Home Left

କିଏ ସେହି ଅରିନ୍ଦମ ଡାକୁଆ ଯିଏ ମୁଖ୍ୟମନ୍ତ୍ରୀ ମୋହନଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତ

ଭୁବନେଶ୍ୱର,୧୮।୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବ୍ୟକ୍ତିଗତ ସଚିବ ଭାବେ ୨୦୧୧ ବ୍ୟାଚ ଆଇଏଏସ ଅଫିସର ତଥା କଟକ ଜିଲାପାଳ ଅରିନ୍ଦମ ଡାକୁଆ ନିଯୁକ୍ତି ପାଇଛନ୍ତି। ସେହିପରି ୨୦୧୨ ବ୍ୟାଚ ଆଇଏଏସ ଅଫିସର ଜଗତସିଂହପୁର ଜିଲାପାଳ ଅନୁପମ ଶାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ…

ପାକିସ୍ତାନର ହୋଶ୍‌ ଉଡାଇବ ଭାରତ, ହାତରୁ ଚାଲିଯିବ….

ନୂଆଦିଲ୍ଲୀ,୧୮।୭: ଆଗାମୀ ୭୨ ଘଣ୍ଟା ପାକିସ୍ତାନ ପାଇଁ ବହୁତ କଷ୍ଟସାଧ୍ୟ ହୋଇପାରେ। ୨୦୨୫ ଚାମ୍ପିଅନ୍ସ ଟ୍ରଫି ଆୟୋଜନରୁ ପାକିସ୍ତାନ ବଞ୍ଚିତ ହୋଇପାରେ। ୧୯ ରୁ ୨୨ ଜୁଲାଇ ମଧ୍ୟରେ ଶ୍ରୀଲଙ୍କାରେ ଆୟୋଜିତ ହେବାକୁ ଥିବା ଆଇସିସି ବୈଠକରେ ଏହା ଘୋଷଣା କରାଯାଇପାରେ।…

ଭୁବନେଶ୍ୱରରେ କିଣନ୍ତୁ କି ଦିଲ୍ଲୀରେ, ସମାନ ମୂଲ୍ୟରେ ମିଳିବ ସୁନା; ସରକାରଙ୍କ ବଡ଼ ଯୋଜନା…

ନୂଆଦିଲ୍ଲୀ,୧୮।୭: ଦେଶର ପ୍ରତି ରାଜ୍ୟରେ ସୁନା ଦର ଭିନ୍ନ ଥାଏ। ରାଜ୍ୟର ଟିକସ ବ୍ୟତିତ ଅନେକ ଜିନିଷ ସୁନା ମୂଲ୍ୟରେ ସାମିଲ ଥାଏ। ହେଲେ ଏବେ ଦେଶରେ ଏକ ସମାନ ଦର ଲାଗୁ ହୋଇପାରେ। ଏହି ନୀତି ଲାଗୁ ହେବା ପରେ…

ବିଜେଡିର ଛାୟା କ୍ୟାବିନେଟକୁ ନେଇ ବିସ୍ଫୋରକ ବୟାନ ଦେଲେ ଅମର ଶତପଥୀ, କହିଲେ, ପୂର୍ବରୁ ଏମିତି କରିଥିଲେ…

ଭୁବନେଶ୍ୱର,୧୮।୭: ବିଜେଡିର ଛାୟା କ୍ୟାବିନେଟ ଗଠନ ହୋଇଛି। ଯାହାକୁ ନେଇ ବହୁ ଭାଜପା ନେତା ଟର୍ଗେଟ କରିଥିବାବେଳେ ବିଜେଡିର ଜଣେ ବରିଷ୍ଠ ନେତା ମଧ୍ୟ ଏହାକୁ ସମାଲୋଚନା କରିଛନ୍ତି। ବିଜେଡି ନେତା ଅମର ଶତପଥୀ କହିଛନ୍ତି, ନବୀନ ପଟ୍ଟନାୟକ ବର୍ତ୍ତମାନ ଯେମିତି…

ଭାଙ୍ଗିଯିବ କି ଭାଜପା-ଏନସିପି ମେଣ୍ଟ! ଇସାରା ଦେଲା ଆରଏସଏସ

ନୂଆଦିଲ୍ଲୀ,୧୮।୭: ମହାରାଷ୍ଟ୍ର ଲୋକ ସଭା ନିର୍ବାଚନରେ ଏନଡିଏର ଖରାପ ପ୍ରଦର୍ଶନ ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ପରାଜୟ ପାଇଁ ଏନଡିଏର ତିନି ପ୍ରମୁଖ ଦଳର ନେତା ପରସ୍ପରକୁ ଦୋଷ ଲଦୁଛନ୍ତି। ବର୍ତ୍ତମାନ ଏହି ଆରେପ-ପ୍ରତ୍ୟାରୋପ ଭିତରେ ଆରଏସଏସ ମଧ୍ୟ…

ନୂଆ ରେକର୍ଡ କଲା ଭାରତୀୟ ବିମାନ ଶିଳ୍ପ, ଭଡ଼ା ବୃଦ୍ଧି ପରେ ମଧ୍ୟ ବଢୁଛି ଚାହିଦା

ନୂଆଦିଲ୍ଲୀ,୧୮ା୭: ଭାରତୀୟମାନେ ଏବେ ଆକାଶ ମାର୍ଗରେ ଯାତାୟାତ କରିବା ପାଇଁ ଅଧିକ ଆଗ୍ରହ ପ୍ରକାଶ କରୁଥିବା ଜଣା ପଡିଛି। ସିଭିଲ ଆଭିଏସନ ଡାଇରେକ୍ଟୋରେଟ ଜେନେରାଲ (ଡିଜିସିଏ) ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ପ୍ରଥମ ଭାଗରେ ଭାରତୀୟ ବିମାନ ଶିଳ୍ପରେ ଯାତ୍ରୀଙ୍କ ସଂଖ୍ୟା…

‘ପୋଲିସ ମୋତେ ମାରିବାକୁ ଚାହୁଁଛି’

ଲକ୍ଷ୍ନୌ,୧୮।୭: ଭାଜପା ବିଧାୟକ ଫତେହ ବାହାଦୂର ସିଂ ଉତ୍ତରପ୍ରଦେଶ ପୋଲିସ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି। ପୋଲିସ ଅପରାଧୀମାନଙ୍କ ସହ ମିଶି ତାଙ୍କୁ ମାରିବାକୁ ଚାହୁଁଥିବା ସେ କହିଛନ୍ତି। ତେବେ ଫତେହ ବାହାଦୂର ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ବୀର ବାହାଦୂର ସିଂଙ୍କ…

ଏହି କାରଣକୁ ନେଇ ଗମ୍ଭୀର-ଜୟ ଶାହାଙ୍କ ମଧ୍ୟରେ ଫାଟ!

ନୂଆଦିଲ୍ଲୀ,୧୮।୭: ଭାରତର ପରବର୍ତ୍ତୀ ଟି-୨୦ ଅଧିନାୟକ କିଏ ହେବେ? ଏହି ପ୍ରଶ୍ନ ଉପରେ ସମଗ୍ର ବିଶ୍ୱର ଆଖି ରହିଛି। କିନ୍ତୁ ଭାରତର ପରବର୍ତ୍ତୀ ଟି-୨୦ ଅଧିନାୟକଙ୍କୁ ନେଇ ବିବାଦ ଲାଗି ରହିଛି। ବିସିସିଆଇ ସଚିବ ଜୟ ଶାହା ଏବଂ ନୂତନ ମୁଖ୍ୟ…

ପୁରୁଷୋତ୍ତମପୁର ତହସିଲରେ ଅବ୍ୟବସ୍ଥା, ମୌଳିକ ସେବା ଯୋଗାଇବାକୁ ଦାବି କଲା ଭାଜପା

ପୁରୁଷୋତ୍ତମପୁର,୧୮ା୭(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ତହସିଲ କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ଲାଗି ରହିଥିବା ବ୍ୟାପକ ଅବ୍ୟବସ୍ଥାକୁ ନେଇ ଗୁରୁବାର ଶାସକ ଭାରତୀୟ ଜନତା ପାର୍ଟି ସ୍ବର ଉତ୍ତୋଳନ କରିଛନ୍ତି। ଲୋକମାନେ ତହସିଲରେ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଭାଜପାର ପ୍ରତିନିଧିମାନେ…

ନାଁ ନ ନେଇ ଖୋଲା ଅଫର ଦେଲେ ଅଖିଳେଶ: କହିଲେ ‘୧୦୦ ଆଣ, ସରକାର ଗଢ଼’

ଲକ୍ଷ୍ନୌ,୧୮।୭: ଲୋକ ସଭା ନିର୍ବାଚନ ୨୦୨୪ ଫଳାଫଳ ଘୋଷଣା ହେବା ପରେ ଉତ୍ତରପ୍ରଦେଶ ଭାଜପାରେ ହଲଚଲ ଦେଖିବାକୁ ମିଳୁଛି। ଦଳ ପକ୍ଷରୁ ଗୋଟିଏ ପରେ ଗୋଟିଏ ବୈଠକ ବସୁଛି। କିଛି ନେତା ଅସନ୍ତୋଷ ବ୍ୟକ୍ତ କରି ଖୋଲାଖୋଲି ବୟାନ ଦେଉଛନ୍ତି। ଏସବୁ…

କାଉଡ଼ିଆଙ୍କ ପାଇଁ କଟକଣା: ଧବଳେଶ୍ୱର ପୀଠକୁ ଆଣିପାରିବେନି ପ୍ଲାଷ୍ଟିକ୍‌ ସାମଗ୍ରୀ

କଟକ,୧୮ା୭: ଆସୁଛି ଶ୍ରାବଣ ସୋମବାର। ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ କାଉଡ଼ିଆଙ୍କ ଭିଡ଼ ଲାଗିବ। ଏହା ପୂର୍ବରୁ ଦେବୋତ୍ତର ବିଭାଗ ଓ ପୂଜକ କମିଟି ବୈଠକରେ କଡ଼ା ନିଷ୍ପତ୍ତି ନିଆଯାଇଛି। କାଉଡ଼ିଆମାନେ କେବଳ ମାଟି ଓ ପିତ୍ତଳ କଳସ ଆଣି ଜଳ ଲାଗି…

ଟେନ୍‌ସନରେ ଅଜିତ ପାଓ୍ବାର: ଡାକିଲେ ରୁଦ୍ଧଦ୍ୱାର ବୈଠକ

ପୁଣେ,୧୭ା୭:ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ନ୍ୟାଶନାଲ କଂଗ୍ରେସ ପାର୍ଟି (ଏନ୍‌ସିପି)କୁ ଝଟ୍‌କା ଲାଗିଛି। ପିମ୍ପ୍ରି-ଚିଞ୍ଚଓ୍ବାଡର ୨୯ ଜଣ କାଉନସିଲରରୁ ଅଜିତ ପାଓ୍ବାରଙ୍କ ହାତ ଛାଡି ଶରଦ ପାଓ୍ବାରଙ୍କ ଏନ୍‌ସିପିରେ ସାମିଲ ହୋଇଥିଲେ। ଗୁରୁବାର ଅଜିତ ପିମ୍ପ୍ରି-ଚିଞ୍ଚଓ୍ବାଡର ଦଳୀୟଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri