୨୦୩୨ରେ ପୃଥିବୀ ସହ ଧକ୍କା ହୋଇପାରେ: ଓଡ଼ିଶା ସମେତ ୭ ରାଜ୍ୟକୁ ଆଷ୍ଟେରଏଡ୍ ଭୟ
ଓ୍ବାଶିଂଟନ୍, ୨୩ା୨: ୧୩୦ରୁ ୩୦୦ ଫୁଟ ଲମ୍ବା ଆଷ୍ଟେରଏଡ୍ ‘ଓ୍ବାଇଆର୍୪’ ସମ୍ପ୍ରତି ପୃଥିବୀ ଆଡ଼କୁ ମାଡ଼ିଆସୁଛି। ୨୦୩୨ରେ ଏହି ଆଷ୍ଟେରଏଡ୍ ପୃଥିବୀ ସହ ଧକ୍କା ହେବା ନେଇ ଜ୍ୟୋତିର୍ବିଜ୍ଞାନୀମାନେ ଆଶଙ୍କା ପ୍ରକଟ କରିଛନ୍ତି। ଏହାଦ୍ୱାରା ମହାରାଷ୍ଟ୍ର, ଉତ୍ତର ତେଲଙ୍ଗାନା, ଦକ୍ଷିଣ ମଧ୍ୟପ୍ରଦେଶ,…
KIIT ଜମି….,ଜବରଦଖଲ ଜମିକୁ ଅବରୋଧମୁକ୍ତ କରିବାକୁ ସ୍ପେଶାଲ ଡ୍ରାଇଭ ହେବ: ମନ୍ତ୍ରୀ ହରିଚନ୍ଦନ
ଭୁବନେଶ୍ୱର,୨୩ା୨(ସୁନିତ୍ ମିଶ୍ର): କିଟ୍ରେ ନେପାଳ ଛାତ୍ରୀଙ୍କ ମୃତ୍ୟୁ ଘଟଣା ପରେ କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଅନେକ ଜମି ଦୁର୍ନୀତି କରାଯାଇଥିବା ଅଭିଯୋଗ ମଧ୍ୟ ଉଠିଛି। ଏହି ଘଟଣାରେ ଶନିବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଯେଉଁଠି ସବୁ…
ଚତୁର୍ଥୀ ଦିନ ନବବଧୂ ଧରିଲେ ପ୍ରେମିକ ହାତ
ତାଳଚେର,୨୩ା୨(ମନୋଜ ନନ୍ଦ): ରୀତିନୀତିରେ ମନ୍ଦିରରେ ହୋଇଥିଲା ବିବାହ। ନବବଧୂଙ୍କୁ ଧରି ଘରକୁ ଫେରିଥିଲେ ବର। ଚତୁର୍ଥୀ ପାଇଁ ବରପକ୍ଷ ସମସ୍ତ ଆୟୋଜନ ଶେଷ କରିଥିଲେ। ହେଲେ ଚତୁର୍ଥୀ ପିଣ୍ଡ ପଡ଼ିବା ପୂର୍ବରୁ ନବବଧୂଙ୍କ ଏପରି କିଛି କଥା ମୁଣ୍ଡ ଘୂରାଇଦେଲା ବରପକ୍ଷଙ୍କ।…
ମୋଦିଙ୍କ ପାଖକୁ ଯାଇଛି ୨୧ ନିୟୁତ ଡଲାର: ଟ୍ରମ୍ପ୍
ନ୍ୟୁୟର୍କ/ନୂଆଦିଲ୍ଲୀ,୨୩ା୨(ଏଜେନ୍ସି/ପିଟି): ଭାରତରେ ମତଦାନ ହାର ବୃଦ୍ଧି ପାଇଁ ଆମେରିକାରୁ ଆସିଥିବା ୨୧ ନିୟୁତ ଡଲାର (୧୮୨ କୋଟିରୁ ଊର୍ଦ୍ଧ୍ୱ ଟଙ୍କା) ସହାୟତାକୁ ନେଇ ଦେଶରେ ବିବାଦ ମୁଣ୍ଡ ଟେକିଥିବାବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଶନିବାର ଏହି ପ୍ରସଙ୍ଗ ଉପରେ ଚତୁର୍ଥ ଥର…
ଧନଠାରୁ ଅଧିକ ମୂଲ୍ୟବାନ ଏହି ୩ ଜିନିଷ; ଟଙ୍କା ପଛରେ ଦୌଡ଼ି କେବେ ହରାନ୍ତୁ ନାହିଁ…
ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନରେ ସବୁଠାରୁ ଅଧିକ ମହତ୍ୱ ଧନର ରହିଛି। ଚାଣକ୍ୟ କୁହନ୍ତି ଟଙ୍କା ଥିଲେ ବ୍ୟକ୍ତି ନିଜର ଆବଶ୍ୟକତା ଅନୁସାରେ ପ୍ରତ୍ୟେକଟି ଜିନିଷ କିଣିପାରେ। ପରିବାରର ଭରଣପୋଷଣରେ ମଧ୍ୟ ଧନର ଆବଶ୍ୟକତା ରହିଛି। ଏଥିଲାଗି ରୋଜଗାର କରିବାକୁ ଲୋକମାନେ…
‘Chhava’ର ପ୍ରଶଂସାରେ ଶତମୁଖ ହେଲେ ପ୍ରଧାନମନ୍ତ୍ରୀ ମୋଦି, ଖୁସିବ୍ୟକ୍ତ କଲେ ବିକ୍କି
ମୁମ୍ବାଇ: ବକ୍ସ ଅଫିସରେ ନୂଆ ରେକର୍ଡ କରୁଛି ଅଭିନେତା ବିକ୍କି କୌଶଲଙ୍କ ଫିଲ୍ମ ‘Chhava’। ଦର୍ଶକେ ଫିଲ୍ମକୁ ବେଶ ପସନ୍ଦ କରୁଥିବାରୁ ସିନେମାହଲ୍ଗୁଡ଼ିକ ହାଉସ୍ଫୁଲ ଯାଉଛି। ଏହି କ୍ରମରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଲ୍ମକୁ ପ୍ରଶଂସାରେ ପୋତିଛନ୍ତି। ଏହାକୁ ନେଇ…
ଆଉ ୫ ପଣବନ୍ଦୀଙ୍କୁ ମୁକ୍ତ କଲା ହମାସ୍
ନୁସେଇରାତ୍(ଗାଜା ଷ୍ଟ୍ରିପ୍),୨୨।୨: ଯୁଦ୍ଧବିରତି ଚୁକ୍ତିନାମା ଅନୁଯାୟୀ ଗାଜାର ଶାସକ ହମାସ୍ ଶନିବାର ୬ ଇସ୍ରାଏଲୀ ପଣବନ୍ଦୀଙ୍କ ମଧ୍ୟରୁ ୫ ଜଣଙ୍କୁ ମୁକ୍ତ କରିଦେଇଛି। ଗାଜାରେ ଦୁଇଟି ଅଲଗା ଉତ୍ସବ ମଧ୍ୟରେ ସେମାନଙ୍କୁ ରେଡ୍କ୍ରସ୍କୁ ହସ୍ତାନ୍ତର କରାଯାଇଛି। ସଶସ୍ତ୍ର ହମାସ୍ ଯୋଦ୍ଧାମାନେ ସେମାନଙ୍କୁ…
Ind Vs Pak Match: କେଉଁଠି, କିଭଳି Freeରେ ଦେଖିବେ ଏହି ମହାମୁକାବିଲା, ଜାଣନ୍ତୁ…
ନୂଆଦିଲ୍ଲୀ,୨୨।୨: ଭାରତ-ପାକିସ୍ତାନ ମ୍ୟାଚ୍ର କ୍ରେଜ୍ ପ୍ରଶଂସକଙ୍କ ମଧ୍ୟରେ ଜୋରଦାର ରହିଥାଏ। ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ପରେ ଭାରତ ସରକାର କୌଣସି ଭାରତ-ପାକିସ୍ତାନ ସିରିଜ ଆୟୋଜନ ଉପରେ ନିଷେଧାଦେଶ ରଖିଛନ୍ତି। ଏପରି ପରିସ୍ଥିତିରେ ଏହି ଦୁଇ ଦଳ ଏବେ କେବଳ ICC ଟୁର୍ନାମେଣ୍ଟରେ…
ଜାମିନ୍ରେ ଆସିଥିବା ପୁଅ ହତ୍ୟାକାରୀଙ୍କୁ ମରଣାନ୍ତକ ଆକ୍ରମଣ: ମା’ବାପା, ଝିଅ ଗିରଫ
ରାଉରକେଲା,୨୨ା୨(ସଙ୍ଗୀତା ଜେନା) ରାଉରକେଲା ପ୍ଲାଣ୍ଟସାଇଟ୍ ଥାନା ଅନ୍ତର୍ଗତ ଟିମ୍ବରକଲୋନୀର ଜଣେ ଯୁବକ ଶମ୍ଭୁନାଥ ଘଡେଇ(୨୭)ଙ୍କୁ ତାଙ୍କ ସାଙ୍ଗମାନେ କୋରାପୁଟ ବୁଲାଇନେଇ ହତ୍ୟା କରିଥିବା ୨୦୨୩ ନଭେମ୍ବର ମାସରେ ଅଭିଯୋଗ ହୋଇଥିଲା। ଏହି ମାମଲାରେ ମୃତକଙ୍କ ୩ ସାଙ୍ଗ ଗିରଫ ହୋଇ ଜେଲ୍ରେ…
ଠିକାଦାରଙ୍କୁ ଗୁଳିମାଡ଼
ରାଉରକେଲା,୨୨।୨(ସଙ୍ଗୀତା ଜେନା): ରାଉରକେଲା ପୋଲିସ ଜିଲା ସେକ୍ଟର-୩ ଥାନା ଅଧୀନ ସେକ୍ଟର-୪ ପୋଷ୍ଟ ଅଫିସ ନିକଟରେ ଶନିବାର ଜଣେ ଠିକାଦାରଙ୍କୁ ଗୁଳିମାଡ଼ ହୋଇଛି। ସେ ହେଲେ ବିଜୟ ଲାକ୍ରା। ବିଜୟଙ୍କ ବେକରେ ଗୁଳି ବାଜିଥିବାରୁ ତାଙ୍କୁ ଚିକିତ୍ସା ପାଇଁ ଇସ୍ପାତ ଜେନେରାଲ…
ମୋ ବସ୍ରେ ଲାଗିଲା ନିଆଁ: ଅଣନିଃଶ୍ୱାସୀ ହୋଇ ଝରକା ବାଟେ ବାହାରିଲେ ଯାତ୍ରୀ
କଟକ,୨୨।୨: ପୁଣି ମୋ ବସ୍ରେ ଘଟିଛି ଅଘଟଣ। କଟକ ଜିଲା ଜଗତପୁର ଥାନା ଅଧୀନ ବିରୂପା ବ୍ୟାରେଜ ନିକଟରେ ଶନିବାର ଏକ ମୋ ବସ୍ରେ ଅଚାନକ ନିଆଁ ଲାଗିଯାଇଥିଲା। ସେହି ସମୟରେ ବସ୍ର ସେନ୍ସର ଗେଟ୍ ଲକ୍ ପଡି ଆଉ ଖୋଲି…
କାହିଁକି ବଢୁଛି Breakup, ଜାଣନ୍ତୁ ଏହାର ମୁଖ୍ୟ କାରଣ
ନୂଆଦିଲ୍ଲୀ: ପ୍ରେମରେ ସବୁକିଛି ମିଳିବା କଷ୍ଟକର, କିନ୍ତୁ ଆପଣ ଜାଣନ୍ତି କି କିଛି ଛୋଟ ଭୁଲ ଆପଣଙ୍କ ସୁନ୍ଦର ସମ୍ପର୍କକୁ ନଷ୍ଟ କରିପାରେ। ଆରମ୍ଭରେ ଏହି କଥାଗୁଡ଼ିକ ଆପଣଙ୍କୁ ସାମାନ୍ୟ ମନେହୁଏ, କିନ୍ତୁ ଧୀରେ ଧୀରେ ଏଗୁଡ଼ିକ Breakupର କାରଣ ପାଲଟିଯାଏ।…

