ବିମାନରେ ମହିଳା ଯାତ୍ରୀଙ୍କୁ ଅସଦାଚରଣ
ଚେନ୍ନାଇ,୧୧ା୧୦: ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଜଣେ ମହିଳା ଯାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଜଣେ ୪୫ ବର୍ଷୀୟ ଅଭିଯୁକ୍ତ ଗିରଫ ହୋଇଛନ୍ତି। ବିମାନଟି ଜୟପୁରରୁ ଚେନ୍ନାଇ ଯାଉଥିଲା। ମହିଳା ଜଣକ ଏ ସମ୍ପର୍କରେ ବିମାନର କ୍ରିଉଙ୍କୁ ଜଣାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ…
ଗୁଳିମାଡ଼ରେ ଚାଲିଗଲା ଫାଷ୍ଟଫୁଡ୍ ଦୋକାନୀଙ୍କ ଜୀବନ
ସିନାପାଲି, ୧୧।୧୦(ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା କାପସି ବରଗଛ ଛକଠାରେ ଗତ ରବିବାର ରାତିରେ ଫାଷ୍ଟଫୁଡ ଦୋକାନୀ ନିଲାମ୍ବର ମେହେରଙ୍କୁ ଗୁଳିମାଡ଼ ହୋଇଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ବୁଧବାର ରାତିରେ ତାଙ୍କର ମୃତ୍ୟୁ…
ଗର୍ଲଫ୍ରେଣ୍ଡକୁ ବୁଲାଇ ନେବ ସାଙ୍ଗ: କାର୍ ଚୋରି କରି ବନ୍ଧା ହେଲେ ତିନି କଲେଜ ଛାତ୍ର
ନୂଆଦିଲ୍ଲୀ,୧୧ା୧୦: ସାଙ୍ଗକୁ ସାହାଯ୍ୟ କରିବାକୁ ଯାଇ ବନ୍ଧା ହେଲେ ସାଙ୍ଗ। ପ୍ରେମିକାକୁ ନୂଆ ଗାଡ଼ିରେ ସାଙ୍ଗ ବୁଳାଇ ନେବ ବୋଲି କାର୍ ଚୋରି କରିବାରେ ସାହାଯ୍ୟ କରି ପୋଲିସ ହାତରେ ପଡିଛନ୍ତି ତିନି ସାଙ୍ଗ। ଏଭଳି ଏକ ଘଟଣା ଘଟିଛି ଜାତୀୟ…
ଦାଦନ ଖଟିବାକୁ ଯାଇଥିଲେ: ଚାଲିଗଲା ଯୁବତୀଙ୍କ ଜୀବନ
ଦାରିଙ୍ଗବାଡି,୧୧।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ପୁଣି ଦାଦନ ଦୁଃଖ ଦେଖୁବାକୁ ମିଳିଛି। ଦାଦନ ଖଟିବାକୁ ଯାଇ ପୁଣି ଜଣେ ଯୁବତୀଙ୍କ ଅକାଳ ବିୟୋଗ ଚିନ୍ତା ବଢାଇଛି। ପ୍ରକାଶ ଯେ, ବ୍ରାହ୍ମଣୀଗାଁ ଥାନା ଝିଞ୍ଜିରୀଗୁଡା ପଞ୍ଚାୟତ କୁଟଲାରି ଗାଁ…
ବାପାଙ୍କ ସହ ବୁଲିବାକୁ ଆସିଥିବା ବେଳେ ଶିଶୁପୁତ୍ର ଅପହରଣ: ୧୨ଦିନ ପରେ ହାଇଦ୍ରାବାଦରୁ…
ନୂଆପଡ଼ା,୧୧।୧୦: ବାପାଙ୍କ ସହ ବଲାଙ୍ଗୀର ବୁଲିବାକୁ ଆସିଥିବା ବେଳେ ଗତ ୨୯ ତାରିଖରେ ଜଣେ ଶିଶୁପୁତ୍ରଙ୍କୁ ଅପହରଣ କରି ନିଆଯାଇଥିଲା। ଦୀର୍ଘ ୧୨ଦିନ ପରେ ହାଇଦ୍ରାବାଦରୁ ଅପହୃତ ଶିଶୁପୁତ୍ରଙ୍କୁ ପୋଲିସ ଉଦ୍ଧାର କରିବା ସହ ୨ଜଣ ଅଭିଯକ୍ତଙ୍କୁ ପୋଲିସ ଗିରଫ କରିଛି।…
ନୋଏଲ ଦାୟିତ୍ୱ ଗ୍ରହଣ କରୁ କରୁ ଉଡିଲା ଟାଟାର ଶେୟାର, ସବୁହେଲା ଗ୍ରୀନ୍ ଗ୍ରୀନ୍
ମୁମ୍ବାଇ,୧୧।୧୦: ରତନ ଟାଟାଙ୍କ ଦେହାନ୍ତ ପରେ ନୋଏଲ ଟାଟା ଟାଟା ଟ୍ରଷ୍ଟର ନୂତନ ଚେୟାରମ୍ୟାନ ଭାବରେ ନିଯୁକ୍ତ ହୋଇଛନ୍ତି। ଏହି ଖବର ପରେ ଟାଟା ଗ୍ରୁପର ଅନେକ ଶେୟାର ଶୁକ୍ରବାର ବୃଦ୍ଧି ପାଇଛି। ବୋର୍ଡ ଦ୍ୱାରା ସର୍ବସମ୍ମତି କ୍ରମେ ନୋଏଲ ଟାଟାଙ୍କୁ…
ଏମିତି ଲୋକଙ୍କଠାରୁ ଦୂରରେ ରହିବାକୁ…
ଭାରତର ମହାନ ରାଜନୀତିଜ୍ଞ ଏବଂ ଅର୍ଥଶାସ୍ତ୍ର ବିଶେଷଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ବର୍ଣ୍ଣନା କରିଛନ୍ତି। ଚାଣକ୍ୟ ନୀତି ପୁସ୍ତକର ୧୭ତମ ଅଧ୍ୟାୟର ଏକ ଶ୍ଳୋକରେ ଆଠ ପ୍ରକାର ଲୋକଙ୍କ ବିଷୟରେ ବର୍ଣ୍ଣନା କରିଛନ୍ତି, ଯେଉଁମାନେ ସର୍ବଦା ଅନ୍ୟକୁ…
ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ପିତାଙ୍କ ସମ୍ପତ୍ତି ଉପରେ ଦାବି କରିପାରିବେ ନାହିଁ ଝିଅ! ଜାଣନ୍ତୁ ସମ୍ପୂର୍ଣ୍ଣ ମାମଲା
ନୂଆଦିଲ୍ଲୀ,୧୧।୧୦: ସାଧାରଣତଃ କୁହାଯାଏ ଯେ ସେ ପୁଅ କିମ୍ବା ଝିଅ, ଉଭୟ ମାତାପିତାଙ୍କ ପାଇଁ ସମାନ । କିନ୍ତୁ ଅନେକ ଥର ଯେତେବେଳେ ସମ୍ପତ୍ତି ବିଷୟରେ କଥା ଆସେ, ଅଧିକାଂଶ ଲୋକ ଅନୁଭବ କରନ୍ତି ଯେ ଏହା ଉପରେ କେବଳ ପୁଅର…
ସିଦ୍ଧିଦାତ୍ରୀ ବେଶରେ ମା ସମଲେଶ୍ବରୀ
ବରଗଡ଼,୧୧।୧୦(ପ୍ରେମାନନ୍ଦ ଖମାରୀ) : ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ଶୁକ୍ରବାର ମା ସମଲେଶ୍ବରୀ ସିଦ୍ଧିଦାତ୍ରୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ ଏହି ବେଶରେ ଦର୍ଶନ ପାଇଁ ସକାଳୁ ମନ୍ଦିର ପରିସରରେ…
ନୋବେଲ ଶାନ୍ତି ପୁରସ୍କାରରେ କ’ଣ ମିଳିଥାଏ, କେଉଁ କାମ ପାଇଁ ଦିଆଯାଇଥାଏ ଏହି ପୁରସ୍କାର
ଷ୍ଟକହୋମ,୧୧।୧୦: ଜାପାନର ସଂଗଠନ ନିହୋନ ହିଡାନକିୟୋକୁ ନୋବେଲ ଶାନ୍ତି ପୁରସ୍କାର ୨୦୨୪ ମିଳିବ ବୋଲି ଘୋଷଣା କରାଯାଇଛି। ଏହି ସଂଗଠନ ହିରୋସିମା ଏବଂ ନାଗାସାକି ଉପରେ ଆଣବିକ ଆକ୍ରମଣରେ ବଞ୍ଚିଥିବା ଲୋକଙ୍କ ଯତ୍ନ ନେବା ପାଇଁ ଦାୟୀ (ହିବାକୁଶା ନାମରେ ମଧ୍ୟ…
Archives


