Home Left

IPL ପରେ ଟିମ୍‌ ଇଣ୍ଡିଆ ଖେଳାଳିଙ୍କ ବଢ଼ିଯିବ ସମସ୍ୟା, BCCI ନେଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୫।୨: ଟିମ୍‌ ଇଣ୍ଡିଆ ବର୍ତ୍ତମାନ ଦୁବାଇ ଗସ୍ତରେ ଅଛି, ଯେଉଁଠାରେ ଦଳ ଚାମ୍ପିଅନ୍ସ ଟ୍ରଫି ଖେଳୁଛି। ଟୁର୍ନାମେଣ୍ଟ ପରେ ଭାରତୀୟ ଖେଳାଳିମାନେ ଆଇପିଏଲ୍‌ରେ ଅଂଶଗ୍ରହଣ କରିବେ ଏବଂ ତା’ପରେ ଜୁନ୍‌ରେ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଯିବେ। କିନ୍ତୁ ଟେଷ୍ଟ ଫର୍ମାଟରେ…

Govinda-Sunita Divorce: ଗୁଜବ ନୁହେଁ ସତ, ୩୭ ବର୍ଷ ପରେ ପତ୍ନୀଙ୍କଠାରୁ ଅଲଗା ହେବେ ସୁପରଷ୍ଟାର ଗୋବିନ୍ଦା

ମୁମ୍ବାଇ: ଗୁଜବ ନୁହେଁ ସତ। ଅଲଗା ହେବେ ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ପତ୍ନୀ ସୁନୀତା ଆହୁଜା। ଉଭୟଙ୍କ ୩୭ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡ଼ିବା ଖବର ସ୍ପଷ୍ଟ ହୋଇଛି। ଦୁହିଁଙ୍କ ପରିବାର ସବୁକିଛି ଠିକ୍‌ କରିବାକୁ ଚେଷ୍ଟା କରୁଥିଲେ…

ହରଭଜନଙ୍କ ଭୟଙ୍କର ଝଗଡ଼ା, ଦେଶଦ୍ରୋହୀ କହି ରୁକୁ କରାଇଲେ FIR

ନୂଆଦିଲ୍ଲୀ,୨୫।୨: ସୋସିଆଲ ମିଡିଆରେ ଜୋରଦାର ଝଗଡ଼ାକୁ ନେଇ ଟିମ୍‌ ଇଣ୍ଡିଆର ପୂର୍ବତନ ଖେଳାଳି ହରଭଜନ ସିଂହ ଖବର ଶିରୋନାମାକୁ ଆସିଛନ୍ତି। ସେ ପ୍ରାୟତଃ ସୋସିଆଲ ମିଡିଆରେ କିଛି ନା କିଛି ଲେଖିଥାନ୍ତି। ହେଲେ ଏବେ ସୋସିଆଲ ମିଡିଆରେ କିଛି ପ୍ରଶଂସକଙ୍କ ସହ…

ଟ୍ରକ-ବାଇକ୍‌ ଧକ୍କା: ଜିଅନ୍ତା ଜଳିଗଲେ ଯୁବକ, ୨ଜଣ ଅର୍ଦ୍ଧଦଗ୍ଧ

ଦିଗପହଣ୍ଡି/ଚିକିଟି,୨୫।୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ମା’ ରତ୍ନେଶ୍ୱରୀ ମନ୍ଦିର ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତାରେ ଏକ ଟ୍ରକ-ବାଇକ୍‌ ମଧ୍ୟରେ ଧକ୍କା ଦେବାରୁ ବାଇକ୍‌…

IPL 2025: ମାଥ୍ୟୁ ମଟଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୫ା୨: ଇଂଲଣ୍ଡର ପୂର୍ବତନ ଧଳା ବଲ କୋଚ ମାଥ୍ୟୁ ମଟଙ୍କୁ ମଙ୍ଗଳବାର ଆଗାମୀ ଆଇପିଏଲ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଦଳର ସହାୟକ କୋଚ ଭାବେ ନିଯୁକ୍ତ କରାଯାଇଛି। ୫୧ ବର୍ଷୀୟ ମଟ ମୁଖ୍ୟ କୋଚ ହେମଙ୍ଗ ବଦାନୀଙ୍କୁ ସହାୟତା କରିବେ। ଗତ…

Champions Trophy: ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମ୍ୟାଚ ବାତିଲ

ରାଓ୍ବଲପିଣ୍ଡି,୨୫ା୨: ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମଙ୍ଗଳବାର ଖେଳାଯିବାକୁ ଥିବା ଆଇସିସି ଚାମ୍ପିୟନ୍ସ ଟ୍ରଫିର ସପ୍ତମ ମ୍ୟାଚ ବର୍ଷାରେ ଧୋଇ ଯାଇଛି। ଲଗାଣ ବର୍ଷା କାରଣରୁ ମ୍ୟାଚରେ ଟସ୍‌ ମଧ୍ୟ ପଡ଼ିପାରି ନ ଥିଲା। ପରିସ୍ଥିତି ଅଧିକ ଖରାପ ହେବାରୁ…

Virat Kohliଙ୍କଠାରୁ ୧୯୩୪ କିଲୋମିଟର ଦୂରରେ ଅଛନ୍ତି ଅନୁଷ୍କା…ଏହାପରେ ବି କେମିତି ରହୁଛନ୍ତି ଏକାଠି? ‘ବିରୁଷ୍କା’ଙ୍କ ପ୍ରେମକୁ…

ମୁମ୍ବାଇ,୨୫।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ଏକ ପରଫେକ୍ଟ ଦମ୍ପତି ବୋଲି ବିବେଚନା କରାଯାଏ। ସେମାନଙ୍କୁ ପ୍ରାୟତଃ ଗୋଲ ଦେଉଥିବାର ଦେଖାଯାଏ। ସାରା ବିଶ୍ୱରେ ତାଙ୍କର ଲକ୍ଷ ଲକ୍ଷ ଫଲୋୟର୍ସ…

ଫିଲ୍ମ ‘ଦି ଡିପ୍ଲୋମାଟ୍‌’ ରିଲିଜ୍‌ ତାରିଖ ସ୍ଥଗିତ: ଜାଣନ୍ତୁ କେବେ ହେବ ରିଲିଜ୍‌…

ମୁମ୍ବାଇ,୨୫।୨: ଅଭିନେତା ଜନ୍‌ ଆବ୍ରାହମ୍‌ ସମ୍ପ୍ରତି ନିଜର ଆଗାମୀ ଫିଲ୍ମ ‘ଦି ଡିପ୍ଲୋମାଟ୍‌’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ନିକଟରେ ଏହି ଫିଲ୍ମର ଟ୍ରେଲରକୁ ରିଲିଜ୍‌ କରଯାଇଥିଲା, ଯାହାକୁ ଦର୍ଶକ ଖୁବ୍‌ ପସନ୍ଦ କରିଥିଲେ। ତେବେ ଏହି ଫିଲ୍ମର ରିଲିଜ୍‌ ତାରିଖକୁ ସପ୍ତାହେ…

ଭାରତ ଗୋଟିଏ ଭେନ୍ୟୁରେ ଖେଳିବାରୁ ବଡ଼ ଫାଇଦା ମିଳୁଛି: କୁମିନ୍ସ

ସିଡନୀ,୨୫ା୨: ଆହତ ସମସ୍ୟା ଦେଇ ଗତି କରୁଥିବା ଅଷ୍ଟ୍ରେଲିଆ ଦଳର ଅଧିନାୟକ ପାଟ କୁମିନ୍ସଙ୍କ ମତରେ ଭାରତୀୟ ଦଳକୁ ଦୁବାଇରେ ଚାମ୍ପିୟନ୍ସ ଟ୍ରଫିର ସମସ୍ତ ମ୍ୟାଚ ଖେଳିବାର ବଡ଼ ଫାଇଦା ମିଳୁଛି। ଅନ୍ୟ ଦଳଗୁଡ଼ିକୁ ପାକିସ୍ତାନର ବିଭିନ୍ନ ଭେନ୍ୟୁରେ ଖେଳିବାକୁ ପଡ଼ୁଛି।…

ଆସିଗଲା ତାରିଖ: ଏହି ଦିନ ହେବ SI ପରୀକ୍ଷା

ଭୁବନେଶ୍ୱର,୨୫।୨: ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ରାଜ୍ୟର ବିଭିନ୍ନ ଜିଲାରେ SI ଏବଂ ଅନ୍ୟାନ୍ୟ ସମକକ୍ଷ ପଦବୀ ପାଇଁ ପରୀକ୍ଷା ତାରିଖ ପ୍ରକାଶ କରିଛି। ମୋଟ ୯୩୩ଟି ପଦବୀ ପାଇଁ ପରୀକ୍ଷା ହେବ। ବିଜ୍ଞପ୍ତି ଅନୁଯାୟୀ, SI ପଦବୀ ପାଇଁ ଓଏମ୍‌ଆର…

କଂଗ୍ରେସ ଉପରେ ରାଗିଲେ ପ୍ରୀତି ଜିଣ୍ଟା, ଜବାବରେ ଦଳ କହିଲା, ଖୁସି ଲାଗିଲା ଯେ ଆପାଣ…

ଥିରୁଭାନନ୍ତପୁରମ,୨୫।୨: ମଙ୍ଗଳବାର ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବଂ କେରଳ କଂଗ୍ରେସ ମଧ୍ୟରେ ଅଭିଯୋଗ ଏବଂ ପ୍ରତିଅଭିଯୋଗର ଧାରା ଚାଲିଥିଲା। କେରଳ କଂଗ୍ରେସ ଅଭିଯୋଗ କରିଛି ଯେ ପ୍ରୀତି ଜିଣ୍ଟାଙ୍କ ୧୮ କୋଟି ଟଙ୍କାର ଋଣ ଛାଡ କରାଯାଇଛି ଏବଂ ସେ…

ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି: ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ୱର,୨୫।୨: ରାତି ପାହିଲେ ମହାଶିବରାତ୍ରୀ। ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଶୈବପୀଠ। ଏହି ପରିପ୍ରେକ୍ଷୀରେ ମହାଶିବରାତ୍ରୀରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି କିପରି ସୁଚାରୁରୁପେ ସମ୍ପାଦନ ହେବ ସେନେଇ ମଙ୍ଗଳବାର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ନିଷ୍ପତ୍ତି କ୍ରମେ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?