Home Left

ଶ୍ରୀମନ୍ଦିରରେ ପଡ଼ିଲା ରକ୍ତଛିଟା, ହେଲା ମହାପ୍ରଭୁଙ୍କ ବଡ଼ ମହାସ୍ନାନ

ପୁରୀ,୧୨।୧୦: ଦୁର୍ଗାପୂଜାରେ ଅଘଟଣ। ଶ୍ରୀମନ୍ଦିର କଳାହାଟ ଦ୍ୱାର ନିକଟରେ ପଡ଼ିଲା ରକ୍ତଛିଟା। ଏହାକୁ ନେଇ ଶନିବାର ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ କରାଯାଇଛି। ଏହାକୁ ନେଇ ଅପରାହ୍ନରେ ଶ୍ରୀଜିଉଙ୍କ ସାଧାରଣ ଦର୍ଶନ ବନ୍ଦ ରହିଛି। ସୂଚନାନୁଯାୟୀ, ଶ୍ରୀମନ୍ଦିରରେ ଜଣେ କର୍ମଚାରୀଙ୍କ ହାତ ଚାପି…

ପୂଜା ମଣ୍ଡପ ପାଖ ଖାଦ୍ୟ ଦୋକାନରେ ବିଏମ୍‌ସି ଚଢ଼ାଉ: ବାସି, ରଙ୍ଗ ମିଶା ଖାଦ୍ୟ ନଷ୍ଟ

ଭୁବନେଶ୍ୱର,୧୨।୧୦: ଦଶହରା ପାଇଁ ଶାରା ରାଜ୍ୟ ଚଳଚଞ୍ଚଳ ହୋଇ ଉଠିଛି। ପୂଜା ମଣ୍ଡପ ସାଙ୍ଗକୁ ଆକର୍ଷଣୀୟ ଖାଦ୍ୟ ବେଶ୍‌ ଆକୃଷ୍ଠ କରିଛି ଲୋକଙ୍କୁ। ତେବେ ବିଭିନ୍ନ ପୂଜା ମଣ୍ଡପ ପାଖ ଖାଦ୍ୟ ଦୋକାନରେ ବିଏମ୍‌ସ ଚଢ଼ାଉ କରିଛି। ବିଭିନ୍ନ ଫାଷ୍ଟଫୁଡ ଦୋକାନରେ…

ନବୀନଙ୍କୁ ଏ କ’ଣ କହିଦେଲେ ଅମର? ବିଜୟ ଭଳି ପରାଜୟର ବି…

ଭୁବନେଶ୍ୱର,୧୨।୧୦: ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ତେର୍‌ଛା ବାଣ ମାରିଛନ୍ତି ବରିଷ୍ଠ ବିଜେଡି ନେତା ଅମର ଶତପଥୀ। ସାଧାରଣ ନିର୍ବାଚନରେ ଦଳର ପରାଜୟର ଦାୟିତ୍ୱ ନବୀନ ନିଅନ୍ତୁ ବୋଲି ସେ କହିଛନ୍ତି। ଆମେ ନବୀନଙ୍କୁ ନେତା ବାଛିଥିଲୁ,…

ଅବୈଧ ପ୍ରବାସୀଙ୍କୁ ନେଇ କଡା କାର୍ଯ୍ୟାନୁଷ୍ଠାନ ଦାବି କଲେ ଟ୍ରମ୍ପ

ଓ୍ବାଶିଂଟନ,୧୨।୧୦: ଆମେରିକାର ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ପୁଣିଥରେ କହିଛନ୍ତି ଯେ ସେ ପ୍ରବାସୀମାନଙ୍କୁ ସ୍ବାଗତ କରୁଛନ୍ତି, କିନ୍ତୁ ସର୍ତ୍ତ ଅନୁଯାୟୀ ସେମାନେ ଆଇନଗତ ଭାବେ ଆସିବେ। ବେଆଇନ ପ୍ରବାସୀ ଭାରତୀୟଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।…

ହାଟରେ ଅଘଟଣ, ବସିଥିବା ପରିବା ଦୋକାନୀଙ୍କ ଉପରେ ଚଢିଗଲା କାର୍‌

ବଣାଇଁ, ୧୨।୧୦(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଲହୁଣିପଡ଼ା ଥାନା ଅନ୍ତର୍ଗତ ଗମଲେଇ ସାପ୍ତାହିକ ହାଟରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ହାଟରେ ବ୍ୟବସାୟ ପାଇଁ ଆସିଥିବା ଜଣେ ପରିବା ଦୋକାନୀଙ୍କ ଉପରେ ଏକ କାର ଚଢିଯାଇଥିଲା। ଫଳରେ ଘଟଣାସ୍ଥଳରେ…

ଫୁଟବଲର ରୋଚକ ଇତିହାସ:ବଲ୍‌ ବଦଳରେ ବ୍ୟବହାର ହେଉଥିଲା…

କ୍ରୀଡ଼ା ଜଗତର ସବୁଠାରୁ ସୁନ୍ଦରତମ ଓ ଲୋକପ୍ରିୟ କ୍ରୀଡ଼ା ହେଉଛି ଫୁଟବଲ। ଏହା ସବାଦ୍ରୁତ। କେବଳ ଏହାକୁ କ୍ୟାରିୟର କରୁଥିବା ଖେଳାଳିଙ୍କ ପାଇଁ ନୁହେଁ ସାଧାରଣ ଜନଜୀବନ ସହ ମଧ୍ୟ ଫୁଟବଲ ଜଡ଼ତ। କୌଣସି ଖେଳାଳି କିମ୍ବା ଆଥଲେଟ୍‌ ଏକ ନିର୍ଦ୍ଦିଷ୍ଟ…

ମା’ ସମଲେଶ୍ବରୀଙ୍କ ଅନ୍ନପୂର୍ଣ୍ଣା ବେଶ: ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ବରଗଡ଼,୧୨।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ମନ୍ଦିରରେ ଶାରଦୀୟ ନବରାତ୍ର ପୂଜା ଚାଲିଛି। ଏହି କ୍ରମରେ ଶନିବାର ମା’ ସମଲେଶ୍ବରୀ ଅନ୍ନପୂର୍ଣ୍ଣା ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ ଏହି ବେଶରେ ଦର୍ଶନ ପାଇଁ ସକାଳୁ ମନ୍ଦିର ପରିସରରେ ଶ୍ରଦ୍ଧାଳୁଙ୍କ…

କଂଗ୍ରେସକୁ କଡ଼ା ଟାର୍ଗେଟ୍‌ କଲେ ଓଓ୍ବାଇସି, ଯଦି ଆମେ ନିର୍ବାଚନ…

ଚଣ୍ଡିଗଡ଼,୧୨ା୧୦: ହରିୟାଣା ବିଧାନସଭା ନିର୍ବାଚନର ଫଳାଫଳ ଆସିଛି। ହରିୟାଣାର ଲୋକମାନେ ବିଶ୍ୱାସ କରୁଥିଲେ ଯେ, ହରିୟାଣାରେ କଂଗ୍ରେସ ସରକାର ଗଠନ ହେବ, କିନ୍ତୁ ତାହା ହୋଇ ନ ଥିଲା। ଏହି ଫଳାଫଳଗୁଡିକ ସାମ୍ନାରେ, ସମସ୍ତ ଏକ୍‌ଜିଟ୍‌ ପୋଲ ଏକ ବିଫଳତା ବୋଲି…

ପାର୍ବଣରେ ଉତ୍ସବମୁଖର ଦାରିଙ୍ଗବାଡ: ମା’ପାଟଖଣ୍ଡାଙ୍କ ପୀଠରେ ଭିଡ଼

ଦାରିଙ୍ଗବାଡି, ୧୨।୧୦ (ଅରୁଣ ସାହୁ ): ଦଶହରା ପାଇଁ ଶାରା ରାଜ୍ୟ ଚଳଚଞ୍ଚଳ ହୋଇ ଉଠିଛି। ଏ ଭିତରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳ ମଧ୍ୟ ପାର୍ବଣ ପାଇଁ ଉତ୍ସବମୁଖର ହୋଇ ଉଠିଛି। ଶନିବାର ଦଶହରା ପାଇଁ ବିଭିନ୍ନ ପୂଜାମଣ୍ଡପ…

୧୭ରେ ହରିୟାଣାରେ ଶପଥ ନେବେ ନୂଆ ସରକାର, ସାମିଲ ହେବେ…

ଚଣ୍ଡିଗଡ଼,୧୨ା୧୦: ଆସନ୍ତା ୧୭ ତାରିଖରେ ହରିୟାଣାର ନୂଆ ସରକାର ଶପଥ ନେବେ। ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ପଞ୍ଚକୁଲାରେ ଅନୁଷ୍ଠିତ ହେବ। ଉକ୍ତ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ। ପୂର୍ବାହ୍ନ ୧୦ଟାରେ ହରିୟାଣା ମୁଖ୍ୟମନ୍ତ୍ରୀ ଏବଂ…

ଛତର ଯାତ୍ରାରେ ରାସ୍ତା ଜାମ:ଅଟକିଲା ଆମ୍ବୁଲାନ୍ସ

ଭବାନୀପାଟଣା,୧୨। ୧୦ (ଉତ୍ତମ କୁମାର ଦାଶ): ମା’ମାଣିକେଶ୍ୱରୀଙ୍କ ଛତର ଯାତ୍ରା ଉପଲକ୍ଷେ ଶୁକ୍ରବାର ଭବାନୀପାଟଣା ସହରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ଏତେ ସଂଖ୍ୟକ ଲୋକ ଯୋଗୁଁ ବିଭିନ୍ନ ସ୍ଥାନରେ ରାସ୍ତା ଜାମ ହୋଇଥିବା ଦେଖିବାକୁ ମିଳିଥିଲା। ବିଶେଷ କରି ଭବାନୀପାଟଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri