ପ୍ରବଳ ବର୍ଷା ଯୋଗୁ ମୋଦିଙ୍କ ପୁଣେ ଗସ୍ତ ବର୍ଷା ବାତିଲ୍
ନୂଆଦିଲ୍ଲୀ,୨୬।୯: ମହାରାଷ୍ଟ୍ରରେ ପ୍ରବଳ ବର୍ଷା ହେତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପୁଣେ ଗସ୍ତ ବାତିଲ ହୋଇଛି। ମହାରାଷ୍ଟ୍ରର ଅନେକ ସହରରେ ପ୍ରବଳ ବର୍ଷା ହେତୁ ପରିସ୍ଥିତି ଚିନ୍ତାର କାରଣ ହୋଇଛି। ରାସ୍ତାରେ ଜଳ ନିଷ୍କାସନ ହୋଇ ନ ପାରିବାରୁ ସାଧାରଣ ଜୀବନ…
ସମୁଦ୍ର ମଝିରେ ଫସିଲେ ୧୪ ମତ୍ସ୍ୟଜୀବୀ, ଉଦ୍ଧାର କରିବାକୁ ଯାଇଥିବା ବୋଟ ବି ଫସିଲା
ଭୁବନେଶ୍ୱର,୨୬।୯: ପାରାଦୀପ ମହାନଦୀ ମୁହାଣରେ ଫସିଛନ୍ତି ୧୪ ମତ୍ସ୍ୟଜୀବୀ । ଗୁରୁବାର ଦୁଇଟି ମାଛଧରା ବୋଟ ଅଚଳ ହୋଇଯିବାରୁ ମଝି ସମୁଦ୍ରରେ ଫସିରହିଥିବା ସୂଚନା ମିଳିଛି। ସେମାନଙ୍କୁ ଉଦ୍ଧାର କରାଯାଇ ପାରି ନ ଥିବା ଜଣାଯାଇଛି। ପ୍ରଥମେ ଏକ ମାଝଧରା ବୋଟ…
ପ୍ରଜ୍ଞାନନ୍ଦ-ଇରିଗାସିଙ୍କ ମ୍ୟାଚ ଦେଖି ମୋଦି ମୁଗ୍ଧ:ପ୍ରଶଂସାରେ ପୋତିପକାଇଲେ
ନୂଆଦିଲ୍ଲୀ, ୨୬।୯ (ପି.ଟି.):ବୁଦାପେଷ୍ଟରେ ଅନୁଷ୍ଠିତ ୪୫ତମ ଚେସ୍ ଅଲିମ୍ପିଆଡ୍ରେ ଐତିହାସିକ ଡବଲ ସ୍ବର୍ଣ୍ଣ ପଦକ ବିଜୟୀ ଭାରତୀୟ ଦଳ (ମହିଳା ଓ ପୁରୁଷ)କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସା କରିଛନ୍ତି। ବୁଧବାର ଉଭୟ ମହିଳା ଓ ପୁରୁଷ ଦଳର ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କୁ…
କଙ୍ଗନାଙ୍କୁ ଟାର୍ଗେଟ କଲେ ନିଜ ଦଳର ନେତା, କହିଲେ ଭଡଭଡ ହୋଇ….
ନୂଆଦିଲ୍ଲୀ,୨୬।୯: ଅଭିନେତ୍ରୀ ତଥା ଭାଜପା ଏମପି କଙ୍ଗନା ରଣାଓ୍ବତଙ୍କ ୩ କୃଷି ବିଲ୍କୁ ନେଇ ଦେଇଥିବା ଟିପ୍ପଣୀ ଉପରେ ଜାତୀୟ ରାଜନୀତି ସରଗରମ ରହିଛି। ସ୍ଥିତି ଏପରି ହୋଇଛି ଯେ, ନିଜ ଦଳର ନେତା ତାଙ୍କୁ ଲଗାତାର ସମାଲୋଚନା କରୁଛନ୍ତି। ମଣ୍ଡିର…
କାହିଁକି ପ୍ରେମିକାଙ୍କୁ ୫୯ ଖଣ୍ଡ କରି ଫ୍ରିଜ୍ରେ ରଖିଥିଲେ ମୁକ୍ତିରଞ୍ଜନ: ସୁଇସାଇଡ୍ ନୋଟ୍ରୁ ଖୋଲିଲା ଗୁମର
ବେଙ୍ଗାଲୁରୁ,୨୬।୯: ଅପରାଧୀ ଯେତେ ଚାଲାକ ଚତୁର ହେଲେ ମଧ୍ୟ ଦଣ୍ଡରୁ ବର୍ତ୍ତିପାରିବେ ନାହିଁ। ଆଇନ ଅଦାଲତରେ ଦଣ୍ଡିତ ହେବା ପୂର୍ବରୁ ସମ୍ଭବତଃ ଧରାପଡ଼ିବା ଭୟରେ ଆମତ୍ହତ୍ୟା କରିବା ଭଳି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ବେଙ୍ଗାଲୁରୁର ବହୁଚର୍ଚ୍ଚିତ ମହାଲକ୍ଷ୍ମୀ ହତ୍ୟା…
ମାତ୍ର ୩୫ ରନ୍ କରିବା ମାତ୍ରେ ଇତିହାସ ରଚିବେ କୋହଲି: ଭାଙ୍ଗିବେ ‘ବିରାଟ’ ରେକର୍ଡ
ନୂଆଦିଲ୍ଲୀ,୨୬।୯:ଭାରତୀୟ ଦଳର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ନଜର ଏକ ବଡ଼ ରେକର୍ଡ ଉପରେ ରହିଛି। କାନପୁର ଟେଷ୍ଟରେ ସେ ମହାନ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିବାର ସୁଯୋଗ ରହିଛି। କିଙ୍ଗ କୋହଲି ଅନ୍ତର୍ଜାତୀୟ କ୍ରିକେଟରେ ୨୭ ହଜାର ରନ…
ଦିଲ୍ଲୀରେ ବସିବ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ, ଗୃହରେ ବହୁମତ ସାବ୍ୟସ୍ତ କରିବେ ଆତିଶୀ
ନୂଆଦିଲ୍ଲୀ,୨୬।୯: ଦିଲ୍ଲୀରେ ନୂଆ ସରକାର ଆସିଛି। ତେଣୁ ଆଜିଠାରୁ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଆରମ୍ଭ ହେବାକୁ ଯାଉଛି।ଏଥିପାଇଁ ଉଭୟ ଆମ ଆଦମୀ ପାର୍ଟି ଏବଂ ଭାରତୀୟ ଜନତା ପାର୍ଟି ପ୍ରସ୍ତୁତ ଅଛନ୍ତି। ମୁଖ୍ୟମନ୍ତ୍ରୀ ଭାବରେ ଏହା ଆତିଶିଙ୍କ ପ୍ରଥମ କାର୍ଯ୍ୟକାଳ ହେବ।…
ରକ୍ତମୁଖା ହେଲା ଦନ୍ତା: ଶୋଇଥିବାବେଳେ ଘରୁ ଘୋଷାଡି ଆଣି ମହିଳାଙ୍କୁ ଦଳିଦେଲା
ବାରିପଦା,୨୬।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଂଜ ଜିଲା ବାରିପଦା ରେଞ୍ଜ ଅଧୀନ ରାଧିକାଶୋଳ ଗ୍ରାମରେ ଦନ୍ତା ଆକ୍ରମଣରେ ପୁଣି ଜଣକଙ୍କ ଜୀବନ ନେଇଛି। ରାତିରେ ଘରେ ପଶି ଶୋଇଥିବା ଜଣେ ମହିଳାଙ୍କୁ ଘୋଷାଡି ଆଣି ଘର ବାହାରେ କଚାଡି ମାରିଛି। ମୃତା ମହିଳା…
ତୁରନ୍ତ ଲେବାନନ୍ ଛାଡନ୍ତୁ ଭାରତୀୟ: ଦୂତାବସ ପକ୍ଷରୁ ନିର୍ଦ୍ଦେଶ ଜାରି
ନୂଆଦିଲ୍ଲୀ,୨୬।୯: ଇସ୍ରାଏଲ ଲେବାନନରେ ଏୟାର ଷ୍ଟ୍ରାଇକକୁ ତୀବ୍ର କରିଛି। ହେଜ୍ବୋଲ୍ଲା ମଧ୍ୟ କ୍ରମାଗତ ଭାବରେ ଇସ୍ରାଏଲ ଉପରେ ଆକ୍ରମଣ କରୁଛି। ଏହି କାରଣରୁ ସେଠାରେ ଅବସ୍ଥା କ୍ରମାଗତ ଭାବେ ଖରାପ ହେଉଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଦୂତାବାସ ସେଠାରେ ରହୁଥିବା…
ଏରେଣ୍ଡେଇ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା
ପାଟଣା,୨୬ା୯(ବୀରକିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଏରେଣ୍ଡେଇ ସରପଞ୍ଚ ପାର୍ବତୀ ଦେହୁରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି। ପଞ୍ଚାୟତର ମୋଟ ୧୧ ଜଣ ୱାର୍ଡ ସଦସ୍ୟଙ୍କ ମଧ୍ୟରୁ ୯ ଜଣ ଗତ ଅଗଷ୍ଟ ୨୭ରେ ଉପ ଜିଲାପାଳ ଉମାଶଙ୍କର ଦଳେଇଙ୍କୁ…
ଏଇ ଭାରତରେ
ଅଣୁ ବିଜ୍ଞାନୀ ଡ. କଳ୍ପନା ଶଙ୍କର ଏବେ ଜଣେ ସମାଜସେବୀ ଭାବରେ ଶିଶୁ ଶ୍ରମିକ ଉଚ୍ଛେଦ ପାଇଁ ଚେଷ୍ଟା କରିବା ସହ ଅନେକ ହଜାର ମହିଳାଙ୍କୁ ସଶକ୍ତ କରିପାରିଛନ୍ତି। ତାମିଲନାଡୁର କାଞ୍ଚିପୁରମରେ ‘ହ୍ୟାଣ୍ଡ ଇନ୍ ହ୍ୟାଣ୍ଡ’ ଏନ୍ଜିଓ ପ୍ରତିଷ୍ଠା କରି ତା’…
ଟ୍ରୁଡୋଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ
ଓଟାଓ୍ବା, ୨୬।୯:କାନାଡା ପାର୍ଲାମେଣ୍ଟରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋଙ୍କ ବିରୋଧରେ ମୁଖ୍ୟ ବିରୋଧୀ ଦଳ କଞ୍ଜରଭେଟିଭ ପାର୍ଟି ଅଫ୍ କାନାଡାର ନେତା ପିୟରେ ପୋଲେଭ୍ରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି। ଫଳରେ ବୁଧବାର କାନାଡା ପାର୍ଲାମେଣ୍ଟରେ ବିଭିନ୍ନ ପ୍ରସଙ୍ଗରେ ବିତର୍କ କରାଯାଇଛି।…
Archives


