କ୍ୟାବିନେଟ୍ର ବଡ଼ ନିଷ୍ପତ୍ତି: ଏଣିକି ସହଜ ହେବ ଟିକସ ପଇଠ
ଭୁବନେଶ୍ୱର, ୬।୯(ଅନିଲ ଦାସ):ଓଡ଼ିଶା ଦ୍ରବ୍ୟ ଓ ସେବା କର(ଜିଏସ୍ଟି) ଅଧିନିୟମରେ ଥିବା ବ୍ୟବସ୍ଥାଗୁଡ଼ିକୁ ସରଳ କରିବା ଏବଂ କରଦାତାମାନଙ୍କୁ ଅଧିକ ସୁବିଧା ଦେବା ଲାଗି ଓଡ଼ିଶା ଦ୍ରବ୍ୟ ଓ ସେବାକର ଅଧିନିୟମ,୨୦୧୭ରେ ସଂଶୋଧନ କରାଯାଇଛି। ଅର୍ଥ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି…
ଜଳିଗଲା ୮ ବଖରା, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ
ଆଳି,୬ା୯: କେନ୍ଦ୍ରାପଡ଼ା ଜିଲା ରାଜକନିକା ଥାନା ଅନ୍ତର୍ଗତ କାଟଣା ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଫଳରେ ୪ ପରିବାରର ୮ ବଖରା ଜଳିପୋଡ଼ି ପାଉଁଶ ହୋଇଯାଇଛି। ଶଟ୍ସର୍କିଟ୍ରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଥିବା ବେଳେ ଲକ୍ଷାଧିକ ଟଙ୍କାର…
ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ:ପିପିପି ମୋଡ୍ରେ ଖୋଲାଯିବ ଶୀତଳଭଣ୍ଡାର
ଭୁବନେଶ୍ୱର, ୬।୯(ସୁନିତ୍ ମିଶ୍ର):କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ୨୦୨୪-୨୫ ଆର୍ଥିକ ବର୍ଷର ଖର୍ଚ୍ଚଦାବିକୁ ଗୁରୁବାର ବିଧାନସଭାରେ ଅନୁମୋଦନ ମିଳିଛି। ଏହି ବିଭାଗର ଆଲୋଚନା ପରେ ଏହା ଉପରେ ଉତ୍ତର ରଖିବା ସମୟରେ ବିଭାଗୀୟ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ବିରୋଧୀଙ୍କ ଉପରେ…
ଏନଡିଏରେ ସହଯୋଗୀ ପାର୍ଟିଙ୍କ ସହ ମତଭେଦ ଅଛି…ବଡ଼ ଗୁମର ଖୋଲିଦେଲେ ଜେଡିୟୁରୁ ବରିଷ୍ଠ ନେତା
ନୂଆଦିଲ୍ଲୀ,୬।୯: ବରିଷ୍ଠ ନେତା କେସି ତ୍ୟାଗୀଙ୍କ ସ୍ଥାନରେ ଜେଡିୟୁର ଜାତୀୟ ମୁଖପାତ୍ର ଭାବେ ନିଯୁକ୍ତି ପାଇବା ପରେ ପ୍ରଥମ ଥର ପାଇଁ ଦିଲ୍ଲୀରେ ପହଞ୍ଚିଥିବା ରାଜୀବ ରଂଜନ ପ୍ରସାଦ ଏନଡିଏର ଭିତିରି କଥାର ଖୁଲାସା କରିଛନ୍ତି। ସେ କହିଛନ୍ତି, ଯଦିଓ ଏନଡିଏରେ…
ଆଡଭାନୀଙ୍କୁ ଭାଜପା ସଦସ୍ୟତା ସାର୍ଟିଫିକେଟ ଦେଲେ ନଡ୍ଡା
ନୂଆଦିଲ୍ଲୀ,୬ା୯:ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଗୁରୁବାର ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲ୍କୃଷ୍ଣ ଆଡଭାନୀଙ୍କ ବାସଭବନକୁ ଯାଇ ତାଙ୍କ ଦଳୀୟ ସଦସ୍ୟତାକୁ ନବୀକରଣ କରାଇବା ସହ ସାର୍ଟିଫିକେଟ ପ୍ରଦାନ କରିଛନ୍ତି। ନଡ୍ଡାଙ୍କ ସହ ଭାଜପା ସାଧାରଣ ସମ୍ପାଦକ ଦୁଷ୍ୟନ୍ତ କୁମାର ଗୌତମ ମଧ୍ୟ…
ତାମିଲବାବୁଙ୍କୁ ଧନ୍ୟବାଦ ଦେଲେ ଭାଜପା ନେତା: କହୁ କହୁ କହିଦେଲେ….
ଭୁବନେଶ୍ୱର, ୬।୯(ସୁନିତ୍ ମିଶ୍ର):କୃଷି ଓ କୃଷକ ଶସକ୍ତୀକରଣ ବିଭାଗର ଖର୍ଚ୍ଚଦାବି ଆଲୋଚନା ବେଳେ ବିରୋଧୀ ଓ ଶାସକ ଦଳ ସଦସ୍ୟମାନେ କଥା କଟାକଟି ହେବା ଦୃଶ୍ୟ ଦେଖିବାକୁ ମିଳିଛି। ଏହି ଆଲୋଚନା ସମୟରେ ଶାସକ ଦଳ ସଦସ୍ୟ ବିଭୂତି ଭୂଷଣ ପ୍ରଧାନଙ୍କ…
ମୋଦିଙ୍କ ଏହି ଗୋଟିଏ ନିଷ୍ପତ୍ତିରେ ଜିନପିଙ୍ଗଙ୍କ ବାହାରିଲା ଝାଳ, ଦୌଡି ଦୌଡି ଗଲେ…
ବେଜିଂ,୬।୯: ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଗୁରୁବାର ଘୋଷଣା କରିଛନ୍ତି ସେ ଆସନ୍ତା ତିନି ବର୍ଷ ମଧ୍ୟରେ ଆଫ୍ରିକୀୟ ଦେଶମାନଙ୍କୁ ୫୦ ବିଲିୟନ ଡଲାରରୁ ଅଧିକ ଋଣ ଦେବାକୁ ଯାଉଛନ୍ତି। ସେଠାରେ ବିପୁଳ ପରିମାଣର ବିନିଯୋଗ କରିବେ । ଜିନପିଙ୍ଗ ଦାବି…
ରେଭେନ୍ଶାଙ୍କ ପରେ ଫକୀରମୋହନଙ୍କ ପାଳି
ଭୁବନେଶ୍ୱର,୬।୯(ଅନିଲ ଦାସ): ବ୍ୟାସକବି ଫକୀରମୋହନ ସେନାପତିଙ୍କ ପ୍ରତି ଭାଜପା ଯୁବମୋର୍ଚ୍ଚାର ସଭାପତି ଯେଉଁଭଳି କଟୁ ଓ ନିମ୍ନରୁଚିର ମନ୍ତବ୍ୟ ଦେଇଛନ୍ତି ତାହାକୁ ବିଜେଡି ଦୃଢ ନିନ୍ଦା କରିଛି। ଶଙ୍ଖଭବନଠାରେ ଗୁରୁବାର ଆୟୋଜିତ ଖବରଦାତା ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଓ…
କୁମ୍ଭୀର ପ୍ରଜନନ କେନ୍ଦ୍ରରେ ଜନ୍ମ ନେଲେ ୨୫ ଶାବକ
ରାଜନଗର,୬ା୯ (ଭାସ୍କର ରାଉତରାୟ): ବଉଳା କୁମ୍ଭୀରଙ୍କ ଭୂସ୍ବର୍ଗ ଭାବେ ପରିଚିତ ଭିତରକନିକା ଜାତୀୟ ଉଦ୍ୟାନରେ ଥିବା ବିଶ୍ୱର ସର୍ବପ୍ରଥମ କୃତ୍ରିମ ପ୍ରଜନନ କେନ୍ଦ୍ରରୁ ଗୁରୁବାର ପ୍ରଥମ ଦିନରେ ୨୫ ଶାବକ ଜନ୍ମ ନେଇଛନ୍ତି। ୭୫ଦିନ ପରେ ଅଣ୍ଡାରୁ ଛୁଆଫୁଟିବା ଆରମ୍ଭ ହୋଇଛି।…
ସକାଳୁ ସକାଳୁ ଆର୍.ଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କ ଘରେ ପହଞ୍ଚିଲା ଇଡି
କୋଲକାତା,୬।୯: କୋଲକାତାର ଆର୍.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ମାମଲାରେ ପ୍ରତିଦିନ ନୂଆ ଖୁଲାସା କରାଯାଉଛି। ଏହା ବ୍ୟତୀତ ଆର୍.ଜି କର ମେଡିକାଲ କଲେଜରେ ମଧ୍ୟ ଦୁର୍ନୀତି ମାମଲା ସାମ୍ନାକୁ ଆସିଛି। ଦୁର୍ନୀତି…
ଆକ୍ସନ ମୋଡ୍ରେ ନବୀନ: ସିଧାସିଧା କହିଦେଲେ ୱକଫ୍ ବିଲ୍କୁ ବିରୋଧ କରିବ ବିଜେଡି
ଭୁବନେଶ୍ୱର,୬।୯(ଅନିଲ ଦାସ):ଏ ଦେଶ ଆମର, ଏ ମାଟି ଆମର। ଏହି ଭାବନା ନେଇ ଭାରତ ତଥା ପ୍ରିୟ ଓଡ଼ିଶାର ଗୌରବ ବୃଦ୍ଧି ପାଇଁ କାମ କରିବାକୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ସଂଖ୍ୟାଲଘୁ କର୍ମକର୍ତ୍ତାଙ୍କୁ ଆହ୍ବାନ ଦେଇଛନ୍ତି। ଗୁରୁବାର ଶଙ୍ଖ ଭବନଠାରେ…
ଗ୍ରାମ୍ୟ କାଜୁ ଜଙ୍ଗଲରୁ ମୋରମ ଲୁଟ୍
କଳିଙ୍ଗନଗର,୬ା୯(ଶୁଭାଶିଷ ରାଉତ): ଯାଜପୁର ଜିଲା ଦାନଗଦି ତହସିଲ ଅନ୍ତର୍ଗତ ରାଛିପୁର ଗ୍ରାମ ସଂଲଗ୍ନ କାଜୁ ଜଙ୍ଗଲ ନିକଟରେ ବେଆଇନ ମୋରମ ଚାଲାଣ ଚାଲିଛି। କେତେଜଣ ପ୍ରଭାବଶାଳୀ ମୋରମ ବ୍ୟବସାୟୀ ମେଶିନ ଲଗାଇ ରାତିରେ ଏଠାରୁ ମୋରମ ଲୁଟ୍ କରୁଛନ୍ତି। ଶତାଧିକ ଗ୍ରାମବାସୀ…
Archives


