ଆଇଆର୍ସିଟିସିର ନେଟ୍ ଲାଭ ୩୩% ବୃଦ୍ଧି
ଭୁବନେଶ୍ୱର, ୧୪।୮(ଅନୁରାଧା ମହାରଣା): ଭାରତୀୟ ରେଳପଥର ଏକମାତ୍ର ଟିକେଟ କମ୍ପାନୀ ଇଣ୍ଡିଆନ ରେଲୱେ କ୍ୟାଟରିଂ ଆଣ୍ଡ ଟୁରିଜମ୍ କର୍ପୋରେଶନ ଲିମିଟେଡ୍ (ଆଇଆର୍ସିଟିସି) ମଙ୍ଗଳବାର ୨୦୨୪-୨୫ ଆର୍ଥିକ ବର୍ଷର ଜୁନ୍ ତ୍ରୈମାସିକ ଫଳାଫଳ ଘୋଷଣା କରିଛି। ଷ୍ଟକ୍ ମାର୍କେଟକୁ ଦିଆଯାଇଥିବା ସୂଚନାନୁସାରେ ଜୁନ୍…
ବିଏନ୍ଏସ୍ରୁ ଧାରା ୩୭୭ ଅନୁରୂପ ବ୍ୟବସ୍ଥା ହଟାଯିବା ବିରୋଧରେ ପିଆଇଏଲ୍
ନୂଆଦିଲ୍ଲୀ,୧୪ା୮(ପି.ଟି.): ଭାରତୀୟ ଦଣ୍ଡ ସଂହିତା (ଆଇପିସି) ବଦଳରେ ନୂତନ ଭାବେ ଲାଗୁ ହୋଇଥିବା ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ରେ ଅପ୍ରାକୃତ ଯୌନକ୍ରିୟା ଅପରାଧ ପାଇଁ ରହିଥିବା ଦଣ୍ଡବ୍ୟବସ୍ଥା ହଟାଯାଇଥିବାରୁ ଏହାକୁ ବିରୋଧ କରି ଦାଏର ଜନସ୍ବାର୍ଥ ମାମଲା (ପିଆଇଏଲ୍) ଉପରେ ଦିଲ୍ଲୀ…
ବିଜେଡି ନାଁରେ ସାଂଘାତିକ ଅଭିଯୋଗ ଆଣିଲା ଭାଜପା
ଭୁବନେଶ୍ୱର, ୧୪।୮(ସୁନିତ୍ ମିଶ୍ର)ବିଜେଡି ସରକାର ସମୟରେ କିଭଳି ଦୁର୍ନୀତି ଖୁଲମଖୁଲା ଚାଲିଥିଲା ଓ ସରକାରୀ ଅର୍ଥ ଲୁଟ୍କରି ସରକାରୀ ଅଧିକାରୀମାନେ କଳାଟଙ୍କା ଠୁଳ କରିଥିଲେ, ତାହାର ପ୍ରମାଣ ଏବେ ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଚଢ଼ାଉରୁ ସାମ୍ନାକୁ ଆସୁଛି। ଆଗରୁ ନବୀନବାବୁ ମୁଖ୍ୟମନ୍ତ୍ରୀ…
ଜଗଦମ୍ବିକା ପାଲ୍ ଓ୍ବକ୍ଫ ବିଲ୍ ଯୁଗ୍ମ କମିଟି ଅଧ୍ୟକ୍ଷ
ନୂଆଦିଲ୍ଲୀ,୧୪ା୮(ପି.ଟି.): ବିବାଦୀୟ ଓ୍ବକଫ୍ ଆଇନ (ସଂଶୋଧନ) ବିଲ୍ର ଯାଞ୍ଚ ପାଇଁ ଗଠିତ ଯୁଗ୍ମ ସଂସଦୀୟ କମିଟି (ଜେପିସି)ର ଅଧ୍ୟକ୍ଷ ଭାବେ ବରିଷ୍ଠ ଭାଜପା ଏମ୍ପି ଜଗଦମ୍ବିକା ପାଲ୍ଙ୍କୁ ମଙ୍ଗଳବାର ନିଯୁକ୍ତି ଦିଆଯାଇଛି। ଲୋକ ସଭା ବାଚସ୍ପତି ଓମ୍ ବିର୍ଲା ବରିଷ୍ଠ ନେତା…
‘ସୁଭଦ୍ରା’ ଯୋଜନାକୁ ନେଇ ପ୍ରଶ୍ନ ଉଠାଇଲେ ପ୍ରମିଳା
ଭୁବନେଶ୍ୱର,୧୪।୮(ଅନିଲ ଦାସ):ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୁଭଦ୍ରା ଯୋଜନାର ଏସ୍ଓପି ପ୍ରକାଶ କରିବା ପୂର୍ବରୁ ଜିଲାପାଳମାନଙ୍କ ଦ୍ୱାରା ଜନସାଧାରଣଙ୍କଠାରୁ ଫିଡ୍ବ୍ୟାକ ନିଆଯିବ ବୋଲି ଦେଇଥିବା ମନ୍ତବ୍ୟରୁ ଏହି ଯୋଜନାର ସଫଳ ରୂପାୟନକୁ ନେଇ ଜନସାଧାରଣଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ବୋଲି ବିରୋଧୀ…
ପଶ୍ଚିମବଙ୍ଗ ସରକାର, ଡିଜିପିଙ୍କୁ ଏନ୍ଏଚ୍ଆର୍ସି ନୋଟିସ
ନୂଆଦିଲ୍ଲୀ,୧୪ା୮: କୋଲକାତାର ସରକାରୀ ମେଡିକାଲ କଲେଜ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ଜାତୀୟ ମାନବାଧିକାର ଆୟୋଗ (ଏନ୍ଏଚ୍ଆର୍ସି) ମଙ୍ଗଳବାର ପଶ୍ଚିମବଙ୍ଗ ସରକାର ଏବଂ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (ଡିଜିପି)ଙ୍କୁ ନୋଟିସ ଜାରି କରିଛନ୍ତି। ଏନ୍ଏଚ୍ଆର୍ସି ନିଜଆଡ଼ୁ ମାମଲାକୁ…
ହୁଟି ଦଖଲରେ ଜାତିସଂଘ ଅଫିସ୍
କାଇରୋ/ଜେରୁଜେଲମ୍,୧୪ା୮: ଇରାନ ସମର୍ଥତ୍ତ ହୁଟି ଆତଙ୍କବାଦୀମାନେ ୟେମେନ ରାଜଧାନୀ ସାନାସ୍ଥିତ ଜାତିସଂଘର ମାନବାଧିକାର କାର୍ଯ୍ୟାଳୟରେ ଆକ୍ରମଣ କରିଛନ୍ତି। ସେମାନେ ମାନବାଧିକାର ଅଫିସ୍ର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଏବଂ ଆସବାବପତ୍ର ସମେତ ଗାଡ଼ିଗୁଡ଼ିକୁ ନେଇଯିବା ସହ କାର୍ଯ୍ୟାଳୟକୁ କବ୍ଜା କରି ରଖିଥିବା ଜାତିସଂଘର ଜଣେ…
ବାଇଡେନ୍ଙ୍କଠାରୁ ହାରିସ୍ ଆହୁରି ଅଯୋଗ୍ୟ, ମସ୍କଙ୍କ ସହ ସାକ୍ଷାତ୍କାରରେ ଟ୍ରମ୍ପ୍ଙ୍କ ମନ୍ତବ୍ୟ
ଓ୍ବାଶିଂଟନ୍, ୧୩।୮: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍ ଇଷ୍ଟର୍ନ ସମୟ ସୋମବାର ରାତି ୮ଟାରେ ଏକ୍ସ’ ସିଇଓ ଏଲନ୍ ମସ୍କଙ୍କୁ ଏକ ଲାଇଭ ସାକ୍ଷାତ୍କାର ଦେଇଛନ୍ତି। ଏହି ସାକ୍ଷାତ୍କାରରେ ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା…
ବାପାଙ୍କ ନାଁରେ ମିଛ ବଳାତ୍କାର ଅଭିଯୋଗ କରିଥିଲେ ଝିଅ, ଜେଲ୍ରେ ୫ବର୍ଷ ରହିବା ପରେ ଜଣାପଡିଲା ସାଂଘାତିକ ସତ
ଡେରାଡୁନ,୧୩।୮: ବାପାଙ୍କ ନାଁରେ ମିଛ ବଳାତ୍କାର ଅଭିଯୋଗ ଆଣିଲେ ନିଜ ଜନ୍ମକଲା ଝିଅ। ଆଉ ଏହି ଅଭିଯୋଗନୁସାରେ ବାପାଙ୍କୁ ବି ହୋଇଥିଲା ୫ବର୍ଷ ଜେଲ୍। ଆଉ ଜେଲ୍ରେ ୫ବର୍ଷ ବିତାଇବା ପରେ ବାପା ଯେବେ ମୁକୁଳିଥିଲେ ସେତେବେଳେ ଜଣାପଡିଥିଲା ସାଂଘାତିକ ସତ।…
ରାଜ୍ୟ ସରକାରଙ୍କୁ ବଡ଼ ଅନୁରୋଧ କଲେ ନବୀନ; ପ୍ରକାଶ କଲେ ଦୁଃଖ
ଭୁବନେଶ୍ୱର,୧୩।୮: ବାଂଲାଦେଶରେ ଦେଖା ଦେଇଥିବା ଅଶାନ୍ତିକର ସ୍ଥିତି କାରଣରୁ ଏହାର ପ୍ରଭାବ ପଡୋଶୀ ଦେଶ ତଥା ଭାରତ ଉପରେ ପଡିଛି। ସେଠାରେ ବସବାସ କରୁଥିବା ଅଳ୍ପ ସଂଖ୍ୟକ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ହେଉଥିବାର ଖବର ଆସିବା ମଧ୍ୟରେ ସେଠାରୁ ଅନେକ ବାଂଲାଦେଶୀ…
ମୋହନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର; ଦେଲେ ଏପରି ପରାମର୍ଶ
ଭୁବନେଶ୍ୱର,୧୩।୮: ଆଇନ ଓ ନିୟାମକ ଢାଞ୍ଚା ଅନୁଯାୟୀ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଅଧିନିୟମ ୨୦୨୦ ରେ ଥିବା ଅସଙ୍ଗତିକୁ ଠିକ୍ କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି। ମାଝୀଙ୍କୁ ଲେଖିଥିବା…
ମାଓବାଦୀ ସାମଗ୍ରୀ ସହ ୩୮ ଲକ୍ଷ ଟଙ୍କା ଜବତ
ମାଲକାନଗିରି,୧୩ା୮(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ ଗରିଆବନ୍ଧ ଏବଂ ଧମତରି ପୋଲିସ ମଙ୍ଗଳବାର ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଓ ବିସ୍ଫୋରକ ସହ ୩୮ ଲକ୍ଷ ଟଙ୍କା ଜବତ କରିଛି। ଛତିଶଗଡ ଗରିଆବନ୍ଧ ଓ ଧମତରି ପୋଲିସ ଏବଂ ସିଆରପିଏଫ୍ ଯବାନଙ୍କ ପକ୍ଷରୁ ଗତ…
Archives


