ପଦ୍ମପୁର ସବଜେଲରୁ ବିଚାରାଧୀନ ବନ୍ଦୀ ଫେରାର୍ ଘଟଣା: ଧରାପଡିଲେ ଜଣେ, ଆଉଜଣେ ଏବେବି ଫେରାର୍
ବରଗଡ଼,୧୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ପଦ୍ମପୁର ସବଜେଲରୁ ବୁଧବାର ଦିନ ଦ୍ବିପ୍ରହରରେ ଫେରାର ହୋଇଥିବା ୨ବିଚାରାଧୀନ ବନ୍ଦୀଙ୍କ ମଧ୍ୟରୁ ଗୁରୁବାର ଜଣେ ଅଭିଯୁକ୍ତ ଧରାପଡିଛନ୍ତି । ସେ ହେଲେ, ପଦ୍ମପୁର ଥାନା ଅନ୍ତର୍ଗତ ଖଇରପାଲି ଗ୍ରାମର ଟିକେଶ୍ବର ଓରଫ୍ କପିଳାସ ମାହାର…
ଏଭଳି ପୁଅ ବଞ୍ଚି ରହିବା ଅପେକ୍ଷା ମରିଯିବା ଭଲ, କାହିଁକି ଏମିତି କହିଛନ୍ତି ଚାଣକ୍ୟ
ଆଚାର୍ଯ୍ୟ ଚାଣକ୍ୟଙ୍କ ଉପଦେଶକୁ ଅନେକ ମାନନ୍ତି। ଜଣେ ବୁଦ୍ଧିମାନ ବ୍ୟକ୍ତି, ତର୍କରେ ପ୍ରବୀଣ ଏବଂ ତାଙ୍କର ନୀତିଗତ ନିଷ୍ପତ୍ତି ନେଉଥିବା ବ୍ୟକ୍ତିଭାବେ ତାଙ୍କୁ ଗଣାଯାଏ। ସେ ନିଜର ନୀତିଶାସ୍ତ୍ରରେ ମନୁଷ୍ୟ ଜୀବନ ସହ ଜଡ଼ିତ ଅନେକ ଦିଗ ବିଷୟରେ ବର୍ଣ୍ଣନା କରିଛନ୍ତି।…
ଆଖିବୁଜିଲେ ତହସିଲର କର୍ମଚାରୀ, କାମସାରି ଘରକୁ ଫେରିଲା ବେଳେ…
ବରୀ,୧୫।୮(ମହେନ୍ଦ୍ର ସ୍ବାଇଁଁ) : ଯାଜପୁର ଜିଲା ବରୀ ତହସିଲର କର୍ମଚାରୀ ଅନିଲ କୁମାର ବାନାରାଙ୍କର ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ( ୪୫) ବର୍ଷ ବୟସ ହୋଇଥିଲା। ବୁଧବାର ସାରେ ତହସିଲ କାର୍ଯ୍ୟାଳୟରୁ ନିଜ ବାସ ଭାବନକୁ ବାହାରିବା ସମୟରେ…
ଲାଲକିଲ୍ଲାରେ ଅଙ୍ଗନାୱାଡି ଦିଦି: ଭଲ କାମ କରି ହେଲେ ପୁରସ୍କୃତ
ଦାରିଙ୍ଗବାଡି,୧୫।୮ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ନୀଳକନ୍ଦର ସାହି ଅଙ୍ଗନାୱାଡି କେନ୍ଦ୍ରର କର୍ମୀ ଲିଲି ପୁଷ୍ପିକା ଏକ୍କା ଏବେ ଦିଲ୍ଲୀରେ। ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଳୟରୁ ଦିଲ୍ଲୀ ଡାକରା ପରେ ସୋମବାର ଦିଲ୍ଲୀ ଯାଇଛନ୍ତ। ବୁଧବାର ସନ୍ଧ୍ୟାରେ ଦିଲ୍ଲୀଠାରେ…
ମୁହଁ ଖୋଲିଲେ ମନୁ ଭାକର, କହିଲେ ସେ ବହୁତ ଭଲ…
ନୂଆଦିଲ୍ଲୀ,୧୫।୮: ପ୍ୟାରିସ ଅଲିମ୍ପିକ୍ସରେ ଡବଲ ବ୍ରୋଞ୍ଜ ପଦକ ଜିତି ଭାରତ ପାଇଁ ଇତିହାସ ସୃଷ୍ଟି କରିଥିବା ସୁଟର ମନୁ ଭାକର ବର୍ତ୍ତମାନ ହାଇଲାଇଟରେ ଅଛନ୍ତି। ମନୁ ଗୋଟିଏ ଅଲିମ୍ପିକ୍ସରେ ଦୁଇଟି ପଦକ ଜିତିଥିବା ସ୍ବାଧୀନ ଭାରତର ପ୍ରଥମ ଆଥଲେଟ ଅଟନ୍ତି ।…
ଝିଅକୁ ମାରିଦେଇଥିବା ଅଭିଯୋଗ ଆଣିଲେ ବାପା
ଲୋଇସିଂହା,୧୫।୮(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଲୋଇସିଂହା ଥାନା ଅଧୀନ ବାଞ୍ଜିପାଳି ଗ୍ରାମରେ ଗୁରୁବାର ଜଣେ ମହିଳାଙ୍କ ସନ୍ଦେହ ଜଣକ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ସୁରେଶ ସାହୁ ଓରଫ ହିମାଂଶୁ ସାହୁଙ୍କ ସ୍ତ୍ରୀ ରେଶମା ସାହୁ(୨୫)। ରେଶମାଙ୍କ…
ସମସ୍ତ ମେଡିକାଲ କଲେଜରେ ପୋଲିସ ପୋଷ୍ଟ, ୨୪ ଘଣ୍ଟା ସିସିଟିଭି ମନିଟରିଂ
ଚଣ୍ଡିଗଡ଼,୧୫।୮: କୋଲକାତାର ମେଡିକାଲ କଲେଜରେ ଜଣେ ଟ୍ରେନି ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ଘଟଣା ପରେ ହରିୟାଣା ସରକାର ସମସ୍ତ ଡାକ୍ତରଖାନାକୁ ଏକ ଆଡଭାଇଜରି ଜାରି କରିଛନ୍ତି। ଏଥିରେ ରାଜ୍ୟର ସମସ୍ତ ମେଡିକାଲ କଲେଜ, ସରକାରୀ ସହାୟତା ପ୍ରାପ୍ତ ଏବଂ ବେସରକାରୀ…
କେବଳ ଏହି କାରଣ ପାଇଁ ରାହୁଲ୍ ବସିଲେ ପଛରେ, ସ୍ପଷ୍ଟୀକରଣ ରଖିଲେ ପ୍ରତିରକ୍ଷା ମନ୍ତ୍ରାଳୟ କହିଲେ
ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରୁ କ୍ରମାଗତ ଏକାଦଶ ଥର ଦେଶକୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଲୋକ ସଭାରେ ବିରୋଧୀ ଦଳର ନେତା ତଥା କଂଗ୍ରେସ ଏମ୍ମି ରାହୁଲ ଗାନ୍ଧୀ ମଧ୍ୟ ଅଂଶଗ୍ରହଣ କରିଥିଲେ। ସ୍ବାଧୀନତା ଦିବସ…
ସୀମାରେ ବାଂଲାଦେଶୀ ଭୟ, ପାରାଦୀପ ଦେଇ ପଶି ଆସିଲେ ୧୨ଜଣ
ପାରାଦୀପ,୧୫।୮: ବାଂଲାଦେଶ ହିଂସାକୁ ନେଇ ଓଡ଼ିଶା ଉପକୂଳରେ ହାଇଆଲର୍ଟ ଜାରି ହୋଇଛି । ବାଂଲାଦେଶୀମାନେ ଉପକୂଳ କିମ୍ବା ସମୁଦ୍ର ତଟ ଦେଇ ପଶି ଆସୁଥିବାରୁ ସବୁଠି ହାଇ ଆଲର୍ଟ ଜାରି ହୋଇଛି। ତେବେ ଗୁରୁବାର ପାରାଦୀପ ଦେଇ ୧୨ଜଣ ସନ୍ଦିଗ୍ଧ ବାଂଲାଦେଶୀ…
ମହିଳା ହୋଇ ବି ଆନ୍ଦୋଳନକୁ ଡରୁଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ: ଅଧିର ରଞ୍ଜନ
ବହରାମପୁର,୧୫।୮: ପଶ୍ଚିମବଙ୍ଗ କଂଗ୍ରେସ ନେତା ତଥା ପୂର୍ବତନ ଏମପି ଅଧିର ରଂଜନ ଚୌଧୁରୀ ଗୁରୁବାର ରାଜ୍ୟର ମମତା ସରକାରଙ୍କୁ କଡା ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମହିଳା ହୋଇଥିଲେ ମଧ୍ୟ ମହିଳା ଆନ୍ଦୋଳନକୁ ଭୟ କରୁଛନ୍ତି। କୋଲକାତାର ଆରଜି…
‘ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନ, ସଂଘର୍ଷ ଭୁଲି ହେବ ନାହିଁ’
ବଲାଙ୍ଗୀର,୧୫ା୮(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ମନୋହରପୁର ରିଜର୍ଭ ପୋଲିସ ପଡ଼ିଆରେ ଜିଲାସ୍ତରୀୟ ୭୮ତମ ସ୍ବାଧୀନତା ଦିବସ ପାଳିତ ହୋଇଛି। ମୁଖ୍ୟଅତିଥି ଭାବେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ମନ୍ତ୍ରୀ ଗଣେଶ ରାମ…
ସ୍ବାଧୀନତା ଦିବସ ସମାରୋହରେ ସମ୍ମାନିତ ହେଲେ ଛାତ୍ର ରାଜେନ୍ଦ୍ର
କେନ୍ଦୁଝର,୧୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): ୭୮ତମ ଜିଲାସ୍ତରୀୟ ସ୍ବାଧୀନତା ଦିବସ ସମାରୋହରେ ହାଟଡ଼ିହୀ ବ୍ଲକ ବାଙ୍ଗୋର ଗ୍ରାମର ବାସିନ୍ଦା ତଥା ସିଟିଟିସି ଭୁବନେଶ୍ୱରର ଛାତ୍ର ରାଜେନ୍ଦ୍ର ବିନ୍ଧାଣିଙ୍କୁ ଦକ୍ଷତା ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ସମ୍ମାନିତ କରାଯାଇଛି। ସମାରୋହରେ ମୁଖ୍ୟ ଅତିଥି…
Archives


