RBI: ବ୍ୟାଙ୍କ ବନ୍ଦ ହୋଇଗଲେ କିମ୍ବା ଲାଇସେନ୍ସ ରଦ୍ଦ ହୋଇଗଲେ, ଫେରିପାଇବେ କି ଜମା ଟଙ୍କା, ଏବେଠୁ ଜାଣନ୍ତୁ…
ନୂଆଦିଲ୍ଲୀ,୧୪।୨: ଭାରତୀୟ ରିଜର୍ଭ ବ୍ୟାଙ୍କ New India Co-op Bank ଉପରେ କଟକଣା ଲଗାଇଛି। ଯେଉଁମାନଙ୍କର ଏହି ବ୍ୟାଙ୍କରେ ଆକାଉଣ୍ଟ ଅଛି। ସେମାନେ ଟଙ୍କା ଫେରି ପାଇବା ଏବେ ମୁସ୍କିଲ ହୋଇ ପଡିଛି। କାହାର ଲକ୍ଷ ଲକ୍ଷ ଟଙ୍କା ଅଟକି ରହିଛି,…
ସ୍କୁଟି ରଖି ଜଳଭଣ୍ଡାରକୁ ଡେଇଁ ପଡ଼ିଲେ ଯୁବକ
କୋରାପୁଟ,୧୪।୨: ୨୬ ନମ୍ବର ଜାତୀୟ ରାଜପଥ ଟିମ୍ବର ବ୍ରିଜ୍ ଉପରୁ କୋଲାବ ଜଳଭଣ୍ଡାରକୁ ଡେଇଁ ପଡ଼ିଛନ୍ତି ଜଣେ ଯୁବକ। ଯୁବକ ଜଣକ ନିଖୋଜ ଥିବା ବେଳେ ତାଙ୍କୁ ଖୋଜାଖୋଜି କରାଯାଉଛି। ମିଳିଥିବା ସୂଚନା ମୁତାବକ, ଯୁବକ ଜଣକ ସୁନାବେଡ଼ାରୁ ଏକ ସ୍କୁଟି…
ଡକାୟତି ମାମଲାର ମୁଖ୍ୟ ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ୍ ଦଣ୍ଡାଦେଶ
ବାଲିଗୁଡ଼ା,୧୪ା୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ୨୦୧୩ରେ ଏକ ଡକାୟତି ଗ୍ୟାଙ୍ଗ ଘର ଭିତରେ ପଶି ସୁନା, ରୁପା ଅଳଙ୍କାର ସହ ଟଙ୍କା ଲୁଟି ନେଇଥିଲେ। ଦୀର୍ଘ ୧୧ ବର୍ଷ ପରେ ଆଜି…
India-China Dispute: ମୋଦିଙ୍କୁ ଏମିତି ପ୍ରସ୍ତାବ ଦେଲେ ଟ୍ରମ୍ପ, ଭୟରେ ଛାନିଆ ହେଲା ଚାଇନା
ଓ୍ବାଶିଂଟନ୍,୧୪।୨: ଗୁରୁବାର ସାରେ (ଶୁକ୍ରବାର ସକାଳ ୫ଟା ଭାରତୀୟ ସମୟ) ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମିଳିତ ଖବରଦାତା ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ପ୍ରସ୍ତାବ ଦେଇଛନ୍ତି। ସେ ଭାରତ ଏବଂ ଚାଇନା ମଧ୍ୟରେ ସୀମା ବିବାଦରେ ମଧ୍ୟସ୍ଥତା କରିବାକୁ…
ବିଧାନସଭାରେ ନବୀନଙ୍କ ଆଗରେ ମୁହାଁମୁହିଁ ହେଲେ ଅରୁଣ-ସୂର୍ଯ୍ୟବଂଶୀ, ରାଜନୀତିରେ ହଇଚଇ
ଭୁବନେଶ୍ୱର,୧୪।୨: ବିଧାନସଭା ଆରମ୍ଭରୁ ମାଡିଆସିଲେ ବିରୋଧୀ। ଆରମ୍ଭରୁ କଲେ ହଙ୍ଗାମା। ଏହାରି ଭିତରେ ମୁହାଁମୁହିଁ ହୋଇଗଲେ ବିଜେଡି ବିଧାୟକ ଆଉ ଭାଜପା ବିଧାୟକ। ଗୃହରେ ଜମିଲା ଅସ୍ମିତା କଳି। ଏପରି କିଛି ଦୃଶ୍ୟ ଥିଲା ଶୁକବ୍ରାର ବିଧାନସଭା ଅଧିବେଶନର। ଆଜି ବିଧାନସଭାରେ…
ବ୍ରିଜ ଉପରେ ରିଲ୍ସ କରିବା ପଡ଼ିଲା ମହଙ୍ଗା: ନଦୀକୁ ଖସି ପଡ଼ିଲେ ଯୁବତୀ
ଢେଙ୍କାନାଳ,୧୪।୨: ମୋବାଇଲ ଫୋନରେ ରିଲ୍ସ କରିବା କାଳ ହୋଇଛି। ରିଲ୍ସ କରିବା ସମୟରେ ଅସାବଧାନତା ଯୋଗୁ ବ୍ରିଜ ଉପରୁ ବ୍ରାହ୍ମଣୀ ନଦୀକୁ ଖସି ପଡିଛନ୍ତି ଜଣେ ଯୁବତୀ। ସ୍ଥାନୀୟ ଲୋକେ ଯୁବତୀଙ୍କୁ ଉଦ୍ଧାର କରି ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି…
କୋଲକାତା ହାଇକୋର୍ଟରୁ ମମତା ସରକାରଙ୍କୁ ଲାଗିଲା ଝଟକା
କୋଲକାତା,୧୪।୨: କୋଲକାତା ହାଇକୋର୍ଟ ପଶ୍ଚିମବଙ୍ଗର ବର୍ଦ୍ଧମାନରେ ଏକ ରାଲି କରିବାକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ)କୁ ଅନୁମତି ଦେଇଛନ୍ତି। ୧୬ ଫେବୃଆରୀ, ୨୦୨୫ରେ ଏଠାରେ ଆରଏସଏସର ଏକ ରାଲି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି, ଯାହା ପାଇଁ ପଶ୍ଚିମବଙ୍ଗ ପୋଲିସ ଅନୁମତି…
ଅବୈଧ ପ୍ରବାସୀଙ୍କୁ ନେଇ ଆମେରିକାରୁ ଶନିବାର ଅମୃତସରରେ ପହଞ୍ଚିବ ଆଉ ଏକ ବିମାନ
ନୂଆଦିଲ୍ଲୀ,୧୪।୨: ଆମେରିକାରେ ଅବୈଧ ପ୍ରବାସୀଙ୍କ ବିରୋଧରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଆମେରିକା ସାରା ବିଶ୍ୱରୁ ଅବୈଧ ପ୍ରବାସୀଙ୍କୁ ନିରନ୍ତର ଦେଶାନ୍ତର କରୁଛି। ଏବେ ଖବର ଆସିଛି ଯେ ଆଉ ଏକ ଆମେରିକୀୟ ସାମରିକ ବିମାନ ଆମେରିକାରେ ଅବୈଧ…
New India Co-operative Bank ଲାଗିଲା ବ୍ୟାନ୍: ବ୍ୟାଙ୍କରେ କେତେ ଟଙ୍କା ରଖିବା ସୁରକ୍ଷିତ, ଜାଣି ନିଅନ୍ତୁ ନଚେତ ହଇରାଣରେ ପଡିବେ
ନୂଆଦିଲ୍ଲୀ,୧୪।୨: ଭାରତୀୟ ରିଜର୍ଭ ବ୍ୟାଙ୍କ, ନ୍ୟୁ ଇଣ୍ଡିଆ କୋ-ଅପରେଟିଭ ବ୍ୟାଙ୍କକୁ ୬ ମାସ ପାଇଁ ବ୍ୟାନ କରିଛି। ଆରବିଆଇର ଏହି କାର୍ଯ୍ୟାନୁଷ୍ଠାନ ପରେ, ବ୍ୟାଙ୍କର ନୂଆ ବ୍ୟବସାୟ କେବଳ ଠପ ହୋଇନାହିଁ, ବରଂ ଗ୍ରାହକମାନଙ୍କୁ ନିଜ ଟଙ୍କା ଉଠାଇବାର ମଧ୍ୟ ଅନୁମତି…
Champions Trophy: ଚାମ୍ପିଅନ୍ସ ଟ୍ରଫି ପାଇଁ ପୁରସ୍କାର ରାଶି ଘୋଷଣା କଲା ICC
ନୂଆଦିଲ୍ଲୀ,୧୪।୨: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଚାମ୍ପିଅନ୍ସ ଟ୍ରଫି ପାଇଁ ପୁରସ୍କାର ରାଶି ଘୋଷଣା କରିଛି। ବିଶ୍ୱ କ୍ରିକେଟ ସଂସ୍ଥା ଗତ ଥର ତୁଳନାରେ ଟୁର୍ନାମେଣ୍ଟର ପୁରସ୍କାର ରାଶି ୫୩ ପ୍ରତିଶତ ବୃଦ୍ଧି କରିଛି। ଫେବୃଆରୀ ୧୯ରୁ ଆରମ୍ଭ ହେଉଥିବା ଚାମ୍ପିଅନ୍ସ…
ଭୂମିହୀନଙ୍କୁ ତୁରନ୍ତ ଜମିପଟ୍ଟା ଦେବାକୁ ନିର୍ଦ୍ଦେଶ
ଛତ୍ରପୁର,୧୪ା୨(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ରାଜସ୍ବ ସମୀକ୍ଷା ବୈଠକ ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବସୁନ୍ଧରା ଯୋଜନା ଆନୁକୂଲ୍ୟରେ ଗଞ୍ଜାମ ଜିଲାରେ ଚିହ୍ନଟ ହୋଇଥିବା ଭୂମିହୀନଙ୍କୁ ତୁରନ୍ତ ଜମିପଟ୍ଟା ପ୍ରଦାନ କରିବା ନିମନ୍ତେ କୁହାଯାଇଛି। ସହରାଞ୍ଚଳ ହେଉବା…
ବଡ଼ଖବର: କାଲିଠୁ ଏମାନଙ୍କୁ ମିଳିବନି ରାଶନ
ଭୁବନେଶ୍ୱର, ୧୪।୨: ରାଶନ କାର୍ଡ ଧାରକଙ୍କ ପାଇଁ ବଡଖବର। ଆସନ୍ତାକାଲି ଅର୍ଥାତ୍ ଫେବୃଆରୀ ୧୫ରେ E-KYC କରିବାର ଶେଷ ତାରିଖ। ଶେଷ ତାରିଖ ସୁଦ୍ଧା E-KYC କରିନଥିଲେ ରାଶନ କାର୍ଡ ଉପଭୋକ୍ତାଙ୍କ ନାଁ କଟିଯିବ। ସରକାରଙ୍କଠାରୁ ମିଳୁଥିବା ମାଗଣା ଚାଉଳ ଏବଂ…

