ଏନଡିଏ ଗଠବନ୍ଧନକୁ ଚ୍ୟାଲେଞ୍ଜ ଦେବେ ଚିରାଗ ପାସୱାନ! ବଡ଼ ପୋଲ ଖୋଲିଦେଲେ ଏଲଜେପି ନେତା
ପାଟନା,୨୬।୯: ବିହାରର ଲୋକ ଜନଶକ୍ତି ପାର୍ଟି ଆଗାମୀ ଦିନରେ ଉତ୍ତରପ୍ରଦେଶର ୧୦ଟି ଆସନରେ ଉପ-ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପ୍ରସ୍ତୁତ ହେଉଛି। ଏହି କ୍ରମରେ କେନ୍ଦ୍ର ମନ୍ତ୍ରୀ ଚିରାଗ ପାସୱାନ ଗୁରୁବାର ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି। ସେ କୌଶାମ୍ବି ଜିଲାର ଏକ ରାଲିରେ…
ଦେଇନାହାନ୍ତି ଏହି ଡକ୍ୟୁମେଣ୍ଟ, ଜମା ଆସିବନି ସୁଭଦ୍ରା ଟଙ୍କା, ଜାଣି ନିଅନ୍ତୁ…
ଭୁବନେଶ୍ୱର,୨୬।୯: ଭାଜପା ସରକାରଙ୍କ ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିରେ ମହିଳାଙ୍କୁ ୫ହଜାର ଟଙ୍କାର ଭାଉଚର୍ ଆସିଛି। ଆଗାମୀ ବର୍ଷ ମହିଳା ଦିବସରେ ଦ୍ୱିତୀୟ କିସ୍ତି ମିଳିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି। ବୁଧବାର ଗଣମାଧ୍ୟମରେ ପ୍ରତିକ୍ରିୟା ରଖି ପ୍ରଭାତୀ…
ଜରିମାନା ସହ ଜେଲ ଗଲେ ସଞ୍ଜୟ ରାଉତ, ଭାଜପା ନେତାଙ୍କ ସ୍ତ୍ରୀ କରିଥିଲେ ଏଫ୍ଆଇଆର
ନୂଆଦିଲ୍ଲୀ,୨୬।୯: ମାନହାନୀ ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କୁ ଦଣ୍ଡିତ କରାଯାଇଛି। ସଞ୍ଜୟ ରାଉତଙ୍କୁ ୧୫ ଦିନ ଜେଲ ସହ ୨୫ ହଜାର ଜରିମାନା କରାଯାଇଛି। ସଞ୍ଜୟଙ୍କୁ ଏହି ଜେଲ ଦଣ୍ଡାଦେଶ କରିଛନ୍ତି ମୁମ୍ବାଇ ମେଟ୍ରୋପଲିଟାନ କୋର୍ଟ। ଭାଜପା ନେତା କିରିଟ…
ଆସୁଛି ଶାରଦୀୟ ଛୁଟି: ଦାରିଙ୍ଗବାଡ଼ିରେ ହେବ ପର୍ଯ୍ୟଟକଙ୍କ ଭିଡ଼, ଏବେଠୁ ଜୋର୍ଦାର ପ୍ରସ୍ତୁତି
ଦାରିଙ୍ଗବାଡ଼ି,୨୬ା୯(ଅରୁଣ ସାହୁ): ଓଡ଼ିଶାର କାଶ୍ମୀର କୁହାଯାଉଥିବା ପର୍ଯ୍ୟଟନ କ୍ଷେତ୍ର କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳ ଏବେ ଚଳଚଞ୍ଚଳ ହୋଇପଡ଼ିଛି। ଏବେ ପାର୍ବଣ ଋତୁ ଆସିଯାଇଥିବା ବେଳେ ଆଗକୁ ଆସୁଛି ଶାରଦୀୟ ଛୁଟି। ଛୁଟି କାଟିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ…
ଘର ରଙ୍ଗ ଦେଉଥିବାବେଳେ ଚାର୍ଜ ହୋଇଗଲା କାନ୍ଥ, ଜଣଙ୍କ ଜୀବନ ଗଲା, ୩ ଗୁରୁତର
ରାୟଗଡ଼ା,୨୬ା୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହରର ରୟତ କଲୋନୀରେ ଗୁରୁବାର ବିଦ୍ୟୁତ୍ ଆଘାତରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩ ଜଣ ଗୁରୁତର ହୋଇଛନ୍ତି। ମୃତକ ହେଲେ ଦୁଃଶାସନ ଖରା (୩୫) ଓ ତାଙ୍କ ଘର ଆମଗୁଡ଼ାରେ। ଗୁରୁତର ୩ ଜଣ ହେଲେ…
ଚାଇନାର ବଡ଼ ଷଡ଼ଯନ୍ତ୍ର: ଏହି ଆପ୍ ଜରିଆରେ ଭାରତରୁ ଚାଇନା ନେଇଛି ୪୦୦ କୋଟି ଟଙ୍କା, ଇଡି କହିଲା…
ନୂଆଦିଲ୍ଲୀ,୨୬ା୯: ଅନ୍ଲାଇନ୍ ଗେମିଂ ଆପ୍ ବିରୋଧରେ ଏନ୍ଫୋର୍ସମେଣ୍ଟ ଡାଇରେକ୍ଟୋରେଟ୍(ଇଡି) କଡ଼ା ପଦକ୍ଷେପ ଗ୍ରହଣ କରିଛି। ଇଡି ପ୍ରାୟ ୨୫ କୋଟି ଟଙ୍କା ଜବତ କରିଛି। ଚାଇନାର FIEWIN ଗେମିଂ ଆପ୍ ବିରୋଧରେ ଇଡି ଏହି ପଦକ୍ଷେପ ନେଇଛି। ଏହା ବ୍ୟତୀତ ଏନ୍ଫୋର୍ସମେଣ୍ଟ…
ଜୁନିୟର କ୍ଲର୍କ ନିଯୁକ୍ତି ୨୦୨୪ ପାଇଁ ବିଜ୍ଞପ୍ତି: +୨ ପାସ୍ କରିଥିଲେ ସୁବର୍ଣ୍ଣ ସୁଯୋଗ, ଆବେଦନ କରିବାର ଶେଷ ସମୟସୀମା ରହିଛି…
ଭୁବନେଶ୍ୱର,୨୬।୯: ଓଡ଼ିଶା ପୋଲିସ ତରଫରୁ ଡିପିଓ କ୍ୟାଡର ପୋଷ୍ଟ ଜୁନିୟର କ୍ଲର୍କ ନିଯୁକ୍ତି ୨୦୨୪ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୭୭ ଟି ପଦବୀ ପୂରଣ ଏହି ନିଯୁକ୍ତି ବାହାରିଛି। ଅନଲାଇନ ମୋଡରେ ଇଚ୍ଛୁକ ଛାତ୍ରୀଛାତ୍ର ଆବେଦନ କରିପାରିବେ। ୨୩ ସେପ୍ଟେମ୍ବରରୁ…
ବାର୍ ଉପରେ ଅବକାରୀ ବିଭାଗର ଚଢ଼ାଉ: ନକଲି ମଦ ଜବତ
ନିଶ୍ଚିନ୍ତକୋଇଲି,୨୬।୯(ଅଶୋକ କୁମାର ମହାପାତ୍ର): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ନିଶ୍ଚିନ୍ତକୋଇଲି ବଜାରରେ ଥିବା ଏସଆର ବାର ଉପରେ କଟକ ଅବକାରୀ ବିଭାଗ ୧୦ ଜଣିଆ ଟିମ ଅତର୍କିତ ଚଢ଼ାଉ କରିଥିଲେ। ଏହି ବାରରୁ ବ୍ୟାପକ ନକଲି ମଦ, ଠିପି, ଷ୍ଟିକର…
ଭାଜପାକୁ ଫସାଇଦେଲେ କଙ୍ଗନା: କଂଗ୍ରେସକୁ ମିଳିବ ଜବରଦସ୍ତ ଲାଭ
ନୂଆଦିଲ୍ଲୀ,୨୬।୯: ୨୦୨୧ରେ ମୋଦି ସରକାରଙ୍କ ଦ୍ୱାରା ରଦ୍ଦ କରାଯାଇଥିବା ୩ କୃଷି ଆଇନକୁ ଫେରାଇ ଆଣିବା ଉଚିତ ବୋଲି ମଙ୍ଗଳବାର ଭାଜପା ଏମ୍ପି କଙ୍ଗନା ରାଣାଓ୍ବତ ବୟାନ ଦେଇଥିଲେ। ଯାହାକୁ ନେଇ ତୁମ୍ତତେବେ ବୁଧବାର ସେ ଏହି ବୟାନକୁ ନେଇ କ୍ଷମା…
କୁଟୀର ଶିଳ୍ପରେ ପରିଣତ ହେଲାଣି ମହୁଲି ମଦ, ବେପାରୀ-ଅବକାରୀ ବିଭାଗ ସଲାସୁତରା
ଅମରପାଲି,୨୬ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଅବକାରୀ ଥାନା ଅଞ୍ଚଳରେ ମହୁଲି ମଦ ପ୍ରସ୍ତୁତି କୁଟୀର ଶିଳ୍ପରେ ପରିଣତ ହୋଇଛି। ବେଫିକର ଭାବେ ଗାଁ ଗାଁରେ ବେଆଇନ ଭାବେ ତିଆରି ହେଉଛି ନକଲି ମଦ। ଅବକାରୀ ବିଭାଗ ସବୁ ଜାଣି ମଧ୍ୟ…
କୃଷକଙ୍କ ପାଇଁ ଖୁସିଖବର: ଏହି ଦିନ ଖାତାକୁ ଆସିବ ଟଙ୍କା
ନୂଆଦିଲ୍ଲୀ,୨୬।୯: ଦେଶର କୋଟି କୋଟି ଚାଷୀଙ୍କ ପାଇଁ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୮ତମ କିସ୍ତିର ତାରିଖ ଘୋଷଣା କରାଯାଇଛି। ସରକାରୀ ୱେବସାଇଟ ଅନୁଯାୟୀ, ଅକ୍ଟୋବର ୫, ୨୦୨୪ରେ ୧୮ତମ କିସ୍ତିର ପରିମାଣ କୃଷକଙ୍କ…
ସୂର୍ଯ୍ୟମନ୍ଦିର ପରିସରରେ ଫୁଟେ ଉଚ୍ଚର ପାଣି, ପର୍ଯ୍ୟଟକ ହନ୍ତସନ୍ତ
କୋଣାର୍କ,୨୬ା୯: ସାରା ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ବିଶ୍ୱ ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ପରିସରରେ ଫୁଟେ ଉଚ୍ଚର ପାଣି ଜମିରହିଛି। ଫଳରେ କୋଣାର୍କ ବୁଲିବାକୁ ଆସିଥିବା ଶହଶହ ପର୍ଯ୍ୟଟକ ହନ୍ତସନ୍ତ ହୋଇଛନ୍ତି। ପମ୍ପ୍ସେଟ୍ ଲଗାଇ ପାଣି ନିଷ୍କାସନ…
Archives


