ହଜ୍ ଯାତ୍ରା ପାଇଁ ୧.୨ ଲକ୍ଷ ମନୋନୀତ
ନୂଆଦିଲ୍ଲୀ,୮ା୧୦: ଆସନ୍ତା ବର୍ଷ ହଜ୍ ଯାତ୍ରା ପାଇଁ ଭାରତୀୟ ହଜ୍ କମିଟି ଲଟେରି ଜରିଆରେ ୧.୨ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ଚୟନ କରିଛି। ୨୦୨୫ର ହଜ୍ କୋଟା ୧,୨୨,୫୧୮ ରହିଥିବା ବେଳେ ମୋଟ ୧,୫୧, ୯୧୮ଟି ଆବେଦନ ପହଞ୍ଚି ଥିଲା। ୬୫…
ଝିଅମାନେ ଭଲ ପାଠ ପଢିଲେ କରିପାରିବେ ନିଜ ଭବିଷ୍ୟତ ନିର୍ଦ୍ଧାରଣ: ବେଟି ବଚାଓ, ବେଟି ପଢାଓକୁ ଗୁରୁତ୍ୱ
ଦାରିଙ୍ଗବାଡି, ୮।୧୦ (ଅରୁଣ ସାହୁ ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନ୍ତର୍ଜାତୀୟ କନ୍ୟା ଦିବସ ପାଳିତ ହୋଇଯାଇଛି। ଜଣେ ଝିଅ ଭଲ ପାଠ ପଢିଲେ ନିଜ ଭଲ ଭବିଷ୍ୟତ ନିର୍ଦ୍ଧାାରଣ କରିବାରେ ସହାୟକ ହେବେ।…
ହରିୟାଣାରେ ଟି-୨୦ ଭଳି ରୋମାଞ୍ଚ, ଘଣ୍ଟାକେ ଛୁଟୁଛି ଘୋଡ଼ା
ଚଣ୍ଡିଗଡ଼,୮।୧୦: ହରିୟାଣା ବିଧାନସଭା ନିର୍ବାଚନ ଫଳାଫଳ ଆସିବାରେ ଲାଗିଛି। ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ବେଳକୁ ଏଠାରେ କଂଗ୍ରେସ ଆଗରେ ଥିବା ବେଳେ ଅନେକେ ଅନୁମାନ ଲଗାଇଥିଲେ କି ରାଜ୍ୟରେ କଂଗ୍ରେସ ସରକାର ଗଠନ କରିବ। ହେଲେ ଘଣ୍ଟାକେ ଘୋଡ଼ା ଛୁଟିବା…
ନବୀନ ପଟ୍ଟନାୟକଙ୍କ ନୋମିନି ଘୋଷଣା: ଜାଣନ୍ତୁ କିଏ ହେଲେ…
ହିଞ୍ଜିଳିକାଟୁ, ୮।୧୦(ଦ୍ବିତୀକୃଷ୍ଣ ପଣ୍ଡା): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀର ବ୍ଲକ, ପୌରାଞ୍ଚଳ ଓ ଜିଲା ପରିଷଦ ନିମନ୍ତେ ନୋମିନି ଘୋଷଣା କରିଛନ୍ତି। ଗତ ନିର୍ବାଚନରେ ବିପର୍ଯ୍ୟୟ ପରେ ବିଜେଡି ପକ୍ଷରୁ ଢେର…
ଚୋରାଚାଲାଣ ହେଉଥିଲା ଶାଳ ଚୌକାଠ: ମାଡ଼ିବସିଲା ବନବିଭାଗ
ପାଟଣା,୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କେନ୍ଦୁ ଯୋଡା ରାସ୍ତାରୁ ସୋମବାର ବିଳମ୍ବିତ ରାତିରେ ବନ ବିଭାଗ ଏକ ଶାଳ ଚୌକାଠ ବୋଝେଇ ପିକ୍ଅପ୍ ଭ୍ୟାନ୍କୁ ଜବତ କରିଛି। ପିକଅପ୍ରେ ଥିବା ୪୦ ଖଣ୍ଡ ଚୌକାଠର ଆନୁମାନିକ ମୂଲ୍ୟ…
୯ରେ ଡାକ୍ତର ସଂଘର ଦେଶବ୍ୟାପୀ ଅନଶନ
ନୂଆଦିଲ୍ଲୀ,୮ା୧୦: କୋଲକାତାର ଆର୍.ଜି. କର ହସ୍ପିଟାଲରେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ନ୍ୟାୟ ଏବଂ କାର୍ଯ୍ୟସ୍ଥଳ ନିରାପତ୍ତା ଦାବିରେ ପଶ୍ଚିମବଙ୍ଗର ଜୁନିୟର ଡାକ୍ତରମାନଙ୍କ ଆମରଣ ଅନଶନ ସୋମବାର ତୃତୀୟ ଦିନରେ ପହଞ୍ଚି ଥିବାବେଳେ ସେମାନଙ୍କ ସମର୍ଥନରେ ବୁଧବାରଠାରୁ…
ଟ୍ରେଣ୍ଡରେ ପଛରେ ପଡ଼ିଛନ୍ତି ଭିନେଶ
ଚଣ୍ଡିଗଡ଼,୮।୧୦: ହରିୟାଣା ୨୦୨୪ ବିଧାନସଭା ନିର୍ବାଚନ ଲାଗି ଅକ୍ଟୋବର ୫ରେ ଭୋଟ ଗ୍ରହଣ ହୋଇଥିଲା। ସେହିଭଳି ସମସ୍ତ ଆସନରେ ହୋଇଥିବା ମତଗଣନା ଆଜି ଅର୍ଥାତ ଅକ୍ଟୋବର ୮ ସକାଳ ୮ଟାରୁ ଆରମ୍ଭ ହୋଇଛି। ରାଜ୍ୟର ଜିନ୍ଦ ଜିଲାର ଜୁଲାନା ଆସନଟି ହଟ୍…
ପାକିସ୍ତାନ ଯାଇ ଭାରତକୁ କାହିଁକି ପ୍ରଶଂସା କଲେ ଜାକିର ନାୟକ
ଇସଲାମାବାଦ,୮।୧୦: ଭାରତ ବିରୋଧରେ ବିଷ ଓଗାଳୁ ଥିବା ଜାକିର ନାୟକ ବର୍ତ୍ତମାନ ପାକିସ୍ତାନ ଗସ୍ତରେ ଅଛନ୍ତି। ସେ ୨୮ଅକ୍ଟୋବର ପର୍ଯ୍ୟନ୍ତ ପାକିସ୍ତାନରେ ରହିବାକୁ ଯାଉଛନ୍ତି। ତେବେ ଜାକିର ନାୟକ ପାକିସ୍ତାନର ଆତିଥ୍ୟକୁ ଅଧିକ ପସନ୍ଦ କରି ନାହାଁନ୍ତି। ସୂଚନାଯୋଗ୍ୟ, ମାଲେସିଆରୁ ୧୦୦୦…
ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ସଫଳ ଚାଷୀ: ଜାଣନ୍ତୁ କାହିଁକି
କେସିଙ୍ଗା,୮।୧୦(ତୁମେଶ୍ୱର ସାହୁ): ଜଳସମ୍ପଦ ବିଭାଗ ସେଚାଞ୍ଚଳ ଉନ୍ନୟନ ବିଭାଜନ ୬ ଭବାନୀପାଟଣା ପକ୍ଷରୁ କେସିଙ୍ଗା ବ୍ଳକର କାଣ୍ଡେଲଗ୍ରାମସ୍ଥିତ କରନାଲି କାଣ୍ଡେଲ-୨ରେ ସଫଳ ଚାଷୀଙ୍କୁ ଜଳସେଚିତ କରିବା କରିବା ପାଇଁ କେନାଲ କାମ ଇତିମଧ୍ୟରେ ସମ୍ପୁର୍ଣ୍ଣ ହୋଇ ଚାଷୀଙ୍କୁ ଜଳସେଚିତ କରିଥିବାରୁ ମୁଖ୍ୟମନ୍ତ୍ରୀ…
ଆସନ୍ତାକାଲି ଖାତାକୁ ଆସିବ ସୁଭଦ୍ରା ଟଙ୍କା, ଜାଣନ୍ତୁ କେଉଁ ହିତାଧିକାରୀମାନେ ଆଦୌ ପାଇବେନି
ଭୁବନେଶ୍ୱର,୮।୧୦: ଆସନ୍ତାକାଲି ଅର୍ଥାତ୍ ୯ ତାରିଖରେ ସୁଭଦ୍ରା ଯୋଜନାର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କ ଖାତାକୁ ଆସିବ। ହେଲେ ଏହା ପୂର୍ବରୁ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ଯେ କେଉଁ ବ୍ୟାଙ୍କ ଖାତାକୁ ଟଙ୍କା ଯିବ ଓ କେଉଁ ଖାତାକୁ ଟଙ୍କା…
ହରିୟାଣାରେ ଭାଜପା, କଶ୍ମୀରରେ ଏନସି ଗଢିବ ସରକାର!
ନୂଆଦିଲ୍ଲୀ,୮।୧୦: ମଙ୍ଗଳବାର ସକାଳୁ ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଭୋଟ ଗଣତି ଚାଲିଛି। ଭୋଟ ଗଣନା ସକାଳ ୮ଟାରୁ ଆରମ୍ଭ ହୋଇଛି। ଏଥିପାଇଁ ହରିୟାଣା, ଜମ୍ମୁ କଶ୍ମୀରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଗଣନା କେନ୍ଦ୍ର ବାହାରେ ବହୁ ସଂଖ୍ୟକ…
ଟୁଇନ ସିଟିରେ ଟ୍ରାଫିକ କଟକଣା ଜାରି: ଜାଣନ୍ତୁ କେଉଁଠି ଲାଗିବ କଟକଣା
ଭୁବନେଶ୍ୱର,୮।୧୦: ଆସନ୍ତା ଦୂର୍ଗାପୂଜା ପାଇଁ ଟୁଇନ୍ ସିଟିରେ ଟ୍ରାଫିକ୍ କଟକଣା ଜୋରଦାର ହେବାକୁ ଯାଛି। କଟକରେ ଅପରାହ୍ନ ୪ରୁ ରାତି ୧ ପର୍ଯ୍ୟନ୍ତ କଟକଣା ଲାଗୁ ହେବ। ଏହି କଟକଣା ୯.୧୦.୨୦୨୪ଠାରୁ ଆରମ୍ଭ ହୋଇ ୧୩.୧୦.୨୦୨୪ ପର୍ଯ୍ୟନ୍ତ ଲାଗୁ ହେବ। ସେହିପରି…
Archives


