ଲଣ୍ଡନରେ ଘରର ଦାମ୍ କେତେ…? ପିଟରସନଙ୍କୁ ପଚାରୁଥିଲେ ବିରାଟ କୋହଲି…
ନୂଆଦିଲ୍ଲୀ,୧୦।୨: କଟକରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆ ସମୟରେ ଫିଲ୍ଡିଂ କରୁଥିବା ସମୟରେ ବିରାଟ କୋହଲି ଇଲଂଣ୍ଡର ପୂର୍ବତନ ଭେଟେରାନ କେଭିନ୍ ପିଟରସେନଙ୍କ ସହ କଥା ହେଉଥିବା ଦେଖାଯାଇଥିଲା। ଏହାପରେ ଲୋକେ ଉଭୟଙ୍କ ଫଟୋ ଦେଖି ନାନାଦି କଳ୍ପନା କରିଥିଲେ। ପୂର୍ବତନ କ୍ରିକେଟର…
କେଜ୍ରିୱାଲଙ୍କ ପରାଜୟ ପରେ ବଡ଼ ଭବିଷ୍ୟବାଣୀ କରିଦେଲେ ମମତା, କହୁ କହୁ କହିଦେଲେ ଏମିତି…
କୋଲକାତା,୧୦।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୋମବାର ବିଧାନସଭାରେ ତାଙ୍କ ଦଳର ବିଧାୟକମାନଙ୍କୁ ଭେଟିଛନ୍ତି। ଏହି ସମୟରେ ସେ କହିଛନ୍ତି ଯେ ଦିଲ୍ଲୀ ନିର୍ବାଚନର ଫଳାଫଳ ଆସନ୍ତା ବର୍ଷ ହେବାକୁ ଥିବା ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଉପରେ କୌଣସି ପ୍ରଭାବ ପକାଇବ…
ରାହୁଲଙ୍କୁ ବରବାଦ୍ କରିସାରିଲେଣି ଗୌତମ ଗମ୍ଭୀର: ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ କ୍ରିକେଟର୍
ନୂଆଦିଲ୍ଲୀ,୧୦।୨: ରାହୁଲଙ୍କୁ ବରବାଦ୍ କରିସାରିଲେଣି ଗୌତମ ଗମ୍ଭୀର। ଏଭଳି ଅଭିଯୋଗ ଆଣିଛନ୍ତି ପୂର୍ବତନ କ୍ରିକେଟର୍ କେ ଶ୍ରୀକାନ୍ତ। ଗମ୍ଭୀରଙ୍କ ରଣନୀତି ପାଇଁ ରାହୁଲ ଫ୍ଲପ୍ ହେଉଛନ୍ତି ଏବଂ ସେ ତାଙ୍କ କ୍ୟାରିୟର ନଷ୍ଟ କରିଦେବାରେ ଲାଗିପଡିଛନ୍ତି ବୋଲି ଶ୍ରୀକାନ୍ତ କହିଚନ୍ତି। ଇଂଲଣ୍ଡ…
ଆଉଟ୍ ହୋଇ ବ୍ୟାଟଧରି ଯାଉଥିଲେ ବିରାଟ: ବାଜିଲା ଛିଛିଛିରେ ନନୀ ଛି, ଉାଉ ତା ପରେ….
ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଟିମ୍ ଇଣ୍ଡିଆ ବାରବାଟୀରେ ଦମଦାର ବିଜୟ ହାସଲ କରିଛି । ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ…
ଭୁବନେଶ୍ୱର ଛାଡ଼ିଲେ ଖେଳାଳି: ଯିବେ ଅହମଦାବାଦ
ଭୁବନେଶ୍ୱର,୧୦।୨: କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ରେ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ଶତକ ବଳରେ ଭାରତ ୪ ଉଇକେଟରେ ବିଜୟୀ ହୋଇ ସିରିଜ କବ୍ଜା କରିଛି। ସୋମବାର ଓଡ଼ିଶା ଗସ୍ତ…
ଆମେରିକା ଯିବା ପୂର୍ବରୁ ଟ୍ରମ୍ପଙ୍କୁ ନେଇ ମନର କଥା କହିଦେଲେ ମୋଦି
ନୂଆଦିଲ୍ଲୀ,୧୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ଫ୍ରାନ୍ସ ଏବଂ ଆମେରିକା ଗସ୍ତରେ ଯାଇଛନ୍ତି। ଫ୍ରାନ୍ସରେ ସେ ଏଆଇ ଆକ୍ସନ ଶିଖର ସମ୍ମିଳନୀର ସହ-ଅଧ୍ୟକ୍ଷତା କରିବେ। ସେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନଙ୍କ ସହ ଫ୍ରାନ୍ସରେ ପ୍ରଥମ ଭାରତୀୟ କନସୁଲେଟ ଉଦଘାଟନ କରିବା…
ହାସିନାଙ୍କୁ ଭୟ ଘାରିଲା: ୟୁନୁସ୍ ନେଲେ ଏହି ନିଷ୍ପତ୍ତି, ବାଂଲାଦେଶରେ ହଇଚଇ
ଢାକା,୧୦।୨: ବାଂଲାଦେଶରେ ମହମ୍ମଦ ୟୁନୁସ୍ଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ଶେଖ ହାସିନାଙ୍କ ସମର୍ଥକଙ୍କ ବିରେଧରେ ଦମନ ଚକ୍ର ଆରମ୍ଭ କରିଛନ୍ତି। ବାଂଲାଦେଶ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ନିର୍ଦ୍ଦେଶ ପରେ ‘ଅପରେସନ ଡେଭିଲ ହଣ୍ଟ’ ନାମକ ଏକ ଅପରେଶନ ଆରମ୍ଭ କରିଛନ୍ତି।…
ହଠାତ୍ ରାଗିଗଲେ ହିଟ୍ମ୍ୟାନ୍: ଇସାରାରେ କହିଦେଲେ ଏମିତି କଥା
କଟକ,୧୦।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍ କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍କୁ ଭାରତ ୪ ଉଇକେଟ୍ରେ ଜିତିଥିଲା। ତେବେ ଏହି ମ୍ୟାଚ୍ ଚାଲିଥିବା ସମୟରେ ଭାରତୀୟ ଅଧିନାୟକ ରୋହିତ…
ବାରବାଟୀ ଷ୍ଟାଡିୟମରେ ହଠାତ୍ ଫ୍ଲଡ ଲାଇଟ ବନ୍ଦ: ସୋଫିଆ ଫିର୍ଦ୍ଦୋଶ କହିଲେ…
ଭୁବନେଶ୍ୱର,୧୦।୨: କଟକ ବାରବାଟୀ ଷ୍ଟାଡିୟମରେ ରବିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ମ୍ୟାଚରେ ହଠାତ୍ ଫ୍ଲଡ ଲାଇଟ ବନ୍ଦ ହୋଇଯାଇଥିଲା। ଫଳରେ ମ୍ୟାଚ କିଛି ସମୟ ବନ୍ଦ ହୋଇଯାଇଥିଲା। ଏହାକୁ ନେଇ ସୋମବାର ରାଜନୀତି ତେଜିବାରେ ଲାଗିଛି। କ୍ରୀଡ଼ା ମନ୍ତ୍ରୀଙ୍କ…
ଏହି ଝିଅଙ୍କ କଥା ଶୁଣି ମୋଦି ହୋଇଗଲେ ଆଶ୍ଚର୍ଯ୍ୟ: ପଚାରିଦେଲେ ଏହି ପ୍ରଶ୍ନ
ନୂଆଦିଲ୍ଲୀ,୧୦।୨: ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ର ୨୦୨୫ର ଅଷ୍ଟମ ସଂସ୍କରଣ ଆୟୋଜନ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରୀଛାତ୍ରମାନଙ୍କ ସହ ଆଲୋଚନା କରିଥିଲେ ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ ଟିପ୍ସ ମଧ୍ୟ ଦେଇଥିଲେ। ଏହି ସମୟରେ, ପ୍ରଧାନମନ୍ତ୍ରୀ ମୋଦି କେରଳର ଜଣେ ଝିଅର…
ବାଂଲାଦେଶ ସୀମାରେ ସନ୍ଦିଗ୍ଧ ସିଗ୍ନାଲ ଚିହ୍ନଟ: ବଢ଼ିଲା ଚିନ୍ତା
କୋଲକାତା,୯।୨: ଭାରତ-ବାଂଲାଦେଶ ସୀମା ଅଧୀନ ପଶ୍ଚିମବଙ୍ଗର ଦକ୍ଷିଣ ଭାଗରେ ଆମେଚ୍ୟୁର ହେମ୍ ରେଡିଓ ଅପରେଟରମାନେ ଗତ ୨ ମାସ ହେଲା ବେଙ୍ଗଲୀ, ଉର୍ଦ୍ଦୁ ଏବଂ ଆରବିକ୍ ଭାଷାରେ ସନ୍ଦିଗ୍ଧ ରେଡିଓ ସିଗ୍ନାଲ ପାଇଛନ୍ତି। ବିଳମ୍ବିତ ରାତିରେ ଏଭଳି ସିଗ୍ନାଲ ଆସୁଥିବାରୁ ଏହା…
ଡେବ୍ୟୁ ମ୍ୟାଚ୍ରେ ଇତିହାସ ରଚିଲେ ଏହି କ୍ରିକେଟର୍: ଭାଙ୍ଗିଲା ୪୭ ବର୍ଷର ରେକର୍ଡ
ନୂଆଦିଲ୍ଲୀ,୧୦।୨: ପାଖେଇ ଆସୁଛି ଚାମ୍ପିଅନ୍ସ ଟ୍ରଫି ୨୦୨୫। ଦଳଗୁଡ଼ିକର ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି। ଏଥର ଚାମ୍ପିଅନ୍ସ ଟ୍ରଫି ପାକିସ୍ତାନରେ ଆୟୋଜିତ ହେବ, କିନ୍ତୁ ଟିମ ଇଣ୍ଡିଆ ଏହାର ମ୍ୟାଚ ଦୁବାଇରେ ଖେଳିବ। ବର୍ତ୍ତମାନ ପାକିସ୍ତାନରେ ତିନୋଟି ଦଳ ମଧ୍ୟରେ ଏକ…

