Home Left

ଚମକାଇ ଦେଲା ବିସିସିଆଇ, ଗାବା ଟେଷ୍ଟ ମଧ୍ୟରେ ୩ ଖେଳାଳିଙ୍କୁ ମିଳିଲା ଛୁଟି

ନୂଆଦିଲ୍ଲୀ,୧୫।୧୨: ବର୍ଡା-ଗାଭାସ୍କର ଟ୍ରଫିରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୫ ଟି ଟେଷ୍ଟ ମ୍ୟାଚ ସିରିଜ ଖେଳାଯାଉଛି । ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ୧୪ଡିସେମ୍ବରରୁ ଗାବାରେ ଖେଳାଯାଉଛି । ସେପଟେ ବିସିସିଆଇ ଏକ ବଡ ନିଷ୍ପତ୍ତି ନେଇଛି। ସୂଚନାଯୋଗ୍ୟ, ବିସିସିଆଇ…

ସାମ୍ନା ସାମ୍ନି ହେଲେ ଭାଜପା-ଟିଡିପି, ଜାଣନ୍ତୁ ସଂସଦରେ କେଉଁ ପ୍ରଶ୍ନ ଉଠାଇଲେ ଚନ୍ଦ୍ରାବାବୁ ନାଇଡୁଙ୍କ ଦଳ

ନୂଆଦିଲ୍ଲୀ,୧୫।୧୨: ସଂସଦରେ ସମ୍ବିଧାନ ଉପରେ ଆଲୋଚନା ବେଳେ ଚନ୍ଦ୍ରାବାବୁ ନାଇଡୁଙ୍କ ଦଳ କେନ୍ଦ୍ର ନେଇଥିବା ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛି। ଲୋକ ସଭାରେ ସମ୍ବିଧାନ ଉପରେ ବିତର୍କ ସମୟରେ ଜନସଂଖ୍ୟା ଆଧାରରେ ପରବର୍ତ୍ତୀ ସୀମା ନିର୍ଦ୍ଧାରଣ କରାଯିବା ନେଇ ଟିଡିପି ଏମପି…

ମୋ ବସ ଅଗ୍ନିକାଣ୍ଡ ଘଟଣାର ତନାଘନା ଆରମ୍ଭ

କଟକ,୧୫ା୧୨: ମଧୁପାଟଣା ଥାନା ଅଧୀନ ଲିଙ୍କ୍‌ରୋଡ୍‌ ଛକରେ ଶନିବାର ରାତି ଏକ ମୋ ବସ୍‌ (ନଂ.ଓଡ଼ି୩୩ୟୁ-୭୧୧୧) ରେ ନିଆଁ ଲାଗି ଜଳି ଯାଇଥିଲା। ରବିବାର ବିଭାଗ ପକ୍ଷରୁ ଅଗ୍ନିକାଣ୍ଡ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ପରିବହନ ବିଭାଗ ଡେପୁଟି କମିଶନରଙ୍କ ନେତୃତ୍ୱରେ…

ବନ୍ଧା ହେଲେ ଅତୁଲ ସୁଭାଷଙ୍କ ପତ୍ନୀ ନିକିତା; ଶାଶୁ-ଶଳାଙ୍କୁ ମଧ୍ୟ…

ବେଙ୍ଗାଲୁରୁ,୧୫।୧୨: AI ସଫ୍ଟଓ୍ବୟାର ଇଞ୍ଜିନିୟର ଅତୁଲ ସୁଭାଷ ଆତ୍ମହତ୍ୟା ମାମଲାରେ ପୋଲିସ ପତ୍ନୀ ତଥା ଅଭିଯୁକ୍ତ ନିକିତା ସିଙ୍ଘାନିଆଙ୍କ ସମେତ ୩ଜଣଙ୍କୁ ଗିରଫ କରିଛି। ନିକିତା ହରିୟାଣାର ଗୁରୁଗ୍ରାମରେ ଗିରଫଦାରି ଭୟରେ ଲୁଚି ରହିଥିଲେ। ତାଙ୍କ ସହ ମା’ ନିଶା ସିଙ୍ଘାନିଆ…

ଯାତ୍ରାପାର୍ଟି ଏଣ୍ଟ୍ରି ଗେଟ୍‌ ଭୁଶୁଡ଼ି ୩୦ ଆହତ ଘଟଣା: ଅଟକ ରହିଲେ ମ୍ୟାନେଜର

ସାଲେପୁର,୧୫ା୧୨: ଯାତ୍ରା ପାର୍ଟିର ଏଣ୍ଟ୍ରି ଗେଟ୍‌ ଭୁଶୁଡ଼ି ୩୦ ଜଣ ଆହତ ହୋଇଥିବାବେଳେ ସ୍ଥିତି ଅନୁଧ୍ୟାନ କରିଛନ୍ତି ଗ୍ରାମାଞ୍ଚଳ ଏସ୍‌ପି ପ୍ରତୀକ ସିଂ। ନିଜଆଡୁ ମାମଲା ସହ ଯାତ୍ରାପାର୍ଟି ମ୍ୟାନେଜରଙ୍କୁ ଅଟକ ପୋଲିସ ଅଟକ ରଖିଛି। ସୂଚନାଯୋଗ୍ୟ, କଟକ ଜିଲା ସାଲେପୁରର…

ଦୁଇ ପରିବାର ମଧ୍ୟରେ ସଂଘର୍ଷ: ୪ ଗୁରୁତର

ବଲାଙ୍ଗୀର, ୧୫।୧୨: (ସୁନିଲ ମହାନ୍ତି) ବଲାଙ୍ଗୀର ସହର ଉପକଣ୍ଠ ପଥରଚେପା ଠାରେ ଶନିବାର ରାତିରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ରୁ ୪ ଜଣ ଗୁରୁତର ହୋଇଛନ୍ତି । ଏହି ସଂଘର୍ଷରେ ଏକ ଘର ଜଳି ଯାଇଛି । ସମସ୍ତ ଗୁରୁତରଙ୍କୁ…

ଘରୁ ଟାଣିଆଣି ୨ ଶିଶୁଙ୍କୁ ଦଳିଦେଲା ଦନ୍ତା

ବଣାଇ,୧୫।୧୨: ଘରୁ ଟାଣିଆଣି ୨ ଶିଶୁଙ୍କୁ ଦଳିଦେଲା ଦନ୍ତା। ଏଭଳି ଅଭାନୀୟ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲା ତାମଡ଼ା ରେଞ୍ଜ କଣ୍ଟାପାଲି ଗାଁ ମୁଣ୍ଡା ସାହିରେ । ପରିବାର ସହ ଶୋଇଥିବା ବେଳେ ଦନ୍ତା ଟାଣିନେଇ ଦଳିଦେଇଛନ୍ତି। ହାତୀକୁ ଦେଖି ଦୌଡି…

ପଥଚାରୀଙ୍କ ଉପରେ ଓଲଟିଲା ବସ, ଜଣେ ମୃତ ୧୦ ଆହତ

ଭଦ୍ରକ,୧୫।୧୨(ସନାତନ ରାଉତ): ଭଦ୍ରକରୁ ଆନନ୍ଦପୁର ଯାଉଥିବା ଏକ ଯାତ୍ରୀବାହୀ ଅରୂପାନନ୍ଦ ବସ୍‌ ରବିବାର ସକାଳେ ଭାରସାମ୍ୟ ହରାଇଓଲଟି ପଡିଛି। ବନ୍ତ ଥାନା ଟିଲୋ ଜାଗୁଳାଇପଦା ଛକରେ ଜଣେ ପଥଚାରୀଙ୍କ ଉପରେ ଓଲଟି ପଡିବାରୁ ଘଟନସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ବସରେ ଥିବା…

୧୦ ଡିଗ୍ରୀ ତଳକୁ ଖସିଲା ପାରଦ: ଦାରିଙ୍ଗବାଡିରେ ଅସହ୍ୟ ଜାଡ଼ ସହ ଘନ କୁହୁଡି

ଦାରିଙ୍ଗବାଡି,୧୫।୧୨(ଅରୁଣ ସାହୁ): ଚଳିତ ବର୍ଷ ସରକାରୀ ରିପୋର୍ଟ ଅନୁସାରେ ପାରଦ ପ୍ରଥମଥର ପାଇଁ ୧୦ ଡିଗ୍ରୀ ତଳକୁ ଖସିଛି। ରବିବାର ଭୋର ୬ ଟା ସୁଧା ଦାରିଙ୍ଗବାଡିରେ ସର୍ବନିମ୍ମ ତାପମାତ୍ରା ୮. ୫ ଡିଗ୍ରୀ ରହିଥିବା ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ସୂଚନା…

‘ଓପନ୍‌ ଏଆଇ’କୁ ସମାଲୋଚନା କରୁଥିଲେ: ଭାରତୀୟ ଇଞ୍ଜିନିୟରଙ୍କ ମୃତ୍ୟୁ

ନ୍ୟୁୟର୍କ,୧୫।୧୨ (ପି.ଟି.): ଭାରତୀୟ ଇଞ୍ଜିନିୟର ସୁଚିର ବାଲାଜୀଙ୍କ ମୃତଦେହ ତାଙ୍କ ସାନ୍‌ ଫ୍ରାନ୍ସିସ୍କୋସ୍ଥିତ ଆପାର୍ଟମେଣ୍ଟରୁ ମିଳିଛି। ପ୍ରାରମ୍ଭିକ ତଦନ୍ତରୁ ସୁଚିରଙ୍କୁ ହତ୍ୟା କରାଯାଇଥିବା ନେଇ କୌଣସି ପ୍ରମାଣ ମିଳିନାହିଁ। ତେଣୁ ସେ ଆତ୍ମହତ୍ୟା କରିଥିବା ପୋଲିସ ଅନୁମାନ କରୁଛି। ୪ ବର୍ଷରୁ…

‘ଗରିବୀ ହଟାଅ’ ସବୁଠୁ ବଡ଼ ଜୁମ୍‌ଲା: ମୋଦି

ନୂଆଦିଲ୍ଲୀ,୧୫।୧୨: ସମ୍ବିଧାନ ପ୍ରଣୟନକୁ ୭୫ ବର୍ଷ ପୂରିଥିବାବେଳେ ଏହାକୁ ନେଇ ଶୁକ୍ରବାରଠାରୁ ପାର୍ଲାମେଣ୍ଟରେ ଜୋର୍‌ଦାର ବିତର୍କ ଜାରି ରହିଛି। ଶନିବାର ଏହି ବିତର୍କର ଉତ୍ତର ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ତାଙ୍କ ସରକାର ୨୦୧୪ରେ କ୍ଷମତାକୁ ଆସିବା ପରେ ବିଭିନ୍ନ…

୬ ମାସ ଭିତରେ ବିଧାୟକ ଟଙ୍କାଟିଏ ଆଣିପାରିନାହାନ୍ତି: ନରେନ୍ଦ୍ର

ପାଲଲହଡ଼ା,୧୫।୧୨(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଲଲହଡ଼ାଠାରେ ଥିବା ଦ୍ୱିତୀୟ ଚିଲିକା, ଖୁଲୁଡି ଏବଂ ବୁଲାଝରକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ବିଧାୟକ ଅଶୋକ ମହାନ୍ତି ରାଜ୍ୟ ସରକାରଙ୍କ ବିଭିନ୍ନ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିବା ଅତ୍ୟନ୍ତ ହାସ୍ୟାସ୍ପଦ ବୋଲି ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?