ଓଡ଼ିଶାକୁ ଆଳୁ ଗାଡ଼ି ଛାଡ଼ୁନି ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗକୁ ଯାଉଥିବା ଖାଦ୍ୟ ସାମଗ୍ରୀ ଗାଡ଼ି ଗୁଡିକୁ ମଙ୍ଗୁଳିରେ…
ଭୁବନେଶ୍ୱର,୯।୮: ପଶ୍ଚିମବଙ୍ଗ ସରକାର ଓଡ଼ିଶାକୁ ଆଳୁ ଗାଡ଼ି ନ ଛାଡିବା ପ୍ରସଙ୍ଗରେ କଟକରେ ପ୍ରତିବାଦ କରାଯାଇଛି। କଟକ ମଙ୍ଗୁଳିଛକଠାରେ ଓଡ଼ିଶା ମଧ୍ୟ ଦେଇ ପଶ୍ଚିମବଙ୍ଗକୁ ଯାଉଥିବା ଖାଦ୍ୟ ସାମଗ୍ରୀ ଗାଡ଼ି ଗୁଡିକୁ ଅଟକା ଯାଉଛି। ସ୍ଥାନୀୟ କିଛି ସାମାଜିକ ସଂଗଠନର କର୍ମକର୍ତ୍ତା…
ଆଇଆର୍ବି ଯବାନଙ୍କ କାର୍ ଧକ୍କାରେ ଯୁବକଙ୍କ ଜୀବନ ଗଲା, ଥାନା ଘେରାଉ କଲେ ଉତ୍ତ୍ୟକ୍ତ ଲୋକେ
ଦେବଗଡ଼,୯ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା ବଲଣ୍ଡା ଛକ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦୁର୍ଘଟଣାରେ ବଲଣ୍ଡା ଗ୍ରାମର ସିପୁନ ପାତ୍ର ପ୍ରାଣ ହରାଇଛନ୍ତି। ଏହାକୁ ନେଇ ବାରକୋଟ ଥାନା…
ରୌପ୍ୟ ଜିତିବା ପଛର ପ୍ରକୃତ ଗୁମର ଖୋଲିଲେ ନୀରଜ ଚୋପ୍ରା
ପ୍ୟାରିସ,୯।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ଜାଭେଲିନ ଥ୍ରୋ ଇଭେଣ୍ଟରେ ନୀରଜ ଚୋପ୍ରା ରୌପ୍ୟ ପଦକ ଜିତିଥିଲେ। ନୀରଜ ସ୍ବର୍ଣ୍ଣ ଜିତିବାରେ ବିଫଳ ହୋଇଥିଲେ। ୨୦୨୧ରେ ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତି ନୀରଜ ଇତିହାସ ସୃଷ୍ଟି କରିଥିଲେ। ଏଥର ମଧ୍ୟ ନୀରଜଙ୍କଠାରୁ ସ୍ବର୍ଣ୍ଣ…
ଗୋରୁ ମାଫିଆ ମାରିଲେ ସାଇଡ୍, ଗଛରେ ପିଟି ହେଲା ପିସିଆର ଭ୍ୟାନ୍, ୬ ପୋଲିସ ଆହତ
ଢେଙ୍କାନାଳ,୯ା୮: ପୋଲିସ ଗାଡ଼ିକୁ ଗୋରୁ ମାଫିଆ ସାଇଡ୍ ମାରିବାରୁ ଭାରସାମ୍ୟ ହରାଇ ଗଛରେ ପିଟିହୋଇଗଲା ପିସିଆର୍ ଭ୍ୟାନ୍। ଫଳରେ ୬ ପୋଲିସ ଆହତ ହୋଇଛନ୍ତି। ସଦର ଥାନା ବେଲଟିକିରି ଗାଁ ନିକଟରେ ପିସିଆରକୁ ସାଇଡ ମାରିଥିଲେ ମାଫିଆ। ୬ ଆହତଙ୍କ ମଧ୍ୟରୁ…
ଡରିଲାଣି ପାକିସ୍ତାନ, ବାଂଲାଦେଶ ଭଳି ହେବନି ତ ସ୍ଥିତି ?
ନୂଆଦିଲ୍ଲୀ, ୦୯।୦୮: ବାଂଲାଦେଶରେ ଜାରି ରହିଛି ରାଜନୈତିକ ସଙ୍କଟ । ଛାତ୍ର ଆନ୍ଦୋଳନ ଏପରି ଉଗ୍ରରୂପ ଧାରଣ କରିଛି ଯେ, ସତ୍ତାରେ ଥିବା ସରକାର ଭଙ୍ଗିଛି ଏବଂ ଅନ୍ତରୀଣ ସରକାର ଶପଥ ନେଇଛି। ୫ଥରର ପ୍ରଧାନମନ୍ତ୍ରୀ ଭୟରେ ଦେଶ ଛାଡ଼ିଛନ୍ତି ।…
ପ୍ରୋଫାଇଲ ଫଟୋ ବଦଳାଇଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କାହିଁକି…
ନୂଆଦିଲ୍ଲୀ,୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ୍ସରେ ନିଜର ପ୍ରୋଫାଇଲ ଫଟୋ ପରିବର୍ତ୍ତନ କରିଛନ୍ତି। ସେ ନିଜ ପ୍ରୋଫାଇଲ ଫଟୋରେ ତ୍ରିରଙ୍ଗା ରଖିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ହର ଘର ତ୍ରିରଙ୍ଗା ଅଭିଯାନ ଅଧୀନରେ ନିଜର ପ୍ରୋଫାଇଲ ପରିବର୍ତ୍ତନ କରିଥିବା ଜଣାପଡିଛି। ସେ…
ଭୂକମ୍ପରେ ଥରିଲା ସିକିମ୍: ଲୋକେ ଭୟଭୀତ
ଗ୍ୟାଙ୍ଗଟକ୍,୯।୮: ସିକ୍କିମରେ ଶୁକ୍ରବାର ସକାଳୁ ଭୂକମ୍ପ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ଆକଳନ କରାଯାଇଥିଲା। ଯଦିଓ ଭୂକମ୍ପର କେନ୍ଦ୍ର ସିକ୍କିମରେ ଥିଲା, ବିହାରରେ ମଧ୍ୟ ଏହାର କମ୍ପନ ଅନୁଭୂତ ହୋଇଥିଲା। ବିହାରର କିଶାନଗଞ୍ଜରେ ଅନେକ ଲୋକ ଭୂକମ୍ପ…
ବିଜେଡିର ପରାଜୟ ପାଇଁ ୩ ନେତା ଦାୟୀ: ମୁହଁ ଖୋଲିଲେ ବରିଷ୍ଠ ନେତା
ଭୁବନେଶ୍ୱର,୯।୮(ଅନିଲ ଦାସ):ଗତ ନିର୍ବାଚନରେ ବିଜେଡିର ପରାଜୟର ପ୍ରାୟ ୨ମାସ ପରେ ଦଳୀୟ କାର୍ଯ୍ୟକ୍ରମର ତଦାରଖ ପାଇଁ ଦେବୀ ମିଶ୍ରଙ୍କ ନେତୃତ୍ୱରେ ବରିଷ୍ଠ ନେତାମାନଙ୍କୁ ନେଇ ୧୫ ଜଣିଆ ସମନ୍ବୟ କମିଟି ଗଠନ କରାଯାଇଛି। ଗୁରୁବାର ଶଙ୍ଖଭବନଠାରେ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି…
ଘରେ ପଶିଲା ବନ୍ୟାପାଣି: ଧାନ, ପରିବା ଫସଲ ଜଳମଗ୍ନ
ବାଙ୍କୀ,୯ା୮(ଜ୍ଞାନେନ୍ଦ୍ର ମୋହନ ମିଶ୍ର ): ଲଗାଣ ବର୍ଷା ଯୋଗୁ ବାଙ୍କୀ ଉପଖଣ୍ଡର ବହୁ ସ୍ଥାନ ଜଳମଗ୍ନ ହେଇଛି। ବାଙ୍କୀ କଚେରି ପଡ଼ିଆରେ ୩/୪ଫୁଟ ପାଣି ଥିବାବେଳେ କଲେଜ ପଡ଼ିଆରେ ପାଣି ଭର୍ତ୍ତି ହୋଇ ରହିଛି । ବାଙ୍କୀ ଏନ୍ଏସିର ଜଳ ନିଷ୍କାସନ…
କଶ୍ମୀର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି:ଉପତ୍ୟକାରେ ଇସି ଟିମ୍
ଶ୍ରୀନଗର,୯ା୮(ପି.ଟି.):ଭାରତର ନିର୍ବାଚନ କମିଶନ୍ର ଏକ ଟିମ୍ ଗୁରୁବାର ଜମ୍ମୁ-କଶ୍ମୀର ଗସ୍ତ କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ ନେତୃତ୍ୱରେ ୩ ସଦସ୍ୟ ବିଶିଷ୍ଟ ଇସି ଟିମ୍ ଗୁରୁବାର ସକାଳେ କଶ୍ମୀରରେ ପହଞ୍ଚତ୍ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଉକ୍ତ କେନ୍ଦ୍ରଶାସିତ…
ଡକାୟତି, ଲୁଟ୍ ଭୟ: ରାତିରେ ଶୋଉନାହାନ୍ତି ଦେଶବାସୀ
ଢାକା,୮ା୮:ବାଂଲାଦେଶରେ ଶେଖ୍ ହାସିନା ସରକାରର ପତନ ପରେ ଅରାଜକତା ଲାଗିରହିଛି। ଲୁଟ୍ପାଟ ଓ ଡକାୟତି ଭୟରେ ଲୋକମାନେ ରାତିରେ ନ ଶୋଇ ଦଳବଦ୍ଧ ହୋଇ ରାସ୍ତାଘାଟ ଓ ଗଳିଗୁଡ଼ିକରେ ପହରା ଦେଉଛନ୍ତି। ସୋମବାର ଶେଖ୍ ହାସିନା ଦେଶ ଛାଡ଼ି ପଳାଇବା ପରେ…
ମାନିଲେ ପ୍ରଧାନମନ୍ତ୍ରୀ, ହିନ୍ଦୁଙ୍କୁ ଖୋଜି ଖୋଜି କରାଯାଉଛି ଅତ୍ୟାଚାର
ଢାକା, ୦୯।୦୮: ବାଂଲାଦେଶରେ ଜାରି ରହିଥିବା ରାଜନୈତିକ ହିଂସା ମଧ୍ୟରେ କାମଚଳା ସରକାର ଶପଥ ନେଇଛି । ଏହି ସରକାରରେ ନୋବେଲ୍ ପୁରସ୍କାର ବିଜେତା ମହମ୍ମଦ ୟୁନୁସ ପ୍ରଧାନମନ୍ତ୍ରୀ ଭାବେ ଦ଼୍ବାୟିତ଼୍ବ ଗ୍ରହଣ କରିଛନ୍ତି । ସେ ତାଙ୍କ ପ୍ରଥମ ବୟାନ୍ରେ…
Archives


