Home Left

‘କୁଛ୍‌ କୁଛ୍‌ ହୋତା ହୈ’ ଗାଇଲେ ଇଣ୍ଡୋନେସୀୟ ପ୍ରତିନିଧି ଦଳ

ନୂଆଦିଲ୍ଲୀ: ଭାରତର ୭୬ତମ ଗଣତନ୍ତ୍ର ଦିବସର ବିଶେଷ ଉତ୍ସବରେ ଇଣ୍ଡୋନେସିଆ ରାଷ୍ଟ୍ରପତି ପ୍ରବୋଓ ସୁବିଆନ୍ତୋ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଶନିବାର ରାତିରେ ରାଷ୍ଟ୍ରପତି ଭବନରେ ଆୟୋଜିତ ରାତ୍ରି ଭୋଜନ ଉତ୍ସବରେ ରାଷ୍ଟ୍ରପତି ପ୍ରବୋଓ ସୁବିଆନ୍ତୋଙ୍କ ସହ ଆସିଥିବା ଇଣ୍ଡୋନେସିଆର ପ୍ରତିନିଧି…

ପଦ୍ମ ପୁରସ୍କାରକୁ ନେଇ ସୋନୁ ଅସନ୍ତୁଷ୍ଟ

ମୁମ୍ବାଇ: ସାଧାରଣତନ୍ତ୍ର ଦିବସର ପୂର୍ବ ସାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ୧୩୯ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ଚଳିତ ବର୍ଷର ପଦ୍ମ ପୁରସ୍କାର ବିଜେତା ଭାବେ ଘୋଷଣା କରାଯାଇଥିଲା। ତେବେ ଏହି ତାଲିକାକୁ ନେଇ ବିଶିଷ୍ଟ…

ବ୍ୟକ୍ତିଗତ ତଥ୍ୟ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ

ଡେଟା ଗୋପନୀୟତା ଦିବସ ହେଉଛି ଏକ ଅନ୍ତର୍ଜାତୀୟ ଦିବସ। ଏହା ପ୍ରତିବର୍ଷ ୨୮ ଜାନୁଆରୀରେ ପାଳିତ ହୋଇଥାଏ। ଏହି ଦିବସର ଉଦ୍ଦେଶ୍ୟ ହେଉଛି ସଚେତନତା ସୃଷ୍ଟି କରିବା ଏବଂ ଗୋପନୀୟତା ତଥା ତଥ୍ୟ ସୁରକ୍ଷା ସର୍ବୋତ୍ତମ ଅଭ୍ୟାସକୁ ପ୍ରୋତ୍ସାହିତ କରିବା। ଏହା…

ଦେଶରେ ଲାଗୁ ହେବ ଭାରତୀୟ ମାନକ ସମୟ : ଆସିଲା ଚିଠା ନିୟମାବଳୀ

ନୂଆଦିଲ୍ଲୀ,୨୮ା୧: ସାରା ଦେଶରେ ଗୋଟିଏ ଟିକସ ବ୍ୟବସ୍ଥା ପାଇଁ ଜିଏସ୍‌ଟି ଲାଗୁ କରାଯିବା ସହ ଏକସଙ୍ଗେ ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକର ନିର୍ବାଚନ କରାଇବା ପାଇଁ ଓ୍ବାନ୍‌ ନେଶନ, ଓ୍ବାନ୍‌ ଇଲେକ୍ସନ ଲାଗି କେନ୍ଦ୍ର ସରକାର ଉଦ୍ୟମ ଚଳାଇଛନ୍ତି। ଖୁବ୍‌ଶୀଘ୍ର…

ସ୍ବାଧୀନତାର ୭୮ ବର୍ଷ ପରେ ଗାଁରେ ପହଞ୍ଚିଲା ବିଜୁଳି

ରାୟପୁର, ୨୮ା୧: ଦେଶ ସ୍ବାଧୀନ ହେବାର ୭୮ ବର୍ଷ ପରେ ଛତିଶଗଡ଼ର ବିଜାପୁର ଜିଲା ଚିକାପଲ୍ଲି ଗ୍ରାମରେ ପ୍ରଥମଥର ପାଇଁ ବିଜୁଳି ପହଞ୍ଚିଛି। ବିଜାପୁର ଜିଲା ମୁଖ୍ୟାଳୟଠାରୁ ୫୦ କି.ମି. ଦୂରରେ ଅବସ୍ଥିତ ଚିକାପଲ୍ଲିରେ ଲୋକମାନେ ବର୍ତ୍ତମାନ ସୁଦ୍ଧା ବିନା ବିଜୁଳିରେ…

ବିଏମ୍‌ସି କମିଶନର, ରେଳ ମହାପ୍ରବନ୍ଧକଙ୍କ ନାଁରେ ଏତଲା

ଭୁବନେଶ୍ୱର, ୨୮ା୧ (ବନ୍ଦନା ସେଠୀ):ଭୁବନେଶ୍ୱର ସତ୍ୟନଗରଠାରେ ରେଳ ଗାଡ଼ି ୱାଶିଂ ପଏଣ୍ଟ ରହିଛି। ଏଠାକୁ ସଫେଇ ପାଇଁ ଆସୁଥିବା ସବୁ ରେଳଗାଡ଼ିର ବର୍ଜ୍ୟବସ୍ତୁ, ବାୟୋଟଏଲେଟ୍‌ର ମଳମୂତ୍ର ଆଦି ବିଏମ୍‌ସି ଡ୍ରେନ୍‌ରେ ସିଧା ଗଙ୍ଗୁଆକୁ ଯାଉଛି। ଗଙ୍ଗୁଆର ଏହି ବିଷାକ୍ତ ପାଣି ଦୟାନଦୀରେ…

ଚେନ୍ନାଇ ଉପକୂଳରେ ହଜାରେରୁ ଅଧିକ ଅଲିଭ୍‌ ରିଡ୍‌ଲେ ମୃତ

ଚେନ୍ନାଇ, ୨୮ା୧: ତାମିଲନାଡ଼ୁର ଚେନ୍ନାଇ ଉପକୂଳରେ ଗତ ମାସେ ମଧ୍ୟରେ ୧ ହଜାରରୁ ଅଧିକ ଅଲିଭ୍‌ ରିଡ୍‌ଲେ ପ୍ରଜାତିର କଇଁଛଙ୍କର ମୃତଦେହ ମିଳିଛି, ଯାହାକୁ ନେଇ କଇଁଛ ସରକ୍ଷଣ କର୍ମୀ ଓ ପ୍ରାଣୀ ଅଧିକାର କର୍ମୀଙ୍କ ମଧ୍ୟରେ ବ୍ୟାପକ ଚିନ୍ତା ପ୍ରକାଶ…

ସୈଫ୍‌ଙ୍କୁ ଆକ୍ରମଣ ଘଟଣା: ପଶ୍ଚିମବଙ୍ଗରୁ ମହିଳା ଗିରଫ

ଚେନ୍ନାଇ, ୨୮ା୧ (ପି.ଟି.): ଅଭିନେତା ସୈଫ୍‌ ଅଲୀ ଖାନ୍‌ଙ୍କୁ ହୋଇଥିବା ଆକ୍ରମଣ ଘଟଣାର ତଦନ୍ତ ଜାରି ରହିଛି। ପୂର୍ବରୁ ପୋଲିସ ଏହି ମାମଲାରେ ବାଂଲାଦେଶୀ ନାଗରିକ ଶରିଫୁଲ ଇସଲାମ ଶେହଜାଦଙ୍କୁ ଗିରଫ କରିଥିଲା। ସୋମବାର ମୁମ୍ବାଇ ପୋଲିସ ଶରିଫୁଲଙ୍କ ସହ ସମ୍ବନ୍ଧିତ…

ସ୍ବପ୍ନ ନୁହେଁ – ବାସ୍ତବତାର ନୂଆ ସକାଳ

ଆଜି ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ଓ ବିଶ୍ୱର ଦୂରଦର୍ଶୀ ଜନନେତା ନରେନ୍ଦ୍ର ମୋଦିଜୀଙ୍କ ଦ୍ୱାରା ଉଦ୍‌ଘାଟନ ହେବାକୁ ଯାଉଛି ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ୨୦୨୫। ଏଥିପାଇଁ ଆମେ ଚୂଡ଼ାନ୍ତ ପ୍ରସ୍ତୁତି କରିସାରିଛୁ। ଆମ ଦେଶର ତଥା ବିଦେଶର ଅନେକ ବୃହତ୍‌ ଶିଳ୍ପସଂସ୍ଥାର…

ଓ୍ବକ୍‌ଫ ବିଲ୍‌ରେ ୧୪ ସଂଶୋଧନକୁ ଜେପିସିର ମଞ୍ଜୁରୀ

ନୂଆଦିଲ୍ଲୀ,୨୮।୧(ପି.ଟି.): ପ୍ରସ୍ତାବିତ ଓ୍ବକ୍‌ଫ ସଂଶୋଧନ ବିଲ୍‌ର ସଂଶୋଧନକୁ ଯୁଗ୍ମ ସଂସଦୀୟ କମିଟି (ଜେପିସି) ସୋମବାର ମଞ୍ଜୁରୀ ପ୍ରଦାନ କରିଛି। ଗତବର୍ଷ ଅଗଷ୍ଟରେ ଏହି ବିଲ୍‌ ପାର୍ଲାଣ୍ଟେରେ ଆଗତ ହୋଇଥିଲା। କମିଟି ଦ୍ୱାରା ପ୍ରସ୍ତାବିତ ଅନ୍ୟତମ ଉଲ୍ଲେଖନୀୟ ସଂଶୋଧନ ହେଲା ଯଦି ସମ୍ପତ୍ତି…

କୁଢ଼ କୁଢ଼ ଅଳିଆ ଆବର୍ଜନା, ଦୁର୍ଗନ୍ଧରେ ନାକ ଫାଟୁଛି: ସାଧାରଣରେ ଅସନ୍ତୋଷ

ଦାରିଙ୍ଗବାଡି,୨୮।୧(ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକସ୍ତରୀୟ ସାଧାରଣତନ୍ତ୍ର ଦିବସ ମଧ୍ୟ ବଡ଼ ଧୁମଧାମରେ ପାଳିତ ହୋଇଯାଇଛି। ଏହି ଦିବସ ପାଳନ ପୂର୍ବ ଦିନ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦାରିଙ୍ଗବାଡିକୁ ସମ୍ପୂର୍ଣ୍ଣ ସଫେଇ କରାଯାଇଥିଲା। ଏଥିପାଇଁ ପ୍ରଶାସନ ସହ ଅଞ୍ଚଳବାସୀ ଛାତ୍ରୀଛାତ୍ର ସମସ୍ତେ…

ଖୋଲିଲା ମଝିଘରିଆଣୀଙ୍କ ୯ ହୁଣ୍ଡି: ମିଳିଲା ୯୪.୪୯ ଲକ୍ଷ, ୫ ବିଦେଶୀ ନୋଟ ସହ ୯୩ ଗ୍ରାମ୍‌ ସୁନା

ରାୟଗଡ଼ା,୨୭।୧(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିରରେ ଥିବା ୯ଟି ଦାନହୁଣ୍ଡି ସୋମବାର ଖୋଲାଯାଇ ଗଣତି ହୋଇଛି। ହୁଣ୍ଡିରୁ ନଗଦ ୯୪ ଲକ୍ଷ ୪୯ ହଜାର ୫୪ ଟଙ୍କା ସହିତ ୯୩.୧୦ ଗ୍ରାମ ସୁନା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?