ହସ୍ପିଟାଲରୁ ଦେଶ ପାଇଁ ସୋନମ ୱାଙ୍ଗଚୁକଙ୍କ ବଡ଼ ବାର୍ତ୍ତା: ‘ଜୁଲାଇ୨୦ – ସ୍ବାଧୀନତା ପାଇଁ ଦ୍ୱିତୀୟ ଆନ୍ଦୋଳନ, ଦୟାକରି…’
ନୂଆଦିଲ୍ଲୀ,୧୯ା୭: ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ବର୍ତ୍ତମାନ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଶନିବାର (୧୮ ଜୁଲାଇ) ଦିଲ୍ଲୀ ପୋଲିସ ତାଙ୍କୁ ପ୍ରତିବାଦ ସ୍ଥଳରୁ ହଟାଇ ଦେଇଥିଲା। ସୂଚନାଯୋଗ୍ୟ ଯେ ସୋନମ ୱାଙ୍ଗଚୁକଙ୍କ ଅନଶନକୁ ସମର୍ଥନ କରି ସୋମବାର (୨୦…
ଫିଫା ବିଶ୍ୱକପ ଫାଇନାଲ ପୂର୍ବରୁ ମେସିଙ୍କୁ ଜୋରଦାର ଝଟକା, ହାତରୁ ଖସିଗଲା ଗୋଲ୍ଡେନ ବୁଟ !
ନ୍ୟୁୟର୍କ,୧୯ା୭: ଆଜି ସ୍ପେନ ଏବଂ ଇଂଲଣ୍ଡ ମଧ୍ୟରେ ହେବାକୁ ଥିବା ଫିଫା ବିଶ୍ୱକପ 2026 ଫାଇନାଲ ମୁକାବିଲା ପୂର୍ବରୁ, ଲିଓନେଲ ମେସିଙ୍କୁ ଏକ ଝଟକା ଲାଗିଛି। ସେ ଗୋଲ୍ଡେନ ବୁଟ ଦୌଡ଼ରେ ପଛରେ ପଡ଼ିଯାଇଛନ୍ତି; ଫାଇନାଲରେ ଏକ ଐତିହାସିକ ପ୍ରଦର୍ଶନ ତାଙ୍କୁ…
୯.୬ ଲକ୍ଷ ଡଲାରରେ ନିଲାମ ହେଲା ଏନ୍ଭିଡିଆ ସିଇଓଙ୍କ ଚମଡ଼ା ଜାକେଟ
ନ୍ୟୁୟର୍କ, ୧୯।୭: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇ ଚିପ୍ ନିର୍ମାଣ କ୍ଷେତ୍ରରେ ବିଶ୍ୱର ଆଗଧାଡ଼ିର କମ୍ପାନୀ ‘ଏନ୍ଭିଡିଆ’ର ମୁଖ୍ୟ ନିର୍ବାହୀ ଅଧିକାରୀ ଜେନ୍ସେନ ହୁଆଙ୍ଗ୍ଙ୍କ ଏକ କଳା ରଙ୍ଗର ଚମଡ଼ା ଜାକେଟ୍ ଶୁକ୍ରବାର ନ୍ୟୁୟର୍କଠାରେ ପ୍ରାୟ ୯,୬୦,୦୦୦ ଆମେରିକୀୟ ଡଲାର (୯.୨୪…
ପୁଣି ଖୋଲିଲା ହୀରାକୁଦ ଗେଟ୍: ୬୧୧ ଫୁଟ୍ ଟପିଲା….
ସମ୍ବଲପୁର, ୨୦।୭ (ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ବିପୁଳ ପରିମାଣର ବନ୍ୟାଜଳ ଜଳଭଣ୍ଡାରକୁ ପ୍ରବେଶ କରୁଛି। ଫଳରେ ଜଳଭଣ୍ଡାରର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଦ୍ୱିତୀୟ ଥର…
ସିର୍ଜାପାଲିରେ ଶ୍ରୀ ଜଗନ୍ନାଥଙ୍କ ବରାହ ବେଶ ଦର୍ଶନ
କେସିଙ୍ଗା, ୧୯।୭ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ସିର୍ଜାପାଲି ଗ୍ରାମସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିରରେ ଶନିବାର ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପାରମ୍ପରିକ ବରାହ ବେଶରେ ସୁସଜ୍ଜିତ କରାଯାଇଥିଲା। ଏହି ଅବସରରେ ସକାଳୁ ସକାଳୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ମନ୍ଦିରକୁ…
ଖୋଲୁନି ଲକ୍ଷାଧିକ ଟଙ୍କା ବ୍ୟୟରେ ନିର୍ମିତ ଏଗ୍ରୋ ମଲ୍ : ନିର୍ମାଣ ଶେଷକୁ ବର୍ଷେ ବିତିଲାଣି,ତଥାପି….
ଦାରିଙ୍ଗବାଡି, ୧୯।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବସ୍ଷ୍ଟାଣ୍ଡ ନିକଟରେ ନବନିର୍ମିତ କୃଷି ବଜାର (ଏଗ୍ରୋ ମଲ୍) ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ଆଶା କରି ଅଞ୍ଚଳର କୃଷକ ଭାଇଭଉଣୀମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖାଯାଇଥିଲା। ହେଲେ ମଲ୍ର ନିର୍ମାଣ…
ଜାରି ହୋଇଥିଲା ଜାମିନବିହୀନ ଗିରଫ ପରୱାନା: ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ
ଦିଗପହଣ୍ଡି, ୧୯।୭ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଧର୍ମରାୟପୁର ଗ୍ରାମର ରମେଶ ଚନ୍ଦ୍ର ଜେନାଙ୍କୁ ପାଟପୁର ପୋଲିସ କୋର୍ଟଙ୍କ ଜାରି କରାଯାଇଥିବା ୱାରେଣ୍ଟ ବଳରେ ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟରେ ହାଜର କରାଇଛି। ସୂଚନା ଅନୁଯାୟୀ,…
‘ଲହରୀ’ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ
ଭୁବନେଶ୍ୱର,୧୯।୭ (ସୌମ୍ୟରଞ୍ଜନ ରାଉତ): ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ ୨୦୨୪ ବର୍ଷ ପାଇଁ ଶନିବାର ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି। ‘ଲହରୀ’ ଶ୍ରେଷ୍ଠ ଓଡ଼ିଆ ଫିଚର ଫିଲ୍ମ ଭାବେ ମନୋନୀତ ହୋଇଛି। ଝିଲିକ ମୋଶନ ପିକ୍ଚର ବ୍ୟାନରରେ…
ଏଇ ଭାରତରେ
ପ୍ରଦ୍ୟୋତ ଭୋଲେଟି ଗରିବ ଓ ଅସହାୟ ପିଲାଙ୍କୁ ମାଗଣାରେ ବାସ୍କେଟବଲ ପ୍ରଶିକ୍ଷଣ ଦେଉଛନ୍ତି। ସେ ଡ୍ରିବଲ ଏକାଡେମୀ ମାଧ୍ୟମରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ସେ ରହୁଛନ୍ତି ଗେଝାରେ ଏବଂ ଏହା ଆଖପାଖର ୮ଟି ଗାଁର ପିଲାଙ୍କୁ ଖେଳ ଶିଖାଉଛନ୍ତି।…
ନୂଆ ପିଢ଼ି ପାଇଁ ଅପରିଚିତ ଅକ୍ଷର
ଭାଷା କେବଳ ଭାବ ବିନିମୟର ମାଧ୍ୟମ ନୁହେଁ; ଏହା ଏକ ଜାତିର ସଭ୍ୟତା, ସଂସ୍କୃତି, ଇତିହାସ ଓ ଅସ୍ମିତାର ବାହକ। ମଣିଷର ଚିନ୍ତାଧାରା, ସୃଜନଶୀଳତା ଏବଂ ସାଂସ୍କୃତିକ ଚେତନାର ପ୍ରଥମ ପରିଚୟ ହେଉଛି ତା’ର ମାତୃଭାଷା। ଓଡ଼ିଆ ଭାଷା ତା’ର ସମୃଦ୍ଧ…
ବ୍ୟାଙ୍କ ଜାତୀୟକରଣର ପୃଷ୍ଠଭୂମି
ଇଷ୍ଟ ଇଣ୍ଡିଆ କମ୍ପାନୀ ଭାରତରେ କାୟା ବିସ୍ତାର କରି ୧୭୭୦ ମସିହାରେ କଲିକତାରେ ବ୍ୟାଙ୍କ ଅଫ୍ ହିନ୍ଦୁସ୍ତାନ ନାମକ ବାଣିଜି୍ୟକ ବ୍ୟାଙ୍କ ଖୋଲିଥିଲା। ଏ ବ୍ୟାଙ୍କ ତିଷ୍ଠି ନ ପାରିବାରୁ ୧୮୨୯-୩୨ରେ ବନ୍ଦ ହୋଇଯାଇଥିଲା। ଆଜିର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଏସ୍ବିଆଇ)…
ଆନ୍ଦୋଳନର ତିନୋଟି କଥା
କକ୍ରୋଚ୍ ଜନତା ପାର୍ଟିର ବିକ୍ଷୋଭ ପ୍ରଦର୍ଶନକୁ ନେଇ ମୋ ମନକୁ କିଛି କଥା ବା ବିଚାର ଆସୁଛି। ପ୍ରଥମ କଥା ହେଉଛି, ସୋନମ ୱାଙ୍ଗଚୁକଙ୍କ ସମେତ ଏହାର କର୍ମକର୍ତ୍ତାଙ୍କ ଦ୍ୱାରା କରାଯାଇଥିବା ଅନଶନର ଏକମାତ୍ର ଦାବି ହେଉଛି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର…

