Home Left

OMG! ୪୩ ବର୍ଷ ବୟସରେ ଯୁବରାଜ ସିଂଙ୍କ ଫିଟନେସ ଦେଖି ପ୍ରଶଂସା କଲେ ସଚିନ

ନୂଆଦିଲ୍ଲୀ,୨୩।୨: ୨୨ ଫେବୃଆରୀ, ୨୦୨୫ରେ ଅନ୍ତର୍ଜାତୀୟ ମାଷ୍ଟର୍ସ ଲିଗ ଟି-୨୦ ୨୦୨୫ର ଉଦଘାଟନୀ ମ୍ୟାଚରେ ପୂର୍ବତନ ଭାରତୀୟ କ୍ରିକେଟର ଯୁବରାଜ ସିଂହ ଏକ ଚମତ୍କାର କ୍ୟାଚ ନେଇଥିଲେ। ଶ୍ରୀଲଙ୍କା ମାଷ୍ଟର୍ସ ଇନିଂସର ଅଷ୍ଟମ ଓଭରରେ, ଲାହିରୁ ଥିରିମାନେ ଇରଫାନ ପଠାନଙ୍କ ବଲରେ…

ବାରବାଟୀରେ ମ୍ୟାଚ୍‌ ବେଳେ ଫ୍ଲଡ ଲାଇଟ ଲିଭିବା ଘଟଣା: ଉତ୍ତର ରଖିଲା OCA

ଭୁବନେଶ୍ୱର,୨୩।୨: କଟକ ବାରବାଟୀ ଷ୍ଟାଡିୟମରେ ଗତ ୯ତାରିଖରେ ଭାରତ -ଇଂଲଣ୍ଡ ମ୍ୟାଚ୍‌ ବେଳେ ଫ୍ଲଡ ଲାଇଟ ଲିଭିଯାଇଥିଲା। ଫଳରେ ଖେଳ ଅଧାରୁ ବାଧାପ୍ରାପ୍ତ ହୋଇଥିଲା। ଏନେଇ କ୍ରୀଡ଼ା ଓ ଯୁବ ବିଭାଗ ପକ୍ଷରୁ OCAକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିଲା।…

ବଜାରକୁ ଆସିଲା Jawa 350ର ଲିଗାସୀ ଏଡିସନ୍‌, ୧.୯୯ ଲକ୍ଷ ଟଙ୍କାରେ ମିଳିବ…

ନୂଆଦିଲ୍ଲୀ,୨୩।୨: ଭାରତ ବିଶ୍ୱର ସର୍ବବୃହତ ଦୁଇଚକିଆ ଯାନ ବଜାର। ବର୍ତ୍ତମାନ ଭାରତୀୟ ଦୁଇଚକିଆ ଯାନ ବଜାର ଦ୍ରୁତ ଗତିରେ କ୍ରୁଜର ଏବଂ ଆଡଭେଞ୍ଚର ବାଇକ୍‌ ଆଡକୁ ଗତି କରୁଛି। ଜାୱା ୩୫୦ ଭାରତର ସବୁଠାରୁ ଲୋକପ୍ରିୟ କ୍ରୁଜର ବାଇକ ମଧ୍ୟରୁ ଗୋଟିଏ।…

ପ୍ରତି ଘଣ୍ଟାରେ ୬.୬୩ କୋଟି ଟଙ୍କାର ଟିକସ ଦେଇ ଇତିହାସ ରଚିଲେ ଗୌତମ ଆଦାନୀ

ନୂଆଦିଲ୍ଲୀ,୨୩।୨: ଏସିଆର ସବୁଠାରୁ ଧନୀ ବ୍ୟବସାୟୀ ଗୌତମ ଆଦାନୀଙ୍କ ଗ୍ରୁପ୍‌ ଟିକସ ଦେବା କ୍ଷେତ୍ରରେ ଏକ ବଡ଼ ଇତିହାସ ସୃଷ୍ଟି କରିଛି। ଆଦାନୀ ଗ୍ରୁପ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୨୪ ଆର୍ଥିକ ବର୍ଷରେ ୫୮ ହଜାର କୋଟି ଟଙ୍କାରୁ ଅଧିକ…

ଏହି ସବୁ ଜିଲାରେ ହେବ ଘଡଘଡି ସହ ବର୍ଷା ପବନ, ଜିଲାପାଳଙ୍କୁ ଚିଠି ଲେଖି ସତର୍କ କରାଇଲେ ଏସ୍‌ଆରସି

ଭୁବନେଶ୍ୱର,୨୩।୨: ରାଜ୍ୟରେ ଅଦିନିଆ ଝଡ଼ବର୍ଷା ଜାରି ରହିଛି। ଆଗାମୀ ୨ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ୧୨ ଜିଲାକୁ ଅରେଞ୍ଜ ଏବଂ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।…

ଭାରତୀୟ ଟିମକୁ ମିଳିଲା କ୍ୟାପଟେନ କୁଲଙ୍କ ସପୋର୍ଟ, ଦାରା ସିଂଙ୍କୁ ଦେଖି ପାକିସ୍ତାନ ଛାନିଆ! ଦେଖନ୍ତୁ ଭିଡିଓ

ଦୁବାଇ,୨୩।୨: ଭାରତୀୟ କ୍ରିକେଟ ଟିମ୍‌ ଏବଂ ପାକିସ୍ତାନ କ୍ରିକେଟ ଟିମ୍‌ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ୫ମ ମ୍ୟାଚ ଦୁବାଇରେ ଖେଳାଯାଉଛି। ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଏକ୍ସାଇଟମେଣ୍ଟ ଅଧିକ ରହିଛି। ଏବେ ଭାରତୀୟ ଦଳକୁ କ୍ୟାପଟେନ…

IND vs PAK: ଭାରତ ଜିତୁ କି ପାକିସ୍ତାନ, ଫଳାଫଳ ପୂର୍ବରୁ ବଡ଼ ରେକର୍ଡ କଲେ Mukesh Ambani

ନୂଆଦିଲ୍ଲୀ,୨୩।୨: ଭାରତରେ କ୍ରିକେଟ ପ୍ରତି ଲୋକଙ୍କ କ୍ରେଜ୍‌ ବହୁତ ଅଧିକ। ହେଲେ ଯେତେବେଳେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ କଥା ଆସେ, ଏହା ଦ୍ୱିଗୁଣିତ ହୋଇଯାଏ। ରବିବାର ଉଭୟ ଦଳ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିର ଦ୍ୱିତୀୟ ମୁକାବିଲା ଖେଳାଯାଉଛି। ଦୁଇ…

ପାକିସ୍ତାନର ନିକଟତର ହେବାକୁ ଚାହୁଁଛି ବାଂଲାଦେଶ, ଆରମ୍ଭ ହେଲା ସିଧାସଳଖ ବାଣିଜ୍ୟ

ଇସଲାମାବାଦ,୨୩।୨: ୧୯୭୧ ପରେ ପ୍ରଥମ ଥର ପାଇଁ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ସିଧାସଳଖ ବାଣିଜ୍ୟ ଆରମ୍ଭ ହୋଇଛି। ପ୍ରଥମ ଥର ପାଇଁ, ସରକାରୀ ସାମଗ୍ରୀ ବୋଝେଇ ଏକ ପାକିସ୍ତାନୀ ଜାହାଜ ବାଂଲାଦେଶ ଅଭିମୁଖେ ଯାତ୍ରା କରିଛି। ଏହି ସରକାରୀ ସାମଗ୍ରୀ…

ଚାଷୀଙ୍କ ପାଖରୁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାବୁଡରେ ପଡିଗଲେ ୨ କୃଷି ଅଧିକାରୀ

ଭୁବନେଶ୍ୱର,୨୩।୨: ଭିଜିଲାନ୍ସ ଜାଲରେ ୨ କୃଷି ଅଧିକାରୀ। ଲାଞ୍ଚ ନେବାବେଳେ ଉମରକୋଟ ସହକାରୀ କୃଷି ଅଧିକାରୀ ନୀଳକଣ୍ଠ ପରିଡ଼ା ଓ ଟେକ୍ନୋଲୋଜି ମ୍ୟାନେଜର ସୁରେନ୍ଦ୍ର ବୁନ୍ଦେଲା ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଜଳନିଧି ସ୍କିମରେ ସବ୍‌ସିଡି କରାଇଦେବାକୁ ନେଇ ଜଣେ ଚାଷୀଙ୍କ ପାଖରୁ…

Adani Group Tax Report: ଟିକସ ଦେବାରେ ଆଦାନୀ ଆଗରେ? ରିପୋର୍ଟରେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୩।୨: ଆଦାନୀ ଗ୍ରୁପ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ମୋଟ ୫୮,୧୦୪.୪ କୋଟି ଟଙ୍କା ଟିକସ ଦେଇଛନ୍ତି। ଯାହା ୨୦୨୩ ଆର୍ଥିକ ବର୍ଷରେ ୪୬,୬୧୦.୨ କୋଟି ଟଙ୍କା ତୁଳନାରେ ୨୪.୭ ପ୍ରତିଶତ ଅଧିକ। ନିsକଟରେ ଏକ ରିପୋର୍ଟରେ ଏନେଇ ଖୁଲାସା ହୋଇଛି।…

ପ୍ରତିଶୋଧ ନେଇ ବାବର ଆଜମ୍‌ଙ୍କୁ ଏଭଳି ଇଙ୍ଗିତ କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଭାଇରାଲ ହେଉଛି Video

ଦୁବାଇ,୨୩।୨: ପାକିସ୍ତାନର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବାବର ଆଜମ ପୁଣି ଥରେ ଟିମ ଇଣ୍ଡିଆ ବିପକ୍ଷରେ ଫ୍ଲପ୍‌ ସାବ୍ୟସ୍ତ ହୋଇଛନ୍ତି। ଦୁବାଇରେ ଖେଳାଯାଉଥିବା ଏହି ହାଇଭୋଲ୍ଟେଜ୍‌ ମ୍ୟାଚ୍‌ ଆୟୋଜକ ଦଳ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। କାରଣ ଟୁର୍ନାମେଣ୍ଟରେ ରହିବାକୁ ହେଲେ ତାଙ୍କୁ ଯେକୌଣସି…

ସ୍କୁଲ ଶିକ୍ଷକ ଚାପୁଡା ମାରିବାରୁ ୪ର୍ଥ ମହଲାରୁ ଡେଇଁପଡ଼ିଲେ ଅଷ୍ଟମ ଶ୍ରେଣୀ ଛାତ୍ର, ସୁଇସାଇଡ୍‌ ନୋଟରେ ମା’ଙ୍କୁ ମାଗିଲେ କ୍ଷମା

ହାଇଦ୍ରାବାଦ,୨୩।୨: ହାଇଦ୍ରାବାଦରେ ଏକ ଦୁଃଖଦ ଘଟଣା ଘଟିଛି। ଏକ ଘରୋଇ ସ୍କୁଲର ଜଣେ ୧୪ ବର୍ଷୀୟ ଛାତ୍ର ଆତ୍ମହତ୍ୟା କରିଛନ୍ତି। ଅଭିଯୋଗ ହୋଇଛି ଯେ ଏହି ୮ମ ଶ୍ରେଣୀ ଛାତ୍ରଙ୍କୁ ତାଙ୍କ ଶିକ୍ଷକ ଶ୍ରେଣୀର ସମସ୍ତଙ୍କ ସମ୍ମୁଖରେ ଚାପୁଡ଼ା ମାରିଥିଲେ, ଯାହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?