତିଛି। ସେବେଠାରୁ ମୁଖ୍ୟମନ୍ତ୍ରୀଙ୍କ ଚେହେରାକୁ ନେଇ ଭାଜପାରେ ଜୋର୍ଦାର ଚର୍ଚ୍ଚା ଚାଲିଛି। ତେବେ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ନାଁ ମଧ୍ୟ ଚର୍ଚ୍ଚା…
ଭାରତଠାରୁ ପରାସ୍ତ ହେବାପରେ ଭୋ ଭୋ ହୋଇ କାନ୍ଦିଲେ ପାକିସ୍ତାନ ଖେଳାଳି: ଦେଖନ୍ତୁ ଭିଡିଓ
ନ୍ୟୁୟର୍କ,୧୦।୬: ଏକ ରୋମାଞ୍ଚକର ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନୀ ଦଳକୁ ୬ ରନ୍ରେ ପରାସ୍ତ କରିଛି। ଏହି ମ୍ୟାଚରେ ପାକିସ୍ତାନୀ ଦଳର ଅଧିନାୟକ ବାବର ଆଜାମ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ଦଳ ୧୧୯ ରନରେ…
ସାମ୍ନାକୁ ଆସିଲେ ପୁଟିନ୍ଙ୍କ ଉତ୍ତରାଧିକାରୀ, ଜାଣନ୍ତୁ କିଏ ?
ନୂଆଦିଲ୍ଲୀ, ୧୦ା୬: ସାରା ବିଶ଼୍ବରେ ଋଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚର୍ଚ୍ଚାର ବିଷୟ ପାଲଟିଥାନ୍ତି। ପୁଟିନ୍ଙ୍କ ପରେ କିଏ ତାଙ୍କର ଉତ୍ତରାଧିକାରୀ ହେବ ସେ ନେଇ ଆଲୋଚନା ମଧ୍ୟ ହୁଏ। କିନ୍ତୁ ପୁତିନ୍ଙ୍କର ଝିଅ ଥିବା କେହି ହୁଏତ ଜାଣନ୍ତି ନାହିଁ…
ମୋଦି ସରକାର ୩.୦ରେ କାହାକୁ ମିଳିବ କେଉଁ ମନ୍ତ୍ରଣାଳୟ?
ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଅର୍ଥାତ୍ ଜୁନ ୯ରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ୭୧ ମନ୍ତ୍ରୀ ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ କରିଥିଲେ। ପ୍ରଥମ କ୍ୟାବିନେଟ ବୈଠକ ସୋମବାର ସାରେ…
ଷ୍ଟ୍ରୋକ୍ ଆଶଙ୍କା ଦୂର କରେ ମହୁ
ମହୁର ସ୍ବାଦ କାହାକୁ ବା ଭଲ ନ ଲାଗେ। ପିଲାଠୁ ବୁଢ଼ା ସମସ୍ତଙ୍କର ଏହା ପ୍ରିୟ। ଏହାର ସ୍ବାଦ ଯେମିତି, ଗୁଣ ବି ସେମିତି। ଏହାର ଓଷଧୀୟ ଗୁଣ ଆମକୁ ବିଭିନ୍ନ ରୋଗରୁ ରକ୍ଷା କରିବା ସହ ଶରୀରକୁ ସୁସ୍ଥ ଓ…
ରାହୁଲଙ୍କ ଲିଖିତ ଗ୍ୟାରେଣ୍ଟିକୁ ଭୁଲ୍ ପ୍ରମାଣିତ କଲେ ମୋଦି
ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଛନ୍ତି। ସେ ଲଗାତର ତୃତୀୟ ଥର ପାଇଁ ଭାରତର ପ୍ରଧାନମନ୍ତ୍ରୀ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ୭୨ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଶପଥ ଗ୍ରହଣ କରିବା…
ଶୀତଳତାର ପାରମ୍ପରିକ ଉପାୟ
ରୁତୁଚକ୍ରର ପଟ ପରିବର୍ତ୍ତନରେ ଗ୍ରୀଷ୍ମ ରୁତୁ ଆମ ପୁରପଲ୍ଲୀରେ ଏକ ଅନନ୍ୟ ଆଗମନୀ। ଧୂସର ଧରଣୀ, ଥୁଣ୍ଟା ବରଗଛ, ମଧ୍ୟାହ୍ନର ଅହେତୁକ ନୀରବତା, ଝିଙ୍କାରୀ କଣ୍ଠର ସକରୁଣ ବିଳାପ, ଗାଁ ତୋଟାର ସୁଶୀତଳ ଛାଇ, ପାଚିଲା ଆମ୍ବର ବାସ୍ନା, ଗାଁ ପୋଖରୀରେ…
୨ ଶ୍ରମିକ ଜଳିଗଲେ
କାମାକ୍ଷାନଗର,୧୦ା୬(ସୁଧୀର ପରିଡ଼ା): ଘର କାମ କରୁଥିବା ବେଳେ ଘଟିଛି ଅଘଟଣ। ଲୁହା ରଡ୍ ଭିଡୁଥିବା ସମୟରେ ୩୩ କେଭି ଲାଇନ୍ ତାରରେ ଲାଗି ୨ଶ୍ରମିକ ଗୁରୁତର ହୋଇଛନ୍ତି। ଏମାନେ ହେଲେ ଜଗା ମଲ୍ଲିକ (୩୭) ଓ ବାବୁଲି ମଲ୍ଲିକ (୩୦)। ଏଭଳି…
ମୋଦିଙ୍କୁ ଡରାଇଦେଲେ ବିଦେଶୀ ମିଡିଆ: ସରକାର ତିଷ୍ଠିବା ନେଇ ଆଶଙ୍କା ପ୍ରକଟ
ନୂଆଦିଲ୍ଲୀ,୧୦।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ସହ ୭୨ ମନ୍ତ୍ରୀ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତେବେ ମନ୍ତ୍ରୀଙ୍କ କାର୍ଯ୍ୟଭାର ଏପର୍ଯ୍ୟନ୍ତ ବିଭାଜିତ ହୋଇନାହିଁ। ୨୦୨୪ ସାଧାରଣ ନିର୍ବାଚନରେ…
Archives


