Home Left

ହାଇଭୋଲ୍‌ଟେଜ୍‌ ବିଦ୍ୟୁତ୍‌ ଟାଓ୍ବାରରେ ଚଢ଼ି ଯୁବକଙ୍କ ଉନ୍ମତ୍ତ କାଣ୍ଡ, ପ୍ରଶାସନକୁ କଲେ ନାକେଦମ୍‌

ବଲାଙ୍ଗୀର,୨୬ା୨(ସୁନୀଲ ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ଥାନା ଅର୍ନ୍ତଗତ ଖମାରମୁଣ୍ଡା ଗାଁ ନିକଟ ଏକ ହାଇଭୋଲ୍‌ଟେଜ୍‌ ବିଦ୍ୟୁତ୍‌ ଟାଓ୍ବାର ଉପରକୁ ଗାଁର ସିଦ୍ଧେଶ୍ୱର ଭୋଇ (୩୨) ସକାଳ ୮ ରେ ଚଢ଼ି ଯାଇଥିଲେ। ଗାଁ ଲୋକେ ପୋଲିସକୁ ଖବର ଦେବା ପରେ…

ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇଲେ ନନା

ଭୁବନେଶ୍ୱର,୨୬ା୨: ପବିତ୍ର ମହାକୁମ୍ଭରେ ବୁଡ଼ ପକାଇଲେ ଭାଜପା ଏମ୍‌ପି ପ୍ରତାପ ଷଡଙ୍ଗୀ । ତ୍ରିବେଣୀ ସଙ୍ଗମରେ ପୂଜାର୍ଚ୍ଚନା କରି ବୁଡ଼ ପକାଇଲେ ନନା। ବୁଧବାର ପ୍ରୟାଗରାଜ ତ୍ରିବେଣୀ ସଙ୍ଗମସ୍ଥଳରେ ବୁଡ଼ ପକାଇବା ସହ ପୂଜାର୍ଚ୍ଚନା କରିଛନ୍ତି । ଏହି ଅବସରରେ ସେ…

Champions Trophy: ଚାମ୍ପିଅନ୍ସ ଟ୍ରଫିରେ ସୁରକ୍ଷା ଦେବାକୁ ସଫା ସଫା ମନା କରିଦେଲେ ପାକିସ୍ତାନର ପୋଲିସ କର୍ମଚାରୀ, ୧୦୦ରୁ ଅଧିକ Suspend

ନୂଆଦିଲ୍ଲୀ,୨୬।୨: ଏଥର ପଡ଼ୋଶୀ ଦେଶ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିର ଆୟୋଜକ ସାଜିଛି। ପ୍ରାୟ ୨୯ ବର୍ଷ ପରେ କୌଣସି ଟୁର୍ନାମେଣ୍ଟର ଆୟୋଜକ ଦାୟିତ୍ୱ ପାକିସ୍ତାନକୁ ମିଳିଛି, ହେଲେ ଏହାର ଟିମ୍‌ ଟୁର୍ନାମେଣ୍ଟରୁ ବାଦ୍‌ ପଡ଼ିଛି। ଏସବୁ ମଧ୍ୟରେ ଚାମ୍ପିଅନ୍ସ ଟ୍ରଫିକୁ ନେଇ…

ଛିଣ୍ଡୁନି ଭାଜପା  ରାଜ୍ୟ ସଭାପତି ଅଙ୍କ: ରେସରେ ମନମୋହନଙ୍କ ସହ ରହିଛି  ଏହିମାନଙ୍କ ନାମ 

ଭୁବନେଶ୍ୱର,୨୬।୨: ଛିଣ୍ଡୁନି ଭାଜପା ରାଜ୍ୟ ସଭାପତି ଅଙ୍କ। ଭାଜପା ରାଜ୍ୟ ସଭାପତି ଚୟନରେ କାହିଁକି ହେଉଛି ବିଳମ୍ବ। ପୁଣି ମନମୋହନଙ୍କ ଉପରେ ଆସ୍ଥାପ୍ରକଟ କରିବ କି ଭାଜପା। ପଦ୍ମ ଘୁଞ୍ଚିଘୁଞ୍ଚି ଗଲାପରି ଭାଜପା ସଭାପତି ନା ଘୋଷଣାରେ ବିଳମ୍ବ ହେଉଛି। ବିଜେପିର…

ମହାଶିବରାତ୍ରୀରେ କ’ଣ ଖାଇବା ଉଚିତ? ଖାଲି ପାଣି ନା ଫଳ, ଜାଣନ୍ତୁ ଏକ୍ସପର୍ଟଙ୍କ ଠାରୁ…

ଭାରତୀୟ ସଂସ୍କୃତିରେ ଉପବାସର ଏକ ବିଶେଷ ମହତ୍ତ୍ୱ ଅଛି। କୁହାଯାଏ ଯେ ଖାଦ୍ୟ ହେଉଛି ପୂର୍ଣ୍ଣ ବ୍ରହ୍ମ। ପ୍ରକୃତିରେ ପରିବର୍ତ୍ତନ ଯେପରି ଅନିବାର୍ଯ୍ୟ, ସେହିପରି ଶରୀରରେ ମଧ୍ୟ ପରିବର୍ତ୍ତନ ଆବଶ୍ୟକ। ଶରୀରକୁ ଶକ୍ତି ଯୋଗାଇବା ପାଇଁ ଉପବାସ ବହୁତ ଗୁରୁତ୍ୱପୂର୍ଣ୍ଣ। ଉପବାସର…

ସକାଳୁ ଖାଲି ପେଟରେ ଏହି ପାଣି ପିଇଲେ ମିଳିଥାଏ ଅନେକ ଫାଇଦା, ବିଶେଷଜ୍ଞ କୁହନ୍ତି ଯାହା କାଜୁଠାରୁ ବି ଲାଭଦାୟକ

ସୁସ୍ଥ ରହିବା ପାଇଁ ଲୋକମାନେ ସେମାନଙ୍କ ଖାଦ୍ୟରେ ଏପରି ଖାଦ୍ୟଦ୍ରବ୍ୟ ସାମିଲ କରିବା ଆବଶ୍ୟକ, ଯାହା ତାଙ୍କ ସ୍ବାସ୍ଥ୍ୟ ପ୍ରତି ଲାଭଦାୟକ ହେବ। ଆମର ଖାଦ୍ୟପେୟ ଅଭ୍ୟାସ ଆମ ସ୍ବାସ୍ଥ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ, ବିଶେଷକରି ଆମେ ସକାଳେ ଯାହା…

ହଠାତ୍‌ ସନ୍ନ୍ୟାସ ଘୋଷଣା କରି ଚମକାଇଲେ ଏହି ଅଷ୍ଟ୍ରେଲିୟ କ୍ରିକେଟର

ନୂଆଦିଲ୍ଲୀ,୨୬।୨: ଜଣେ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ଅବସର ଘୋଷଣା କରି ଚମକାଇଛନ୍ତି। ତାଙ୍କ ୧୬ ବର୍ଷର କ୍ୟାରିଅରରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ସେ ହେଲେ ଜାସନ ବେହେରେଣ୍ଡର୍ଫ। ବର୍ତ୍ତମାନ ସେ ରାଜ୍ୟ କ୍ରିକେଟରୁ ବିଦାୟ ନେଇଛନ୍ତି। ଅର୍ଥାତ ସେ ଟି-୨୦ ଲିଗ୍‌ରେ ଖେଳିବା…

କେଭି ସିଂହଦେଓଙ୍କ ଘରେBJPର ଗୁରୁତ୍ୱପୂର୍ଣ୍ଣ ବୈଠକ: କାମ ଦେବ ନାହିଁ କୌଣସି ଲବି

ଭୁବନେଶ୍ୱର,୨୬।୨: ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓଙ୍କ ଘରେBJPର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି। ଉକ୍ତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସାମିଲ ହୋଇଥିବା ବେଳେ ଭାଜପା ରାଜ୍ୟ ସଭାପତି ମନମୋହନ ମଧ୍ୟ ଉପସ୍ଥିତ ଥିଲେ। ଏହା ସହ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ…

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସବୁଠାରୁ ବଡ଼ ଶକ୍ତି ‘ହନୁମାନ ଚାଳିଶା’

ନୂଆଦିଲ୍ଲୀ,୨୬।୨: ଭାରତୀୟ କ୍ରିକେଟ ଟିମ୍‌ ଲଗାତାର ଦୁଇଟି ମ୍ୟାଚ ଜିତିବା ପରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମିଫାଇନାଲରେ ପହଞ୍ଚି ସାରିଛି। ଦଳ ମାର୍ଚ୍ଚ ୨ ରେ ନ୍ୟୁଜିଲାଣ୍ଡ ସହିତ ମୁକାବିଲା କରିବ। ଏହା ପୂର୍ବରୁ ଅନେକ ଭାରତୀୟ ଖେଳାଳି ସାକ୍ଷାତକାର ଦେଇ…

Mahashivratri 2025: ଦୁଇଭାଗ ହୋଇଥିବା ଶିବଲିଙ୍ଗ ଶିବରାତ୍ରୀରେ ହୁଅନ୍ତି ଏକାଠି, ଏହି ମନ୍ଦିରର ବିରଳ ଦୃଶ୍ୟ ଦେଖିଲେ ଥରି ଉଠିବେ…

ଆଜି ଦେଶବ୍ୟାପୀ ମହାଶିବରାତ୍ରି ପର୍ବ ମହା ଆଡମ୍ବରରେ ପାଳିତ ହେଉଛି। ଶିବ ମନ୍ଦିରଗୁଡ଼ିକରେ ଭକ୍ତଙ୍କ ସମାଗମ ହେଉଛି। ଆପଣ ଦେଶରେ ଭଗବାନ ଶିବଙ୍କର ଅନେକ ଅନନ୍ୟ ମନ୍ଦିର ନିଶ୍ଚୟ ଦେଖିଥିବ। କିନ୍ତୁ ହିମାଚଳ ପ୍ରଦେଶର କାଙ୍ଗଡ଼ାରେ ଏକ ଶିବ ମନ୍ଦିର ଅଛି,…

Champions Trophy 2025: ଏପର୍ଯ୍ୟନ୍ତ ପ୍ରତିଶ୍ରୁତି ପାଳନ କରିନାହାନ୍ତି ରୋହିତ: ଅପେକ୍ଷାରେ ଅକ୍ଷର ପଟେଲ

ନୂଆଦିଲ୍ଲୀ,୨୬।୨: ଭାରତୀୟ ଅଧିନାୟକ ରୋହିତ ଶର୍ମା ସାଥୀ ଖେଳାଳି ଅକ୍ଷର ପଟେଲଙ୍କୁ ଦେଇଥିବା ପ୍ରତିଶ୍ରୁତି ଏପର୍ଯ୍ୟନ୍ତ ପାଳନ କରିନାହାନ୍ତି। ଅକ୍ଷର ଏବେ ବି ଡିନର ପାଇଁ ଅପେକ୍ଷା କରିଛି। ବାଂଲାଦେଶ ବିପକ୍ଷରେ ଚାମ୍ପିଅନ୍ସ ଟ୍ରଫିର ଗ୍ରୁପ ଏର ପ୍ରଥମ ମ୍ୟାଚ୍‌ରେ ଅକ୍ଷର…

Virat Kohli Ranking:ପାକିସ୍ତାନ ବିପକ୍ଷରେ ଶତକ ହାସଲ ପରେ କୋହଲିଙ୍କୁ ମିଳିଲା ବଡ଼ ପୁରସ୍କାର

ନୂଆଦିଲ୍ଲୀ,୨୬।୨: ଆଇସିସି ପକ୍ଷରୁ ବୁଧବାର ଦିନିକିଆ ରାଙ୍କିଂ ପ୍ରକାଶ କରିଛି। ବିରାଟ କୋହଲି ଏଥିରୁ ଲାଭ ପାଇଛନ୍ତି। ୨୦୨୫ ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍‌ରେ କୋହଲି ପାକିସ୍ତାନ ବିପକ୍ଷରେ ଶତକ ହାସଲ କରିଥିଲେ। କୋହଲିଙ୍କୁ ରାଙ୍କିଂ ମାଧ୍ୟମରେ ଏହାର ପୁରସ୍କାର ମିଳିଛି। ଦିନିକିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?