Home Left

ସୁପ୍ରିମକୋର୍ଟଙ୍କ ବଡ ପ୍ରଶ୍ନ, ତିଲକ-ବିନ୍ଦି ଉପରେ କାହିଁକି ଲାଗିଲା ନାହିଁ ନିଷେଧାଦେଶ

ନୂଆଦିଲ୍ଲୀ,୯।୮: ଶୁକ୍ରବାର (ଅଗଷ୍ଟ ୯,୨୦୨୪) ସୁପ୍ରିମକୋର୍ଟ ମୁମ୍ବାଇର ଏକ କଲେଜର ସର୍କୁଲାରକୁ ଆଂଶିକ ଭାବେ ରୋକ ଲଗାଇଛନ୍ତି, ଯାହା କଲେଜ ପରିସରରେ ହିଜାବ, ବୁର୍ଖା ଏବଂ ନିକାବ ପିନ୍ଧିବାକୁ ବାରଣ କରିଛି। କୋର୍ଟ କହିଛନ୍ତି ଯେ ଯଦି କଲେଜର ଉଦ୍ଦେଶ୍ୟ ବାଳିକାମାନଙ୍କ…

ଜାମିନରେ ବାହାରକୁ ଆସିଲା ପରେ ବି ଏହି କାମ କରିପାରିବେନି ସିସୋଡିଆ, କୋର୍ଟ ରଖିଛନ୍ତି ସର୍ତ୍ତ

ନୂଆଦିଲ୍ଲୀ,୯।୮: ମଦ ନୀତି ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି (ଏଏପି) ନେତା ମନୀଷ ସିସୋଡିଆଙ୍କୁ ଜାମିନ ପ୍ରଦାନ କରିଛନ୍ତି। ମନୀଷ ସିସୋଡିଆଙ୍କ ପାଇଁ ଏହା ଏକ ବଡ ଆଶ୍ୱସ୍ତି ଖବର, କାରଣ ସେ…

ସରକାରଙ୍କ ବଡ଼ ଘୋଷଣା, କେଜି ୩୦ ଟଙ୍କାରେ ଆଳୁ ଦେବୁ

ଭୁବନେଶ୍ୱର,୯।୮:ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। କେଜି ୩୦ଟଙ୍କାରେ ଦିଆଯିବ ଆଳୁ। ଏନେଇ ଦିଲ୍ଲୀରୁ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମନ୍ତ୍ରୀ କହିଛନ୍ତି, ଆଲୋଚନା ସତ୍ତ୍ବେ ପଶ୍ଚିମବଙ୍ଗରୁ ଆଳୁ ଆସିପାରୁନାହିଁ। ତେଣୁ ରାଜ୍ୟ ସରକାର ନାଫେଡ ଜରିଆରେ ଆଳୁ ଆଣିବେ।…

ନୀରଜଙ୍କ ପାଇଁ ଇମୋଶନାଲ ବାର୍ତ୍ତା ପଠାଇଲେ ନଦୀମଙ୍କ ମା’, ଶୁଣିଲେ ହୃଦୟକୁ ଛୁଇଁଯିବ

ନୂଆଦିଲ୍ଲୀ,୯।୮: ପାକିସ୍ତାନର ଅର୍ଶଦ ନଦୀମ ଯିଏ ପ୍ୟାରିସ ଅଲିମ୍ପିକ୍ସର ଜାଭେଲିନ ଇଭେଣ୍ଟରେ ଭାରତର ତାରକା ନୀରଜ ଚୋପ୍ରାଙ୍କୁ ହରାଇ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ନୀରଜ ଜାଭେଲିନରେ ରୌପ୍ୟ ପଦକ ଜିତିଛନ୍ତି। ନିକଟରେ ନୀରଜଙ୍କ ମା’ ନଦୀମଙ୍କୁ ପ୍ରଶଂସା କରିଥିଲେ ଏବଂ ତାଙ୍କୁ…

ବନ୍ଧୁଙ୍କ ଘରେ କଳାକନା ବୁଲାଇଲା ବନ୍ଧୁ

ଭୁବନେଶ୍ୱର,୯।୮: ଖଣ୍ଡଗିରି ଥାନା ଡୁମୁଡୁମା ଫେଜ-୧ରେ ହୋଇଥିବା ଏକ ଚୋରି ଘଟଣାର ଶୁକ୍ରବାର କମିଶନରେଟ ପୋଲିସ ପର୍ଦ୍ଦାଫାଶ କରିଛି । ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିଛି। ତାଙ୍କଠାରୁ ପୋଲିସ ଚୋରି ହୋଇଥିବା ୧୦୬ ଗ୍ରାମ ସୁନା ଅଳଙ୍କାର…

‘ପ୍ରଧାନଶିକ୍ଷକଙ୍କ ଭଳି ନିର୍ଦ୍ଦେଶ ଦିଅନ୍ତୁ ନାହିଁ’,ରାଜ୍ୟ ସଭାରେ ଧନଖର-ଜୟା ବଚ୍ଚନଙ୍କ ମଧ୍ୟରେ କଥା କଟାକଟି

ନୂଆଦିଲ୍ଲୀ,୯।୮: ଶୁକ୍ରବାର ରାଜ୍ୟ ସଭାରେ ସମାଜବାଦୀ ପାର୍ଟି ଏମପି ଜୟା ବଚ୍ଚନ ଏବଂ ଅଧ୍ୟକ୍ଷ ଜଗଦୀପ ଧନଖରଙ୍କ ମଧ୍ୟରେ ତୀବ୍ର ଯୁକ୍ତିତର୍କ ହୋଇଛି। ଗୃହରେ ଅଧ୍ୟକ୍ଷ ଧନଖର ଯେତେବେଳେ ଜୟାଙ୍କୁ ଜୟା ଅମିତାଭ ବଚ୍ଚନ କହି ସମ୍ବୋଧନ କରିଥିଲେ ସେତେବେଳେ ଜୟା…

ୟୁରିଆ ସାର ଯୋଗାଣ ଦାବିରେ ଚାଷୀଙ୍କ ଆନ୍ଦୋଳନ

ଝରିଗାଁ,୯।୮(କିଶୋର ଚନ୍ଦ୍ର ମଣ୍ତଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରତ୍ୟେକ ଖରିପ ଋତୁରେ ୟୁରିଆ ସାରକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି। ଚଳିତ ବର୍ଷ ମଧ୍ୟ ଏହା ଦେଖିବାକୁ ମିଳୁଛି l ଝରିଗାଁ ବ୍ଲକରେ ମୋଟ ୪୩ଟି ଲାଇସେନ୍ସ ପ୍ରାପ୍ତ…

ଉପାନ୍ତ ଅଞ୍ଚଳରେ ନବନର୍ମିତ ସରକାରୀ ସ୍ନାତକ ମହାବିଦ୍ୟାଳୟ ଶିକ୍ଷାକ୍ଷେତ୍ରରେ ଆଣିବ ବିପ୍ଳବ: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ

ଭୁବନେଶ୍ୱର,୯ା୮: ଶୁକ୍ରବାର ଉଚ୍ଚଶିକ୍ଷା ବିଭାଗ ଆନୁକୂଲ୍ୟରେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ୮ ଜିଲାରେ ୧୪ଟି ନୂତନ ସରକାରୀ ସ୍ନାତକ ମହାବିଦ୍ୟାଳୟର ଉଦ୍‌ଘାଟନ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ।…

ଭାରତରେ ପ୍ରବେଶ କରିବା ପାଇଁ ଅପେକ୍ଷାରେ ୩୦୦ ବାଂଲାଦେଶୀ, ହେଲେ ସୀମାରେ..

ନୂଆଦିଲ୍ଲୀ, ୦୯।୦୮: ବାଂଲାଦେଶରେ ହିନ୍ଦୁ ଏବଂ ସଂଖ୍ୟାଲଘୁ ସଂପ୍ରଦାୟ ସମୁଦାୟ ଉପରେ ଅତ୍ୟାଚାର ଜାରି ରହିଛି । ରାଜନୈତିକ ଅସ୍ଥିରତା ଭିତରେ ଦଙ୍ଗାକାରୀ ଦେଶରେ ଜଳାପୋଡ଼ା କରିବା ସହ ନୀରିହ ଜନତାଙ୍କୁ ଟାର୍ଗେଟ୍‌ କରୁଛନ୍ତି । ବିଶେଷ କରି ଅନ୍ୟ ଧର୍ମର…

ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚକୁ ନେଇ ପରିବହନ ମନ୍ତ୍ରୀଙ୍କ ବଡ଼ ବୟାନ: କହିଲେ…

ଭୁବନେଶ୍ୱର,୯।୮: କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତକୁ ନେଇ ପରିବହନ ମନ୍ତ୍ରୀଙ୍କ ବଡ଼ ବୟାନ ଦେଇଛନ୍ତି । ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି, ହେଲିକପ୍ଟରେ ଖର୍ଚ୍ଚର ତଦନ୍ତ ଚାଲିଛି। ଜଣେ ର୍ବସମ୍ମୁଖରେ ରାଜକୋଷ ଲୁଣ୍ଠନ କେବେ ବି ଗ୍ରହଣୀୟ ନୁହେଁ। ଏ…

ହିଜାବ ବ୍ୟାନ୍‌ ନିଷ୍ପତ୍ତି ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୯।୮: ମୁମ୍ବାଇର ପ୍ରାଇଭେଟ କଲେଜରେ ଛାତ୍ରୀଛାତ୍ରମାନେ କ୍ୟାମ୍ପସରେ ହିଜାବ, କ୍ୟାପ କିମ୍ବା ବ୍ୟାଜ ପିନ୍ଧିବା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ସୁପ୍ରିମକୋର୍ଟ ଏହା ଉପରେ ଶୁକ୍ରବାର ସ୍ଥଗିତାଦେଶ ଜାରି କରିଛନ୍ତି। ଏହାପୂର୍ବରୁ ବମ୍ବେ ହାଇକୋର୍ଟ କଲେ କଲେଜର ନିର୍ଦ୍ଦେଶକୁ ସମର୍ଥନ କରିଥିଲେ। ମୁମ୍ବାଇର…

ନବୀନଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର ଦେଲେ ସାଂଘାତିକ ବୟାନ: କହିଲେ ବାଂଲାଦେଶ ଭଳି ସମସ୍ୟା ଆଣିବ…

ଭୁବନେଶ୍ୱର,୯।୮: ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ରଙ୍କ ଶୁକ୍ରବାର ସାଂଘାତିକ୍‌ ବୟାନ ଦେଇଛନ୍ତି। ସେକହିଛନ୍ତି, ବରପୁତ୍ରଙ୍କୁ ଅସମ୍ମାନ ବାଂଲାଦେଶ ଭଳି ସମସ୍ୟା ଆଣିବ। ବିଜୁ ପଟ୍ଟନାୟକଙ୍କ ନାଁ ସହ ଯୋଡ଼ି ହୋଇଥିବା ଅନେକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri