Home Left

ୟୁକ୍ରେନ ଯୁଦ୍ଧରେ ମଧ୍ୟସ୍ଥି ହୋଇପାରନ୍ତି ୩ ଦେଶ, ଶାନ୍ତି ବାର୍ତ୍ତାକୁ ନେଇ ପୁଟିନଙ୍କ ବଡ ଘୋଷଣା

ମସ୍କୋ,୫।୯: ରୁଷିଆ-ୟୁକ୍ରେନ ଯୁଦ୍ଧକୁ ଶେଷ କରିବା ପାଇଁ ଭାରତ ଖୁବ ଚେଷ୍ଟା ଚଳାଇଛି। ପରସ୍ପର ମଧ୍ୟରେ ବାର୍ତ୍ତାଳାପ ମାଧ୍ୟମରେ ଏହି ଯୁଦ୍ଧ ଶେଷ ହେଉ ବୋଲି ଭାରତ ଚାହୁଁଛି। ଏଥିପାଇଁ ଭାରତ ଉଭୟ ରୁଷିଆ ଏବଂ ୟୁକ୍ରେନ ସହ କଥା ହୋଇଛି।…

ଗୋଟିଏ ଝଟ୍‌କାରେ ଧ୍ୱଂସ ହୋଇଯାଇଥାନ୍ତା ସାରା ବିଶ୍ୱ: ଏ ହେଉଛି ସବୁଠାରୁ ବିପଦପୂର୍ଣ୍ଣ ନ୍ୟୁକ୍ଲିୟର୍‌ ଟେଷ୍ଟ

ଦୁନିଆରେ ଅନେକ ଘଟଣା ଘଟିଛି, ଯାହା କେବଳ ସେହି ସମୟ ପାଇଁ ନୁହେଁ ବରଂ ଆଗାମୀ ସମୟ ମଧ୍ୟ ବଦଳାଇ ଦେଇଛି। ୧୯୬୧ରେ ସୋଭିଏତ୍‌ ୟୁନିଅନ ଦ୍ୱାରା ପରିଚାଳିତ ସାର୍‌ ବମ୍ବା (Tsar Bomba) ପରୀକ୍ଷା ସହିତ ଏହିପରି ଗୋଟିଏ ଘଟଣା…

ଡିସିପିଙ୍କୁ ଚିଠି ଲେଖିଲେ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ

କଟକ,୫ା୯: କଟକ ଡିସିପିଙ୍କୁ ଚିଠି ଲେଖିଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। କ୍ୟାମ୍ପସ୍‌ରେ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇବାକୁ ରେଜିଷ୍ଟ୍ରାର ଚିଠି ଲେଖିଛନ୍ତି। କାରଣ ଆନ୍ଦୋଳନ ପାଇଁ କ୍ୟାମ୍ପସ୍‌ରେ ବିଭିନ୍ନ ସଂଗଠନ ଓ ଅଣଛାତ୍ର ପ୍ରବେଶ କରୁଛନ୍ତି। ଫଳରେ କ୍ୟାମ୍ପସ୍‌ରେ ଶୈକ୍ଷିକ ବାତାବରଣ ନଷ୍ଟ…

ଗୁରୁ-ଶିଷ୍ୟ ପରମ୍ପରାର ବିରଳ ଉଦାହରଣ: ଗାଁ ମଝିରେ ନିର୍ମାଣ କଲେ ଗୁରୁଙ୍କ ପ୍ରତିମୂର୍ତ୍ତି

ଗଞ୍ଜାମ,୫।୯(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲାର ଏକ ନିପଟ ପଲ୍ଲୀଗ୍ରାମ ତାରିଣୀ ପଲ୍ଲୀରେ ଗୁରୁ-ଶିଷ୍ୟଙ୍କ ମଧ୍ୟରେ ରହିଥିବା ଅନାବିଳ ସ୍ନେହ ଶ୍ରଦ୍ଧା ସମ୍ପର୍କର ଏକ ନିଚ୍ଛକ ଚିତ୍ର ଦେଖିବାକୁ ମିଳିଛି। ଗୁରୁଙ୍କ ଏପରି ମହାନତା ରହିଥିଲା ଯେ ତାଙ୍କ ମୃତ୍ୟୁ ପରେ ମଧ୍ୟ…

ସୁପ୍ରିମକୋର୍ଟରେ କେଜରିଓ୍ବାଲଙ୍କ ହେଉଥିଲା ଶୁଣାଣି, ହଠାତ୍‌ ଉଠିଲା ଡୋନାଲ୍ଡ ଟ୍ରମ୍ପଙ୍କ ନାମ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଗିରଫଦାରୀ ଉପରେ ଚ୍ୟାଲେଞ୍ଜ ହୋଇଥିବା ଯାଚିକାର ଶୁଣାଣି ସମୟରେ ସୁପ୍ରିମକୋର୍ଟରେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ଉଲ୍ଲେଖ କରାଯାଇଛି। କେଜରିଓ୍ବାଲଙ୍କୁ ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଆଡଭୋକେଟ ଅଭିଷେକ ସିଂଘଭି ମଜାଳିଆ ଅନ୍ଦାଜରେ କହିଛନ୍ତି, ଆଜିକାଲି ଟ୍ରମ୍ପ…

କେତେ ଟଙ୍କା ଟ୍ୟାକ୍ସ ଦିଅନ୍ତି ବଲିଉଡ୍‌ ସେଲିବ୍ରିଟି: ଜାଣନ୍ତୁ ଲିଷ୍ଟର ସର୍ବାଗ୍ରେ ଅଛନ୍ତି କିଏ

ଚଳଚ୍ଚିତ୍ର ତାରକାମାନେ ପ୍ରତିବର୍ଷ କୋଟି କୋଟି ଟଙ୍କାର ଟ୍ୟାକ୍ସ ଦିଅନ୍ତି। ଅଭିନେତା ଶାହାରୁଖ ଖାନ ୨୦୨୪ରେ ସମସ୍ତ ଭାରତୀୟ ସେଲିବ୍ରିଟିଙ୍କ ମଧ୍ୟରେ ସର୍ବାଧିକ ଟିକସ ଦେଇଛନ୍ତି। ଫର୍ଚୁନ ଇଣ୍ଡିଆ ଅନୁଯାୟୀ, ଶାହାରୁଖ ୯୨ କୋଟି ଡଲାରର ଟ୍ୟାକ୍ସ ଦେଇଛନ୍ତି। କିଙ୍ଗ ଖାନଙ୍କ…

ଦୀପାବଳି ପୂର୍ବରୁ କୃଷକଙ୍କ ଆକାଉଣ୍ଟକୁ ଟଙ୍କା ପଠାଇବେ ସରକାର: ତୁରନ୍ତୁ କରିଦିଅନ୍ତୁ ଏହି କାମ, ନଚେତ୍‌ ମିଳିବନି ଟଙ୍କା

ନୂଆଦିଲ୍ଳୀ,୫।୯:ଦେଶର କୋଟି ଚାଷୀଙ୍କ ପାଇଁ ଏକ ବଡ଼ ଖବର ଅଛି। ପିଏମ୍‌ କିଷାନ ସମ୍ମାନ ନିଧିର ୧୮ତମ କିସ୍ତି ଏଥର ଦୀପାବଳି ପୂର୍ବରୁ ଆସିବାକୁ ଯାଉଛି। ଏଥିପାଇଁ କେନ୍ଦ୍ର ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। କୃଷକମାନେ ଏହାର ଲାଭ ପାଇବାକୁ ହେଲେ…

ହରିୟାଣାରେ ନିର୍ବାଚନ ପୂର୍ବରୁ ସଙ୍କଟରେ ଭାଜପା, ଇସ୍ତଫା ଦେଲେ ୫ ନେତା, କାନ୍ଦିଲେ ପୂର୍ବ ମନ୍ତ୍ରୀ

ଚଣ୍ଡିଗଡ,୫।୯: ବୁଧବାର ହରିୟାଣା ବିଧାନସଭା ନିର୍ବାଚନ ପାଇଁ ୬୭ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ଭାଜପା ପ୍ରକାଶ କରିଛି। ଯାହା ପରେ ପାର୍ଟିରେ ଉତ୍ତେଜନା ଦେଖାଦେଇଛି । ଗୋଟିଏ ପରେ ଗୋଟିଏ ପାଞ୍ଚ ଜଣ ନେତା ଇସ୍ତଫା ଦେଇଛନ୍ତି। ଏଥି ସହିତ କିଛି…

କଙ୍ଗନାଙ୍କୁ ହରାଇବା ପାଇଁ କଂଗ୍ରେସ ପାଣି ଭଳି ଖର୍ଚ୍ଚ କରିଛି ଟଙ୍କା, ରାହୁଲଙ୍କ ଅପେକ୍ଷା ଏତେ ଅଧିକ…

ନୂଆଦିଲ୍ଲୀ,୫।୯: ମଣ୍ଡି ଆସନରୁ କଙ୍ଗନା ରଣାୱତଙ୍କୁ ପରାସ୍ତ କରିବାରେ କଂଗ୍ରେସ ନିଜ ନେତା ରାହୁଲ ଗାନ୍ଧୀଙ୍କୁ ଠାରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି। ନିର୍ବାଚନ କମିଶନରଙ୍କ ନିକଟରେ ଉପସ୍ଥାପିତ ସୂଚନା ଅନୁଯାୟୀ ୱାୟାନାଡ ଏବଂ ରାଏବରେଲିରେ ରାହୁଲଙ୍କ ପାଇଁ ୭୦ ଲକ୍ଷ…

ତେଜିଲା ଭାଜପା କଳି:ଦଳରୁ ଇସ୍ତଫା ଦେଲେ ମନ୍ତ୍ରୀ

ଚଣ୍ଡିଗଡ,୫।୯: ହରିୟାଣାରେ ଭାଜପା ଟିକେଟ ବଣ୍ଟନ ପରେ ନେତାଙ୍କ ଅସନ୍ତୋଷ ଖୋଲାଖୋଲି ଭାବେ ଆରମ୍ଭ ହୋଇଛି। ବର୍ତ୍ତମାନ କ୍ୟାବିନେଟ ମନ୍ତ୍ରୀ ରଣଜିତ ସିଂ ଚୌତାଲା ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ଟିକେଟ କଟ ହୋଇଥିବାରୁ ସେ ରାଗିକି ଏପରି ନିଷ୍ପତ୍ତି…

‘ଶେଖ ହାସିନାଙ୍କୁ ଚୁପ୍‌ ରଖୁ ଭାରତ, ନହେଲେ…’, ଭାରତକୁ କାହିଁକି ଏଭଳି ଧମକ ଦେଲେ ୟୁନୁସ ସରକାର

ଢାକା,୫।୯: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ଶେଖ ହାସିନାଙ୍କ ବିଷୟରେ ଏକ ସାକ୍ଷାତକାରରେ ଭାରତକୁ ଯାହା କହିଛନ୍ତି, ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ବାଂଲାଦେଶର ମନୋଭାବ କିଛି ଠିକ୍‌ ନାହିଁ। ୟୁନୁସ କହିଛନ୍ତି ଯେ ପର୍ଯ୍ୟନ୍ତ ବାଂଲାଦେଶ ସରକାର…

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

ଭୁବନେଶ୍ୱର,୫।୯: ପ୍ରତି ପଞ୍ଚାୟତରେ ହେବ ମଡେଲ ପ୍ରାଥମିକ ବିଦ୍ୟାଳୟ। ଏନେଇ ଏକ ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସୂଚନା ଦେଇଛନ୍ତି। ପ୍ରାଥମିକ ସ୍କୁଲକୁ ସୁଦୃଢ଼ କରିବାକୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତି ପଞ୍ଚାୟତରେ ଗୋଟିଏ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri