Home Left

ଟୁଇନ ସିଟିରେ ଟ୍ରାଫିକ କଟକଣା ଜାରି: ଜାଣନ୍ତୁ କେଉଁଠି ଲାଗିବ କଟକଣା

ଭୁବନେଶ୍ୱର,୮।୧୦: ଆସନ୍ତା ଦୂର୍ଗାପୂଜା ପାଇଁ ଟୁଇନ୍‌ ସିଟିରେ ଟ୍ରାଫିକ୍‌ କଟକଣା ଜୋରଦାର ହେବାକୁ ଯାଛି। କଟକରେ ଅପରାହ୍ନ ୪ରୁ ରାତି ୧ ପର୍ଯ୍ୟନ୍ତ କଟକଣା ଲାଗୁ ହେବ। ଏହି କଟକଣା ୯.୧୦.୨୦୨୪ଠାରୁ ଆରମ୍ଭ ହୋଇ ୧୩.୧୦.୨୦୨୪ ପର୍ଯ୍ୟନ୍ତ ଲାଗୁ ହେବ। ସେହିପରି…

ଭାରତକୁ ସହାୟତା ଗୁହାରି କଲା ଲେବାନନ୍‌

ନୂଆଦିଲ୍ଲୀ,୮ା୧୦: ଇସ୍ରାଏଲର ଗାଜା ଏବଂ ଲେବାନନ ଉପରେ ହୋଇଥିବା ଆକ୍ରମଣକୁ ନେଇ ଲେବାନନ ରାଷ୍ଟ୍ରଦୂତ ରବି ନାରାଶ ଉଦ୍‌ବେଗ ପ୍ରକାଶ କରିଛନ୍ତି ଏବଂ ଏହାକୁ ବିପର୍ଯ୍ୟସ୍ତ ବୋଲି କହିଛନ୍ତି। ସେ କହିଛନ୍ତି, ଇସ୍ରାଏଲର ଆକ୍ରମଣ ଯୋଗୁ ହଜାର ହଜାର ଲୋକ ପ୍ରାଣ…

ଭିଜିଲାନ୍ସ ଜାଲରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରାଇଭେଟ ସେକ୍ରେଟାରୀ

ଭୁବନେଶ୍ୱର,୮।୧୦: ଭିଜିଲାନ୍ସ ଜାଲରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରାଇଭେଟ ସେକ୍ରେଟାରୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ପ୍ରାଇଭେଟ ସେକ୍ରେଟାରୀ ରମେଶ ଚରଣ ଜେନାଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ…

ବିଜେଡିରେ କୁଚକ୍ରୀ ଗୋଷ୍ଠୀ କିଏ ? ନବୀନଙ୍କ ଆଗରେ ମୁହଁ ଖୋଲିଲେ ଅମରେଶ, କହିଲେ…

ଭୁବନେଶ୍ୱର,୮ା୧୦: ଭୁବନେଶ୍ୱରରେ ବିଜେଡିର ଗୋଷ୍ଠୀକନ୍ଦଳ ପଦାରେ ପଡିଥିବାବେଳେ ସୋମବାର ନବୀନ ନିବାସରେ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଜେଡି କର୍ପୋରେଟର ଅମରେଶ ଜେନା। ଦେଢ ଘଣ୍ଟା ଧରି ଆଲୋଚନା ପରେ ଦଳ ଭିତରେ ଥିବା କୁଚକ୍ରୀ ଗୋଷ୍ଠୀ ବିଷୟରେ ସେ କହିଛନ୍ତି ।…

ଗଣତି ପୂର୍ବରୁ ବଡ ବୟାନ ଦେଲେ ଓମାର ଅବଦୁଲ୍ଲା

ଶ୍ରୀନଗର,୮।୧୦: ଜମ୍ମୁ କଶ୍ମୀରର ୯୦ଟି ବିଧାନସଭା ଆସନ ପାଇଁ ଭୋଟ ଗଣନା ଚାଲିଛି। ପ୍ରଥମ ପର୍ଯ୍ୟାୟ ଗଣନାରେ ଜମ୍ମୁ କଶ୍ମୀରରେ ଭାଜପା ଏବଂ କଂଗ୍ରେସ-ଏନସି ମେଣ୍ଟ ମଧ୍ୟରେ ଏକ କଡା ପ୍ରତିଯୋଗିତା ହେଉଛି। ଏବେ ନ୍ୟାଶନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲାଙ୍କ…

ପଛରେ ଅଛନ୍ତି ମୁଖ୍ୟମନ୍ତ୍ରୀ, ଆଗରେ ଫୋଗାଟ, ଜାଣନ୍ତୁ ଭିଆଇପି ସିଟ୍‌ର ପରିଣାମ

ନୂଆଦିଲ୍ଲୀ,୮।୧୦: ହରିୟାଣାର ୯୦ଟି ବିଧାନସଭା ଆସନ ପାଇଁ ହୋଇଥିବା ନିର୍ବାଚନର ଫଳାଫଳ ମଙ୍ଗଳବାର ସକାଳୁ ଆସିବାରେ ଲାଗିଛି। ଏଠାରେ ମୁଖ୍ୟମନ୍ତ୍ରୀ ନାୟବ ସିଂ ସୋନି, ଭୁପିନ୍ଦର ସିଂ ହୁଡ୍ଡା, ଭିନେଶ ଫୋଗାଟ, ସଞ୍ଚିତ ସିଂ ଚୌଟାଲା, ଦୁଷ୍ୟନ୍ତ ଚୌଟାଲା, ଗୋପାଳ କାଣ୍ଡା,…

ଆଜି ୨ ରାଜ୍ୟର ଭାଗ୍ୟ ପରୀକ୍ଷା: ଏକ୍‌ଜିଟ୍‌ପୋଲ ହେବ କି ସତ

ନୂଆଦିଲ୍ଲୀ,୮ା୧୦: ହରିୟାଣା ଏବଂ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନର ଭୋଟ ଗଣତି ମଙ୍ଗଳବାର ସକାଳ ୮ ଟାରୁ ଆରମ୍ଭ ହୋଇଯାଇଛି। ତେବେ ଆଜି ଭାଗ୍ୟ ପରୀକ୍ଷା।  ଏହି ନିର୍ବାଚନରେ କିଏ ବାଜିମାତ୍‌ କରିବ ତାହାକୁ ନେଇ ଉଭୟ ରାଜ୍ୟବାସୀ ବେଶ ଉତ୍କଣ୍ଠାର ସହ…

ଏଇ ଭାରତରେ

କର୍ନାଟକର ସୁରେଶ ଏସ୍‌ ଆର ଓ ତାଙ୍କ ସ୍ତ୍ରୀ ମୈଥିଲି ଗୁଆ ଗଛର ପତ୍ର ଓ ଖୋଳପାରୁ କୃତ୍ରିମ ଚମଡ଼ା ଭଳି ଉତ୍ପାଦ ପ୍ରସ୍ତୁତ କରୁଛନ୍ତି। ଏହାକୁ କୁହାଯାଉଛି ଭେଗାନ ଲେଦର। ଏହା ଏକ ପରିବେଶ ଉପଯୋଗୀ କାର୍ଯ୍ୟ। କାରଣ ପଶୁ…

କଂଗ୍ରେସର ସୁନାମି, ଜମ୍ମୁ-କଶ୍ମୀରରେ ପଛେଇ ଯାଉଛି ଭାଜପା

ନୂଆଦିଲ୍ଲୀ,୮।୧୦: ହରିୟାଣା, ଜମ୍ମୁ କଶ୍ମୀର ବିଧାନସଭା ନିର୍ବାଚନର ଫଳାଫଳ ଆସିବାରେ ଲାଗିଛି। ପ୍ରାରମ୍ଭିକ ସୂଚନା ଅନୁଯାୟୀ କଂଗ୍ରେସ ହରିୟାଣାରେ ସଂଖ୍ୟାଗରିଷ୍ଠତା ଅତିକ୍ରମ କରିଛି। ଏଥି ସହିତ ଜମ୍ମୁ କଶ୍ମୀରରେ ଭାଜପା ଏବଂ କଂଗ୍ରେସ ମେଣ୍ଟ ମଧ୍ୟରେ କଡା ପ୍ରତିଯୋଗିତା ଚାଲିଛି। ତେବେ…

ଗରିବର ଇଜ୍ଜତ

ଗରିବ ଲୋକର ହାତର ଅଙ୍ଗୁଳି ଓ ହୃଦୟ ବୋଧହୁଏ ଗୋଟିଏ ଶରୀରରେ ଅବସ୍ଥିତ ନୁହେଁ ଅବା ରାଜନେତାମାନେ ଏ ବିଷୟରେ ଅବଗତ ନାହାନ୍ତି, ନ ହେଲେ ଶରୀରଠୁ ଶାଖା-ପ୍ରଶାଖା ଭଳି ବାହାରିଥିବା ହାତର ଯେଉଁ ଅଙ୍ଗୁଳିଗୁଡ଼ିକ ବ୍ୟବହାର କରି ସେମାନଙ୍କଠୁ ଭୋଟ…

ଭଗବାନଙ୍କ ନାଁରେ ମିଛ

ବଞ୍ଚିବା ଲାଗି ଖାଦ୍ୟ ଦରକାର ଏବଂ ଖାଦ୍ୟ ଦୃଷ୍ଟିରୁ ଦୁନିଆରେ ପ୍ରତ୍ୟେକ ଜୀବନ୍ତ ଜିନିଷ ଦୁଇ ଭାଗରେ ବିଭକ୍ତ – ଗୋଟିଏ ଆତ୍ମଜୀବୀ ବା ଅଟୋଟ୍ରଫିକ୍‌, ଅନ୍ୟଟି ପରଜୀବୀ ବା ହେଟେରୋଟ୍ରଫିକ୍‌। ଅଟୋଟ୍ରଫିକ୍‌ ଜୀବଟି ନିଜେ ଅଖାଦ୍ୟ ନିର୍ଜୀବ ବସ୍ତୁରୁ ଖାଦ୍ୟ…

ନିବେଶକ ହରାଇଲେ ୯ଲକ୍ଷ କୋଟି

ମୁମ୍ବାଇ,୮।୧୦: ଅନ୍ତଃରାଷ୍ଟ୍ରୀୟ ଘଟଣାବଳୀ ସାଙ୍ଗକୁ ଦରବୃଦ୍ଧି ଜନିତ ମାନ୍ଦାବସ୍ଥାର ପ୍ରଭାବ ଭାରତୀୟ ପୁଞ୍ଜି ବଜାର କାରବାର ଉପରେ ପଡୁଛି। ଫଳରେ ଘରୋଇ ଶେୟାର ବଜାରର ନିବେଶକମାନେ ବଡ ଧରଣର କ୍ଷତି ସହୁଛନ୍ତି। ଏପରିକି ଦିନକରେ ଶେୟାର ବଜାର ନିବେଶକ ପ୍ରାୟ ୯…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri