Home Left

କିଏ ସେହି ଜେଡି ଭାନ୍ସ, ଯାହାଙ୍କୁ ଉପରାଷ୍ଟ୍ରପତି ପ୍ରାର୍ଥୀ କଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୧୬।୭: ଚଳିତ ବର୍ଷ ନଭେମ୍ବରରେ ଆମେରିକାରେ ହେବାକୁ ଥିବା ସାଧାରଣ ନିର୍ବାଚନରେ ଓହିଓ ସିନେଟର ଜେଡି ଭାନ୍ସ ମଧ୍ୟ ତାଙ୍କ ଭାଗ୍ୟ ପରୀକ୍ଷା କରିବେ। ରିପବ୍ଲିକାନ ନେତା ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାନ୍ସଙ୍କୁ ତାଙ୍କ ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବରେ…

ମୋଦିଙ୍କୁ ଏମିତି ପ୍ରତିଶ୍ରୁତି ଦେଲେ ନେପାଳ ପ୍ରଧାନମନ୍ତ୍ରୀ: ଚାଇନାକୁ ଲାଗିପାରେ ଝଟ୍‌କା

କାଠମାଣ୍ଡୁ/ନୂଆଦିଲ୍ଲୀ,୧୬।୭: ନେପାଳର ନୂତନ ଭାବେ ନିଯୁକ୍ତ ପ୍ରଧାନମନ୍ତ୍ରୀ କେ.ପି ଶର୍ମା ଓଲି ଭାରତକୁ ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ସେ କହିଛନ୍ତି, ନେପାଳ-ଭାରତ ସମ୍ପର୍କକୁ ମଜଭୁତ କରିବା ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ…

ଟଙ୍କା-ଖ୍ୟାତି ଦେଖି ସମ୍ପୂର୍ଣ୍ଣ ବଦଳିଯାଇଛନ୍ତି କୋହଲି: ସାଥୀ କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୬।୭: ଭାରତୀୟ ଦଳର ଅଭିଜ୍ଞ ଲେଗ ସ୍ପିନର ଅମିତ ମିଶ୍ର ବିରାଟ କୋହଲିଙ୍କୁ ନେଇ ଏକ ବଡ଼ ଖୁଲାସା କରିଛନ୍ତି। ଖ୍ୟାତି ଏବଂ ଟଙ୍କା କୋହଲିଙ୍କୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଦେଇଛି ବୋଲି ବିଶ୍ର କହିଛନ୍ତି। କୋହଲିଙ୍କ ସହ ଅନେକ ଅନ୍ତର୍ଜାତୀୟ କ୍ରିକେଟ…

ଭିଭିଆଇପି ମୁଖ୍ୟ ମୁକେଶ ସାହାଣିଙ୍କ ପିତାଙ୍କୁ ନିର୍ମମ ହତ୍ୟା

ପାଟନା,୧୬।୭: ବିହାରର ପୂର୍ବତନ ସରକାରୀ ମନ୍ତ୍ରୀ ତଥା ଭିଭିଆଇପି ମୁଖ୍ୟ ମୁକେଶ ସାହାଣିଙ୍କ ପିତା ଜିତନ ସାହାଣିଙ୍କୁ ଦରଭଙ୍ଗାଠାରେ ହତ୍ୟା କରାଯାଇଛି। ମଙ୍ଗଳବାର ସକାଳେ ଘରେ ମୃତଦେହ ମିଳିବା ମାତ୍ରେ ଉତ୍ତେଜନା ଦେଖାଦେଇଥିଲା। ଏହି ହତ୍ୟାକାଣ୍ଡକୁ ଦରଭଙ୍ଗା ଏସଏସପି ଜଗୁନାଥ ରେଡ୍ଡୀ…

ବାରଣ୍ଡାରେ ଚାଲିଛି ପାଠପଢ଼ା

ବଇଣ୍ଡା,୧୬।୭(ପରିକ୍ଷିତ ସାହୁ) ଶିକ୍ଷାର ବିକାଶ ପାଇଁ ସରକାର ବହୁ ଯୋଜନା ପ୍ରଚଳନ କଲେ ମଧ୍ୟ ଶିକ୍ଷାର ଠିକ୍‌ ବିକାଶ ହୋଇ ପାରୁନାହିଁ। ଅନେକ ବିଦ୍ୟାଳୟରେ ସମସ୍ୟା ଲାଗିରହିଥିଲେ ମଧ୍ୟ ସମାଧାନ ହେଉନାହିଁ। ବହୁ ପୁରାତନ ବିଦ୍ୟାଳୟରେ ଅନେକ ସମସ୍ୟା ଲାଗି ରହିଥିଲେ…

ଆଇଏଏସ୍‌ ପୂଜା ଖେଡ୍‌କରଙ୍କ କୌଣସି ଅକ୍ଷମତା ନାହିଁ

ପୁଣେ, ୧୬।୭:କ୍ଷମତାର ଅପବ୍ୟବହାର ସହ ୟୁପିଏସ୍‌ସି ନିଯୁକ୍ତି ନିୟମର ଉଲ୍ଲଂଘନ ମାମଲାକୁ ନେଇ ବିବାଦରେ ଘେରି ହୋଇ ରହିଥିବା ଟ୍ରେନି ଆଇଏଏସ୍‌ ଅଫିସର ପୂଜା ଖେଡ୍‌କରଙ୍କ ସମସ୍ୟା କମ୍‌ ହେବାର ନାଁ ନେଉନାହିଁ। ସୋମବାର ପୂଜାଙ୍କୁ ନେଇ ଏକ ନୂଆ ତଥ୍ୟ…

ମାଉଣ୍ଟ ଏଲବ୍ରୁସ ଆରୋହଣ କରିବେ ଅନିତା

ଭୁବନେଶ୍ୱର, ୧୬।୭ (ତପନ ସ୍ବାଇଁ): ଓଡ଼ିଶାର ଅନ୍ୟତମ ଜଣାଶୁଣା ପର୍ବତାରୋହୀ ତଥା ଆସୋସିଏଶନ ଅଫ୍‌ ଆଡ୍‌ଭେଞ୍ଚର ଆଣ୍ଡ ସୋସିଆଲ୍‌ ଆକ୍ଟିଭିଟିଜ୍‌ (ଆସା)ର ସଦସ୍ୟା ଅନିତା ସ୍ବାଇଁ ୟୁରୋପର ସର୍ବୋଚ୍ଚ ଶୃଙ୍ଗ ମାଉଣ୍ଟ ଏଲବ୍ରୁସ ଆରୋହଣ କରିବେ। ଏଥିପାଇଁ ସେ ସୋମବାର ଦିଲ୍ଲୀ…

ହରଭଜନ, ଯୁବରାଜଙ୍କୁ ସମାଲୋଚନା

ନୂଆଦିଲ୍ଳୀ,୧୬ା୭: ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏକ ଭିଡିଓକୁ ନେଇ ପୂର୍ବତନ ଭାରତୀୟ କ୍ରିକେଟର ହରଭଜନ ସିଂ, ଯୁବରାଜ ସିଂ ଓ ସୁରେଶ ରାଇନାଙ୍କୁ ସମାଲୋଚନା କରିଛନ୍ତି ପାରା ଶଟଲର ମାନସୀ ଯୋଶୀ। ଭିଡିଓଟି ବର୍ତ୍ତମାନ ଡିଲିଟ୍‌ କରାଯାଇଥିବା ବେଳେ ୩…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ: ଯୁବପିଢିଙ୍କ ପାଇଁ ଖୋଲାଯିବ…

ଭୁବନେଶ୍ୱର, ୧୬ା୭(ଅସମାପିକା ସାହୁ):ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ରାଜ୍ୟ ସରକାରଙ୍କ ପ୍ରାଥମିକତା। ଆଗାମୀ ବଜେଟରେ ଆମେ ଦକ୍ଷତା କ୍ଷେତ୍ରରେ ଗୁଣାତ୍ମକ ଉନ୍ନତି ଉପରେ ଗୁରୁତ୍ୱ ଦେଉଛୁ। ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜିନିବେଶ ବଢୁଥିବାରୁ ଦକ୍ଷ ମାନବ ସମ୍ବଳର ଚାହିଦା ଦ୍ରୁତଗତିରେ ବୃଦ୍ଧି…

ଇତିହାସରେ ପ୍ରଥମଥର ୬ ଜଣଙ୍କୁ ଗୋଲ୍ଡେନ୍‌ ବଲ୍‌

ବର୍ଲିନ୍‌,୧୬ା୭: ଜର୍ମାନୀରେ ଅନୁଷ୍ଠିତ ୟୁରୋ କପ୍‌ ୨୦୨୪ ଶେଷ ହୋଇଛି। ଫାଇନାଲରେ ଇଂଲଣ୍ଡକୁ ୨-୧ ଗୋଲରେ ହରାଇ ସ୍ପେନ୍‌ ଚାମ୍ପିୟନ ହୋଇଛି। ତେବେ ଟୁର୍ନାମେଣ୍ଟ ଇତିହାସରେ ପ୍ରଥମ ଥର ପାଇଁ ୬ ଜଣ ଖେଳାଳି ମିଳିତ ଭାବରେ ଗୋଲ୍ଡେନ୍‌ ବଲ ହାସଲ…

ମନ୍ତ୍ରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ବିଜେଡି ନେତା

କଟକ,୧୫ା୭ (କାର୍ତ୍ତିକ ସାହୁ):ରାଜ୍ୟ ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତଙ୍କ ନଁାରେ ମିଥ୍ୟା ସତ୍ୟପାଠ ପ୍ରଦାନ ଅଭିଯୋଗ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି। ବିଧାନସଭା ନିର୍ବାଚନ ପାଇଁ ମନ୍ତ୍ରୀ ବଳସାମନ୍ତ ପ୍ରାର୍ଥିପତ୍ର ଦାଖଲବେଳେ ଅନେକ ତଥ୍ୟ…

ବୈଦେଶିକ ରପ୍ତାନିରେ ଅଭିବୃଦ୍ଧି

ଭୁବନେଶ୍ୱର୧୬।୭(ଅନୁରାଧା ମହାରଣା): ଜୁନ ୨୦୨୪ ରେ ଭାରତର ବୈଦେଶିକ ରପ୍ତାନିରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ସୋମବାର ଜାରି କରାଯାଇଥିବା ବିବୃତ୍ତି ଅନୁଯାୟୀ, ୨୦୨୪ ଜୁନ ମାସରେ ମୋଟ ରପ୍ତାନି ୫.୪୦% ବୃଦ୍ଧି ପାଇବ ଏବଂ ଏପ୍ରିଲ-ଜୁନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri