Home Left

ଝାରସୁଗୁଡ଼ା ଭାଜପା ଜିଲା ସଭାପତି ପଦ ପାଇଁ ଦୌଡ଼: ଧର୍ମେନ୍ଦ୍ର ନା ସୁରେଶ କାହା ଶିବିରକୁ ଯିବ

ଝାରସୁଗୁଡା,୧୦।୨(ଆଶିଷ ରଞ୍ଜନ ଦାଶ): ନିକଟରେ ଭାରତୀୟ ଜନତା ପାର୍ଟି(ଭାଜପା) ରାଜ୍ୟର ୨୩ଟି ସାଙ୍ଗଠନିକ ଜିଲା ପାଇଁ ସଭାପତି ପଦ ଘୋଷଣା କରିସାରିଛି। ଅଘୋଷିତ ମଧ୍ୟରେ ପଶ୍ଚିମ ଓଡ଼ିଶାର ଅନ୍ୟତମ ରାଜନୈତିକ ସମ୍ବେଦନଶୀଳ ଜିଲା ଝାରସୁଗୁଡ଼ାର ଭାଜପା ସଭାପତି ପଦ ରହିଛି। ଜାଣିବାକୁ…

ଡିପ୍ରେଶନ ସହ ଲଢିବାକୁ ଗୁରୁ ମନ୍ତ୍ର ଦେଲେ ମୋଦି

ନୂଆଦିଲ୍ଲୀ,୧୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ‘ପରୀକ୍ଷା ପେ ଚର୍ଚ୍ଚା ୨୦୨୫’ କାର୍ଯ୍ୟକ୍ରମ ସକାଳ ୧୧ଟାରେ ଆରମ୍ଭ ହୋଇଛି। ଏହା ପରୀକ୍ଷା ପେ ଚର୍ଚ୍ଚାର ଅଷ୍ଟମ ସଂସ୍କରଣ। ପ୍ରଧାନମନ୍ତ୍ରୀଙ୍କ ଏହି ଆଲୋଚନା କାର୍ଯ୍ୟକ୍ରମ ଶିକ୍ଷା ବିଭାଗ ଦ୍ୱାରା ସ୍କୁଲଗୁଡ଼ିକରେ ସିଧା ପ୍ରସାରଣ…

ବର୍ଦ୍ଧିତ ଭତ୍ତା ପାଇବାରୁ ବଞ୍ଚିତ୍ତ ୯୧ ବର୍ଷୀୟା ବୃଦ୍ଧା, ପରିଣତ ବୟସରେ…

ରାଇକିଆ,୧୦ା୨(ପ୍ରଦୀପ ବେହେରା): ସରକାର ୮୦ ବର୍ଷରୁ ଊଦ୍ଧର୍‌ବ ବୃଦ୍ଧା ବୃଦ୍ଧଙ୍କ ପାଇଁ ଭତ୍ତା ଟଙ୍କା ୧୨୦୦ରୁ ୩୫୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହି ଟଙ୍କା ପାଇବାରେ ଜଟିଳତାର ସମ୍ମୁଖୀନ ହେଉଛନ୍ତି ବୃଦ୍ଧାବୃଦ୍ଧ। କନ୍ଧମାଳ ଜିଲା ରାଇକିଆ ବ୍ଲକର ଗମାଣ୍ଡି ଗ୍ରାମର ଡାଳିମ୍ବ…

ପ୍ଲାଷ୍ଟିକ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ

ପ୍ଲାଷ୍ଟିକ ପ୍ରଦୂଷଣ ଯୋଗୁ ସ୍ଥଳଭାଗରେ ମଧ୍ୟ ବର୍ଷକୁ ପ୍ରାୟ ଏକ ଲକ୍ଷ ଜୀବଙ୍କର ମୃତ୍ୟୁ ଘଟୁଛି ବୋଲି ଏକ ସର୍ଭେରୁ ଜଣାପଡିଛି। ଅଶୋଧିତ ପେଟ୍ରୋଲିୟମ୍‌ରୁ ପ୍ଲାଷ୍ଟିକ ଉତ୍ପାଦନ କରିବାକୁ ହେଲେ ଯେଉଁ ରାସାୟନିକ ପଦ୍ଧତି ଅବଲମ୍ବନ କରାଯାଏ ସେଥିରୁ ଅନେକ ବିଷାକ୍ତ…

କ୍ଷେତ ଖୋଳିବାରୁ ମିଳିଲା ୪୯ ମୃତ ଦେହ, ଗୁଳିକରି କରାଯାଇଛି ହତ୍ୟା

କହିରା,୧୦।୨: ଆମେରିକା ଏବଂ ୟୁରୋପରେ, ଲୋକମାନେ ଏକ ଉନ୍ନତ ଜୀବନ ପାଇଁ ନିଜ ଦେଶ ଛାଡି ଚାଲି ଯାଉଛନ୍ତି। କିନ୍ତୁ ସେଠାରେ ସେମାନଙ୍କର ଅସୁବିଧା ଶେଷ ହେଉନାହିଁ। ସେମାନେ ବେଆଇନ ଉପାୟରେ ନିର୍ଯ୍ୟାତନାର ସମ୍ମୁଖୀନ ହୋଇଛନ୍ତି। ଅନେକ ସମୟରେ, ସେମାନଙ୍କୁ ମୃତ୍ୟୁର…

ଟ୍ରେନ୍‌ ଟଏଲେଟ୍‌ରେ  ଯୁବକଙ୍କ ମୃତଦେହ ଦେଖି ସଫେଇ କର୍ମଚାରୀ…

ସମ୍ବଲପୁର,୧୦ା୨(ପ୍ରମୋଦ ବହିଦାର): ସମ୍ବଲପୁର ରେଳଷ୍ଟେଶନର ଓ୍ବାଶିଂ ଲାଇନ୍‌ରେ ଟ୍ରେନ୍‌ର ଟଏଲେଟ୍‌ରୁ ଏକ ଯୁବକଙ୍କ ମୃତଦେହକୁ ଜବତ କରିଛି ସମ୍ବଲପୁର ରେଳବାଇ ପୋଲିସ। ମୃତ ଯୁବକ ଜଣକ ସମ୍ବଲପୁର ଜିଲା ବଡ଼ରମାର ପ୍ରସାଦୀ ବାଗ(୩୮) ବୋଲି ପରିଚୟ ମିଳିଛି। ସେ ସିକନ୍ଦରାବାଦରେ କୌଣସି…

ବାରବାଟୀ ବିଜୟ ପରେ ଖୁସିରେ ଗଦ୍‌ଗଦ୍‌ ହୋଇ ଏମିତି କହିଦେଲେ ରୋହିତ ଶର୍ମା

କଟକ,୧୦।୨: ଇଂଲଣ୍ଡ ବିପକ୍ଷରେ ୧୧୯ ରନର ଏକ ଚମତ୍କାର ଇନିଂସ ଖେଳି ରୋହିତ ଶର୍ମା ନିଜ ଫର୍ମକୁ ଫେରିଥିଲେ। ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ, ସେ ଫର୍ମ ହାସଲ କରି ସମାଲୋଚକମାନଙ୍କୁ ଉପଯୁକ୍ତ ଜବାବ ଦେଇଥିଲେ। ଏହି ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ…

ମୋଦିଙ୍କ ସହ ସାକ୍ଷାତ୍‌ ପୂର୍ବରୁ ବଡ଼ ଘୋଷଣା କରିବେ ଟ୍ରମ୍ପ, କେତେକ ଦେଶକୁ ଲାଗିବ ଝଟକା

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୦।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫେବୃଆରୀ ୧୨ ଏବଂ ୧୩ ତାରିଖରେ ଆମେରିକା ଗସ୍ତରେ ଯିବେ। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସାକ୍ଷାତ କରିବେ। ଏହି ଦୁଇ ବଡ଼ ନେତାଙ୍କ ମଧ୍ୟରେ…

ହାରିବା ପରେ ଏବେ ଆକ୍ସନ ମୋଡରେ କେଜରିଓ୍ବାଲ, ପଞ୍ଜାବ ବିଧାୟକଙ୍କୁ ଶୀଘ୍ର ଦିଲ୍ଲୀ ପହଞ୍ଚିବାକୁ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୦।୨: ଦିଲ୍ଲୀ ନିର୍ବାଚନ ଫଳାଫଳ ପରେ, ଆମ ଆଦମୀ ପାର୍ଟି (ଆପ) ସୁପ୍ରିମୋ ଅରବିନ୍ଦ କେଜରିୱାଲ ପଞ୍ଜାବ ଉପରେ ତାଙ୍କର ଧ୍ୟାନ କେନ୍ଦ୍ରିତ କରିଛନ୍ତି। ସେ ଫେବୃଆରୀ ୧୧ ତାରିଖରେ ଦିଲ୍ଲୀରେ ପଞ୍ଜାବର ସମସ୍ତ ଆପ ବିଧାୟକମାନଙ୍କର ଏକ ବୈଠକ ଡକାଇଛନ୍ତି।…

ପଥରରେ ଛେଚି ଯୁବକଙ୍କୁ ହତ୍ୟା, ବାଇକ୍‌ ସହ ମୃତଦେହ ଜବତ

ଦିଗପହଣ୍ଡି,୧୦ା୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ପଞ୍ଚାୟତ ଡୋଳବ ଗାଁ ନିକଟ ରାସ୍ତାକଡ ଚାଷଜମିରୁ ଜଣେ ଯୁବକଙ୍କ ମୃତଦେହକୁ ସୋମବାର ସକାଳେ ପାଟପୁର ପୋଲିସ ଜବତ କରିଛି। ମୃତକ ଜଣକ ହେଲେ ପୋଡ଼ାମାରି ଗ୍ରାମ ଢ଼ିମିରା ସାହିର…

ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ବୁମରାଙ୍କ ଫିଟ୍‌ନେସ୍‌କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌

ନୂଆଦିଲ୍ଲୀ,୧୦।୨: ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଜସପ୍ରୀତ ବୁମରାଙ୍କ ଫିଟନେସ୍‌କୁ ନେଇ ବଡ଼ ଅପଡେଟ୍‌ ଆସିଛି। ବୁମରା ଏବେ ଜିମ ଏବଂ ହାଲୁକା ବୋଲିଂ ଆରମ୍ଭ କରିପାରିବେ। ସେ ଆଗାମୀ ଗୋଟିଏ କିମ୍ବା ୨ ଦିନ ମଧ୍ୟରେ ଅଭ୍ୟାସ ଆରମ୍ଭ କରିପାରିବେ। ଟିମ…

୪ଜଣଙ୍କୁ ବିବାହ କରିଛନ୍ତି ରସିକିଆ ଡାକ୍ତର

ଭୁବନେଶ୍ୱର,୧୦ା୨(ସୂର୍ଯ୍ୟକାନ୍ତ ବେହେରା): ମିଛ କହି ବିବାହ କରିବା ଓ ନାନା ବାହାନାରେ ଠକେଇ ଘଟଣା ବଢ଼ି ଚାଲିଛି। ପୂର୍ବରୁ ଏମିତି ବହୁ ଅଭିଯୋଗ ଆସିବା ପରେ ପୋଲିସ ପଦକ୍ଷେପ ଗ୍ରହଣ କରିଛି। ଏବେ ପୁଣି ଜଣେ ରସିକିଆ ଡାକ୍ତରଙ୍କ ପ୍ରେମ ପେଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?