Home Left

ରକ୍ତମୁଖା ହେଲା ଦନ୍ତା: ଶୋଇଥିବାବେଳେ ଘରୁ ଘୋଷାଡି ଆଣି ମହିଳାଙ୍କୁ ଦଳିଦେଲା

ବାରିପଦା,୨୬।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଂଜ ଜିଲା ବାରିପଦା ରେଞ୍ଜ ଅଧୀନ ରାଧିକାଶୋଳ ଗ୍ରାମରେ ଦନ୍ତା ଆକ୍ରମଣରେ ପୁଣି ଜଣକଙ୍କ ଜୀବନ ନେଇଛି। ରାତିରେ ଘରେ ପଶି ଶୋଇଥିବା ଜଣେ ମହିଳାଙ୍କୁ ଘୋଷାଡି ଆଣି ଘର ବାହାରେ କଚାଡି ମାରିଛି। ମୃତା ମହିଳା…

ତୁରନ୍ତ ଲେବାନନ୍‌ ଛାଡନ୍ତୁ ଭାରତୀୟ: ଦୂତାବସ ପକ୍ଷରୁ ନିର୍ଦ୍ଦେଶ ଜାରି

ନୂଆଦିଲ୍ଲୀ,୨୬।୯: ଇସ୍ରାଏଲ ଲେବାନନରେ ଏୟାର ଷ୍ଟ୍ରାଇକକୁ ତୀବ୍ର କରିଛି। ହେଜ୍‌ବୋଲ୍ଲା ମଧ୍ୟ କ୍ରମାଗତ ଭାବରେ ଇସ୍ରାଏଲ ଉପରେ ଆକ୍ରମଣ କରୁଛି। ଏହି କାରଣରୁ ସେଠାରେ ଅବସ୍ଥା କ୍ରମାଗତ ଭାବେ ଖରାପ ହେଉଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଦୂତାବାସ ସେଠାରେ ରହୁଥିବା…

ଏରେଣ୍ଡେଇ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା

ପାଟଣା,୨୬ା୯(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ଏରେଣ୍ଡେଇ ସରପଞ୍ଚ ପାର୍ବତୀ ଦେହୁରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ପଞ୍ଚାୟତର ମୋଟ ୧୧ ଜଣ ୱାର୍ଡ ସଦସ୍ୟଙ୍କ ମଧ୍ୟରୁ ୯ ଜଣ ଗତ ଅଗଷ୍ଟ ୨୭ରେ ଉପ ଜିଲାପାଳ ଉମାଶଙ୍କର ଦଳେଇଙ୍କୁ…

ଏଇ ଭାରତରେ

ଅଣୁ ବିଜ୍ଞାନୀ ଡ. କଳ୍ପନା ଶଙ୍କର ଏବେ ଜଣେ ସମାଜସେବୀ ଭାବରେ ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ଚେଷ୍ଟା କରିବା ସହ ଅନେକ ହଜାର ମହିଳାଙ୍କୁ ସଶକ୍ତ କରିପାରିଛନ୍ତି। ତାମିଲନାଡୁର କାଞ୍ଚିପୁରମରେ ‘ହ୍ୟାଣ୍ଡ ଇନ୍‌ ହ୍ୟାଣ୍ଡ’ ଏନ୍‌ଜିଓ ପ୍ରତିଷ୍ଠା କରି ତା’…

ଟ୍ରୁଡୋଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ଓଟାଓ୍ବା, ୨୬।୯:କାନାଡା ପାର୍ଲାମେଣ୍ଟରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋଙ୍କ ବିରୋଧରେ ମୁଖ୍ୟ ବିରୋଧୀ ଦଳ କଞ୍ଜରଭେଟିଭ ପାର୍ଟି ଅଫ୍‌ କାନାଡାର ନେତା ପିୟରେ ପୋଲେଭ୍ରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି। ଫଳରେ ବୁଧବାର କାନାଡା ପାର୍ଲାମେଣ୍ଟରେ ବିଭିନ୍ନ ପ୍ରସଙ୍ଗରେ ବିତର୍କ କରାଯାଇଛି।…

ଦେବଭୂମିରେ ଦୁର୍ବିପାକ

ଡ. ବିଜୟ କେତନ ପଟ୍ଟନାୟକ ଦେବଭୂମି କେରଳ ରାଜ୍ୟର ଉତ୍ତର ପୂର୍ବରେ ରହିଛି ରହସ୍ୟମୟ ବିସ୍ମୟୋତ୍ପାଦକ ସହର ଓ୍ବାୟନାଡ୍‌। ଏହି ସବୁଜିମାମୟ ସହରରେ ନିକଟରେ ପ୍ରକୃତିର କୋପ ରଚିଛି ମୃତ୍ୟୁର ତାଣ୍ଡବ। ବାଦଲଫଟା ବର୍ଷା ଓ ଭୂସ୍ଖଳନ ହେତୁ ଚାହୁଁ ଚାହୁଁ…

ଇରାନ ରଚୁଛି ଟ୍ରମ୍ପ୍‌ଙ୍କ ହତ୍ୟା ଷଡ଼ଯନ୍ତ୍ର:ଆମେରିକୀୟ ଗୋଇନ୍ଦା ଅଧିକାରୀଙ୍କ ଚେତାବନୀ

ଓ୍ବାଶିଂଟନ, ୨୬।୯:ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ହତ୍ୟା କରିବା ପାଇଁ ଇରାନ ଷଡ଼ଯନ୍ତ୍ର ରଚୁଛି ବୋଲି ଆମେରିକୀୟ ଗୋଇନ୍ଦା ଏଜେନ୍ସି ‘ନ୍ୟାଶନାଲ ଇଣ୍ଟେଲିଜେନ୍ସ’ ପ୍ରକାଶ କରିଛି। ଆମେରିକାରେ ଅରାଜକତା ଏବଂ ଅସ୍ଥିରତା ବିସ୍ତାର…

ଆମ ହାତରେ ବମ୍‌

ରିତେଶ କୁମାର ଶିଶୁ ବିଜ୍ଞାନର ଉନ୍ନତି ସହ ଆମର ଯୋଗାଯୋଗ ଉପକରଣ ସବୁ ଅତ୍ୟାଧୁନିକ ହୋଇଯାଇଛି। ମୋବାଇଲ ଫୋନ୍‌, ଲାପ୍‌ଟପ୍‌, ୱାକିଟକି, ପେଜର, ସ୍ମାର୍ଟ ଟିଭି, ଫ୍ରିଜ୍‌, ଇଲେକ୍ଟ୍ରୋନିକ ଗାଡ଼ି ସବୁ ଆମେ ବ୍ୟବହାର କରୁଛେ। ଗୁରୁତ୍ୱପୂର୍ଣ୍ଣ କଥା ହେଲା ସେଗୁଡ଼ିକ…

ବିଜ୍ଞାନର ମୂଲ୍ୟାୟନ

ଅଧିକାଂଶ ଧାର୍ମିକ ବ୍ୟକ୍ତି ବିଜ୍ଞାନ ପ୍ରତି ଈର୍ଷା ଭାବ ପ୍ରକାଶ କରନ୍ତି। ହେଲେ ବିଜ୍ଞାନ ସିଦ୍ଧାନ୍ତ ଉପସ୍ଥାପନ କରି ଧର୍ମକୁ ଟପିଯାଇଛି। ଯାଦୁ ଶକ୍ତି ବଦଳରେ ତୁମ ପାଖରେ ଟେକ୍ନୋଲୋଜି (ପ୍ରଯୁକ୍ତି),ଏକ ଶିଳ୍ପଭିତ୍ତିକ ଜୀବନଶୈଳୀ ଓ ଅଧିକ ଉତ୍ପାଦନ, ଆଣ୍ଟିବାୟୋଟିକ୍‌ ଓ…

ଛେଚିବ ବର୍ଷା: ୨ ଜିଲାକୁ ଅରେଞ୍ଜ, ୨୧ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୨୬।୯ (ଅନୁରାଧା ମହାରଣା):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଲାଗିରହିଛି। ବୁଧବାର ଭବାନୀପାଟଣାରେ ସର୍ବାଧିକ ୧୫୫ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ଗୁରୁବାର ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଘଡଘଡ଼ି ସହ ବର୍ଷା ନେଇ ସତର୍କ ସୂଚନା ଜାରି…

ଚାନ୍ଦି ଭଣ୍ଡାରର ନୂତନ କଲେକ୍ସନ

ଭୁବନେଶ୍ୱର,୨୬।୯: ରାଜ୍ୟର ଅଗ୍ରଣୀ ରୁପା ଅଳଙ୍କାର ପ୍ରତିଷ୍ଠାନ ତଥା ସିଲ୍‌ଭର ଚେନ୍‌ ବ୍ରାଣ୍ଡ ‘ଚାନ୍ଦି ଭଣ୍ଡାର’ ପକ୍ଷରୁ ଚଳିତ ବର୍ଷର ପାର୍ବଣ ପ୍ରସ୍ତୁତି (ଦୁର୍ଗାପୂଜା ସେଲିବ୍ରେଶନ) ସମ୍ପର୍କରେ ଘୋଷଣା କରାଯାଇଛି। ଅପରପକ୍ଷରେ ଆକର୍ଷଣୀୟ ଡିଜାଇନ ଓ ସୂକ୍ଷ୍ମ କାରିଗରିରେ ନିର୍ମିତ ବ୍ରାଣ୍ଡ୍‌ର…

୨୦୩୦ ସୁଦ୍ଧା କାର୍ଯ୍ୟ ପରିସରରେ ୩୦% ମହିଳା କର୍ମଚାରୀ

ଭୁବନେଶ୍ୱର,୨୬।୯: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବେଦାନ୍ତ ଆଲୁମିନିୟମ ପରିସରରେ ଆନ୍ତର୍ଜାତିକ କନ୍ୟା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ଓ ପରିବର୍ତ୍ତନଶୀଳ ପଦକ୍ଷେପ ‘ପ୍ରୋଜେକ୍ଟ ପଞ୍ଚତ୍ି’ର ସଫଳତାକୁ ଆଲୋକିତକରି ବେଦାନ୍ତ ଆଲୁମିନିୟମ ଅନ୍ତର୍ଜାତୀୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri