ସମସ୍ତ ବିସ୍ଥାପିତଙ୍କୁ ମିଳିବ ଜମିପଟ୍ଟା: ରାଜସ୍ବ ମନ୍ତ୍ରୀ
ସମ୍ବଲପୁର/ରେଙ୍ଗାଲି,୧ା୮(ପ୍ରମୋଦ ବହିଦାର/ଦେବବ୍ରତ ପଣ୍ଡା): ସମ୍ବଲପୁର ଜିଲାହୀରାକୁଦ ଜଳଭଣ୍ଡାର ବିସ୍ଥାପିତଙ୍କୁ ପ୍ରଥମଥର ପାଇଁ ସ୍ଥାୟୀ ପଟ୍ଟା ବଣ୍ଟନ କରାଯାଇଛି। ଫଳରେ ଦୀର୍ଘ ୭୦ବର୍ଷ ପରେ ବିସ୍ଥାପିତ ପରିବାରଙ୍କ ଆଶା ପୂରଣ ହୋଇଛି। ରେଙ୍ଗାଲି ତହସିଲ କୁର୍ଲା ଗ୍ରାମରେ ଗୁରୁବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ…
ଅଗଷ୍ଟ-ସେପ୍ଟେମ୍ବରରେ ପାଗ ଶୁଖିଲା ରହିବ ନା ହେବ ଅଧିକ ବର୍ଷା? ଆଇଏମଡି ଦେଲା ଚେତାବନୀପୂର୍ଣ୍ଣ ଭବିଷ୍ୟବାଣୀ
ନୂଆଦିଲ୍ଲୀ,୧।୮: ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷାର ପ୍ରଭାବ ସଡ଼କରେ ଜାମ ଏବଂ ଚାରିଆଡେ ପାଣି ଆକାରରେ ଦୃଶ୍ୟମାନ ହେଉଛି। ଏହି ସମୟରେ, ପ୍ରଶ୍ନ ଉଠୁଛି ଅଗଷ୍ଟ ଏବଂ ସେପ୍ଟେମ୍ବରରେ ମଧ୍ୟ ସମାନ ବର୍ଷା ହେବ କି? ପାଣିପାଗ ବିଭାଗ ଏ ବାବଦରେ ଏକ…
ଦିଲ୍ଲୀ କଂଗ୍ରେସର ବଡ ଦାୟିତ୍ୱ ନେଇପାରନ୍ତି ୟୁପିର ଏହି ଏମପି
ନୂଆଦିଲ୍ଲୀ,୧।୮: ଆସନ୍ତା ବର୍ଷ ଦେଶର ରାଜଧାନୀ ଦିଲ୍ଲୀରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଲୋକ ସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳର ଶାସକ ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ନିଜେ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଘୋଷଣା କରିଛନ୍ତି।…
ମହିଳାଙ୍କୁ ଟାଙ୍କିଆରେ ହାଣି ହତ୍ୟା: ଜେଲ ଗଲେ ଅଭିଯୁକ୍ତ
କୋକସରା,୧ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ମାଝିଗୁଡା ଗ୍ରାମରେ ଏକୁଟିଆ ରହୁଥିବା ବିଧବା ମହିଳା କାଳିନ୍ଦ୍ରୀ ତାଣ୍ଡି(୫୫)ଙ୍କୁ ତାଙ୍କ ପଡୋଶୀ ଶ୍ରୀକର ପୁଞ୍ଜି ପୂର୍ବ ଶତ୍ରୁତାରୁ ବୁଧବାର ଆକ୍ରମଣ କରିଥିଲେ। କାଳିନ୍ଦ୍ରୀ ଗାଁ ପୋଖରୀରୁ ଗାଧୋଇ ଫେରିବା…
ଓ୍ବାୟନାଡରେ ପୀଡ଼ିତଙ୍କୁ ଭେଟିବା ପରେ ଭାବୁକ ହେଲେ ରାହୁଲ
ଓ୍ବାୟନାଡ,୧।୮: ଲୋକ ସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ଏମପି ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗୁରୁବାର (୧ ଅଗଷ୍ଟ)ରେ କେରଳର ୱାୟନାଡରେ ପହଞ୍ଚିଥିଲେ। ଏହି ସମୟରେ ଉଭୟ ନେତା ପରିସ୍ଥିତିର ଅନୁଧ୍ୟାନ କରିଥିଲେ…
ପାକିସ୍ତାନକୁ ମୋଟା ଅଙ୍କର ଟଙ୍କା ଦେଲା ଆଇସିସି, ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ,୧।୮: ଚାମ୍ପିୟନ୍ସ ଟ୍ରଫି ୨୦୨୫ ବିଷୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଚାମ୍ପିୟନ୍ସ ଟ୍ରଫି ପାଇଁ ଆଇସିସି ପାକିସ୍ତାନକୁ ୫୮୬ କୋଟି ଟଙ୍କା ଦେଇଛି। ଏଥର ପାକିସ୍ତାନରେ ଏହି ଟୁର୍ନାମେଣ୍ଟ ଆୟୋଜିତ ହେବାକୁ ଯାଉଛି ଏବଂ ଏହାକୁ…
ଇସ୍ରାଏଲକୁ ଗୋଳା ବାରୁଦ ଦେଉଥିବା ଭାରତୀୟ କମ୍ପାନୀର ଲାଇସେନ୍ସ ହେଉ ରଦ୍ଦ, ମୋଦି ସରକାରଙ୍କ ନିକଟରେ ବଡ ଦାବି
ନୂଆଦିଲ୍ଲୀ,୧।୮: ପାଲେଷ୍ଟାଇନ ସହ ଏକତା ପ୍ରକାଶ କରିବାକୁ ଲୋକଙ୍କୁ ଆହ୍ବାନ କରି ଦେଶର ପାଞ୍ଚଟି ବାମ ଦଳ ବୁଧବାର ଦିନ ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଯୋଗାଣ ପାଇଁ ବିଭିନ୍ନ ଭାରତୀୟ କମ୍ପାନୀକୁ ଦିଆଯାଇଥିବା ସମସ୍ତ ରପ୍ତାନି ଲାଇସେନ୍ସ ଏବଂ ଅନୁମତି…
୫ ଲକ୍ଷ ଟଙ୍କା ସହ ଧରାପଡ଼ିଲେ ବିଡିଓ
ଭବାନୀପାଟଣା,୧।୮(ଉତ୍ତମ କୁମାର ଦାଶ): ଭିଜିଲାନ୍ସ ଜାଲରେ କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବିଡ଼ିଓ ଅକ୍ଷୟମିତା କାର୍ତ୍ତିକ। ଗୁରୁବାର ଅପରାହ୍ନରେ ସରକାରୀ ଗାଡିରେ ୪.୯୨ଲକ୍ଷ ଟଙ୍କା ନେଇ ଭବାନୀପାଟଣାରୁ ଗୋଲାମୁଣ୍ଡାକୁ ଆସୁଥିବା ବେଳେ ବାଟରେ କୋଣସି ସୂତ୍ରରୁ ଖବର ପାଇ ଜୁନାଗଡ଼ ବ୍ଲକ ଜାରିଙ୍ଗ…
ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ସ୍ବପ୍ନିଲଙ୍କ ପାଇଁ ଟ୍ରେଜେରୀ ଖୋଲିଲେ ମୁଖ୍ୟମନ୍ତ୍ରୀ ଶିନ୍ଦେ, କଲେ ବଡ଼ ଘୋଷଣା
ମୁମ୍ବାଇ,୧।୮: ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ବ୍ରୋଞ୍ଜ ପଦକ ଜିତିଥିବା ସ୍ବପ୍ନିଲ କୁସାଲେଙ୍କ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଟ୍ରେଜେରୀ ଖୋଲିଛନ୍ତି। ସେ ସ୍ବପ୍ନିଲ କୁସାଲେଙ୍କୁ ଏକ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି। ଏଥିସହିତ ସିଏମ ସ୍ବପ୍ନିଲଙ୍କୁ ଅଭିନନ୍ଦନ…
ମମତା ଭାଜପାରେ ସାମିଲ ନେଇ ବିଜେଡି ଦେଲା ସାଂଘାତିକ ପ୍ରତିକ୍ରିୟା
ଭୁବନେଶ୍ୱର,୧।୮: ଭାଜପାରେ ମମତା ମହାନ୍ତ ସାମିଲ ହେବା ନେଇ ବିଜେଡି ପ୍ରତିକ୍ରିୟା ଦେଇଛି। ମମତା ବ୍ୟକ୍ତିଗତ ସ୍ବାର୍ଥ୍ୟ ପାଇଁ ଇସ୍ତଫା ଦେଇଛନ୍ତି ବୋଲି ବିଜେଡି ନେତା ଲେନିନ ମହାନ୍ତି କହିଛନ୍ତି। ଅନ୍ୟପଟେ, ମମତା ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହା ଭିତ୍ତିହୀନ ବୋଲି…
ହୋଲି ଦିନ ଘରେ ପଶି ସଂଘବଦ୍ଧ ଭାବେ କରିଥିଲେ ହତ୍ୟା: ଆସିଲା ରାୟ
ପାରଳାଖେମୁଣ୍ଡି,୧।୮: ୨୦୦୯ରେ ପାରଳାଖେମୁଣ୍ଡିର ୧ନମ୍ବର ୱାର୍ଡରେ ଘଟିଥିବା ବହୁ ଚର୍ଚ୍ଚିତ ହତ୍ୟା କାଣ୍ଡର ଗୁରୁବାର ରାୟ ପ୍ରକାଶ ପାଇଛି। ପାରଳାଖେମୁଣ୍ଡି ଏଡିଜେ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭତ୍ତି କରି ହତ୍ୟାକାଣ୍ଡ ସମ୍ପୃକ୍ତ ୧୪ଜଣ ଅଭିଯୁକ୍ତଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ମିଳିଥିବା…
ମମତା ଭାଜପାରେ ସାମିଲ ହେବା ପରେ ବଡ଼ ବୟାନ ଦେଲେ ପ୍ରଦୀପ
ଭୁବନେଶ୍ୱର,୧।୮: ଭାଜପାରେ ମମତା ମହାନ୍ତ ସାମିଲ ହେବା ନେଇ ଏମ୍ପି ପ୍ରଦୀପ ପାଣିଗ୍ରାହୀ ବନ ବୟାନ ଦେଇଛନ୍ତି। ପ୍ରଦୀପ କହିଛନ୍ତି, ଲେଖା ଛିଡ଼ି ଛିଡ଼ି ଆସୁଛି, ଆଜିକା ଦିନରେ ଏତିକି କହିବି ଭାଜପା ବଢୁଛି, ବିଜେଡି ଛିଡୁଛି। ଅନ୍ୟପଟେ, ଭାଜପାରେ ମିଶିବା…
Archives


