ଚା’ ସହିତ ଭୁଲରେ ଖାଆନ୍ତୁନି ଏହି ୫ ଜିନିଷ, ସ୍ବାସ୍ଥ୍ୟ ଉପରେ ପଡ଼ିବ ଖରାପ ପ୍ରଭାବ, ୯୯% ଲୋକ ଜାଣିନଥିବେ…

ଭାରତରେ ଚା ପ୍ରେମୀଙ୍କ ଅଭାବ ନାହିଁ। ଅନେକ ଲୋକ ଚା’ ପିଇ ଦିନଟି ଆରମ୍ଭ କରନ୍ତି। କିନ୍ତୁ, ଅନେକ ଲୋକ ଅଛନ୍ତି ଯେଉଁମାନେ ଚା ସହିତ ନିଶ୍ଚିତ ଭାବରେ କିଛି ଖାଆନ୍ତି। କିଛି ଲୋକ ଚା ସହିତ ପରଟା, ପୁରୀ, ପକୋଡା ଏବଂ ସମୋସା ଖାଆନ୍ତି। ସେହିପରି ଅନେକ ନମକିନ କିମ୍ବା ବିସ୍କୁଟ ଖାଆନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଚା’ ସହିତ କିଛି ଖାଇବାର ଅଭ୍ୟାସ ଆପଣଙ୍କ ସ୍ବାସ୍ଥ୍ୟକୁ ନଷ୍ଟ କରିପାରେ? ଆଜ୍ଞା ହଁ, ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଚା ସହିତ କିଛି ଜିନିଷ ଖାଇବାକୁ ମନା କରନ୍ତି। ଏହା କରିବା ଦ୍ୱାରା ଲିଭର କ୍ଷତି ହେବା ସହିତ ଏସିଡିଟି ସମସ୍ୟା ମଧ୍ୟ ହୋଇପାରେ। ଏବେ ପ୍ରଶ୍ନ ହେଉଛି ଚା ସହିତ କ’ଣ ଖାଇବା ଉଚିତ୍‌ ନୁହେଁ। ତେବେ ସ୍ବାସ୍ଥ୍ୟ ଉପରେ ଏହାର ପ୍ରଭାବ କ’ଣ ଆସନ୍ତୁ ଜାଣିବା…

ରିପୋର୍ଟ ଅନୁଯାୟୀ, ଚା’ ସହିତ ଫ୍ରେଞ୍ଚ ଫ୍ରାଏଜ, ବର୍ଗର, ପିଜା କିମ୍ବା ପକୋଡା ଖାଇବା କ୍ଷତିକାରକ ହୋଇପାରେ। ଆପଣଙ୍କୁ କହିରଖୁଛୁ ଯେ, ଏହି ସମସ୍ତ ଖାଦ୍ୟ ଫ୍ୟାଟ୍‌ରେ ପରିପୂର୍ଣ୍ଣ, ଯାହାକୁ ହଜମ କରିବା ବହୁତ କଷ୍ଟ।

ଚା ସହିତ ଲୁଣ ଖାଇବା ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ଚା ସହିତ ଅତ୍ୟଧିକ ଲୁଣ ଖାଇବା ଦ୍ୱାରା ଶରୀରରେ ପାଣି ଜମା ହୋଇପାରେ। ଚିପ୍ସ, ନମକିନ କିମ୍ବା ବିସ୍କୁଟ ଭଳି ଡବା କିମ୍ବା ପ୍ୟାକେଜ ହୋଇଥିବା ଖାଦ୍ୟ ଖାଇବା ଦ୍ୱାରା ଫ୍ୟାଟି ଲିଭର ରୋଗ ଏବଂ ମୋଟାପଣ ସମସ୍ୟା ବଢ଼ିପାରେ।

ଅଧିକାଂଶ ଲୋକ ସକାଳ ଜଳଖିଆରେ ଚା ସହିତ ରୁଟି ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ ଏହି ଦୈନନ୍ଦିନ ଅଭ୍ୟାସ ସ୍ବାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ। ଚା ସହିତ ରୁଟି ଖାଇବା ଦ୍ୱାରା ରକ୍ତରେ ଶର୍କରା ବୃଦ୍ଧି ପାଏ ଏବଂ ଫ୍ୟାଟି ଲିଭର ରୋଗର ସମସ୍ୟା ମଧ୍ୟ ସୃଷ୍ଟି ହୁଏ।

ପରଟା, ପକୋଡ଼ା ଇତ୍ୟାଦି ସବୁଜ ପନିପରିବାରୁ ତିଆରି ଖାଦ୍ୟ ଖାଇବା ସହିତ ଚା ପିଇବା କ୍ଷତିକାରକ। ଉଭୟକୁ ଏକାଠି ଖାଇବା ଦ୍ୱାରା ଯକୃତ ଦ୍ୱାରା ହଜମ ହେବାରେ ଅସୁବିଧା ହୁଏ, ଯାହା ଦାରା ଆପଣଙ୍କର ପେଟ ସମସ୍ୟା ହୋଇପାରେ।

ଚା ସହିତ କେବେବି ହଳଦୀ ଖାଇବା ଉଚିତ୍‌ ନୁହେଁ। ହଳଦୀର ଗୁଣ ଚା ସହିତ ପ୍ରତିକ୍ରିୟା କରି ପେଟକୁ କ୍ଷତି ପହଞ୍ଚାଇପାରେ। ଏହି ଦୁଇଟିକୁ ଏକାଠି ସେବନ କରିବା ଦ୍ୱାରା ଏସିଡିଟି ଏବଂ ପେଟ ଫୁଲିବାର ସମସ୍ୟା ହୋଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖୋଲିବ ବରଗଡ଼ ସମବାୟ ଚିନିକଳ! ପୁନରୁଦ୍ଧାର ପାଇଁ ଅମିତ ଶାହାଙ୍କ ପ୍ରତିଶ୍ରୁତି; ବାୟୋ-ଇଥାନଲ୍ ପ୍ରକଳ୍ପ ଉଦ୍‌ଘାଟନ ପାଇଁ…

ବରଗଡ଼,୧୨।୧୧(ପ୍ରେମାନନ୍ଦ ଖମାରୀ): ବନ୍ଦ ପଡ଼ିଥିବା ବରଗଡ଼ ସମବାୟ ଚିନିକଳର ପୁନରୁଦ୍ଧାର ପାଇଁ କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ପ୍ରତିଶ୍ରୁତି ଦେଇଛନ୍ତି। ବରଗଡ଼ MP…

ଟ୍ରେନ୍‌ରେ ଯୁବତୀଙ୍କୁ ଅସଦାଚରଣ; ବିରୋଧ କରିବାରୁ ଟ୍ରାକ୍‌କୁ ଠେଲିଦେଲେ ଅଭିଯୁକ୍ତ, ତାପରେ…

ମୁମ୍ବାଇ,୧୨।୧୧: ମୁମ୍ବାଇ ଲୋକାଲ୍ ଟ୍ରେନ୍‌ରେ ମହିଳାଙ୍କ ସୁରକ୍ଷାକୁ ନେଇ ପୁଣି ଉଠିଲା ପ୍ରଶ୍ନ । ଟ୍ରେନ୍‌ରେ ଜଣେ ଯୁବତୀଙ୍କ ସହ ଅସଦାଚରଣ କରିବା ପରେ ତାଙ୍କୁ ରେଳ…

ମା’ ବିରଜାଙ୍କ ଦର୍ଶନ ପାଇଁ ଆସି ବୈତରଣୀରେ ବୁଡ଼ିଗଲେ ଆନ୍ଧ୍ର ଦମ୍ପତି

କଳିଙ୍ଗନଗର,୧୨ା୧୧(ଶୁଭାଶିଷ ରାଉତ): ଯାଜପୁର ବରାହନାଥ ନିକଟ ବୈତରଣୀ ନଦୀରେ ଦୁଇ ପର୍ଯ୍ୟଟକ ଗାଧୋଉଥିବା ବେଳେ ବୁଡ଼ିଯାଇଛନ୍ତି ସ୍ବାମୀ-ସ୍ତ୍ରୀ। ଖବର ପାଇ ଅଗ୍ନିଶମ ବାହିନୀ ଉଭୟଙ୍କୁ ଉଦ୍ଧାର କରି…

ସିଡନୀ ରାସ୍ତାରେ ଅଷ୍ଟ୍ରେଲିଆ କ୍ୟାପଟେନ୍ ପାଟ୍ କମିନ୍ସ-ପତ୍ନୀଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ; ଭିଡିଓ ଭାଇରାଲ୍ ପରେ…

ସିଡନୀ,୧୨।୧୧: ଅଷ୍ଟ୍ରେଲିଆର ଟେଷ୍ଟ କ୍ରିକେଟ୍ କ୍ୟାପଟେନ୍ ପାଟ୍ କମିନ୍ସଙ୍କୁ ତାଙ୍କ ପତ୍ନୀ ବେକିଙ୍କ ସହ ସିଡନୀର ଏକ ରାସ୍ତାରେ ଯୁକ୍ତିତର୍କ କରୁଥିବାର ଦେଖିବାକୁ ମିଳିଛି। ଉଭୟ ପତି-ପତ୍ନୀ…

ଶନିଙ୍କ କୃପାରେ ମାଲାମାଲ ହେବେ ୬ ରାଶି, ୪ ମାସ ଯାଏ ଧନବର୍ଷା! ଆସିବ ଚାକିରିର ବଡ଼ ଅଫର୍‌

ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ । ଏହା ବିଶ୍ୱାସ କରାଯାଏ ଯେ ଶନି ବ୍ୟକ୍ତିର କର୍ମ…

W, W, W, W, W… ଲଗାତାର ୫ ଉଇକେଟ୍‌ ନେବା ପରେ ଖୋଲିଲା ଭାଗ୍ୟ, ଭାରତ ବିପକ୍ଷ ସିରିଜ ପାଇଁ ନ୍ୟୁଜିଲାଣ୍ଡ ଦଳ ମିଳିଲା ସ୍ଥାନ

ନୂଆଦିଲ୍ଲୀ, ୧୨।୧୧: ଗୁରୁବାର (୧୨ ନଭେମ୍ବର) ଭାରତ ବିପକ୍ଷ ଦିନିକିଆ ସିରିଜର ଶେଷ ଦୁଇଟି ମ୍ୟାଚ ପାଇଁ ନ୍ୟୁଜିଲାଣ୍ଡ ଦଳ ଘୋଷଣା କରିଛି। ଉଭୟ ମ୍ୟାଚ ପାଇଁ…

ୟୁପି ନିର୍ବାଚନ ୨୦୨୭: ଓଓ୍ବାଇସିଙ୍କ ସହ ହାତ ମିଳାଇଲେ ଚନ୍ଦ୍ରଶେଖର, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

ଲକ୍ଷ୍ନୌ,୧୨।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୭ ପୂର୍ବରୁ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ଦେଖାଦେଇଛି । ଆଜାଦ ସମାଜ ପାର୍ଟି (କାଂଶୀରାମ) ଓ ଅଲ୍‌ ଇଣ୍ଡିଆ ମଜଲିସ୍‌-ଏ-ଇତ୍ତେହାଦୁଲ୍‌…

ରାଜନୀତିରେ ହଲଚଲ୍‌; ହଠାତ୍ ଇସ୍ତଫା ଦେଲେ ଉପରାଷ୍ଟ୍ରପତି, କହିଲେ….

ନୂଆଦିଲ୍ଲୀ, ୧୨।୧୧: ଇଣ୍ଡୋନେସିଆ ରାଜନୀତିରେ ବଡ଼ ଧରଣର ହଟଚମଟ। ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି ଜିବ୍ରାନ୍‌ ରାକାବୁମିଙ୍ଗ ରାକା। ଦେଶର ସଂସଦର ଉଚ୍ଚ ସଦନର ବାଚସ୍ପତି ଅହମଦ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?