Home Left

ମଣିପୁରରେ ପୁଣି ବ୍ୟାପିଲା ହିଂସା

ଇମ୍ଫାଲ,୩।୮: ଗୋଟିଏ ପଟେ ମଣିପୁରର ଜିରିବାମରେ ଶାନ୍ତି ବଜାୟ ରଖିବା ପାଇଁ ମୋତେଇ ଏବଂ ହମାର ସମ୍ପ୍ରଦାୟ ମଧ୍ୟରେ ଏକ ଚୁକ୍ତି ହୋଇଥିଲା। ଚୁକ୍ତିନାମାର ୨୪ ଘଣ୍ଟା ମଧ୍ୟରେ ଜିରିବାମରେ ହିଂସା ଆରମ୍ଭ ହୋଇଥିଲା। ଏଠାରେ ମୋତେଇ କଲୋନୀରେ ଗୁଳି ଚାଳନା…

ବନ୍ଧା ହେଲେ କୋଟିପତି ଯନ୍ତ୍ରୀ, ଆଖି ଖୋସିଲା ପରି ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ୍‌

ବାଲେଶ୍ୱର,୩।୮: ବାଲେଶ୍ୱର ଜିଲାର ଜଳସେଚନ ବିଭାଗ ଆନନ୍ଦପୁର ବ୍ୟାରେଜ୍‌ ଡିଭିଜନର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କୁ ଭିଜିଲାନ୍ସ ଗିରଫ କରିଛି । ଗତକାଲି ତାଙ୍କ ଘରେ ରେଡ୍‌ କରାଯାଇଥିଲା । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ଚଢ଼ାଉ ପରେ…

ଆମର କୃଷି ପରମ୍ପରା ଦେଶ ଭଳି ପ୍ରାଚୀନ: ମୋଦି

ନୂଆଦିଲ୍ଲୀ,୩।୮: ଶନିବାର ଦିଲ୍ଲୀରେ ଅନୁଷ୍ଠିତ ୩୨ତମ ଆନ୍ତର୍ଜାତୀୟ କୃଷି ଅର୍ଥନୀତିଜ୍ଞ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପହଞ୍ଚିଛନ୍ତି। ଏହି କାର୍ଯ୍ୟକ୍ରମରେ କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ମଧ୍ୟ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା କୃଷି ଅର୍ଥନୀତିଜ୍ଞଙ୍କୁ ମଧ୍ୟ…

ହଠାତ୍‌ ଫାଟିଲା ବାଦଲ, ୮ ଜଣଙ୍କ ମୃତ୍ୟୁ, ୫୦ରୁ ଅଧିକ ନିଖୋଜ

ସିମ୍‌ଲା, ୦୩।୦୮: ୱାୟନଡ଼ାରେ ଭୂସ୍ଖଳନର ବିଭୀଷିକା ପରେ ଏବେ ହିମାଚଳରେ ତାଣ୍ଡବ ରଚିଛି ପ୍ରକୃତି । ପ୍ରବଳ ବର୍ଷା ଲୋକଙ୍କ ଜୀବନ ନେଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ବାଦଲ ଫଟା ବର୍ଷା କାରଣରୁ ୮ ଲୋକଙ୍କ ମୃତ୍ୟୁ ହୋଇଛି ।…

ପ୍ୟାରିସ ଅଲିମ୍ପିକ୍ସରେ ଗୋଟିଏ ବାଥରୁମ ବ୍ୟବହାର କରୁଛନ୍ତି ୫ ଆଥଲେଟ

ପ୍ୟାରିସ,୩।୮: ପ୍ୟାରିସ ଅଲିମ୍ପିକ୍ସ ୨୦୨୪ର ଅଧା ଯାତ୍ରା ସମାପ୍ତ ହୋଇଛି। ଏହି ସମୟରେ, ପ୍ୟାରିସ ସହରର ସେଇନ ନଦୀ ହେଉ କିମ୍ବା ପ୍ୟାରିସ ଅଲିମ୍ପିକ୍ସର ପରିଚାଳନା ହେଉ, ସମସ୍ତଙ୍କୁ ଆଙ୍ଗୁଳି ନିର୍ଦ୍ଦେଶ କରାଯାଉଛି। ପ୍ୟାରିସ ଅଲିମ୍ପିକ୍ସ ଆରମ୍ଭ ପୂର୍ବରୁ ପ୍ୟାରିସ ଅଲିମ୍ପିକ…

ଭାରତୀୟ ଆଥ୍‌ଲେଟଙ୍କ ଲାଗି ପଠାଗଲା ୪୦ ଏୟାରକଣ୍ଡିଶନର

ନୂଆଦିଲ୍ଲୀ, ୪ା୮ :ପ୍ୟାରିସରେ ତାପମାତ୍ରା ସାଙ୍ଗକୁ ଆର୍ଦ୍ରତା ବୃଦ୍ଧି ପାଇବାରେ ଲାଗିଛି। ଅଲିମ୍ପିକ ଗେମ୍ସ ଭିଲେଜର ରୁମ୍‌ଗୁଡ଼ିକରେ କୁଲିଂ ବ୍ୟବସ୍ଥାରେ ଅଭାବ ରହିଥିବାରୁ ସେଠାରେ ଅବସ୍ଥାନ କରୁଥିବା ଭାରତୀୟ ଆଥଲେଟମାନଙ୍କ ସୁବିଧା ପାଇଁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ୪୦ଟି ଏୟାରକଣ୍ଡିଶନର ପଠାଇଛି।…

ଫିଲିପିନ୍ସରେ ୬.୮ ତୀବ୍ରତାର ଭୂକମ୍ପ

ମନିଲା,୩।୮: ଶନିବାର ସକାଳେ ଫିଲିପିନ୍ସରେ ଏକ ବଡ ଧରଣର ଭୂକମ୍ପ ଅନୁଭୂତ ହୋଇଥିଲା। ଫିଲିପିନ୍ସ ଇନଷ୍ଟିଚ୍ୟୁଟ ଅଫ ଆଗ୍ନେୟଗିରି ଏବଂ ଭୂକମ୍ପ ବିଜ୍ଞାନ କହିଛି ଯେ ଶନିବାର ସକାଳେ ଫିଲିପିନ୍ସର ଦକ୍ଷିଣ ଭାଗରେ ୬.୮ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ଭୂକମ୍ପର…

ଇସ୍ରାଏଲର ସୁରକ୍ଷା କବଚ ହେବ ଆମେରିକା

ଓ୍ବାଶିଂଟନ,୩।୮: ଇସ୍ରାଏଲର ସୁରକ୍ଷା ପାଇଁ ଆମେରିକା ବର୍ତ୍ତମାନ ପଶ୍ଚିମ ଏସିଆରେ ଅତିରିକ୍ତ ଯୁଦ୍ଧ ବିମାନ ଏବଂ ନୌସେନା ଜାହାଜ ନିୟୋଜିତ କରିବ। ସୂଚନାଯୋଗ୍ୟ, ଇରାନ ଏବଂ ଇରାନ ସମର୍ଥିତ ମିଲିସିଆଙ୍କ ଧମକକୁ ଦୃଷ୍ଟିରେ ରଖି ଏହି ନିୟୋଜନ କରାଯିବ। ପେଣ୍ଟାଗନ ଡେପୁଟି…

ଜଙ୍ଗଲରୁ ୫ ଦିନ ପରେ ମିଳିଲେ ୪ ଶିଶୁ, ଆସିଲା ହୃଦୟ ବିଦାରକ ଚିତ୍ର

କୋଚି, ୦୩।୦୮: କେରଳର ୱାୟନାଡ଼ରେ ବିନାଶକାରୀ ଭୂସ୍ଖଳନରେ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଶହରୁ ଉଦ୍ଧର୍‌଼ବ ଲୋକଙ୍କ ମୃତ୍ୟୁ ହୋଇଛି । ଅନେକ ସଂଖ୍ୟାରେ ଲୋକ ନିଖୋଜ ମଧ୍ୟ ରହିଛନ୍ତି । ଏହି ଭୟାନକ ସ୍ଥିତିରେ ଏକ ଖୁସି ଖବର ଆସିଛି ।…

ରୋଇଂ ପୋଡିୟମରେ ୩ ମା’

ପ୍ୟାରିସ୍‌,୩ା୮:ମାତୃତ୍ୱ ଲାଭ କରିବା ପରେ କ୍ରୀଡ଼ାବିତମାନଙ୍କ କ୍ୟାରିୟର ସାଧାରଣତଃ ପଛେଇ ଯାଇଥାଏ। ତେବେ ଚଳିତ ପ୍ୟାରିସ୍‌ ଅଲିମ୍ପିକ୍ସରେ ମାତୃତ୍ୱ ଲାଭ କରିଥିବା ୩ ଜଣ ଖେଳାଳି ରୋଇଂ ଇଭେଣ୍ଟରେ ପୋଡିୟମରେ ଛିଡ଼ା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ବ୍ରିଟେନ୍‌ର ହେଲେନ୍‌ ଗ୍ରୋଭର,…

ପକ୍ଷାଘାତରୁ ଅଲିମ୍ପିକ୍ସ ପଦକ

ଚାଟେରକ୍ସ,୩ା୮: ଗୁଆଟେମାଲା ପାଇଁ ଟ୍ରାପ୍‌ ଶୁଟିଂରେ ପ୍ରଥମ ଅଲିମ୍ପିକ୍ସ ପଦକ ବିଜୟୀ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ଗୁଆଟେମାଲା ଦେଶ ପକ୍ଷରୁ ଏହା ତୃତୀୟ ଅଲିମ୍ପିକ୍ସ ପଦକ ହୋଇଥିବା ବେଳେ ବିଜେତା ଆଡ୍ରିଆନା ରୁଆନୋ ଅଲିଭାଙ୍କ ପାଇଁ ଏହା ଏକ ସ୍ମରଣୀୟ…

ଇତିହାସରୁ ଗୋଟିଏ ପାଦ ଦୂରରେ

ଚାଟେରକ୍ସ,୩ା୮: ଭାରତୀୟ ଶୁଟିଂ ସେନ୍‌ସେସନ୍‌ ମନୁ ଭାକର ଇତିହାସ ରଚିବାରୁ ମାତ୍ର ଗୋଟିଏ ପାଦ ଦୂରରେ ରହିଛନ୍ତି। ଶୁକ୍ରବାର ମନୁ ୨୫ ମିଟର ସ୍ପୋଟର୍‌ସ ପିସ୍ତଲ ଇଭେଣ୍ଟର ଫାଇନାଲରେ ପହଞ୍ଚିବା ସହ ଗୋଟିଏ ସଂସ୍କରଣରେ ତୃତୀୟ ପଦକ ଜିତିବାର ନିକଟତର ହୋଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri